ଅନୁସନ୍ଧାନ କରୁଥିବା ବର୍ଗ

ଜିଲ୍ଲା

୧ କେଜି ୮୦ ଗ୍ରାମ ବ୍ରାଉନସୁଗାର ଜବତ: ଜଣେ ଅଭିଯୁକ୍ତ ଗିରଫ, ଆରଜଣକ ଫେରାର

କେନ୍ଦୁଝର: କେନ୍ଦୁଝର ଏନ୍‌ଏଚ୍-୨୦ର କୋଭିଡ ନିକଟରୁ ଏସ୍‌ଟିଏଫ୍ ୧ କେଜି ୮୦ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣକୁ ଗିରଫ କରିଛି। ଅଭିଯୁକ୍ତ ହେଲା କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ପୁରୁଣାବଜାର ଅଞ୍ଚଳର ପ୍ରଶାନ୍ତ ମାଝୀ। ଏହି ଘଟଣାରେ ସମ୍ପୃକ୍ତ ଅନ୍ୟଜଣେ ଅଭିଯୁକ୍ତ ଶଙ୍କରପୁରର ମୁନା…
ଅଧିକ ଖବର ଦେଖନ୍ତୁ...

ରାଉରକେଲାରେ ସୁଧୁରିନି ସ୍ଥିତି: ଡାଇରିଆରେ ପୁଣି ଜଣଙ୍କର ମୃତ୍ୟୁ, ମୃତକଙ୍କ ସଂଖ୍ୟା ୧୦ରେ ପହଞ୍ଚିଲା

ରାଉରକେଲା: ରାଉରକେଲାରେ ଏବେ ବି ସ୍ଥିତିରେ ବିଶେଷ ପରିବର୍ତ୍ତନ ଘଟିନି। ଇସ୍ପାତ ସହରରେ ଏବେବି ଜାରି ରହିଛି ଝାଡ଼ାବାନ୍ତି ଆତଙ୍କ। ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଆଉ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ବନ୍ଧମୁଣ୍ଡା ତିଲକନଗରର ଅଞ୍ଜଳି ଶୁଣ୍ଢି (୮)। ଏବେ ମୃତ୍ୟୁ ସଂଖ୍ୟା ୧୦ରେ…
ଅଧିକ ଖବର ଦେଖନ୍ତୁ...

ଏସଡିଏର ପୂର୍ବତନ ପ୍ଲାନିଂ ମେମ୍ବର ଓ କର୍ମଚାରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ

ସମ୍ବଲପୁର: ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷ (ଏସଡିଏ)ର ପୂର୍ବତନ ପ୍ଲାନିଂ ମେମ୍ବର ଓ ଜଣେ କର୍ମଚାରୀଙ୍କ ଘରେ ପଶିଛି ଭିଜିଲାନ୍ସ। ଉଭୟଙ୍କର ବୁର୍ଲାରେ ଥିବା ଘରେ ଚଢ଼ଉ ଚାଲିଛି। ସୂଚନା ଅନୁଯାୟୀ, ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷ କାର୍ଯ୍ୟାଳୟର ପୂର୍ବତନ ପ୍ଲାନିଂ ମେମ୍ବର ବନ୍ଦିତା…
ଅଧିକ ଖବର ଦେଖନ୍ତୁ...

ଶ୍ରଦ୍ଧାଳୁଙ୍କୁ ମାଡ଼ମାରି ଉଠା ଦୋକାନୀ ଗିରଫ

ଘଟଗାଁ: ଘଟଗାଁ ମା’ ତାରିଣୀ ମନ୍ଦିର ସମ୍ମୁଖରେ ଶ୍ରଦ୍ଧାଳୁଙ୍କୁ ମାଡ଼ ମାରି ଜ‌ଣେ ଉଠା ଦୋକନୀ ଗିରଫ ହୋଇଛି। ଅଭିଯୁକ୍ତ ହେଲା ବଳଭଦ୍ର ମହାକୁଡ଼ ଓରଫ ବଳିଆ। ପୁଲିସ କେସ୍‌ ନମ୍ବର ୨୯୧/୨୩ ଦଫା ୩୪୧, ୨୯, ୩୨୩, ୩୨୫ରେ ଏକ ମାମଲା ରୁଜୁ କରି ତାକୁ ଗିରଫ କରିଛି। ବାଲେଶ୍ବର ଜିଲ୍ଲା ବାଲିଆପାଳ…
ଅଧିକ ଖବର ଦେଖନ୍ତୁ...

ଯାଜପୁର ଜିଲ୍ଲାରେ ଅଘଟଣ: ଜଳିଗଲା ପାଚିଲା ଧାନଖେତ

ପାଣିକୋଇଲି/ କାଳିଆପାଣି: ଯାଜପୁର ଜିଲ୍ଲାର ବ୍ୟାସନଗର ତହସିଲ ତଥା ପାଣିକୋଇଲି ରାଜସ୍ବ ସର୍କଲ ଅନ୍ତର୍ଗତ ମଣିପୁର ମୌଜାରେ ଆଜି ମଧ୍ୟାହ୍ନରେ ନିଆଁଲାଗି ୧୦ ଏକର ଜମିରେ ପଡ଼ିଥିବା ନଡ଼ା ଜଳିଯିବା ସହ ୧ ଏକରରୁ ଊର୍ଦ୍ଧ୍ବ ଜମିରେ ଥିବା ପାଚିଲା ଧାନ ପୋଡ଼ି ପାଉଁଶ ହୋଇଯାଇଛି। ପ୍ରକାଶ ଯେ…
ଅଧିକ ଖବର ଦେଖନ୍ତୁ...

