ଅନୁସନ୍ଧାନ କରୁଥିବା ବର୍ଗ

କଟକ

ପ୍ରକାଶ ପାଇଲା ୨୦୨୩ ମାଟ୍ରିକ୍‌ ପରୀକ୍ଷାଫଳ: ପାସ୍ ହାର ୯୬.୪ ପ୍ରତିଶତ

କଟକ: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ୨୦୨୩ ମାଟ୍ରିକ୍‌ (ଦଶମ), ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌ ପରୀକ୍ଷାଫଳ ଆଜି(ମେ ୧୮) ଦିନ ୧୦ଟାରେ ପ୍ରକାଶ ପାଇଛି। କଟକସ୍ଥିତ ବୋର୍ଡ ମୁଖ୍ୟାଳୟରେ ଦିନ ୧୦ଟାରେ ଗଣଶିକ୍ଷା ବିଭାଗ ମନ୍ତ୍ରୀ ପ୍ରମିଳା ମଲ୍ଲିକ…
ଅଧିକ ଖବର ଦେଖନ୍ତୁ...

କାଠଯୋଡ଼ି ପାଣି କଳା: ମୂର୍ତ୍ତି ବିସର୍ଜନ ମନା, ଡ୍ରେନ୍ ପାଣି ପାଇଁ ଖୋଲା

କଟକ: କଟକ ସହରର ଦୁଇପଟେ ରହିଛି ମହାନଦୀ ଓ କାଠାଯୋଡ଼ି। କିନ୍ତୁ ଖାନନଗର ନିକଟରେ କାଠଯୋଡ଼ି ଓ ଯୋବ୍ରା ନିକଟରେ ମହାନଦୀ ପାଣି କଳା ହୋଇଗଲାଣି। ସ୍ଥିତି ଏମିତି ଯେ ରିଂ’ ବନ୍ଧରେ ସେହି ବାଟଦେଇ ଯିବାବେଳେ ଚାରିଚକିଆ ଗାଡ଼ିରେ ଯାଉଥିବା ଲୋକଙ୍କୁ ବି ନାକରେ ହାତଦେବାକୁ ପଡୁଛି। ବର୍ଷକ…
ଅଧିକ ଖବର ଦେଖନ୍ତୁ...

ଆଜି ମାଟ୍ରିକ୍‌ ପରୀକ୍ଷାଫଳ

କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ୨୦୨୩ ମାଟ୍ରିକ୍‌ (ଦଶମ), ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌ ପରୀକ୍ଷାଫଳ ଆଜି(ମେ ୧୮) ଦିନ ୧୦ଟାରେ ପ୍ରକାଶ ପାଇବ। କଟକସ୍ଥିତ ବୋର୍ଡ ମୁଖ୍ୟାଳୟରେ ଦିନ ୧୦ଟାରେ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଓ ସଚିବଙ୍କ…
ଅଧିକ ଖବର ଦେଖନ୍ତୁ...

୫୭ ଇନ୍‌ସପେକ୍ଟରଙ୍କୁ ଡିଏସ୍‌ପି ପାହ୍ୟାକୁ ପଦୋନ୍ନତି

କଟକ : ଓଡ଼ିଶା ପୁଲିସ ବିଭାଗର ୫୭ ଜଣ ପୁଲିସ ଇନସ୍ପେକ୍ଟରଙ୍କୁ ଡିଏସ୍‌ପି ପାହ୍ୟାକୁ ପଦୋନ୍ନତି ମିଳିଛି। ପଦୋନ୍ନତି ସଂକ୍ରାନ୍ତ ବିଜ୍ଞପ୍ତି ଗୃହ ବିଭାଗ ପକ୍ଷରୁ ପ୍ରକାଶ ପାଇଛି। ପଦୋନ୍ନତି ପାଇଥିବା ପୁଲିସ ଇନସ୍ପେକ୍ଟରମାନେ ହେଉଛନ୍ତି, ମନୋରଞ୍ଜନ ପରିଡ଼ା, ସୁରେନ୍ଦ୍ର ନାଥ ଦାସ,…
ଅଧିକ ଖବର ଦେଖନ୍ତୁ...

