ଅନୁସନ୍ଧାନ କରୁଥିବା ବର୍ଗ

ଜିଲ୍ଲା

ମହୋଦଧି ଦିବସ ଆଜି: ପ୍ଲାଷ୍ଟିକ୍‌ ବର୍ଜ୍ୟରେ ସମୁଦ୍ର ବିଷାକ୍ତ

ପୁରୀ: ପ୍ଲାଷ୍ଟିକ୍‌ ବର୍ଜ୍ୟ ସମୁଦ୍ର ପାଇଁ ଅଭିଶାପ ପାଲଟିଛି। ପ୍ଲାଷ୍ଟିକ୍‌ର ମାତ୍ରାଧିକ ବ୍ୟବହାର ଯୋଗୁ ଏହା ନଦୀ ମୁହାଣ ଦେଇ ସମୁଦ୍ର ମଧ୍ୟକୁ ଯାଉଛି। ଏହା ଦ୍ବାରା ମାଛ ଓ ସାମୁଦ୍ରିକ ଜୀବମାନେ ପ୍ରଭାବିତ ହେଉଛନ୍ତି। ଏପରିକି କିଛି ମାଛ ପଲିଥିନ ଜେଲି ଭାବି ଗିଳି ଦେଉଛନ୍ତି, ଯାହାକୁ…
ଅଧିକ ଖବର ଦେଖନ୍ତୁ...

ମଦ ବ୍ୟବସାୟୀଙ୍କୁ ଆୟକର ଛାଟ: ୨୦୦କୋଟି ଜବତ

ଭୁବନେଶ୍ବର / ରାଉରକେଲା / ସୁନ୍ଦରଗଡ଼ /ରାୟଗଡ଼ା/ବୌଦ୍ଧ: ଘର ଚଟାଣ ହେଉ କି ପଲଙ୍କ; ରୋଷେଇ ଘର, ଡ୍ରଇଂରୁମ୍‌ ଯେଉଁଠି ହାତ ମାରିଲେ ସେଠି ପୁଳା ପୁଳା ଟଙ୍କା ବିଡ଼ା। ଆୟକର ଫାଙ୍କି ଅଭିଯୋଗରେ ଆଜି ରାଜ୍ୟର ମଦ ବ୍ୟବସାୟୀ ରାଜକିଶୋର ସାହୁ ଓ ଦେବରାଜ ସାହୁଙ୍କ ମଦ ପ୍ରସ୍ତୁତ ବିଭିନ୍ନ…
ଅଧିକ ଖବର ଦେଖନ୍ତୁ...

ସ୍ବାସ୍ଥ୍ୟ ବିଭାଗର ଆକଳନ; ୨୦୩୬ରେ ଓଡ଼ିଶା ହେବ ବୟସ୍କଙ୍କ ରାଜ୍ୟ

ଭୁବନେଶ୍ବର: ଦଶ ବର୍ଷ ପରେ ଓଡ଼ିଶାର ଜନସଂଖ୍ୟା ବଢ଼ିବା ବଦଳରେ ଖସୁଥିବ। ରାଜ୍ୟର ସମୁଦାୟ ପ୍ରଜନନ ହାର(ଟିଏଫ୍‌ଆର୍‌) ଜାତୀୟ ହାରଠାରୁ ଯଥେଷ୍ଟ କମ୍ ରହିଥିବା ଓ ଧୀରେଧୀରେ ଆହୁରି ହ୍ରାସ ପାଉଥିବା ପରିପ୍ରେକ୍ଷୀରେ ସ୍ବାସ୍ଥ୍ୟ ବିଭାଗ ଏଭଳି ଅନୁମାନ କରିଛି। ଆଉ ପାଦେ ଆଗକୁ ଯାଇ କହିଲେ, ଖୁବ୍‌…
ଅଧିକ ଖବର ଦେଖନ୍ତୁ...

