ଅନୁସନ୍ଧାନ କରୁଥିବା ବର୍ଗ

କେନ୍ଦୁଝର

ହାତୀ ଆକ୍ରମଣରେ ଜଣେ ମୃତ

ଚମ୍ପୁଆ : ହାତୀ ଆକ୍ରମଣରେ ଆଜି ସନ୍ଧ୍ୟା ୫ ଟା ବେଳେ ଉଚବାଲି ପଞ୍ଚାୟତ ଅଧୀନ କେମୁଣ୍ଡିଆ ଗ୍ରାମର କାହ୍ନୁଚରଣ ନାଏକଙ୍କ ମୃତ୍ୟୁ ଘଟିଛି। ମୟୂରଭଞ୍ଜ ଜିଲ୍ଲାର ଅଙ୍ଗାରପଦା ସାପ୍ତାହିକ ହାଟରୁ ଫେରୁଥିବା ବେଳେ ଏକ ୬ ଟିକିଆ ହାତୀ ପଲ ହାବୁଡ଼ରେ ସେ ପଡ଼ି ଯାଇଥିଲେ। ଅଙ୍ଗାର ପଦା ହାଟରୁ ବୈତରଣୀ…
ଅଧିକ ଖବର ଦେଖନ୍ତୁ...

ଘର ଉପରେ ପଡ଼ିଲା ଗଛ

ପଦ୍ମପୁର: ଆଜି ଅପରାହ୍ଣରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ‌ଘଟିଛି। ପ୍ରବଳ ପବନରେ କେତେକ ଘରର ଛପର ଉଡ଼ିଯିବା ସହିତ ଗଛ ଉପୁଡ଼ି ପଡ଼ିଛି। କେଦୁଝର ସଦର ବ୍ଲକ ଅନ୍ତର୍ଗତ ଡିମ୍ବୋ ଗ୍ରାମର କିଶୋର ପାତ୍ରଙ୍କ ଘର ଉପରେ ଏକ ବିରାଟ ଜଡିଗଛ ଉପୁଡି…
ଅଧିକ ଖବର ଦେଖନ୍ତୁ...

କାଳବୈଶାଖୀରେ ବ୍ୟାପକ କ୍ଷତି

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକରେ କାଳବୈଶାଖୀ ବ୍ୟାପକ କ୍ଷୟକ୍ଷତି ହୋଇଛି। ଅପରାହ୍ଣ ପ୍ରାୟ ୩ଟା ବେଳେ ହଠାତ୍ ଝଡ଼ତୋଫାନ ହୋଇଥିଲା। ପରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ତେବେ ପବନର ବେଗ ଏତେ ଅଧିକ ଥିଲା ଯେ ଆଜବେଷ୍ଟସ ଓ ଚାଳଛପର ଘରର ଛପର ଉଡ଼ାଇ ନେଇଛି। ବିଶେଷତଃ ଖୁଣ୍ଟାପଡ଼ା…
ଅଧିକ ଖବର ଦେଖନ୍ତୁ...

ଯୋଡ଼ା ସହରରେ ଆତଙ୍କ; କୁକୁର କାମୁଡ଼ାରେ ୨୯୩ ଆହତ

ଯୋଡ଼ା: ସହରରେ ବିଭିନ୍ନ ବସ୍ତି, ହଟିଙ୍ଗ, କଲୋନୀ ଅଞ୍ଚଳରେ ବୁଲା କୁକୁରଙ୍କ ଆତଙ୍କ ବୃଦ୍ଧି ପାଇବାରେ ଲାଗିଛି। ନଅ ମାସ ମଧ୍ୟରେ ୨୯୩ଜଣ କୁକୁର କାମୁଡାରେ ଆହତ ହୋଇଛନ୍ତି। ସବୁ ଜାଣିବା ପରେ ମଧ୍ୟ ପ୍ରଶାସନିକସ୍ତରରେ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ …
ଅଧିକ ଖବର ଦେଖନ୍ତୁ...

ବଜ୍ରପାତରେ ୩ ଗୋରୁ ମୃତ

ଢେଙ୍କିକୋଟ: ଶନିବାର ଅପରାହ୍ଣ ୨ ଟା ରୁ ୩ ଟା ମଧ୍ୟରେ ଢେଙ୍କିକୋଟ ଓ ଏହାର ଆଖପାଖ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ଘନଘନ ବଜ୍ରପାତ, ପ୍ରବଳ ପବନ ବହିବା ସହ ବର୍ଷା ଲାଗି ରହିଥିଲା। ବଜ୍ରପାତ ଯୋଗୁଁ ତଣ୍ଡିବେଡା-ସୀତାବିଞ୍ଜି ରାସ୍ତାର ସୀତାନଦୀ କୂଳରେ ଚରୁଥିବା ୨ଟି ବଳଦ ଓ ଗୋଟିଏ ଗାଈ…
ଅଧିକ ଖବର ଦେଖନ୍ତୁ...