ମାନବାଧିକାର କମିସନ ସଦସ୍ୟ ପଦ ପୂରଣ ମାମଲା: ହାଇକୋର୍ଟଙ୍କ ଜବାବ ତଲବ

କଟକ : ଓଡ଼ିଶା ମାନବାଧିକାର କମିସନ ସଦସ୍ୟ ପଦ ପୂରଣ ପ୍ରସଙ୍ଗକୁ ନେଇ ଦାୟର ଜନସ୍ବାର୍ଥ ମାମଲାର ହାଇକୋର୍ଟ ଶୁଣାଣି କରି ରାଜ୍ୟ ସରକାରଙ୍କ ନିକଟରୁ ଜବାବ ତଲବ କରିଛନ୍ତି। ଏଥିସହିତ ମାମଲାର ପରବର୍ତ୍ତୀ ଶୁଣାଣି ପୂର୍ବରୁ ଖାଲି ପଡ଼ିଥିବା ସଦସ୍ୟ ପଦ ପୂରଣ କରାଯିବ ବୋଲି ହାଇକୋର୍ଟ ଆଶା…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିରକୁ ହ୍ବିଲ ଚେୟାରରେ ଦିବ୍ୟାଙ୍ଗଙ୍କ ପ୍ରବେଶ ବ୍ୟବସ୍ଥା ପ୍ରସଂଗ: ହାଇକୋର୍ଟରେ ଦ୍ବିତୀୟ ଅଦାଲତ ଅବମାନନା…

କଟକ: ପୁରୀ ଶ୍ରୀମନ୍ଦିର ଭିତରକୁ ଦିବ୍ୟାଙ୍ଗଙ୍କ ପ୍ରବେଶ ପାଇଁ ରୢାମ୍ପ ଭଳି ସ୍ବତନ୍ତ୍ର ବ୍ୟବସ୍ଥା ପ୍ରସଂଗ ସଂପର୍କିତ ମାମଲାରେ ୨୦୨୨ ଫେବ୍ରୁଆରି ୨୮ରେ ହାଇକୋର୍ଟ ପ୍ରଦାନ କରିଥିବା ନିର୍ଦ୍ଦେଶ ପାଳନରେ ଅବହେଳା ଅଭିଯୋଗ ନେଇ ଦ୍ବିତୀୟ ଅଦାଲତ ଅବମାନନା ମାମଲା ରୁଜୁ ହୋଇଛି। ଫେବ୍ରୁଆରି…
ଅଧିକ ଖବର ଦେଖନ୍ତୁ...

କଟକରେ ବଡ଼ଧରଣର ଜିଏସ୍‌ଟି ଚଢଉ: ୧୦ଟି ସୁନାଗହଣା ଦୋକାନରେ ଯାଞ୍ଚ, କୋଟିଏରୁ ଅଧିକ ଟଙ୍କାର ଟିକସ୍‌ ଫାଙ୍କି

କଟକ: କଟକରେ ଆଜି ୧୦ଟି ସୁନାଗହଣା ଦୋକାନ ଉପରେ ବଡ଼ଧରଣର ଜିଏସ୍‌ଟି ଚଢଉ କରାଯାଇଛି। ଯେଉଁଥିରେ କୋଟିଏରୁ ଅଧିକ ଟଙ୍କାର ଟିକସ୍‌ ଫାଙ୍କି ହୋଇଥିବା ଅଭିଯୋଗ ହୋଇଛି। କଟକର ହେମରାଜ ଲେନ୍‌ରେ ଥିବା ଗହଣା ଦୋକାନୀ ବିନା ଜିଏସ୍‌ଟିରେ ସୁନାଗହଣା ବିକ୍ରି କରୁଥିଲେ। ଏପରିକି ଗହଣା କିଣିଲେ…
ଅଧିକ ଖବର ଦେଖନ୍ତୁ...