କଟକର ବିପର୍ଯ୍ୟସ୍ତ ରାସ୍ତାଘାଟକୁ ନେଇ ହାଇକୋର୍ଟ ପୁଣି କ୍ଷୁବ୍ଧ: ସତ୍ୟପାଠର ତଥ୍ୟ ଓ ବାସ୍ତବ ସ୍ଥିତି ଆକାଶପାତାଳ ଫରକ

କଟକ: କଟକ ସହରର ବିପର୍ଯ୍ୟସ୍ତ ରାସ୍ତାଘାଟର ଉପଯୁକ୍ତ ମରାମତି ଓ ପୁନଃନିର୍ମାଣ ହୋଇ ନଥିବାରୁ ହାଇକୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ବିଦ୍ୟୁତ ରଂଜନ ଷଡ଼ଙ୍ଗୀ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏ ସଂପର୍କିତ ମାମଲାର…
ଅଧିକ ଖବର ଦେଖନ୍ତୁ...

ବାତ୍ୟା ‘ମିଗଜୋମ୍‌’ ପାଇଁ ତେଲିଙ୍ଗିରୀ ମଧ୍ୟମ ଜଳସେଚନ ପ୍ରକଳ୍ପରୁ ପାଣି ଛାଡ଼ିବା ଜାରି

ଜୟପୁର: ଜୟପୁର ବ୍ଲକର ରାଣୀଗଡ଼ ନିକଟରେ ଥିବା ତେଲିଙ୍ଗିରୀ ମଧ୍ୟମ ଜଳସେଚନ ପ୍ରକଳ୍ପର ଗୋଟିଏ ଗେଟକୁ ବାତ୍ୟା ‘ମିଗଜୋମ୍‌’ର ପ୍ରଭାବକୁ ଦୃଷ୍ଟିରେ ରଖି ଖୋଲା ରଖାଯାଇଛି ବୋଲି କହିଛନ୍ତି ପ୍ରକଳ୍ପର ଅଧିକ୍ଷଣ ଯନ୍ତ୍ରୀ ଇଂ. ପ୍ରଦୀପ କୁମାର ସେନାପତି। ଜଳଭଣ୍ଡାର ଥିବା ଉପରମୁଣ୍ଡ ଅଂଚଳରେ ଗତ…
ଅଧିକ ଖବର ଦେଖନ୍ତୁ...

‘ପରମାଣୁ ଶକ୍ତିକେନ୍ଦ୍ର’ଠାରୁ ଶହେଗୁଣ ଅଧିକ ବିକିରଣ: ମୃତ୍ୟୁଯନ୍ତା ବସାଇଛି ଫ୍ଲାଏ ଆସ୍‌

ଝାରସୁଗୁଡ଼ା/ଇବ୍‌ ଥର୍ମାଲ: ତାପଜ ବିଦ୍ୟୁତ୍‌ କେନ୍ଦ୍ର ତଥା ବିଭିନ୍ନ ଶିଳ୍ପାନୁଷ୍ଠାନରେ କୋଇଲା ଦହନରୁ ନିର୍ଗତ ଫ୍ଲାଏ ଆସ୍‌ ମଧ୍ୟ ବିକିରଣ କରିଥା‌ଏ। ୟୁରାନିୟମ, ଥୋରିୟମ୍, ରେଡିୟମ ଭଳି ତେଜସ୍କ୍ରିୟ ଧାତୁ କାରଣରୁ ଏହି ଫ୍ଲାଏ ଆସ୍‌ର ବିକିରଣ ପରମାଣୁ ଶକ୍ତିକେନ୍ଦ୍ରର ବିକିରଣଠାରୁ ପ୍ରାୟ…
ଅଧିକ ଖବର ଦେଖନ୍ତୁ...

ବଦଳିଗଲା ସହରର ପାଗ ମିଜାଜ: ୨ ଦିନରେ ତାପମାତ୍ରା କମିଲା ୫ ଡିଗ୍ରି

ଭୁବନେଶ୍ବର: ଡିସେମ୍ବର ଚାଲିଲାଣି, ମାତ୍ର ଶୀତର ଦେଖା ନଥିଲା। ତାପମାତ୍ରା ସ୍ବାଭାବିକ ଠାରୁ ଉପରେ ଥିଲା। କେବେ ଶୀତ ଆସିବ ସମସ୍ତେ ଚାହିଁରହିଥିବା ବେଳେ ଗତକାଲି ରାତିରୁ ବଦଳି ଯାଇଛି ଭୁବନେଶ୍ବର ସହର ପାଗର ମିଜାଜ୍‌। ଆନ୍ଧ୍ର ଉପକୂଳରେ ମାଡ଼ ହୋଇଥିବା ଭୀଷଣ ବାତ୍ୟା ‘ମିଗ୍‌ଜୋମ’…
ଅଧିକ ଖବର ଦେଖନ୍ତୁ...

