ଅନୁସନ୍ଧାନ କରୁଥିବା ବର୍ଗ

ଜଗତସିଂହପୁର

ରେକର୍ଡ ରଚିଲା ପାରାଦୀପ ବନ୍ଦର : ୨୪ ଘଣ୍ଟାରେ ୨୪ ଜାହାଜ ଚଳାଚଳ

ପାରାଦୀପ : ପାରାଦୀପ ବନ୍ଦର ଆଉ ଏକ ସଫଳତାର ପାହାଚ ଅତିକ୍ରମ କରିବାକୁ ସକ୍ଷମ ହୋଇଛି। ଗୋଟିଏ ଦିନରେ ୨୪ଟି ପଣ୍ୟବାହୀ ଜାହାଜ ଚଳାଚଳ କରାଇ ଏକ ନୂତନ ରେକର୍ଡ ସୃଷ୍ଟି କରିଛି। ପ୍ରଥମଥର ପାଇଁ ଏପରି ଏକ ଗୌରବମୟ କାର୍ଯ୍ୟ କରି ବନ୍ଦର ସାରାଦେଶରେ ନିଜର ସ୍ଥିତି ଜାହିର କରିପାରିଛି। ଗତକାଲି…
ଅଧିକ ଖବର ଦେଖନ୍ତୁ...

ତିର୍ତ୍ତୋଲ ଏସିଡ୍‌ ମାଡ଼ ମାମଲା : ପୀଡ଼ିତା ପ୍ରମୋଦିନୀଙ୍କ ବୟାନ ରେକର୍ଡ

ଜଗତସିଂହପୁର : ତିର୍ତ୍ତୋଲ ଏସିଡ୍‌ ମାଡ଼ ଘଟଣାର ପୀଡ଼ିତା ପ୍ରମୋଦିନୀ ରାଉଳଙ୍କର ବୟାନ ରେକର୍ଡ କରାଯାଇଛି। ବୟାନ ରେକର୍ଡ ସମୟରେ ସେ ସମସ୍ତ ଘଟଣା ବର୍ଣ୍ଣନା କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ଆଜି ଅପରାହ୍ନ ୪ଟା ସମୟରେ ପ୍ରମୋଦିନୀ ବୟାନ…
ଅଧିକ ଖବର ଦେଖନ୍ତୁ...

ନିର୍ବାହୀ ଅଧିକାରୀଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ

ଜଗତସିଂହପୁର ସଦର: ଜଗତସିଂହପୁର ପୌରପାଳିକାର ନିର୍ବାହୀ ଅଧିକାରୀ ବିକାଶ ସେଠୀଙ୍କ ବିରୁଦ୍ଧରେ ଅସଦାଚରଣ ଅଭିଯୋଗ ଆସିଛି। ନିଜ କାର୍ଯ୍ୟାଳୟର ଜଣେ ମହିଳା କର୍ମଚାରୀ ତାଙ୍କ ବିରୁଦ୍ଧରେ ଏହି ଅଭିଯୋଗ ଆଣିଛନ୍ତି। ଅଫିସ ମିଟିଂ ଥିବା ଦର୍ଶାଇ ମହିଳା କର୍ମଚାରୀଙ୍କୁ ଶ୍ରୀ ସେଠୀ ଭୁବନେଶ୍ୱର ଡକାଇ…
ଅଧିକ ଖବର ଦେଖନ୍ତୁ...

କଟକ-ପାରାଦୀପ ରାସ୍ତାରେ ଦୁର୍ଘଟଣା : ଜଣେ ମୃତ, ୨ ଆହତ

ତିର୍ତ୍ତୋଲ : କଟକ-ପାରାଦୀପ ରାସ୍ତାରେ ଆଜି ଏକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଭୋର୍‌ ସମୟରେ ପ୍ରବଳ କୁହୁଡ଼ି ଯୋଗୁ ଏହି ଦୁର୍ଘଟଣା ଘଟିଥିବା ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ସୂଚନା ମିଳିଛି। ମିଳିଥିବା ସୂଚନା…
ଅଧିକ ଖବର ଦେଖନ୍ତୁ...

ନୀଳକଣ୍ଠେଶ୍ୱର ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ

ଜଗତସିଂହପୁର ଟାଉନ୍‌ : ଯେତେ ଆଧୁନିକତା ଆସୁନା କାହଁକି, ଯେତେ ନୂତନତା ଆସୁନା କାହିଁକି, ଓଡ଼ିଆ ଭାଷା, ଓଡ଼ିଆ ସଂସ୍କୃତି ଏବଂ ଓଡ଼ିଆ ଜାତୀୟତାର ମୌଳିକତା ଲୋପ ପାଇପାରିବ ନାହିଁ। ଜଗତସିଂହପୁର ଜିଲ୍ଲା ମଣ୍ଡାସାହି ଅନ୍ତର୍ଗତ ଟିଟିଙ୍ଗା ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ସାହିତ୍ୟ ସଂସଦ ବାର୍ଷିକ…
ଅଧିକ ଖବର ଦେଖନ୍ତୁ...

