ଅନୁସନ୍ଧାନ କରୁଥିବା ବର୍ଗ

କଟକ

ରାଜ୍ୟରେ ପାଞ୍ଚ ଆଞ୍ଚଳିକ ଜୁଡିସିଆଲ୍‌ ଏକାଡେମି ଉଦ୍‌ଘାଟିତ

କଟକ : ଓଡ଼ିଶାରେ ପ୍ରତିଷ୍ଠା କରାଯାଇଥିବା ଆଞ୍ଚଳିକ ଜୁଡିସିଆଲ ଏକାଡେମି ସାରା ଦେଶ ପାଇଁ ଏକ ଉଦାହରଣ। ଜୁଡିସିଆଲ ଏକାଡେମିର ବିକେନ୍ଦ୍ରୀକରଣ ଏକ ପ୍ରସଂଶନୀୟ ପଦକ୍ଷେପ। ଜିଲ୍ଲା ନ୍ୟାୟପାଳିକାର କାର୍ଯ୍ୟରେ ଏହି ପଦକ୍ଷେପ ସହାୟକ ହେବ ବୋଲି ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ…
ଅଧିକ ଖବର ଦେଖନ୍ତୁ...

ହାଇକୋର୍ଟରେ ରାଷ୍ଟ୍ରୀୟ ଲୋକ ଅଦାଲତ

କଟକ : ହାଇକୋର୍ଟରେ ଶନିବାର ଦିନ ଅନୁଷ୍ଠିତ ରାଷ୍ଟ୍ରୀୟ ଲୋକ ଅଦାଲତରେ ୬୧ଟି ମାମଲାର ଆପୋସ ବୁଝାମଣାରେ ଫଏସଲା କରାଯାଇଛି। ଓଡିଶା ରାଜ୍ୟ ଆଇନସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍‌ ଏସ.ମୁରଲୀଧର, ପ୍ରାଧିକରଣର କାର୍ଯ୍ୟନିର୍ବାହୀ ଅଧୢକ୍ଷ ଜଷ୍ଟିସ…
ଅଧିକ ଖବର ଦେଖନ୍ତୁ...

ଆଠଗଡ଼: ହାତୀ ଆକ୍ରମଣରେ ବୃଦ୍ଧଙ୍କର ମୃତ୍ୟୁ

ଆଠଗଡ଼ : ଆଠଗଡ଼ ବନଖଣ୍ତ ସଦର ରେଞ୍ଜ ତିଗିରିଆ ଥାନା ଅନ୍ତର୍ଗତ ଭୋଗଡା ପଞ୍ଚାୟତ ଗୋଖର୍ନଖାଲ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଆଜି ସକାଳେ ଗୋକର୍ନଖାଲ ଗ୍ରାମର କରୁଣାକର ରାଉତ (୭୨) ଗ୍ରାମ ନିକଟରେ ଥିବା ଆମ୍ବ ତୋଟାକୁ ଆମ୍ବ ଗୋଟାଇବା ପାଇଁ ଯାଉଥିବା…
ଅଧିକ ଖବର ଦେଖନ୍ତୁ...

ସହରବାସୀଙ୍କ ଦୀର୍ଘଦିନର ଦାବି ପୂରଣ

କଟକ: କଟକସହରବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହୋଇଛି। ଚୌଦ୍ୱାର କଟକର ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତ ରଞ୍ଜନ ବିଶ୍ୱାଳ ଓ ବିଧାୟକ ସୌଭିକ୍ ବିଶ୍ୱାଳଙ୍କ ଉଦ୍ୟମ, ମୁଖ୍ୟମନ୍ତ୍ରୀଙ୍କ ଆର୍ଥିକ ସହାୟତା ଓ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ଆନ୍ତରିକତା ଫଳରେ ଏହା ସମ୍ଭବ ହୋଇପାରିଛି ।…
ଅଧିକ ଖବର ଦେଖନ୍ତୁ...

ପରିବାର ଅଦାଲତରେ ଅନୁଭବ-ବର୍ଷା ମାମଲା: ତିନି ଦିନ ଲଗାତାର ଶୁଣାଣି, ବର୍ଷାଙ୍କ ଜେରା ଅସଂପୂର୍ଣ୍ଣ

କଟକ : ଅନୁଭବ-ବର୍ଷା ପାରିବାରିକ ମାମଲାର ଶୁକ୍ରବାର ଦିନ କଟକ ପରିବାର ଅଦାଲତରେ ଶୁଣାଣି ହୋଇଛି। ସାକ୍ଷ୍ୟ ଗ୍ରହଣ ଅଧା ରହିଥିବା ବେଳେ ଅଦାଲତରେ ଆଜି ଉଭୟ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ। ବର୍ଷାଙ୍କୁ ଅନୁଭବଙ୍କ…
ଅଧିକ ଖବର ଦେଖନ୍ତୁ...

