ଅନୁସନ୍ଧାନ କରୁଥିବା ବର୍ଗ

ପୁରୀ

ରଥଯାତ୍ରାରେ ମନେ ପଡ଼ନ୍ତି ‘ଗଙ୍ଗାରାମ’,‘ଲକ୍ଷ୍ମୀ’ ହାତୀ

ପୁରୀ : ରଥଯାତ୍ରା ପରମ୍ପରାରେ ଆକର୍ଷଣ ସାଜିଥିଲା ହାତୀ। କଥିତ ଅଛି ରଥକୁ ହାତୀ ପଛରୁ ମୁଣ୍ଡ ଦେଇ ଠେଲିବାରେ ସହଯୋଗ କରୁଥିଲା। ମାତ୍ର ଗବେଷକଙ୍କ ମତରେ ଗଜପତି ମହାରାଜ ରଥରେ ଛେରାପହଁରା ସେବା କରିବା ବେଳେ ସୁସଜ୍ଜିତ ହାତୀ ଶୋଭାଯାତ୍ରାରେ ସର୍ବାଗ୍ରେ ରହୁଥିଲା। ଏହି ଦୃଶ୍ୟ ଦେଖିବା ପାଇଁ…
ଅଧିକ ଖବର ଦେଖନ୍ତୁ...

୧୮ ତାରିଖରୁ ପୁରୀର ସବୁ ମଦଦୋକାନ ବନ୍ଦ

ପୁରୀ : ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ରଥଯାତ୍ରା ସମୟରେ ପୁରୀରେ ସମସ୍ତ ମଦ ଦୋକାନକୁ ସିଲ୍‌ କରାଯିବ। ରଥଯାତ୍ରାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଆସନ୍ତା ୧୮ ତାରିଖ ରାତିରୁ ସମସ୍ତ ମଦ ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ ରହିଛି। ଅବକାରୀ ବିଭାଗ ପକ୍ଷରୁ ସହରର ସମସ୍ତ ମଦଦୋକାନଗୁଡ଼ିକୁ…
ଅଧିକ ଖବର ଦେଖନ୍ତୁ...

ଶାଢ଼ି ବନ୍ଧାଇଲେ ଦଇତାପତି; ଅନ୍ୟ ସେବକ ଥରେ, ଦଇତାପତି ବାନ୍ଧନ୍ତି ପ୍ରତିବର୍ଷ

ପୁରୀ : ଶ୍ରୀନଅରଠାରେ ଗୁରୁବାର ଦିନ ଦଇତାପତି ସେବକଙ୍କ ଶାଢ଼ିବନ୍ଧା ନୀତି ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରା ପୂର୍ବରୁ ଗଜପତିଙ୍କ ହସ୍ତ ସ୍ପର୍ଶ ଶାଢ଼ି ଦଇତାପତିମାନେ ମସ୍ତକରେ ବାନ୍ଧିଛନ୍ତି। ଏ ସମ୍ପର୍କରେ ଶ୍ରୀନଅର ରାଜଗୁରୁ ଦେବୀପ୍ରସାଦ ରାଜଗୁରୁ କହିଛନ୍ତି, ଶ୍ରୀମନ୍ଦିରର ସେବାୟତଙ୍କ…
ଅଧିକ ଖବର ଦେଖନ୍ତୁ...

୧୮୦୦ ବର୍ଷ ପ୍ରାଚୀନ ବ୍ରାହ୍ମୀ ଶିଳାଲେଖ ମିଳିଲା, ତୃତୀୟ ସର୍ବ ପୁରାତନ ଶିଳାଲେଖ!

ପୁରୀ : ପ୍ରତ୍ନତାତ୍ତ୍ବିକ ଅନ୍ବେଷଣରୁ ୧୮୦୦ ବର୍ଷ ତଳର ପ୍ରାଚୀନ ବ୍ରାହ୍ମୀ ଶିଳାଲେଖ ସ୍ତମ୍ଭର ସନ୍ଧାନ ମିଳିଛି। ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍‌ ଧାନକେରା ପଞ୍ଚାୟତର ପ୍ରଚଣ୍ଡପୁର ଗ୍ରାମ ନିକସ୍ଥ ପ୍ରଚଣ୍ଡେଶ୍ବର ମନ୍ଦିର ନିକଟରେ ଏହି ଶିଳାଲେଖ ସ୍ତମ୍ଭ ଉଦ୍ଧାର ସହ ଏହାର କାଳଖଣ୍ଡ…
ଅଧିକ ଖବର ଦେଖନ୍ତୁ...

ଶ୍ରୀଅଲାରନାଥଙ୍କ ଦର୍ଶନ କଲେ ୫୦ ହଜାର ଶ୍ରଦ୍ଧାଳୁ, ଭିଡ଼ ଯୋଗୁ ୫ ସଂଜ୍ଞାହୀନ

ବ୍ରହ୍ମଗିରି : ଗୁରୁବାର ଥିଲା ଶ୍ରୀଅଲାରନାଥଙ୍କ ଅଣସର ଦର୍ଶନର ଏକାଦଶ ଦିନ। ଶ୍ରୀଜିଉଙ୍କ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ଭିଡ଼ରେ ୫ ଜଣ ଶ୍ରଦ୍ଧାଳୁ ସଂଜ୍ଞାହୀନ ହୋଇଥିବା ବେଳେ ଠେଲାପେଲାରେ ୭ ଜଣ ଆହତ ହୋଇଛନ୍ତି। ଗୁରୁବାର ଭୋର୍‌ ସାଢ଼େ ଚାରିଟାରୁ ସର୍ବସାଧାରଣ…
ଅଧିକ ଖବର ଦେଖନ୍ତୁ...

