ଅନୁସନ୍ଧାନ କରୁଥିବା ବର୍ଗ

କେନ୍ଦୁଝର

ତେଲକୋଇ ଘୁରୁଡ଼ିଆ ନାଳରେ ବନ୍ୟାଜଳ

ତେଲକୋଇ: ଲଗାଣ ବର୍ଷାରେ କେନ୍ଦୁଝର ଜିଲ୍ଲାର ଉପାନ୍ତ ତେଲକୋଇ ବ୍ଲକ ଭୀମକାଣ୍ଡ ପଞ୍ଚାୟତ ଅନ୍ତର୍ଗତ କାଣ୍ଡପଶିସ୍ଥିତ ଘୁରୁଡିଆ ନାଳ ପୋଲ ଉପରେ ୪ ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହୋଇଛି। ଫଳରେ ଦୀର୍ଘ ସମୟ ଧରି ଗମନାଗମନ ବିଚ୍ଛିନ୍ନ ହୋଇପଡ଼ିଥିଲା। ଭୋର ୪ଟାରୁ ଦିନ ୧୧ ପର୍ଯ୍ୟନ୍ତ ବନ୍ୟାଜଳ…
ଅଧିକ ଖବର ଦେଖନ୍ତୁ...

ବିଜେଡି ଛାଡ଼ିଲେ ପାଟଣାର ପୂର୍ବତନ ବିଧାୟକ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣାର ପୂର୍ବତନ ବିଧାୟକ ହୃଷୀକେଶ ନାଏକ ବିଜୁ ଜନତା ଦଳ (ବିଜେଡି) ଛାଡ଼ିଛନ୍ତି। ତାଙ୍କ ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୧୫ ତାରିଖରେ ଡାକଯୋଗେ ପଠେଇଥିବା ସେ କହିଛନ୍ତି। ଏହି ଘଟଣା ଜଣାପଡ଼ିବା ପରେ ପାଟଣାରେ…
ଅଧିକ ଖବର ଦେଖନ୍ତୁ...

ନେଲାନି ମାଆ, ନନ୍ଦନକାନନ ଗଲା ଛୁଆହାତୀ

ଘଟଗାଁ : ୪ଦିନ ଧରି କସରତ ପରେ ମାଆ ପାଖରେ ପହଞ୍ଚାଇ ନପାରିବାରୁ ଛୁଆହାତୀକୁ ନନ୍ଦନକାନନ ପଠାଇଦେଇଛି ବନବିଭାଗ। କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍‌ ବାଲିପୋଖରୀ ନିକଟସ୍ଥ କାଳିମାଟି ଦୁଧିଆନାଳି ପାହାଡ଼ ଚଢ଼ୁଥିବା ବେଳେ ଏହି ଛୁଆହାତୀଟି ଏକ ପଥର ଫାଙ୍କରେ ଫସି ଯାଇଥିଲା। ଛୁଆହାତୀକୁ ଉଦ୍ଧାର…
ଅଧିକ ଖବର ଦେଖନ୍ତୁ...

ପ୍ରି ବୁକିଂ ପେଞ୍ଚ: ଗତବର୍ଷ ରିଆତି ସମସ୍ୟା ପାଇଁ ଅସୁବିଧାରେ ପଡ଼ିଥିଲେ ଚାଷୀ, ଏବର୍ଷ ଆଗୁଆ ବୁକିଂ ବ୍ୟବସ୍ଥା ପାଇଁ…

କେନ୍ଦୁଝର : ଧାନ ବିହନ କିଣାରେ ସରକାରୀ ସର୍ତ୍ତ ଚାଷୀଙ୍କୁ ଅସୁବିଧାରେ ପକାଉଛି। ଗତବର୍ଷ ବିହନ କିଣାରେ ରିଆତି ବ୍ୟବସ୍ଥା ଅଡ଼ୁଆ ସୃଷ୍ଟି କରିଥିବା ବେଳେ ଏବର୍ଷ ଆଗୁଆ ବୁକିଂ ବ୍ୟବସ୍ଥାରେ ଚାଷୀ ଛନ୍ଦି ‌ହୋଇଛନ୍ତି। ଫଳରେ ଚାଷୀ ସରକାରୀ ବଦଳରେ ଘରୋଇ କମ୍ପାନିର ବିହନ କିଣିବାକୁ ଆଗ୍ରହ…
ଅଧିକ ଖବର ଦେଖନ୍ତୁ...

ଜାତୀୟ ଭାରୋତ୍ତୋଳନରେ ମେହାଙ୍ଗିନୀଙ୍କୁ ୪ ସ୍ବର୍ଣ୍ଣ

ଆନନ୍ଦପୁର : ଜାତୀୟ ସବ ଜୁନିଅର ଏବଂ ଜୁନିଅର ଭାରୋତ୍ତୋଳନ ପ୍ରତିଯୋଗିତାରେ ୪ଟି ଗୋଲ୍ଡ ମେଡାଲ ଜିତି ସୁନାମ ଆଣିଛନ୍ତି କେନ୍ଦୁଝରର ଝିଅ ହେମାଙ୍ଗିନୀ ଜେନା। ଚଳିତ ଜୁନ  ମାସ ଝାଡଖଣ୍ତ ରାଞ୍ଚିରେ ଅନୁଷ୍ଠିତ ଜାତୀୟ  ସବଜୁନିଅର ଏବ ଜୁନିଅର ଭାରତ୍ତୋଳନ ୬୬ କେଜି ବର୍ଗ ପ୍ରତିଯୋଗିତାରେ ସେ ୪…
ଅଧିକ ଖବର ଦେଖନ୍ତୁ...

