ଅନୁସନ୍ଧାନ କରୁଥିବା ବର୍ଗ

ଜିଲ୍ଲା

ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଫେସବୁକ ଆକାଉଣ୍ଟ ହ୍ୟାକ୍

ଜୟପୁର: ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଫେସ୍‌ବୁକ୍‌ ପେଜ୍‌କୁ ହ୍ୟାକର୍ ହ୍ୟାକ୍ କରିଦେଇଛନ୍ତି। ଏନେଇ ଥାନାରେ ଏତଲା ଦେଇଥିବା ନେଇ ଫେସବୁକ୍ ରେ ସୂଚନା ଦେଇଛନ୍ତି ନିଜେ ବିଧାୟକ।
ଅଧିକ ଖବର ଦେଖନ୍ତୁ...

ଛିଡ଼ା ହୋଇଥିବା ବୋରୱେଲ ଗାଡ଼ିକୁ ପିଟିଲା କାର୍: ସ୍ତ୍ରୀ ଗୁରୁତର, ସ୍ବାମୀ ଆହତ

ସୁନ୍ଦରଗଡ଼: ଆଜି ସୁନ୍ଦରଗଡ଼ରେ ପୁଣି ଦୁର୍ଘଟଣା ଘଟିଛି। ଛିଡ଼ା ହୋଇଥିବା ବୋରୱେଲ ଗାଡ଼ିକୁ ଏକ କାର୍ ପଛପଟରୁ ପିଟିଛି। ଏହାଫଳରେ ସ୍ତ୍ରୀ ଗୁରୁତର ଓ ସ୍ବାମୀ ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ପତ୍ନୀଙ୍କୁ ସୁନ୍ଦରଗଡ଼  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୁନ୍ଦରଗଡ଼ ବିଜୁ…
ଅଧିକ ଖବର ଦେଖନ୍ତୁ...

ରାଉରକେଲା: ଡାଇରିଆରେ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି

ରାଉରକେଲା: ଡାଇରିଆରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ କିଷାନଟୋଲାର ବିଜୟ କିଷାନ। ବେଦବ୍ୟାସର ଜୟପ୍ରକାଶ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି। ଏହାଫଳରେ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ପାଇଛି। ତେଣେ ଆଉ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ମୃତକ ହେଲେ ସେକ୍ଟର ୨୧ ନୟାବଜ଼ାରର…
ଅଧିକ ଖବର ଦେଖନ୍ତୁ...

ଦେହରେ ସେଲୋ ଟେପ୍ ମାରି ଗଞ୍ଜେଇ ଚୋରା ଚାଲାଣ ବେଳେ ଧରାପଡ଼ିଲା ଅଭିଯୁକ୍ତ

କୋରାପୁଟ: ଦେହରେ ସେଲୋ ଟେପ୍ ମାରି ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ପାଡୁଆ ପୁଲିସ ଦ୍ବାରା ଜଣେ ଅଭିଯୁକ୍ତ ଧରାପଡ଼ିଛି। ଘଟଣାସ୍ଥଳରୁ ୨୮ କେଜି ଗଞ୍ଜେଇ ଜବତ କରାଯାଇଛି। ଅଭିଯୁକ୍ତ ହେଲା ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲ୍ଲା ମଣ୍ଡଳପଡ଼ା ଗାଁର ବାବର ଅଲି ଖାନଙ୍କ ପୁଅ ଦୁଲହନ୍ ଖାନ୍…
ଅଧିକ ଖବର ଦେଖନ୍ତୁ...

ଭାଙ୍ଗିଲା ଘର, ନଷ୍ଟ କଲା ବର୍ଷକର ଆହାର: ଡାକିଡାକି ଶୁଣିଲାନି ବନବିଭାଗ

ନୀଳଗିରି: ବାଲେଶ୍ବର ଜିଲ୍ଲା ନୀଳଗିରି ଏନ.ଏ.ସି ବେତଶୁଳ ଗ୍ରାମରେ କୁଳଡିହା ମାଈ ହାତୀ ଆତଙ୍କ। ଅଳ୍ପକେ ବର୍ତ୍ତିଗଲେ ଘରେ ଥିବା ମା ଓ ତିନି ଛୁଆ। ଭାଙ୍ଗିଲା ଘର, ନଷ୍ଟ କଲା ବର୍ଷକ ଆହାର। ଏଥିରୁ ଅଳ୍ପକେ ବର୍ତିଯାଇଛନ୍ତି ମା ଛୁଆ ଚାରି ଜଣ। ବନ ବିଭାଗ ବିଟ ହାଉସ ନିକଟରେ ଘଟଣା ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ରାଉରକେଲାରେ ଡାଇରିଆରେ ଆକ୍ରାନ୍ତ ୨୦ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର: ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ରାଉରକେଲାରେ ବ୍ୟାପିଥିବା ଡାଇରିଆ ସଂପର୍କରେ ସୂଚନା ଦେଇଛନ୍ତି ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। ସେ କହିଛନ୍ତି, ରାଉରକେଲାରେ ଝାଡ଼ାବାନ୍ତି ବ୍ୟାପିବା ଯୋଗୁ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କ ମୃତ୍ୟୁ ହୋଇଛି। ୫୯୫ ଜଣ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୩୪୩ ଜଣ ବିଭିନ୍ନ…
ଅଧିକ ଖବର ଦେଖନ୍ତୁ...

