ଅନୁସନ୍ଧାନ କରୁଥିବା ବର୍ଗ

ଜଗତସିଂହପୁର

୭ ଶିଳ୍ପସଂସ୍ଥାକୁ ନୋଟିସ୍‌

ପାରାଦୀପ:ପାରାଦୀପ ଏବେ ଧୂଳିଧୂଆଁ ଘେରରେ ରହିଛି। ବନ୍ଦର ମଧ୍ୟକୁ ପ୍ରବେଶ କରିବା ବି ମୁସ୍କିଲ୍‌ ହୋଇପଡ଼ୁଛି। ଏହାକୁ ଦୃଷ୍ଟିରେ ରଖି ଶିଳ୍ପସଂସ୍ଥାକୁ ପାଣି ସିଞ୍ଚନ ପାଇଁ ଦାୟିତ୍ୱ ଦିଆଯାଇଥିଲା। ଏହି ଦାୟିତ୍ୱ ପୂରଣ ନ କରିବାରୁ ୭ ଶିଳ୍ପସଂସ୍ଥାକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ବିରିଡିରେ ବୋମା ମାଡ, ଜଣେ ଗୁରୁତର

ଜଗତସିଂହପୁର: ଜଗତସିଂହପୁର ବିରିଡି ବ୍ଲକ୍‌ ଅଢ଼ଙ୍ଗଗଡ଼ ନାଇଲୋ ସାହିରେ ସୋମବାର ବୋମାମାଡ ହୋଇଛି। ସୂଚନାଯୋଗ୍ୟ, ଅଢ଼ଙ୍ଗଗଡ଼ର ନାଇଲୋ ସାହିର ବାସିନ୍ଦା ସୁଶାନ୍ତ ଦାସ ଓରଫ ବଚୁ ସୋମବାର ଘରପାଖରେ ବସିଥିବା ଥିବା ସମୟରେ ଦୁଇଜଣ ଅଚିହ୍ନା ଯୁବକ ଆସି ବୋମା ମାଡ କରିଥିଲେ। ଏହି ବୋମାମାଡରେ ସୁଶାନ୍ତ…
ଅଧିକ ଖବର ଦେଖନ୍ତୁ...

ପାରାଦୀପ ବନ୍ଦରରେ ନଙ୍ଗର ପକାଇଲା ‘ଊର୍ଜା’

ପାରାଦୀପ : ପାରାଦୀପ ବନ୍ଦରରେ ‘କେପ୍‌ ସାଇଜ୍‌’ ଜାହାଜ ‘ଊର୍ଜା’ ଆଜି ସକାଳେ ଆସି ପହଞ୍ଚିଛି। ପ୍ରଥମଥର ପାଇଁ ପାରାଦୀପ ବନ୍ଦରରେ କାରବାର ଆରମ୍ଭ କରିଥିବା ଏହି ସର୍ବବୃହତ୍‌ ଜାହାଜ ଆଦାନୀ ଗ୍ରୁପ୍‌ର ୧ ଲକ୍ଷ ମେଟ୍ରିକ ଟନ୍‌ ପଣ୍ୟ ନେଇ ଗଙ୍ଗାଭରମ ବନ୍ଦରରୁ ଆସିଛି। ଏହି ଜାହାଜ ବନ୍ଦରର…
ଅଧିକ ଖବର ଦେଖନ୍ତୁ...

ଜଗା ବଳିଆଙ୍କ ଆଶୁ ଆରୋଗ୍ୟ ପାଇଁ ସମୂହ ଦୀପଦାନ

ଜଗତସିଂହପୁର ସଦର : ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡିଆରେ ଆଜି ସନ୍ଧ୍ୟାରେ କନ୍ଧମାଳ ଜିଲ୍ଲାର ଯୋଡାମୁଣ୍ଡ ଦଳିତ ଶିଶୁ ଜଗା-ବଳିଆଙ୍କ ଆଶୁ  ଆରୋଗ୍ୟ କାମନା କରି ସମୂହ ଦୀପ ଦାନ ସହ ଶ୍ରୀଜଗନ୍ନାଥ ଓ ମା ଶାରଳାଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା। ରାଜ୍ୟ ଯୋଜନାବୋର୍ଡ…
ଅଧିକ ଖବର ଦେଖନ୍ତୁ...

ପାରାଦୀପରେ ସଡ଼କ ଦୁର୍ଘଟଣା: ପତି-ପୁତ୍ରଙ୍କ ଆଗରେ ଜୀବନ ହାରିଲେ ମହିଳା

ପାରାଦୀପ: ତାରିଣୀ ଗଡ଼ା ଛକ ନିକଟରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମହିଳା ପ୍ରାଣ ହରାଇଛନ୍ତି। ମିଳିଥିବା ସୂଚନା ଅନୁସାରେ କୁଜଙ୍ଗ ଅଞ୍ଚଳର ପାନପଲ୍ଲୀ ଗ୍ରାମର ଲକି ପରିଡ଼ା ନିଜ ସ୍ୱାମୀ ଓ ଦୁଇ ପିଲାଙ୍କ ବାଇକ ଛିଡ଼ା କରି ରାସ୍ତା କଡ଼ରେ ଛିଡା ହୋଇଥିବା ବେଳେ ତାଙ୍କୁ ଏକ ଟ୍ରକ…
ଅଧିକ ଖବର ଦେଖନ୍ତୁ...

