ଅନୁସନ୍ଧାନ କରୁଥିବା ବର୍ଗ

ଜିଲ୍ଲା

ଦେଢ଼ଲକ୍ଷ ନାହିଁ ତ ନୂଆଘର ମନା: ୨୦ ଯାଏଁ ମହଲତ

ଚନ୍ଦ୍ରଶେଖରପୁର: ଆବାସ ଯୋଜନାରେ ଭୁବନେଶ୍ବର ସହରର ବସ୍ତିବାସିନ୍ଦାଙ୍କୁ ଚନ୍ଦ୍ରଶେଖରପୁର ବୁଦ୍ଧବିହାରଠାରେ ଥଇଥାନ କରାଯାଉଛି। ପର୍ଯ୍ୟାୟକ୍ରମେ ୨,୬୦୦ ପରିବାରଙ୍କୁ ସେଠାରେ ଥଇଥାନ କରିବାକୁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୮୨୦ ପରିବାରଙ୍କ ପାଇଁ ଘର…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରାପଡା ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଲେ ନବୀନ ଓଡିଶା ଅଧ୍ୟକ୍ଷ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଭି. କାର୍ତ୍ତିକେୟ ପାଣ୍ଡିଆନ୍ ଆଜି କେନ୍ଦ୍ରାପଡା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିବା ସହିତ ଉନ୍ନୟନମୂଳକ କାର୍ଯ୍ୟ ଗୁଡିକର ସମୀକ୍ଷା କରିଛନ୍ତି। ପାଣ୍ଡିଆନ କେନ୍ଦ୍ରାପଡା…
ଅଧିକ ଖବର ଦେଖନ୍ତୁ...

କୀଟନାଶକ ପିଇ ଆତ୍ମହତ୍ୟା କଲେ ଚାଷୀ

ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜାତଳା ବ୍ଳକ ଲୁସାଡିହି ପଞ୍ଚାୟତର ଲୁସାଡିହି ଗ୍ରାମର ଜନୈକ ଚାଷୀ କୀଟନାଶକ ଔଷଧ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି | ସୂଚନାଯୋଗ୍ୟ ଯେ ଲୁସାଡିହି ଗ୍ରାମର ଚାଷୀ ବିରାମ ହେମ୍ବ୍ରମ ( ୬୨) ରବିବାର ଦିନ…
ଅଧିକ ଖବର ଦେଖନ୍ତୁ...

ଟିଉସନରୁ ଫେରୁଥିବାବେଳେ ନାବାଳିକାକୁ ଅପହରଣ: ନାବାଳିକାକୁ ବାଇକରେ ଟେକି ନେଲେ ଦୁର୍ବୁତ୍ତ

ଦେବଗଡ଼: ଦେବଗଡ ସହରର ଡେଲି ମାର୍କେଟ ଛକ ନିକଟରେ ଆଜି ସଂଧ୍ୟାରେ ନିଜ ଆଈ ସହିତ ଟିଉସନରୁ ଫେରୁଥିବାବେଳେ ନିଜ ଘର ସମ୍ମୁଖରୁ ଜଣେ ନାବାଳିକାକୁ ବାଇକରେ ଦୁର୍ବୁତ୍ତମାନେ ଅପହରଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଉକ୍ତ ଘଟଣା ଦେବଗଡ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ବୁଖାରୀ ମାମଲାର ଆକ୍ସନରେ କ୍ରାଇମବ୍ରାଞ୍ଚ ଏସଟିଏଫ

ଯାଜପୁର: ଯାଜପୁରର ନେଉଲପୁରରୁ ଗିରଫ ସନ୍ଦିଗ୍ଧ ଯୁବକ ସୟଦ ଇଶାନ ବୁଖାରୀ ମାମଲାର ଆକ୍ସନରେ କ୍ରାଇମବ୍ରାଞ୍ଚ ଏସଟିଏଫ । ଇଂଟେଲିଜେନ୍ସ ବ୍ୟୁରୋ ଓ ଏନଆଇଏ ଅଧିକାରୀଙ୍କ ସହ ବୈଠକ କରିଛନ୍ତି କ୍ରାଇମବ୍ରାଂଚ ଆଇଜି । କାଶ୍ମୀର ଓ ପଞ୍ଜାବ ପୋଲିସ ସହ ତଥ୍ୟ ଆଦାନପ୍ରଦାନ କରାଯାଇଛି । ଟେରର ଲିଙ୍କ…
ଅଧିକ ଖବର ଦେଖନ୍ତୁ...