କାଳବୈଶାଖୀରେ ଉଡ଼ିଗଲା ଛପର

ଘଟଗାଁ: ଆଜି ଅପରାହ୍ଣ ୩ଟା ବେଳେ ଘଟଗାଁଠାରୁ ମାତ୍ର ୫ କିମି ଦୂର ତରା ଗ୍ରାମରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ଘଟିଛି। କାଳବୈଶାଖୀରେ ଅଜିତ କୁମାର ପତିଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗି ଧରାଶାୟୀ ହୋଇପଡିଛି। ୫ ବଖରା ଆଜବେଷ୍ଟସ ଘର ଛପର ଖଣ୍ଡେ ଦୂରକୁ ଉଡ଼ିଯାଇଛି। ଅଜିତଙ୍କ…
ଅଧିକ ଖବର ଦେଖନ୍ତୁ...

ରଘୁନାଥପୁର ଓ  ବରଗୋଡ଼ା ଗ୍ରାମରେ ରଜ ମହୋତ୍ସବ

ହରିଚନ୍ଦନପୁର:  ହରିଚନ୍ଦନପୁର ପଞ୍ଚାୟତ ରଘୁନାଥପୁର ଓ  ବରଗୋଡ଼ା ଗ୍ରାମରେ   ରଜ ମହୋତ୍ସବ ଜମୁଛି। ଗତକାଲି ରଘୁନାଥପୁର ରଜ ମହୋତ୍ସବକୁ ବ୍ଲକ୍‌ ଅଧ୍ୟକ୍ଷା ସୁନେଲି ନାଏକ, ଉପାଧ୍ୟକ୍ଷ ବିଜୟ କୁମାର ସାହୁ, ସମିତି ସଭ୍ୟ ଦମୟନ୍ତୀ ମୁଣ୍ଡା, ନାଏବ ସରପଞ୍ଚ ନିର୍ମଳ କୁମାର ସାହୁ, ସିଂହବିଲା ୱାର୍ଡ…
ଅଧିକ ଖବର ଦେଖନ୍ତୁ...

ଜେପିଏସ୍‌ ଉପ୍ରା ବିଦ୍ୟାଳୟରୁ ଚାଉଳ ଚୋରି

ହରିଚନ୍ଦନପୁର: ହରିଚନ୍ଦନପୁର ବ୍ଲକ୍‌ ଜିରାଙ୍ଗ ପଞ୍ଚାୟତ ଭାଲୁହୁଡ଼ିରେ ଥିବା ଜେପିଏସ ଉପ୍ରା ସ୍କୁଲରୁ ଗତକାଲି ରାତିରେ ଦୁର୍ବୃତ୍ତମାନେ ଚାଉଳ  ଚୋରି କରି ନେଇଛନ୍ତି । ଦୁର୍ବୃତ୍ତମାନେ  ସ୍କୁଲର ତାଲା ଭାଙ୍ଗି ପିଲାଙ୍କ ପାଇଁ ଥିବା ମଧ୍ୟାହ୍ନଭୋଜନ ଚାଉଳରୁ ୩ କୁଇଣ୍ଟାଲ ଚାଉଳ ନେଇଯାଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଗାଡ଼ି ଧକ୍କାରେ ଭାଲୁ ମୃତ

କେନ୍ଦୁଝର: ଗୁରୁବାର ରାତିରେ ଅଜଣା ଗାଡ଼ି ଧକ୍କାରେ ଗୋଟିଏ ଭାଲୁର ମୃତ୍ୟୁ ଘଟିଛି । ଭୂୟାଁ ଜୁଆଙ୍ଗ ପିଢ଼ ରେଞ୍ଜ ଅନ୍ତର୍ଗତ ଶୁଆକାଟୀ ବିଟ୍ ଜାମୁଡିହା ଜାତୀୟ ରାଜପଥ ୪୯ ପାର୍ଶ୍ବରେ ଗାଡ଼ି ଧକ୍କାରେ ଭାଲୁଟିର ମୃତ୍ୟୁ ଘଟିଛି। ମୃତ ଅଣ୍ଢିରା ଭାଲୁର ବୟସ ୮ବର୍ଷ ହେବ ବୋଲି ବନ ବିଭାଗ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ନୂଆଗାଁରେ ରଜ ପର୍ବ

ପଦ୍ମପୁର: ଖରାଟିଆ ଗଣପର୍ବ ରଜ କେନ୍ଦୁଝର ଜିଲ୍ଲାରେ ତିନିଦିନ ବ୍ୟାପୀ ପାଳନ କରାଯାଉଛି। ଏଥିପାଇଁ ଗାଁ ଠାରୁ ସହର ପୁରପଲ୍ଲୀ ଚଳଚଞ୍ଚଳ ହୋଇ ଉଠିଛି। ସଦର ବ୍ଲକ୍‌ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ନୂଆଗାଁ ଆମ୍ବତୋଟାରେ ରଜ ମଉଜ ପାଳନ ହେଉଛି। ଯୁବଗୋଷ୍ଠୀଙ୍କ ଉଦ୍ୟମରେ ଏକ ବଡ଼ଖାଇ ଦୋଳି…
ଅଧିକ ଖବର ଦେଖନ୍ତୁ...