ରାଜପଥ କଡ଼ରୁ ଚୋରି ହୋଇଯାଉଛି ସୁରକ୍ଷାବାଡ଼

ଢେଙ୍କିକୋଟ : ପାଣିକୋଲି-କେନ୍ଦୁଝର ଜାତୀୟ ରାଜପଥ ଏବଂ ଢେଙ୍କିକୋଟ କରଞ୍ଜିଆ ଭାୟା ପାଟଣା ଜାତୀୟ ରାଜପଥ ପାର୍ଶ୍ବରେ ଥିବା ସୁରକ୍ଷା ବାଡ଼କୁ ଦୁର୍ବୃତ୍ତମାନେ ଚୋରି କରି ନେଉଥିବା ଦେଖାଯାଉଛି। ଜିଆଇ ପ୍ଲେଟ ସୁରକ୍ଷା ବାଡ଼ାରେ ଲାଗିଥିବାବେଳେ ଏହାକୁ କାଟି ଖଣ୍ଡଖଣ୍ଡ କରି ରାତିରେ ବୋହି…
ଅଧିକ ଖବର ଦେଖନ୍ତୁ...

ବର୍ଷାରେ ଭୁଶୁଡ଼ିଲା ଧୁରୁଡ଼ିଆମ୍ବ ହାଇସ୍କୁଲ

ହରିଚନ୍ଦନପୁର : ଲଗାଣ ବର୍ଷା ଯୋଗୁଁ ହରିଚନ୍ଦନପୁର ବ୍ଲକ୍‌ ଧୁରୁଡ଼ିଆମ୍ବ ହାଇସ୍କୁଲ ଘରଟି ଭୁଶୁଡ଼ି ପଡ଼ିଛି। ଏବେ ହାଇସ୍କୁଲର ଦୁଇଟି ଶ୍ରେଣୀର ଛାତ୍ରଛାତ୍ରୀ ପଢିବେ କେଉଁଠି ସେହି ଚିନ୍ତାରେ ଅଭିଭାବକ। ଏହି ହାଇସ୍କୁଲଟି ୧୯୯୦ ମସିହାରେ ସ୍ଥାପିତ ହୋଇଛି ଏବଂ ଏହା ଏବେ ସରକାରଙ୍କ ନୂତନ…
ଅଧିକ ଖବର ଦେଖନ୍ତୁ...

ଚମ୍ପୁଆ: ଟୁଣୁଟୁଣାରେ ହାତୀଶାବକ ଜନ୍ମ

ଚମ୍ପୁଆ : ଚମ୍ପୁଆ ବ୍ଲକ୍‌ର କେତେକ ନିର୍ଦିଷ୍ଟ ଗ୍ରାମରେ ହାତୀପଲ ଆଡ଼ା ଜମାଇ ରହୁଥିବା ବେଳେ ଗତକାଲି ରାତିରେ ଏକ ହାତୀ ପ୍ରସବ କରିଛି। ଚମ୍ପୁଆ ବ୍ଲକ୍‌ର ବୈତରଣୀ ନଦୀ କୂଳରେ ଥିବା ଜଙ୍ଗଲରେ ଗୋଟିଏ ଦଳରେ ୬ ଓ ଅନ୍ୟଏକ ଦଳରେ ୧୬ ଟି ହାତୀ ରହୁଛନ୍ତି। ଗତରାତିରେ ୧୬ ଟିକିଆ ହାତୀପଲ ଗତକାଲି…
ଅଧିକ ଖବର ଦେଖନ୍ତୁ...

ଆନନ୍ଦପୁର ଡାକ୍ତରଖାନା ଓପିଡି ଛାତରୁ ଖସିଲା କଂକ୍ରିଟ

ଆନନ୍ଦପୁର : ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା ଓପିଡ଼ି ଛାତରୁ ହାଠାତ୍ କଂକ୍ରିଟ୍ ଖସିବାରୁ ଜଣେ ରୋଗୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ରବିବାର ପୂର୍ବାହ୍ନ ସାଢେ ୯ଟାବେଳେ ଓପିଡି ବାହାରେ ରୋଗୀମାନେ ଡାକ୍ତରଙ୍କୁ ଦେଖାଇବାକୁ ଧାଡ଼ିରେ ଛିଡ଼ା ହୋଇଥିବାବେଳେ ହଠାତ୍ ଛାତରୁ କଂକ୍ରିଟ୍ ଖଣ୍ଡ…
ଅଧିକ ଖବର ଦେଖନ୍ତୁ...

ଖଣି ଅଞ୍ଚଳ ରାସ୍ତା ଅବସ୍ଥା ଏମିତି

ଯୋଡ଼ା : ଯୋଡ଼ା ଖଣି ଅଞ୍ଚଳରୁ କୋଟି କୋଟି ଟଙ୍କା ରାଜସ୍ବ ଆଦାୟ ହେଉଥିବଲେ ହେଁ ଏହି ଅଞ୍ଚଳର ବିକାଶ ପ୍ରତି ସରକାର ଆଖିବୁଜି ଦେଇଛନ୍ତି। ବିଶେଷ କରି ରାସ୍ତାଘାଟର ଅବସ୍ଥା ଯାହା ତାହାକୁ ନେଇ ଏବେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ରାସ୍ତାର ଦୁରବସ୍ଥା ପାଇଁ ଛାତ୍ରଛାତ୍ରୀ ସ୍କୁଲ ଯାଇପାରୁ…
ଅଧିକ ଖବର ଦେଖନ୍ତୁ...