ପରିବାର ଅଦାଲତରେ ଅନୁଭବ-ବର୍ଷା ପାରିବାରିକ ମାମଲାର ଶୁଣାଣି

କଟକ: ଅନୁଭବ-ବର୍ଷା ପାରିବାରିକ ମାମଲାର ଆଜି କଟକ ପରିବାର ଅଦାଲତରେ ଶୁଣାଣି ହୋଇଛି। ସାକ୍ଷ୍ୟ ଗ୍ରହଣ ଅଧା ରହିଥିବା ବେଳେ ଅଦାଲତରେ ଆଜି ଉଭୟ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ। ବର୍ଷାଙ୍କୁ ଅନୁଭବଙ୍କ ତରଫରୁ…
ଅଧିକ ଖବର ଦେଖନ୍ତୁ...

ହାଇ‌‌କୋର୍ଟରେ ବାରବାଟୀ-କଟକ ନିର୍ବାଚନୀ ମାମଲା

କଟକ: ବାରବାଟୀ-କଟକ ଆସନ ନିର୍ବାଚନୀ ମାମଲାରେ ତୃତୀୟ ସାକ୍ଷୀ ତଥା ୨୦୧୯ରେ ବାରବାଟୀ-କଟକ ବିଧାନସଭା ଆସନ ନିର୍ବାଚନର ତତ୍କାଳୀନ ରିଟର୍ଣ୍ଣିଂ ଅଫିସର୍‌ ସୁକାନ୍ତ କୁମାର ପ୍ରଧାନଙ୍କ ଜେରା ଆଜି ଅସମ୍ପୂର୍ଣ୍ଣ ରହିଛି। ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି…
ଅଧିକ ଖବର ଦେଖନ୍ତୁ...

ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ପରୀକ୍ଷା ରେଜଲ୍ଟ: ଶ୍ରୁତିସୁଧା କଟକ ଟପ୍ପର

କଟକ: ପ୍ରକାଶ ପାଇଲା ଚଳିତ ବର୍ଷ ସିବିଏସଇ ଦ୍ୱାଦଶ ପରୀକ୍ଷା ରେଜଲ୍ଟ। କଟକର ଟପ୍ପର ହୋଇଛନ୍ତି ଗଣ୍ଡପୁର ସ୍ଥିତ ଏଲଆର ଡିଏଭିର ଛାତ୍ରୀ ଶ୍ରୁତିସୁଧା ଓଝା। ସେ ୯୮.୨ ପ୍ରତିଶତ ମାର୍କ ରଖିଛନ୍ତି| ଦ୍ୱାଦଶ ପରୀକ୍ଷା ସହ ଜେଇ ପରୀକ୍ଷା ପାଇ ସମସ୍ତ ପ୍ରସ୍ତୁତି କରୁଥିଲେ ସେ | ଦିନକୁ ପ୍ରାୟ 12…
ଅଧିକ ଖବର ଦେଖନ୍ତୁ...

କର୍କଟ ରୋଗୀଙ୍କୁ ‘ପ୍ରତୀକ୍ଷା’ ଯନ୍ତ୍ରଣା: ତିନି ସପ୍ତାହ ଅପେକ୍ଷା କଲେ ରେଡିଏସନ୍‌ ଚିକିତ୍ସା!

କଟକ : କର୍କଟ ରୋଗୀଙ୍କୁ ବି ରେଡିଏସସନ୍‌ ଚିକିତ୍ସା ପାଇଁ ଅପେକ୍ଷା କରିବାକୁ ପଡୁଛି ତିନି ସପ୍ତାହ। କେବେ ପାଳି ପଡିବ, ସେ ଅପେକ୍ଷାରେ ରହିଲା ବେଳକୁ ଏପଟେ ରୋଗ ବଢି ଚାଲିଛି। ଏଭଳି ସ୍ଥିତିରେ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ଭରସା ଛାଡି, ଜମିବାଡ଼ି ବନ୍ଧା ପକାଇ ଘରୋଇ ହସ୍ପିଟାଲକୁ…
ଅଧିକ ଖବର ଦେଖନ୍ତୁ...

ପୁଣି ଧରା ପଡ଼ିଲା ନକଲି ଔଷଧ: ଏଥର ‘ୟୁରିମେକ୍ସ ଡି’

କଟକ : ଓଡ଼ିଶା ବଜାରରେ ପୁଣି ଧରା ପଡ଼ିଛି ନକଲି ଔଷଧ। ‘ୟୁରିମେକ୍ସ ଡିର ନକଲି ପ୍ରସ୍ତୁତ କରି ଏହାକୁ ବଜାରକୁ ଛଡ଼ା ଯାଇଥିବା ବେଳେ କୋଲକାତାସ୍ଥିତ ସେଣ୍ଟ୍ରାଲ ଡ୍ରଗସ୍‌ ଲାବ୍ରୋଟୋରିରେ ହୋଇଥିବା ପରୀକ୍ଷାରୁ ତାହା ଧରା ପଡ଼ିଛି। ଏହି ନକଲି ଔଷଧ ଆଦୌ ବ୍ୟବହାର ଯୋଗ୍ୟ ନୁହେଁ ବୋଲି…
ଅଧିକ ଖବର ଦେଖନ୍ତୁ...