ଅନୁସନ୍ଧାନ କରୁଥିବା ବର୍ଗ

କଟକ

କଟକରେ କ୍ରିପ୍ଟୋ କେଳେଙ୍କାରୀ: ମାସକରେ କୋଟିଏ ଟଙ୍କା ଗାଏବ

କଟକ : କଟକ ସହରରେ କ୍ରିପ୍ଟୋକରେନ୍ସି ମାୟାଜାଲରେ ପଡ଼ି କୋଟିଏ ଟଙ୍କା ହରାଇଲେଣି ୬ ଜଣ। ସୋସିଆଲ୍ ମିଡିଆରେ ଭିଡିଓକୁ ଲାଇକ, ସେୟାର କରିବା କାମରେ ନିୟୋଜିତ ହୋଇଥିବା ନିବେଶକ ପରବର୍ତ୍ତି ସମୟରେ କ୍ରିପ୍ଟୋକରେନ୍ସି ଜାଲରେ ପଡ଼ିଯାଇଛନ୍ତି। ପ୍ରତି କ୍ରିପ୍ଟୋକରେନ୍ସି କିଣାବିକା ବାବଦ…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ମହିଳା ଭେଷଜ ବିଶେଷଜ୍ଞ ଡାକ୍ତର ଅନ୍ନପୂର୍ଣ୍ଣା ଦେବୀଙ୍କ ପରଲୋକ

କଟକ : ଓଡ଼ିଶାର ପ୍ରଥମ ମହିଳା ଭେଷଜ ବିଶେଷଜ୍ଞ ତଥା ବିଶି‌ଷ୍ଟ କର୍କଟ‌୍‌ ରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର କୃପାସିନ୍ଧୁ ପଣ୍ଡାଙ୍କ ଧର୍ମପତ୍ନୀ ପ୍ରଫେସର ଡାକ୍ତର ଅନ୍ନପୂର୍ଣ୍ଣା ଦେବୀ ଆଉ ନାହାନ୍ତି। ଆଜି ‌ଦିନ ସାଢ଼େ ୧୦ଟାରେ ହୃଦ୍‌ଘାତରେ କେଶରପୁର ବେପାରିସାହି ବାସଭବନରେ ତାଙ୍କର ପରଲୋକ…
ଅଧିକ ଖବର ଦେଖନ୍ତୁ...

ଲୋକ ଅଦାଲତ: ରାଜ୍ୟରେ ୧୫ ହଜାର ୮୨୭ ମାମଲା ଫଏସଲା

କଟକ : ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ଚଳିତ ବର୍ଷର ଦ୍ବିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତରେ ୧୫ ହଜାର ୮୨୭ଟି ମାମଲାର ଆପୋସ ବୁଝାମଣାରେ ଫଏସଲା କରାଯାଇଛି। ଓଡିଶା ରାଜ୍ୟ ଆଇନସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ମୁଖ୍ୟ ବିଚାରପତି ଡକ୍ଟର…
ଅଧିକ ଖବର ଦେଖନ୍ତୁ...

ସାରଳା ସାହିତ୍ୟ ସଂସଦ ପକ୍ଷରୁ ସଚ୍ଚି ରାଉତରାୟଙ୍କ ଜୟନ୍ତୀ: କବି ଅଭୟ ନାୟକ ପାଇଲେ ସଚ୍ଚି ରାଉତରାୟ ସମ୍ମାନ

କଟକ : ବିଜୁପଟ୍ଟନାୟକ ଛକସ୍ଥିତ ସାରସ୍ୱତ ପୀଠ ସାରଳା ଭବନରେ ସାରଳା ସାହିତ୍ୟ ସଂସଦ ପକ୍ଷରୁ କାବ୍ୟ ସରସ୍ୱତୀ ପଦ୍ମଶ୍ରୀ ସଚ୍ଚି ରାଉତରାୟଙ୍କ ୧୦୭ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ଏହି ଉତ୍ସବକୁ ପୂର୍ବତନ ସାଂସଦ ବିଶିଷ୍ଟ କବି ଡ. ପ୍ରସନ୍ନ ପାଟ୍ଟଶାଣୀ ଉଦଘାଟନ କରିଥିଲେ। ସଂସଦର…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ପାଞ୍ଚ ଆଞ୍ଚଳିକ ଜୁଡିସିଆଲ୍‌ ଏକାଡେମି ଉଦ୍‌ଘାଟିତ

କଟକ : ଓଡ଼ିଶାରେ ପ୍ରତିଷ୍ଠା କରାଯାଇଥିବା ଆଞ୍ଚଳିକ ଜୁଡିସିଆଲ ଏକାଡେମି ସାରା ଦେଶ ପାଇଁ ଏକ ଉଦାହରଣ। ଜୁଡିସିଆଲ ଏକାଡେମିର ବିକେନ୍ଦ୍ରୀକରଣ ଏକ ପ୍ରସଂଶନୀୟ ପଦକ୍ଷେପ। ଜିଲ୍ଲା ନ୍ୟାୟପାଳିକାର କାର୍ଯ୍ୟରେ ଏହି ପଦକ୍ଷେପ ସହାୟକ ହେବ ବୋଲି ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ…
ଅଧିକ ଖବର ଦେଖନ୍ତୁ...