ସାରା ଓଡ଼ିଶାରେ ବର୍ଷା: ଦକ୍ଷିଣ ଓଡ଼ିଶାରେ ଅଧିକ

ଭୁବନେଶ୍ବର: ଆନ୍ଧ୍ର ପ୍ରଦେଶର ବାପାଟଲା ନିକଟରେ ସ୍ଥଳଭାଗ ଛୁଇଁଥିବା ଭୀଷଣ ବାତ୍ୟା ‘ମିଗଜୋମ୍‌’ ଦୁର୍ବଳ ହୋଇଛି। ମାତ୍ର ଲ୍ୟାଣ୍ଡଫଲ୍‌ ପରର ପ୍ରଭାବ ଓଡ଼ିଶା ଉପରେ ପଡ଼ିଛି। ଓଡ଼ିଶାରେ ଘଣ୍ଟା ପ୍ରତି ୨୫ରୁ ୩୦ କିମି ବେଗରେ ପବନ ସାଙ୍ଗକୁ ଦକ୍ଷିଣ ଓଡ଼ିଶାରେ ଲଗାଣ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ…
ଅଧିକ ଖବର ଦେଖନ୍ତୁ...

ପୁଣି ଝୁଲିଲା ମେଡିକାଲ କଲେଜ: ୮ରେ ପବିତ୍ର ମୋହନ ପ୍ରଧାନ ଡାକ୍ତରଖାନାର ଉଦ୍‌ଘାଟନ

ଅନୁଗୁଳ: ତାଳଚେରରେ ନିର୍ମାଣ କରାଯାଇଥିବା ମେଡିକାଲ କଲେଜ ଓ ଡାକ୍ତରଖାନାର ଭାଗ ପୁଣି ଅନିଶ୍ଚିତତା ଘେରକୁ ଚାଲିଯାଇଛି। ଏହି ମେଡିକାଲ କଲେଜ ଡାକ୍ତରଖାନାର ନାମ ପରିବର୍ତ୍ତନ କରି ପବିତ୍ର ମୋହନ ସରକାରୀ ଡାକ୍ତରଖାନା ରଖାଯାଇଥିଲାବେଳେ ଏହା ଆସନ୍ତା ୮ ତାରିଖରେ ଉଦ୍‌ଘାଟନ କରାଯିବ।…
ଅଧିକ ଖବର ଦେଖନ୍ତୁ...

ପୁଣି ଚର୍ଚ୍ଚାରେ ବିଜୁବାବୁଙ୍କ ‘କଳିଙ୍ଗ ରଥ’

ଭୁବନେଶ୍ବର: ବହୁ ବର୍ଷ ବ୍ୟବଧାନ ପରେ ଚର୍ଚ୍ଚାକୁ ଆସିଚି ବିଜୁ ପଟ୍ଟନାୟକଙ୍କ ଷ୍ଟେସନ୍ ୱାଗନ୍ ଗାଡ଼ି। ‘କଳିଙ୍ଗ ରଥ’ ନାମରେ ଏହା ରାଜ୍ୟରେ ବେଶ୍‌ ପରିଚିତ। ଏହି ଗାଡ଼ିରେ ବିଜୁ ବାବୁ ସାରା ଓଡ଼ିଶା ବୁଲୁଥିଲେ। ତାଙ୍କର ଅନେକ ନିର୍ବାଚନ ପ୍ରଚାରର ମୂକସାକ୍ଷୀ ଏହି ଗାଡ଼ି। ନବୀନ ନିବାସ ପରିସରରେ…
ଅଧିକ ଖବର ଦେଖନ୍ତୁ...