ଦେବଗଡ଼ରୁ ଅପହୃତା ଶିଶୁକନ୍ୟା ସୁନ୍ଦରଗଡ଼ରୁ ଉଦ୍ଧାର

ସୁନ୍ଦରଗଡ଼/ଦେବଗଡ଼: ଦେବଗଡ଼ରୁ ଅପହୃତା ଶିଶୁକନ୍ୟା ଉଦ୍ଧାର। ଆଜି ସକାଳେ ଦେବଗଡ଼ର କପଡା ବ୍ୟବସାୟୀ ଆଲୋକ ଅଗ୍ରୱାଲଙ୍କ ଝିଅ ପିହୁ (୬)କୁ କାନ୍ଦୁଥିବାର ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁର ଜଣେ ମହିଳା ଦେଖିବାକୁ ପାଇଥିଲେ। ଦେବଗଡ଼ରୁ ଆଈମା କୋଳରୁ ଅପ଼ହୃତା ନାବାଳିକା ପିହୁକୁ ଭୋର୍ ୪ଟା ବେଳେ ବଡ଼ଗାଁ…
ଅଧିକ ଖବର ଦେଖନ୍ତୁ...

କଲମପୁରରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର 

କଲମପୁର: କଲମପୁର ବ୍ଲକ୍‌ ଅଫିସ୍‌ ପରିସରରେ ଥିବା ଏସ୍‌ଜିଏସ୍‌ୱାଇ ମିଟିଂ ହଲ୍‌ରେ କଳାହାଣ୍ଡି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ସୋମବାର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ବିଭିନ୍ନ ସମସ୍ୟା ଥିବା ଅଭିଯୋଗ ୭୪ଟି, ଆବାସ ଘର ପାଇଁ ୭୬ ଏବଂ ଭତ୍ତା ପାଇଁ ୮ ଜଣ ମୋଟ୍‌ ୧୫୮ଟି…
ଅଧିକ ଖବର ଦେଖନ୍ତୁ...

ଉପକୂଳଠାରୁ ୧୦କିମି ସମୁଦ୍ରରେ ଅଲିଭ୍‌ ରିଡ୍‌ଲେ: ସଙ୍ଗମପର୍ବ ଜାରି, ମାର୍ଚ୍ଚରେ ଗଣ ଅଣ୍ଡାଦାନ

ବ୍ରହ୍ମପୁର: ଶ୍ରୀଲଙ୍କା ଅତିଥି ଅଲିଭ୍‌ ରି‌ଡ୍‌ଲେ ଓଡ଼ିଶା ସମୁଦ୍ର ଉପକୂଳ ଠାରୁ ୧୦କିମି ଗଭୀର ସମୁଦ୍ରରେ ଅଛନ୍ତି। ସେମାନଙ୍କ ସଙ୍ଗମପର୍ବ ଚାଲିଛି। ଏଥିପାଇଁ ଆର୍ଯ୍ୟପଲ୍ଲୀ ଠାରୁ ପ୍ରୟାଗୀ ପ୍ରାୟ ୨୦ କିମି ପର୍ଯ୍ୟନ୍ତ ନୋ-ଫିସିଂ ଜୋନ୍‌ କଟକଣା କଡ଼ାକଡ଼ି କରାଯାଇଛି। ଟ୍ରଲର୍‌ ଯାତାୟାତ ଉପରେ…
ଅଧିକ ଖବର ଦେଖନ୍ତୁ...

ଅବରୋଧମୁକ୍ତ ହେଲା ବଡ଼ଦାଣ୍ଡ

ପୁରୀ: ବହୁଦିନର ଟ୍ରାଫିକ୍‌ ଯନ୍ତ୍ରଣାରୁ ମୁକୁଳିଛି ବଡ଼ଦାଣ୍ଡ ମାର୍କେଟ୍‌ ଛକରୁ ଶ୍ରୀମନ୍ଦିର ସିଂହଦ୍ବାର ରାସ୍ତା। ମାର୍କେଟ୍‌ ଛକରୁ ସିଂହଦ୍ବାର ପର୍ଯ୍ୟନ୍ତ ବଡ଼ଦାଣ୍ଡ ଉଠାଦୋକାନମୁକ୍ତ ହେବା ପରେ ବଡ଼ଦାଣ୍ଡର ରୂପ ବଦଳିଛି। ଶ୍ରୀମନ୍ଦିର ସିଂହଦ୍ବାରରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...

ଜାଲ୍‌ ସାର୍ଟିଫିକେଟ୍‌ରେ ଚାକିରି ମାମଲା: ୨୫ବର୍ଷ ପରେ ଗିରଫ

ବ୍ରହ୍ମପୁର: ପୁଲିସ ବିଭାଗରେ ଚାକିରି ପାଇଁ ନିଯୁକ୍ତି ପ୍ରକ୍ରିୟା ବେଳେ ଜାଲ୍‌ ସାର୍ଟିଫିକେଟ୍‌ ଦାଖଲ କରିବା ଜଣେ ବ୍ୟକ୍ତିଙ୍କୁ ମହଙ୍ଗା ପଡ଼ିଛି। ଦୀର୍ଘ ୨୫ବର୍ଷ ପରେ ଶେଷରେ ୱାରେଣ୍ଟ୍‌ ବଳରେ ବ୍ରହ୍ମପୁର ଭିଜିଲାନ୍ସ ପୋଲସରା ଥାନା କଣଛାଇ ନିକଟସ୍ଥ ଗରେଇଝୋଳି ଗ୍ରାମର ଭିକାରି ଚରଣ…
ଅଧିକ ଖବର ଦେଖନ୍ତୁ...