ଅନୁସନ୍ଧାନ କରୁଥିବା ବର୍ଗ

ଜଗତସିଂହପୁର

ପାରାଦୀପ ତୈଳ ବିଶୋଧନାଗାରରେ ଅଘଟଣ:ସୁରକ୍ଷାକର୍ମୀଙ୍କ ସନ୍ଦେହଜନକ ମୃତ୍ୟୁ

ପାରାଦୀପ/ତିର୍ତ୍ତୋଲ : ପାରାଦୀପ ତୈଳ ବିଶୋଧନାଗାରରେ ଆଜି ଏକ ଅଘଟଣ ଘଟିଛି। ବିଶୋଧନାଗାରରେ କାର୍ଯ୍ୟରତ ଜଣେ ସୁରକ୍ଷାକର୍ମୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ଏହାକୁ ନେଇ ସେଠାରେ କିଛି ସମୟ ଧରି ଉତ୍ତେଜନା ପ୍ରକାଶ ପାଇଥିଲା। ମୃତ ସୁରକ୍ଷାକର୍ମୀ ହେଲେ ନିତ୍ୟାନନ୍ଦ ପରିଡ଼ା। ଗତକାଲି…
ଅଧିକ ଖବର ଦେଖନ୍ତୁ...

ଆଇଓସିଏଲ ସୁରକ୍ଷା କର୍ମୀଙ୍କ ସନ୍ଦେହଜନକ ମୃତ୍ୟୁ

ପାରାଦୀପ: ଗତକାଲି ରାତିରେ ପାରାଦୀପସ୍ଥିତ ତୈଳ ବିଶୋଧନାଗାର ପରିସରରେ ଜଣେ ସୁରକ୍ଷା କର୍ମୀଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତ୍ୟୁର ଠିକ୍‌ ତଦନ୍ତ ଓ ମୃତକଙ୍କ ପରିବାର ଲୋକଙ୍କୁ ଉପଯୁକ୍ତ କ୍ଷତିପୂରଣ ଦାବି ନେଇ ଆଜି ସକାଳୁ ସମାଗୋଳ ଗ୍ରାମର ଲୋକେ ଆଇଓସିଏଲର ୪ ନମ୍ବର ଫାଟକ ଆଗରେ ଟାୟାର…
ଅଧିକ ଖବର ଦେଖନ୍ତୁ...

ଘରେ ପଶି ଦୁର୍ବୃତ୍ତଙ୍କ ଗୁଳିମାଡ଼: ଗୋଟିଏ ପରିବାରର ଜଣେ ମୃତ, ୨ ଗୁରୁତର

ପାରଦୀପ/ତିର୍ତ୍ତୋଲ/ଏରସମା: ଜଗତ୍‌ସିଂହପୁରର ତିର୍ତ୍ତୋଲରେ ଦୁର୍ବୃତ୍ତମାନେ ଗୋଟିଏ ପରିବାର ଉପରେ ଆଖିବୁଜା ଗୁଳିମାଡ଼ କରିଛନ୍ତି। ଏଥିରେ ଜଣକର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ଆହତ ହୋଇଛି। ୨ ଆହତ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହି ଗୁଳିମାଡ଼ ପଛରେ ଡକାୟତି କିମ୍ବା…
ଅଧିକ ଖବର ଦେଖନ୍ତୁ...

ପାରାଦୀପ:ଡକାୟତି ଉଦ୍ୟମ ବେଳେ ଗୁଳିମାଡ଼,ଜଣେ ମୃତ, ୨ ଗୁରୁତର

ପାରାଦୀପ: ଗତକାଲି ରାତିରେ ଘରେ ପଶି ଡକାୟତି ଉଦ୍ୟମ କରୁଥିବା ବେଳେ ବିରୋଧ କରିବାରୁ ଡକାୟତଙ୍କ ଗୁଳିମାଡ଼ରେ ପରିବାର ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତମାନଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା…
ଅଧିକ ଖବର ଦେଖନ୍ତୁ...

ସିବିଆଇ ତଦନ୍ତ ପାଇଁ କେନ୍ଦ୍ରକୁ ସୁପାରିସ

ପାରାଦୀପ : ବ୍ଲାକ୍‌ରୋଜ୍‌ ବୁଡ଼ିବା ଘଟଣାକୁ ଆଠ ବର୍ଷ ବିତିଲାଣି। ତଥାପି ଏହି ଜାହାଜ ସଂକ୍ରାନ୍ତରେ ସବିଶେଷ ତଥ୍ୟ ସଂଗ୍ରହ କରିବାରେ ସବୁ ବିଭାଗ ଫେଲ୍‌ ମାରିଛନ୍ତି। ଜାହାଜଟି ଜାଲ୍‌ ନଥିପତ୍ରରେ କାରବାର କରୁଥିବା ବେଳେ ଏହାର ବୀମା, ଫିଟ୍‌ନେସ୍‌ ସବୁକିଛି ନକଲି ଥିବା ସ୍ପଷ୍ଟ ପ୍ରମାଣ…
ଅଧିକ ଖବର ଦେଖନ୍ତୁ...