ତିର୍ତ୍ତୋଲ ଏସିଡ୍‌ ମାଡ଼ ଘଟଣା : ୮ ବର୍ଷ ପରେ ଅଭିଯୁକ୍ତ ଗିରଫ

ଜଗତସିଂହପୁର/ତିର୍ତ୍ତୋଲ : ୨୦୦୯ ତିର୍ତ୍ତୋଲ ଏସିଡ୍‍ ମାଡ଼ ଘଟଣାରେ ଜଗତସିଂହପୁର ପୁଲିସକୁ ମିଳିଛି ସଫଳତା। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀର ସନ୍ତୋଷ କୁମାର ବେଦାନ୍ତ(୩୬) ଓ ତା’ର ସହଯୋଗୀ ନୟାଗଡ଼ ଜିଲ୍ଲା ରଣପୁର ଥାନା ଚମ୍ପାଗଡ଼ର ବିଶ୍ୱଜିତ ଦଳସିଂ ରାୟ ଓରଫ…
ଅଧିକ ଖବର ଦେଖନ୍ତୁ...

ମାଲବାହୀ ଟ୍ରେନ୍‌ର ୧୪ ବଗି ଲାଇନ୍‌ଚ୍ୟୁତ

ତାରପୁର/ଗୋପାଳପୁର : କଟକ-ପାରାଦୀପ ରେଳପଥର ରଘୁନାଥପୁର ଥାନା ଅନ୍ତର୍ଗତ ଗୁଆଳିପୁର ଷ୍ଟେସନ୍‌ଠାରେ ଏକ କୋଇଲା ଗୁଣ୍ଡ ବୋଝେଇ ଟ୍ରେନ୍‌ ଲାଇନ୍‌ଚ୍ୟୁତ ହୋଇଛି। ଟ୍ରେନ୍‌ର ୧୪ଟି ବଗି ପଲଟି ଯାଇଛି। ବହୁ ପରିମାଣର କୋଇଲା ଗୁଣ୍ଡ ନଷ୍ଟ ହୋଇଯାଇଛି। ପ୍ଲାଟ୍‌ଫର୍ମର କିଛି ଅଂଶ ବି କ୍ଷତିଗ୍ରସ୍ତ…
ଅଧିକ ଖବର ଦେଖନ୍ତୁ...

ଖୋଜିଲେ ମିଳୁନି ରାସ୍ତା:୨୫୦ଜଣ ଲୋକ ହସ୍ତସନ୍ତ

ନାଉଗାଁ: ନାଉଗାଁ ବ୍ଳକରେ ଏପରି ରାସ୍ତା ରହିଛି ଯେଉଁଥିରେ ଗତ ୨୦ବର୍ଷ ଭିତରେ ମାଟି ମୁଠାଏ ପଡିନାହିଁ। ଯାହା ଫଳରେ ଜନସାଧାରଣ ଯାତାୟତ କରିବାରେ ନାହିଁନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ନାଉଗାଁ ବ୍ଳକର ଗୋଠଦା ରାଜସ୍ୱ ଗ୍ରାମର ଇଚ୍ଛାପୁର ପଡ଼ାଗ୍ରାମରେ ୪୦ରୁ ଅଧିକ ପରିବାରର ୨୫୦ରୁ…
ଅଧିକ ଖବର ଦେଖନ୍ତୁ...

ଦାମଙ୍କ ବିରୋଧରେ ମାମଲା ଦାଏର କଲେ ଚାଷୀ

ପାରାଦୀପ/କୁଜଙ୍ଗ : କୁଜଙ୍ଗ କଲେଜର ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ବେଳେ ମନ୍ତ୍ରୀ ଦାମ ରାଉତ ଚାଷୀମାନଙ୍କ ଉପରେ ବିରକ୍ତି ପ୍ରକାଶ କରିବା ଘଟଣା ଏବେ ନୂଆମୋଡ଼ ନେଇଛି। କୁଜଙ୍ଗ ସମାଗୋଳ ଗାଁର ଏହି ଚାଷୀ ଚନ୍ଦ୍ରଶେଖର ଶତପଥୀ ଏ ନେଇ କୁଜଙ୍ଗ କୋର୍ଟରେ ଦାମଙ୍କ ବିରୋଧରେ ମାମଲା ଦାଏର…
ଅଧିକ ଖବର ଦେଖନ୍ତୁ...

ଚାଷୀ ମନରେ ଛନ୍‌କା : ୩ ଲକ୍ଷ ହେକ୍ଟର ଜମିକୁ ବିପଦ

ଯାଜପୁର/କେନ୍ଦ୍ରାପଡା/ଜଗତ୍‌ସିଂହପୁର : ଲଘୁଚାପଜନିତ ବର୍ଷା ଯୋଗୁ ଧାନଚାଷ ଉଜୁଡ଼ିବା ନେଇ ଯେଉଁ ଆଶଙ୍କା ପ୍ରକାଶ ପାଇଥିଲା, ତାହା ସତ ହେବାକୁ ବସିଛି। ଆଜି ଯେତିକି ବର୍ଷା ହୋଇଛି, ଆଗାମୀ କିଛିଦିନ ଧରି ସେହି ପରିମାଣ କିମ୍ବା ତଦୁର୍ଦ୍ଧ୍ୱ ବର୍ଷା ହେଲେ ଚାଷୀମାନଙ୍କ ମେରୁଦଣ୍ଡ ଭାଙ୍ଗିବା ଥୟ!…
ଅଧିକ ଖବର ଦେଖନ୍ତୁ...