ଅନୁସନ୍ଧାନ କରୁଥିବା ବର୍ଗ

ଝାରସୁଗୁଡ଼ା

ଝାରସୁଗୁଡ଼ା-ଦିଲ୍ଲୀ ସ୍ପାଇସ୍‌ଜେଟ୍‌ ବିମାନର ବିଳମ୍ବକୁ ନେଇ ବଢ଼ୁଛି ଅସନ୍ତୋଷ

ଝାରସୁଗୁଡ଼ା: ଝାରସୁଗୁଡ଼ା-ଦିଲ୍ଲୀ ସ୍ପାଇସ୍‌ଜେଟ୍‌ର ବିମାନକୁ ନେଇ ବଢୁଛି ଅସନ୍ତୋଷ। ପ୍ରତ୍ୟହ ଏହି ବିମାନ ଚଳାଚଳରେ ଘଣ୍ଟା ଘଣ୍ଟା ବିଳମ୍ବ ହେଉଥିବା ଦେଖିବାକୁ ମିଳିଛି। ଶୁକ୍ରବାର ଏହି ଅସନ୍ତୋଷ ତୀବ୍ର ରୂପ ନେଇଥିଲା। ଦିଲ୍ଲୀରୁ ଦିନ ୧୨ଟା ୨୦ରେ ବାହାରିବାକୁ ଥିବା ବିମାନକୁ ବିଳମ୍ବ…
ଅଧିକ ଖବର ଦେଖନ୍ତୁ...

ତ୍ରିକୋଣୀୟ ପ୍ରେମକୁ ନେଇ ଗୁଳିମାଡ଼ ଘଟଣା: ଝାରସୁଗୁଡ଼ାର ସୁନୀଲ ସ‌ମେତ ୩ ଗିରଫ

ଝାରସୁଗୁଡ଼ା‌: ତ୍ରିକୋଣୀୟ ପ୍ରେମକୁ ନେଇ ଛତିଶଗଡ଼ରେ ଗୁଳିମାଡ଼। ଏହି ଘଟଣାରେ ଆଜି ଛତିଶଗଡ଼ ପୁଲିସ୍‌ ମୁଖ୍ୟ କାର୍ପଟଦାର ତଥା ହତ୍ୟା ପାଇଁ ସୁପାରି ଦେଇଥିବା ଝାରସୁଗୁଡ଼ା ସରବାହାଲର କୋଇଲା ବ୍ୟବସାୟୀ ସୁନୀଲ କେଡ଼ିଆ(୫୦) ସମେତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟ ୨ ଅଭିଯୁକ୍ତ…
ଅଧିକ ଖବର ଦେଖନ୍ତୁ...

ଖାଉଟି ଅଦାଲତରେ ବୀମା କମ୍ପାନି ଦଣ୍ଡିତ

ଝାରସୁଗୁଡ଼ା: ସେବା ପ୍ରଦାନରେ ବିଫଳ ହେବାରୁ ଜିଲ୍ଲା ଖାଉଟି ଅଦାଲତରେ ଷ୍ଟାର୍‌ ହେଲ୍‌ଥ ବୀମା କମ୍ପାନି ଦଣ୍ଡିତ ହୋଇଛି। ଅଭିଯୋଗ ଅନୁସାରେ, ଝାରସୁଗୁଡ଼ା ମୁଙ୍ଗାପଡ଼ାର ପବନ ଅଗ୍ରୱାଲ ୨୦୨୦ ମସିହାରେ ଫ୍ୟାମିଲି ହେଲ୍‌ଥ ଅପଟିମା ବୀମା ନେଇଥିଲେ। ୨୦୨୧ ଏପ୍ରିଲ ୧୯ ତାରିଖରେ ଶ୍ରୀ ଅଗ୍ରୱାଲଙ୍କ…
ଅଧିକ ଖବର ଦେଖନ୍ତୁ...

ପୁଣି ଝାରସୁଗୁଡ଼ାରେ ଚାଞ୍ଚଲ୍ୟ: ଟଙ୍କାପାଇଁ ଶିଶୁକୁ ଅପହରଣ

ଝାରସୁଗୁଡ଼ା: ଟଙ୍କା ପାଇଁ ଅଢ଼େଇ ବର୍ଷର ଶିଶୁକୁ ଘରୁ ଅପହରଣ କରିନେଲେ ୨ ମହିଳା। ଶିଶୁକୁ ନପାଇ ମା’ ରାତି ତମାମ ବ୍ୟସ୍ତବିବ୍ରତ ହେଉଥିବା ବେଳେ ବୁଧବାର ପୁଲିସ୍‌ ସହାୟତାରେ ଶିଶୁକୁ ଉଦ୍ଧାର କରାଯାଇଛି। ଝାରସୁଗୁଡ଼ା ସହର ବୁରୋମାଲ୍‌ରେ ଘଟିଥିବା ଏହି ଘଟଣା ସମଗ୍ର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି…
ଅଧିକ ଖବର ଦେଖନ୍ତୁ...