ରାଉରକେଲାରେ ଆଉ ଜଣେ ମହିଳାଙ୍କ ଜୀବନ ନେଲା ଡାଇରିଆ: ମୃତ୍ୟୁ ସଂଖ୍ୟା ୮ରେ ପହଞ୍ଚିଲା

ରାଉରକେଲା: ଡାଇରିଆରେ ଆଉ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛିl ମୃତକ ହେଲେ ସେକ୍ଟର ୨୧ ନୟାବଜ଼ାରର ସରୋଜିନୀ ଖଣ୍ଡାୟତ (୪୯)। ଗତକାଲି ରାତିରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ…
ଅଧିକ ଖବର ଦେଖନ୍ତୁ...

ଅବସରପ୍ରାପ୍ତ ଓଏଏସଙ୍କ ଘରେ ଜିଆରଏସଙ୍କ ସନ୍ଦେହଜନକ ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ନବୀନ ବାଗ ଅଞ୍ଚଳରେ ଗତକାଲି ଅପରାହ୍ନରେ ଏକ ଦୁଃଖଦ ଘଟଣା ଘଟିଛି। ସ୍ଥାନୀୟ ଅଞ୍ଚଳରେ ଜଣେ ଅବସରପ୍ରାପ୍ତ ଓଏଏସ ଅଧିକାରୀଙ୍କ ଘରେ ଜଣେ ଗ୍ରାମ୍ୟ ରୋଜଗାର ସେବକଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଛି। ତାଙ୍କ ନାଁ ସୌମ୍ୟରଞ୍ଜନ ମହାନା। ଘର ପୁରୀ ଜିଲ୍ଲା କଣାସ ବ୍ଲକ…
ଅଧିକ ଖବର ଦେଖନ୍ତୁ...

କୋଲ୍‌କାତାର ଇଡେନ୍ ଗାର୍ଡେନ୍ସ୍ ଷ୍ଟାଡିୟମ୍‌ରେ ଫାଶୀ ଲଗାଇ ଥିବା ଓଡ଼ିଆ ଯୁବକଙ୍କ ଶବ ଉଦ୍ଧାର

କୋଲ୍‌କାତା: ଆଜି ସକାଳେ କୋଲ୍‌କାତାର ଇଡେନ୍‌ ଗାର୍ଡେନ୍‌ସ୍‌ ଷ୍ଟାଡିୟମ୍‌ର ‘କେ’ ବ୍ଲକ୍‌ରୁ ଓଡ଼ିଶାର ଭଦ୍ରକ ଅଞ୍ଚଳର ଜଣେ ଯୁବକଙ୍କ ଶବ ଉଦ୍ଧାର କରାଯାଇଛି। ମୃତ ଯୁବକ ହେଉଛନ୍ତି, ଏହି ପ୍ରଖ୍ୟାତ ଷ୍ଟାଡିୟମ୍‌ର ‘ଗ୍ରାଉଣ୍ଡ୍‌ ଷ୍ଟାଫ୍‌’ କର୍ମଚାରୀ ବା ମାଳୀ ଗଣେଶ ଚନ୍ଦ୍ର ବାରିକଙ୍କ ୨୧…
ଅଧିକ ଖବର ଦେଖନ୍ତୁ...

ସଇଁତଲା ଷ୍ଟେସନ ନିକଟରେ ରେଳ ଧାରଣାରେ ଯୁବକର ମୃତଦେହ

ସଇଁତଲା: ବଲାଙ୍ଗୀର ଜିଲ୍ଲା ସଇଁତଲା ରେଳ ଷ୍ଟେସନ ନିକଟରେ ରେଳ ଲାଇନ ମଝିରେ ଏକ ମୃତଦେହ ପଡ଼ିଥିବାର ଦେଖିବାକୁ ମିଳିଛି।  ସଇଁତଲା ରେଳ ଷ୍ଟେସନ ଠାରୁ ଶହେ ମିଟର ଦୂର ସିଲେଟ ପଡ଼ା ଗ୍ରାମ ନିକଟ ରେଳ ଲାଇନ ମଧ୍ୟରେ ମୁଣ୍ଡ କଟି ଜଣେ ଯୁବକଙ୍କ ମୃତଦେହ ପଡ଼ିରହିଛି। ବିଳମ୍ବିତ ରାତ୍ରିରେ…
ଅଧିକ ଖବର ଦେଖନ୍ତୁ...