ନମିତା ସାହୁ ହତ୍ୟାକାଣ୍ଡର ଅଭିଯୁକ୍ତ ଗିରଫ:‘ସମ୍ପର୍କୀୟ ଭାଇ ହିଁ ସୂତ୍ରଧର’

ନାଉଗାଁ: ନାଉଗାଁ ଥାନା ତେଣ୍ଟୋଇ ଗ୍ରାମର ନମିତା ସାହୁ ହତ୍ୟାକାଣ୍ଡର ପର୍ଦାଫାଶ ହୋଇଛି। ଏହି ଘଟଣାର ଅଭିଯୁକ୍ତ ଭାବେ ନମିତାଙ୍କ ସମ୍ପର୍କୀୟ ଭାଇ ଏରସମା ଥାନା କୋଠୀ ଗ୍ରାମର କାଳନ୍ଦୀଚରଣ ମଲ୍ଲିକଙ୍କ ପୁଅ ସାରଦା(୨୭)ଙ୍କୁ ପୁଲିସ ଗିରଫ କରିଛି। ସୂଚନା ଅନୁସାରେ, ଯୁବକଜଣକ ନିଜକୁ ଦୋଷମୁକ୍ତ…
ଅଧିକ ଖବର ଦେଖନ୍ତୁ...

ପାରାଦୀପରେ ଏନ୍‌କାଉଣ୍ଟର : କୁଖ୍ୟାତ ଅପରାଧୀ ସୂର୍ଯ୍ୟକାନ୍ତ ଗୁରୁତର, ୨ ଖସିଗଲେ

ପାରାଦୀପ : ପାରାଦୀପ ପୁଲିସ୍‌ର ଏନ୍‌କାଉଣ୍ଟରରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର ଆହତ ହୋଇଛି। ଅନ୍ୟ ୨ ଜଣ ଘଟଣାସ୍ଥଳରୁ ଖସି ଯାଇଥିବା ଜଣାପଡ଼ିଛି। ଏନ୍‌କାଉଣ୍ଟରର ଶିକାର ହୋଇଥିବା ଅପରାଧୀ ହେଲା କୁଜଙ୍ଗ ବ୍ଲକ୍‌ ଅନ୍ତର୍ଗତ ଶାଳଗାଁର ସୂର୍ଯ୍ୟକାନ୍ତ ସ୍ୱାଇଁ। ଗତକାଲି ବିଳମ୍ବିତ…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣାରେ ମା’-ଝିଅ ମୃତ

ତିର୍ତ୍ତୋଲ : କଟକ-ପାରାଦୀପ ରାସ୍ତାରେ ଆଜି ପୁଣି ଏକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ମା’ ଝିଅ ପ୍ରାଣ ହରାଇଛନ୍ତି। ଜଣେ ସମ୍ପର୍କୀୟ ପୁତୁରାଙ୍କ ସହିତ ଦୁଇଜଣ ବାଇକ୍‌ ଯୋଗେ ବନ୍ଧୁଘରକୁ ଯାଉଥିଲେ। ବନ୍ଧୁଘରେ ପହଞ୍ଚବା ପୂର୍ବରୁ ଦୁହେଁ ଆରପାରିକି ଚାଲିଯାଇଛନ୍ତି । ସନ୍ଧ୍ୟା ସମୟରେ…
ଅଧିକ ଖବର ଦେଖନ୍ତୁ...

ବାଇକ -ସାଇକଲ ଧକ୍କାରେ ୩ ଗୁରୁତର

ଗୋପାଳପୁର: ସଂଧ୍ୟା ୭ଟା ସମୟରେ କଟକ-ପାରାଦୀପ ରାସ୍ତାର ତାରପୁର ପୁରୁଣା ବଜାରଠାରେ ସାଇକଲ ଓ ବାଇକ ଧକ୍କା ଲାଗିିବା ଫଳରେ ୩ଜଣ ଗୁରୁତର ଆହତ ହୋଇଛନ୍ତି। ମାଣପୁର ଗ୍ରାମର ମନୋରଂଜନ ସ୍ୱାଇଁ(୪୪) ପାରାଦୀପରୁ କଟକ ଅଭିମୁଖେ ଯାୁଥିବା ବେଳେ ପୁରୁଣା ବଜାରଠାରେ ସାଇକଲରେ ଯାଉଥିବା ଭରତ ଚନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

କାର୍ଯ୍ୟକ୍ଷମ ହେଲା ନୂତନ ଟର୍ମିନାଲ

ପାରାଦୀପ: ପାରାଦୀପ ବନ୍ଦରକୁ ଆଉ ଏକ ସଫଳତା ମିଳିଛି। ନିର୍ମିତ ହୋଇଥିବା ଏକ ନୂଆ ଟର୍ମିନାଲ ଆଜି କାର୍ଯ୍ୟକ୍ଷମ ହୋଇଛି। ସୂଚନା ଅନୁସାରେ, ଏହି ଟର୍ମିନାଲ ନିର୍ମାଣ ପାଇଁ ୧୨୮ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏଥିରେ ପଣ୍ୟଦ୍ରବ୍ୟର କାରବାର ହେବ। ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଲା ଏହି…
ଅଧିକ ଖବର ଦେଖନ୍ତୁ...