ରେଳ ଲାଇନ୍‌ ପାର୍‌ କରିବା ସମୟରେ ଟ୍ରେନ୍‌ ଧକ୍କାରେ ଚାଲିଗଲା ୨ ଅଜଣା ଯୁବକଙ୍କ ଜୀବନ

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ଟ୍ରେନ୍‌ ଧକ୍କାରେ ମଙ୍ଗଳବାର ୨ ଜଣଙ୍କ ମୃତ୍ୟୁ ଘଟିଛି। ଏନେଇ ଜିଆର୍‌ପି ୨ଟି ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ପ୍ରଥମ ଘଟଣାରେ ଟ୍ରେନ୍‌ ଧକ୍କାରେ ଆହତ ଜଣେ ବ୍ୟକ୍ତିଙ୍କୁ ଉକ୍ତ ଟ୍ରେନ୍‌ ଯୋଗେ ଝାରସୁଗୁଡ଼ାକୁ ଅଣାଯାଇଥିଲା। ଏଠାରୁ…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ା‌ ସଦର ଥାନା ଭିତରୁ ଦସ୍ତାବିଜ୍‌ ଚୋରି

ଝାରସୁଗୁଡ଼ା‌: କୌଣସି ସ୍ଥାନରେ ଚୋରି ହେଲେ, ଖୋଜିବା ଦାୟିତ୍ବ ପୁଲିସ୍‌ର। କିନ୍ତୁ ଯଦି ଥାନା ଭିତରୁ ଖୋଦ୍‌ ଥାନାଧିକାରୀଙ୍କ ଚାମ୍ବର ଭିତରୁ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ୍‌ ଚୋରି ହେବ ତେବେ ଲୋ‌କେ କାହା ଉପରେ ଆଉ ଭରସା କରିବେ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡ଼ା ଥାନା…
ଅଧିକ ଖବର ଦେଖନ୍ତୁ...

ଭିଜିଲାନ୍ସ ଜାଲରେ ଫରେଷ୍ଟଗାର୍ଡ, ୱାଚ୍‌ମ୍ୟାନ୍‌

ଝାରସୁଗୁଡ଼ା/ଇବ୍‌ ଥର୍ମାଲ: ଗଛ କାଟିବାକୁ ଅନୁମତି ଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ଝାରସୁଗୁଡ଼ା ଜିଲ୍ଲା ବନ୍ଧବାହାଲ ସେକ୍ସନର ଫରେଷ୍ଟ ଗାର୍ଡ ଝରଣା ସାହୁ ଓ ୱାଚ୍‌ମ୍ୟାନ୍‌ ସଞ୍ଜୟ ବାରିକ। ଏହି ଘଟଣାରେ ରାଉରକେଲା ଭିଜିଲାନ୍ସ ଥାନା ଏକ ମାମଲା…
ଅଧିକ ଖବର ଦେଖନ୍ତୁ...

ଯୁଦ୍ଧକାଳୀନ ଭିତ୍ତିରେ ପାଉଁଶ ପୋଖରୀ ହିଡ଼ ମରାମତି କାମ ଜାରି

ଝାରସୁଗୁଡ଼ା: ଇବ୍ ଥର୍ମାଲ ଓପିଜିସି ପାୱାର ପ୍ଲାଣ୍ଟର ଶରଧାପାଲିସ୍ଥିତ ପାଉଁଶ ପୋଖରୀ(ଗ) ଶନିବାର ଭୁଶୁଡ଼ିବା ପରେ ବିଦ୍ୟୁତ୍‌ ଉତ୍ପାଦନ ବାଧାପ୍ରାପ୍ତ ହେବା ନେଇ ବି ଆଶଙ୍କା ଦେଖାଦେଇଛି। ରବିବାର ଜିଲ୍ଲାପାଳ ଅବୋଲୀ ସୁନୀଲ ନରୱଣେ ଘଟଣାସ୍ଥଳରେ ପହଞ୍ଚି କିଭଳି ତୁରନ୍ତ ପାଉଁଶ ପୋଖରୀ…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ା ଭାଟିରେ ଚଢ଼ଉ ଘଟଣା ଚଢ଼ଉ ପୂର୍ବରୁ ଆଲମାରୀ ଖାଲି !

ଝାରସୁଗୁଡ଼ା: ମଦଭାଟି ମାଲିକଙ୍କ ଘରୁ ଶହ ଶହ ‌କୋଟି ଟଙ୍କା ଜବତ ହେବାପରେ ଭାଟି ମାଲିକମାନଙ୍କ କଳା କାରନାମା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗରରେ ଥିବା ମଦ ଭାଟି କାର୍ଯ୍ୟାଳୟରେ ଆୟକର ବିଭାଗ ଚଢ଼ଉ କରିଥିଲେ ହେଁ ୨ ଦିନର ଖୋଜାଖୋଜି ପରେ ବି ‌କେବଳ…
ଅଧିକ ଖବର ଦେଖନ୍ତୁ...

ଭୁଶୁଡ଼ିଲା ଓପିଜିସିର ପାଉଁଶ ପୋଖରୀ: ଶହେ ଏକର ଚାଷଜମିରେ ମାଡ଼ିଗଲା ସ୍ଲରି

ଝାରସୁଗୁଡ଼ା/ଇବ୍‌ଥର୍ମାଲ୍: କୁମ୍ଭାରବନ୍ଧ ପଞ୍ଚାୟତ ଶରଧାପାଲି ଗ୍ରାମରେ ଥିବା ଓପିଜିସିର ନୂତନ ଆସ୍‌ପଣ୍ଡ ଶନିବାର ଭୁଶୁଡ଼ି ପଡ଼ିଛି। ସକାଳ ୬ଟା ବେଳେ ଘାଇ ସୃଷ୍ଟି ହେବା ପରେ ପାଉଁଶ ‘ସ୍ଲରି’ ବନ୍ୟା ଭଳି ଗାଁ ଭିତରକୁ ମାଡ଼ି ଆସିଥିଲା। ଭୟଭୀତ ହୋଇ ଲୋକେ ପିଲାଛୁଆଙ୍କୁ ନେଇ ଆସବାବପତ୍ର ସହ…
ଅଧିକ ଖବର ଦେଖନ୍ତୁ...