ସୁସ୍ଥହେଲେ ଶ୍ରୀଜିଉ

ପୁରୀ : ଅଣସରର ଅନ୍ୟତମ ପ୍ରମୁଖ ସେବା ‘ରାଜପ୍ରସାଦ ବିଜେ’ ନୀତି ଆଜି ଅନୁଷ୍ଠିତ ହୋଇଯାଇଛି। ଶ୍ରୀବିଗ୍ରହଙ୍କ ରାଜପ୍ରସାଦ ଗୁରୁବାର ଦିନ ଶ୍ରୀନଅରକୁ ବିଜେ ହୋଇଛି। ପତି ମହାପାତ୍ର, ଦଇତାପତି, ଖୁଣ୍ଟିଆ ମେକାପ, ଦେଉଳ କରଣ, ତଢ଼ଉ କରଣ ପ୍ରମୁଖ ପଟୁଆରରେ ‘ରାଜପ୍ରସାଦ’ ଶ୍ରୀନଅରକୁ ନେଇ ଗଜପତି…
ଅଧିକ ଖବର ଦେଖନ୍ତୁ...

ଏଥର ​୩ ଘଣ୍ଟା ନବଯୌବନ ଦର୍ଶନ; ସକାଳ ୮ରୁ ଦର୍ଶନ ଆରମ୍ଭ, ପୂର୍ବାହ୍ନ ୧୧ରୁ ଦର୍ଶନ ବନ୍ଦ

ପୁରୀ : ଭକ୍ତମାନେ ଚଳିତବର୍ଷ ମାତ୍ର ୩ ଘଣ୍ଟା ନବଯୌବନ ଦର୍ଶନ କରିବାର ସୁଯୋଗ ପାଇବେ। ଯେଉଁଥିରୁ ୧ ଘଣ୍ଟା ପରିମାଣିକ ଟିକେଟ୍‌ରେ ଦର୍ଶନ ଓ ୨ ଘଣ୍ଟା ସାହାଣମେଲା ଦର୍ଶନ ବ୍ୟବସ୍ଥା ରହିବ। ଚଳିତବର୍ଷ ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା ମଧ୍ୟରେ ଉଭା ନ ଥିବାରୁ ନୀତିକାନ୍ତି…
ଅଧିକ ଖବର ଦେଖନ୍ତୁ...

ଗଜପତିଙ୍କ ସହ ଦଇତାପତିଙ୍କ ବୈଠକ: ‘ଏବେ ରଥଯାତ୍ରା ପ୍ରସ୍ତୁତି କର’

ପୁରୀ : ଶ୍ରୀନଅରକୁ ଗୁରୁବାର ଦିନ ରାଜପ୍ରସାଦ ବିଜେ ପରେ ମହାପ୍ରଭୁଙ୍କ ଆଦ୍ୟ ସେବକ ଭାବେ ଗଜପତି ମହାରାଜାଙ୍କୁ ଶ୍ରୀଜିଉଙ୍କ ସୁସ୍ଥତା ସମ୍ପର୍କରେ ଖବର ଦିଆଯାଇଛି। ରୁପା ଥାଳିରେ ଶ୍ରୀଅଙ୍ଗ କରାଳ, ଚନ୍ଦନ, ପଇତା ଆଦି ନେଇ ଶ୍ରୀଜିଉଙ୍କ ସୁସ୍ଥତା ସୂଚନା ଦେଇଛନ୍ତି। ରାଜଗୁରୁମାନେ ରାଜପ୍ରସାଦ…
ଅଧିକ ଖବର ଦେଖନ୍ତୁ...

ଫାଣ୍ଡି ହାଜତରୁ ଅଭିଯୁକ୍ତ ଚମ୍ପଟ

ଗୋପ : ପୁରୀ ଜିଲ୍ଲା ଗୋପ ଥାନା ଅଧୀନ ନୟାହାଟ ଫାଣ୍ଡି ହାଜତରୁ ‌ଜଣେ ଅଭିଯୁକ୍ତ ଫେରାର୍‌ ହୋଇଯାଇଛି। ତେବେ, ତାଙ୍କ ପୁଅକୁ ପୁଲିସ ଏନ୍‌କାଉଣ୍ଟର୍‌ କରି କେଉଁଆଡ଼େ ମାରି ଫିଙ୍ଗି ଦେଇଛି ବୋଲି ଅଭିଯୁକ୍ତର ମା’ ଅଭିଯୋଗ କରିବା ସହ ଫାଣ୍ଡି ଆଗରେ ଅନ୍ୟ ମହିଳାଙ୍କ ସହିତ ଧାରଣାରେ…
ଅଧିକ ଖବର ଦେଖନ୍ତୁ...

କୋଣାର୍କ ରଜ ଉତ୍ସବର ଦ୍ୱିତୀୟ ଦିବସ: ପୁଚିଖେଳ, ହୁଳହୁଳିରେ ଦୁଲୁକିଲା ଭଗବତୀ ପୀଠ

କୋଣାର୍କ : ଆଜି କୋଣାର୍କ ରଜ ଉତ୍ସବର ଦ୍ୱିତୀୟ ଦିବସରେ ଭଗବତୀ ପୀଠରେ ପ୍ରବଳ ଜନସମାଗମ ହୋଇଥିଲା। ପୀଠରେ ସମବେତ ମହିଳା, ଯୁବତୀ, କିଶୋରୀ ଓ ଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପୁଚିଖେଳ ଓ ହୁଳହୁଳି ଧ୍ବନିରେ ଭଗବତୀ ପୀଠ ଦୁଲୁକି ଉଠିଥିଲା। ପାନଭଙ୍ଗା…
ଅଧିକ ଖବର ଦେଖନ୍ତୁ...