ହାଇକୋର୍ଟରେ ରାଷ୍ଟ୍ରୀୟ ଲୋକ ଅଦାଲତ

କଟକ : ହାଇକୋର୍ଟରେ ଶନିବାର ଦିନ ଅନୁଷ୍ଠିତ ରାଷ୍ଟ୍ରୀୟ ଲୋକ ଅଦାଲତରେ ୬୧ଟି ମାମଲାର ଆପୋସ ବୁଝାମଣାରେ ଫଏସଲା କରାଯାଇଛି। ଓଡିଶା ରାଜ୍ୟ ଆଇନସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍‌ ଏସ.ମୁରଲୀଧର, ପ୍ରାଧିକରଣର କାର୍ଯ୍ୟନିର୍ବାହୀ ଅଧୢକ୍ଷ ଜଷ୍ଟିସ…
ଅଧିକ ଖବର ଦେଖନ୍ତୁ...

ଆଠଗଡ଼: ହାତୀ ଆକ୍ରମଣରେ ବୃଦ୍ଧଙ୍କର ମୃତ୍ୟୁ

ଆଠଗଡ଼ : ଆଠଗଡ଼ ବନଖଣ୍ତ ସଦର ରେଞ୍ଜ ତିଗିରିଆ ଥାନା ଅନ୍ତର୍ଗତ ଭୋଗଡା ପଞ୍ଚାୟତ ଗୋଖର୍ନଖାଲ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଆଜି ସକାଳେ ଗୋକର୍ନଖାଲ ଗ୍ରାମର କରୁଣାକର ରାଉତ (୭୨) ଗ୍ରାମ ନିକଟରେ ଥିବା ଆମ୍ବ ତୋଟାକୁ ଆମ୍ବ ଗୋଟାଇବା ପାଇଁ ଯାଉଥିବା…
ଅଧିକ ଖବର ଦେଖନ୍ତୁ...

ସହରବାସୀଙ୍କ ଦୀର୍ଘଦିନର ଦାବି ପୂରଣ

କଟକ: କଟକସହରବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହୋଇଛି। ଚୌଦ୍ୱାର କଟକର ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତ ରଞ୍ଜନ ବିଶ୍ୱାଳ ଓ ବିଧାୟକ ସୌଭିକ୍ ବିଶ୍ୱାଳଙ୍କ ଉଦ୍ୟମ, ମୁଖ୍ୟମନ୍ତ୍ରୀଙ୍କ ଆର୍ଥିକ ସହାୟତା ଓ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ଆନ୍ତରିକତା ଫଳରେ ଏହା ସମ୍ଭବ ହୋଇପାରିଛି ।…
ଅଧିକ ଖବର ଦେଖନ୍ତୁ...

ପରିବାର ଅଦାଲତରେ ଅନୁଭବ-ବର୍ଷା ମାମଲା: ତିନି ଦିନ ଲଗାତାର ଶୁଣାଣି, ବର୍ଷାଙ୍କ ଜେରା ଅସଂପୂର୍ଣ୍ଣ

କଟକ : ଅନୁଭବ-ବର୍ଷା ପାରିବାରିକ ମାମଲାର ଶୁକ୍ରବାର ଦିନ କଟକ ପରିବାର ଅଦାଲତରେ ଶୁଣାଣି ହୋଇଛି। ସାକ୍ଷ୍ୟ ଗ୍ରହଣ ଅଧା ରହିଥିବା ବେଳେ ଅଦାଲତରେ ଆଜି ଉଭୟ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ। ବର୍ଷାଙ୍କୁ ଅନୁଭବଙ୍କ…
ଅଧିକ ଖବର ଦେଖନ୍ତୁ...

ପରିବାର ଅଦାଲତରେ ଅନୁଭବ-ବର୍ଷା ପାରିବାରିକ ମାମଲାର ଶୁଣାଣି

କଟକ: ଅନୁଭବ-ବର୍ଷା ପାରିବାରିକ ମାମଲାର ଆଜି କଟକ ପରିବାର ଅଦାଲତରେ ଶୁଣାଣି ହୋଇଛି। ସାକ୍ଷ୍ୟ ଗ୍ରହଣ ଅଧା ରହିଥିବା ବେଳେ ଅଦାଲତରେ ଆଜି ଉଭୟ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ। ବର୍ଷାଙ୍କୁ ଅନୁଭବଙ୍କ ତରଫରୁ…
ଅଧିକ ଖବର ଦେଖନ୍ତୁ...