ଧାମନଗରର ସଂଖ୍ୟାଲଘୁ ଧାର୍ମିକ ସ୍ଥଳ ଖାନୱାରେ ଜଳଯୋଗାଣର ସୁବ୍ୟବସ୍ଥା ପାଇଁ ୨ ଲକ୍ଷ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଭଦ୍ରକ ଜିଲ୍ଲା ଧାମନଗରରେ ଥିବା ମୁସଲମାନ ସମ୍ପ୍ରଦାୟର ପ୍ରସିଦ୍ଧ ଧାର୍ମିକ ସ୍ଥଳ ଖାନୱାରେ ଏକ ପାଣି ଟାଙ୍କି ସହିତ ଜଳଯୋଗାଣର ସୁବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ.ପାଣ୍ଡିଆନଙ୍କ…
ଅଧିକ ଖବର ଦେଖନ୍ତୁ...

ସୁନା ଦୋକାନରେ ଆୟକର ଚଢାଉ

ରାୟଗଡା: ରାୟଗଡ଼ା ସ୍ଥିତ ଏକ ସୁନା ଦୋକାନ ଉପରେ ଆଜି ଦ୍ବିପହରରେ ଆୟକର ବିଭାଗ ପକ୍ଷରୁ ଅଚାନକ ଚଢାଉ କରାଯାଇଛି। ଆୟକର ବିଭାଗର ଚାରି ଜଣିଆ ଟିମ ମୁଖ୍ୟ ଛକରେ ରହିଥିବା ସାବିତ୍ରୀ ସୁନା ଦୋକାନ ଉପରେ କଡା ସୁରକ୍ଷାର ସହ ଚଢାଉ କରିଥିଲେ। ଏହାର ପ୍ରଭାବରେ ପାଖରେ ଥିବା ଅନ୍ୟ ସୁନା ଦୋକାନଗୁଡିକ…
ଅଧିକ ଖବର ଦେଖନ୍ତୁ...

ବାଙ୍ଗିରିପୋଷି ଘାଟିରେ ପୁଲିସ ଗାଡି ସହ କଣ୍ଟେନର ମୁହାଁମୁହିଁ ଧକ୍କା:୨୦ ଜଣ ଆହତ

ବାଙ୍ଗିରିପୋଷି: ମୟୁରଭଞ୍ଜର ବାଙ୍ଗିରିପୋଷି ଘାଟି ଏବେ ମରଣଯନ୍ତା ପାଲଟିଛି | ଏଠି ପ୍ରାୟ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟି ଚାଲିଛି। ଏ ବାବଦରେ ପ୍ରଶାସନ ନୀରବଦ୍ରଷ୍ଟା ପାଲଟିଛି। ସୋମବାର ଅପରାହ୍ନ ସମୟରେ ପଞ୍ଚପୀଢ କରଞ୍ଜିଆ ଅଞ୍ଚଳରୁ ୨୦ରୁ ଅଧିକ ରିଜର୍ଭ ପୁଲିସକୁ ନେଇ ବାରିପଦା ଆସୁଥିବାବେଳେ…
ଅଧିକ ଖବର ଦେଖନ୍ତୁ...

କୁକୁଡ଼ା ଖିଆକୁ କେନ୍ଦ୍ର କରି ଡବଲ ମର୍ଡର

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ୍ କେବଲାଙ୍ଗ ଥାନାର ଅମାରୂଢି ଗ୍ରାମରେ କୁକୁଡ଼ା ଖାଇବାକୁ କେନ୍ଦ୍ର କରି ଦୁଇ ଜଣଙ୍କୁ ଟାଙ୍ଗିଆରେ ହାଣି ହତ୍ୟା । ଶନିବାର ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ଗାଁ ନିକଟ ନାଳରେ ଦୁଇଟି ଶବକୁ ଅଭିଯୁକ୍ତ ଲୁଚାଇ ରଖିଥିଲା । ଅଭିଯୁକ୍ତ ହେଲେ ଅମାରୂଢି…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼ ଦୁର୍ଘଟଣା: ୫ ମୃତକଙ୍କ ଶବ ବ୍ୟବଚ୍ଛେଦ ଶେଷ, ପରିବାର ଲୋକଙ୍କୁ ହସ୍ତାନ୍ତର

ସୁନ୍ଦରଗଡ଼: ଗତକାଲି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୫ ମୃତକଙ୍କ ଶବ ବ୍ୟବଚ୍ଛେଦ ଶେଷ ହେବା ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି। ଏବେ ମୁସଲିମବସ୍ତିରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସୂଚନା ଅନୁସାରେ ସୁନ୍ଦରଗଡ଼ ସଦରଥାନା ଅଧୀନ ବଗିଚାପଡ଼ାର…
ଅଧିକ ଖବର ଦେଖନ୍ତୁ...