ଆରମ୍ଭ ହେଲା କଳିଙ୍ଗ ବାଲିଯାତ୍ରା

ପାରାଦୀପ : ପାରାଦୀପଠାରେ କଳିଙ୍ଗ ବାଲିଯାତ୍ରା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିଜ ଅଭିଭାଷଣରେ କହିଛନ୍ତି ଯେ, ବାଲିଯାତ୍ରା ହେଉଛି ଓଡ଼ିଆ ସଂସ୍କୃତିର ଏକ ପରିଚୟ। ଯାହାକି,…
ଅଧିକ ଖବର ଦେଖନ୍ତୁ...

ପାରଦୀପ: ଦାଦାର ଗୁଳିରେ ପୁତୁୁରା ଆହତ

ପାରାଦୀପ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ କୁଜଙ୍ଗ ଗ୍ରାମରେ ମଙ୍ଗଳବାର ରାତିରେ ଗୁଳିକାଣ୍ଡ ଘଟିଛି। ଏଥିରେ ପୁତୁରାର ଗୁଳିରେ ଦାଦା ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ପାରିବାରିକ ବୁଝାମଣାର ଅଭାବ ଯୋଗୁଁ ପୁତୁରା ସତ୍ୟବ୍ରତ ପରିଜା(୨୮) ନିଜର ଦାଦା ଦୁଷ୍ମନ୍ତ…
ଅଧିକ ଖବର ଦେଖନ୍ତୁ...

ମହାବାତ୍ୟାକୁ ୧୮ ବର୍ଷ : ବଦଳିନି ଚେହେରା

ପାରାଦୀପ : ଆସନ୍ତାକାଲି ୧୮ ବର୍ଷ ପୂରିବ। ଏବେବି ଲୋକଙ୍କ ମନରୁ ମହାବାତ୍ୟାର ଭୟଙ୍କର ରୂପ ଯାଇନି। ପୂର୍ବ ଉପକୂଳରେ ପ୍ରାକୃତିକ ବିପର୍ଯ୍ୟୟର ଚର୍ଚା ହେବାକ୍ଷଣି ଏବେ ବି ଅଜଣା ଭୟରେ ସ୍ଥାନୀୟ ଅଧିବାସୀ ଆତଙ୍କିତ ହୋଇଉଠୁଛନ୍ତି। ଏହି ପ୍ରଳୟଙ୍କରୀ ଦୃଶ୍ୟକୁ ମନେ ପକାଇବା ଛଡା ସେମାନଙ୍କର ଅଧିକ…
ଅଧିକ ଖବର ଦେଖନ୍ତୁ...

କଲେଜ ଛାତ୍ରଙ୍କ ୪ଘଣ୍ଟା ରାସ୍ତାରୋକ

ଜଗତସିଂହପୁର ଟାଉନ୍‌: ଜଗତସିଂହପୁର-କନ୍ଦରପୁର ୫୫ନମ୍ବର ଜାତୀୟ ରାଜପଥ ଆଜି ପ୍ରାୟ ୪ଘଣ୍ଟା ଧରି ଅବରୋଧ କରାଯାଇଥିଲା। ଅଳକା ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ କିଛି ମହିଳା ଏହି ରାସ୍ତାରୋକ କରିଥିଲେ। କଲେଜ ସମସ୍ୟାକୁ ମୁଖ୍ୟ ପ୍ରସଙ୍ଗ କରିବା ସହ ମଦ ଦୋକାନ ଉଠାଇବା ଦାବିରେ ସେମାନେ ଏହି…
ଅଧିକ ଖବର ଦେଖନ୍ତୁ...

ଅଡ଼ୁଆରେ ବିଜେଡି: ବିଷ୍ଣୁ-ରାଜଶ୍ରୀ ମୁହାଁମୁହିଁ

ମୁନ୍ନା ଖାଁ କହିଲେ, ଇଏ ବିଜେଡି କଲିମୁଲ୍ଲା ନୁହନ୍ତି ଜଗତସିଂହପୁର ଟାଉନ୍‍/ତିର୍ତ୍ତୋଲ: ରାଜ୍ୟ ବିଜେଡି ସଂଖ୍ୟାଲଘୁ ସେଲ୍‌ ସଂପାଦକ ଶେଖ୍‍ କଲିିମୁଲ୍ଲା ଓ ତାଙ୍କ ପୁତୁରାଙ୍କୁ ଗିରଫ ଘଟଣାରେ ବିଜେଡିରେ କମ୍ପନ୍ନ ସୃଷ୍ଟି ହୋଇଛି।  ଏହି ଘଟଣାରେ ତିର୍ତ୍ତୋଲ ବିଧାୟିକା ରାଜଶ୍ରୀ ମଲ୍ଲିକ…
ଅଧିକ ଖବର ଦେଖନ୍ତୁ...