‘ସମ୍ବାଦ’ କଟକ ସଂସ୍କରଣ ସ୍ବନକ୍ଷତ୍ର ଆଲୋଚନାଚକ୍ର: ନିଜସ୍ବ ପରିଚୟରେ କଟକ ଆଗକୁ ବଢ଼ୁ

କଟକ: ସହରର ଆକାର, କୋଠା ଓ ପିଚୁ ରାସ୍ତାକୁ ମାପଦଣ୍ଡ ଭାବେ ଗ୍ରହଣ ନ କରି ନିଜସ୍ବ ପରିଚୟରେ ଆଗକୁ ବଢ଼ିବା ଆବଶ୍ୟକ। ସହରର ଚିତ୍ରକୁ ନ ଦେଖି ଚରିତ୍ରକୁ ଦେଖିବା ଆବଶ୍ୟକ। ସହରର ବିକାଶ ପାଇଁ ସହଯୋଗିତା ଓ ସହଭାଗିତା ଜରୁରୀ। ସ୍ମାର୍ଟ ଆଳରେ ଭାଇଚାରା ଓ ଆତ୍ମୀୟତାକୁ ଭୁଲି ଯିବା ଅନୁଚିତ। କଟକ…
ଅଧିକ ଖବର ଦେଖନ୍ତୁ...

କଟକ ସ୍ମାର୍ଟସିଟିର ମାନ୍ୟତା ନ ପାଇଲେ ମଧ୍ୟ ଆମ ଆଚରଣ ଓ ଉଚ୍ଚାରଣ ମାଧ୍ୟମରେ ଏହା ହୋଇପାରିବ: ସୌମ୍ୟରଞ୍ଜନ

କଟକ: କଟକକୁ ସ୍ମାର୍ଟସିଟିର ମାନ୍ୟତା ନମିଳିଥିଲେ ମଧ୍ୟ ଆମ ଆଚାରଣ ଓ ଉଚ୍ଚାରଣ ମାଧ୍ୟମରେ ଏହା ହୋଇପାରିବ। ‘ସାମ୍ବାଦ’ କଟକ ସଂସ୍କରଣର ୨୨ତମ ସ୍ଵନକ୍ଷତ୍ର ଦିବସ ଅବସରରେ ଅନୁଷ୍ଠିତ ଆଲୋଚନାଚକ୍ରରେ ମଙ୍ଗଳବାର ‘ସାମ୍ବାଦ’ର ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏହା…
ଅଧିକ ଖବର ଦେଖନ୍ତୁ...

ସେଣ୍ଟ ଜାଭିଅର ଟପର୍ସ ଫେଷ୍ଟିଭାଲ ଅନୁଷ୍ଠିତ

କଟକ: ଛାତ୍ରଛାତ୍ରୀମାନଙ୍କର ପରିଶ୍ରମର ଫଳ, ଦଶମ ଓ ଦ୍ୱାଦଶ ଫଳ ସହିତ ବାହାରିଯାଇଛି। ଚଳିତ ବର୍ଷ ସେଣ୍ଟ. ଜାଭିଅର ସମୂହର ସମସ୍ତ ବିଦୟାଳୟର ଛାତ୍ରଛାତ୍ରୀମାନେ ଶତ ପ୍ରତିଶତ ସଫଳ ହୋଇଛନ୍ତି। ତେବେ ସମସ୍ତ ବିଦୟାଳୟର ସମସ୍ତ ଶୀର୍ଷକୃତ ପ୍ରାୟ ଶହରୁ ଅଧିକ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ସମୂହ…
ଅଧିକ ଖବର ଦେଖନ୍ତୁ...