ଅନୁସନ୍ଧାନ କରୁଥିବା ବର୍ଗ

ପୁରୀ

ଭକ୍ତଙ୍କ ବିଶ୍ବାସରେ ବିଷ: ହାୟରେ ବିଧାତା! ନକଲି ଅବଢ଼ା ଧରାପଡ଼ିଲା

ପୁରୀ : ଶ୍ରୀମନ୍ଦିରରେ ଏବେ ଅଣସର ନୀତି ପାଇଁ ମହାପ୍ରସାଦ ବାହାରିବାରେ ବିଳମ୍ବ ହେଉଛି। ଏହାର ପୂର୍ଣ୍ଣ ଫାଇଦା ଉଠାଇବାରେ ଲାଗିଛନ୍ତି କିଛି ଦଲାଲ। ଭକ୍ତଙ୍କ ବିଶ୍ବାସରେ ବିଷ ଭରି ଏମାନେ ଖେଳ ଖେଳୁଛନ୍ତି। ଏହି ଦଲାଲମାନେ ବାଇହାଣ୍ଡି ସହ ଅନ୍ୟାନ୍ୟ କୁଡ଼ୁଆରେ ଅନ୍ନ, ଡାଲି, ବେସର, ମହୁର, ଖଟା…
ଅଧିକ ଖବର ଦେଖନ୍ତୁ...

ଶ୍ରୀଅଙ୍ଗ ବଜ୍ର ପାଇଁ ଶ୍ରୀମନ୍ଦିରକୁ ଖଳି ବିଜେ

ପୁରୀ : ଜ୍ୱରରେ ପଡ଼ି ଶ୍ରୀମନ୍ଦିର ଅଣସର ପିଣ୍ଡିରେ ଥିବା ମହାପ୍ରଭୁ ସୁସ୍ଥ ହୋଇଛନ୍ତି। ଚକା ବିଜେ ପରେ ଅଣସର ପରଠାରୁ ଶୋଇ ରହିଥିବା ମହାପ୍ରଭୁ ଅଣସର ପିଣ୍ଡିରେ ଉଠି ବସିଛନ୍ତି। କିନ୍ତୁ ବହୁଦିନ ଧରି ଜ୍ୱରରେ ପଡ଼ିବା ପରେ ଦୁର୍ବଳ ଅନୁଭବ କରୁଛନ୍ତି ମହାପ୍ରଭୁ। ଏଣୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ…
ଅଧିକ ଖବର ଦେଖନ୍ତୁ...

ରଥରେ ଲାଗିଲା କଳସ, ଓଲଟ ଶୁଆ

ପୁରୀ : ରଥଖଳାରେ ଆଜି ରଥ ନିର୍ମାଣ କାର୍ଯ୍ୟ ଜୋର୍‌ସୋର୍‌ରେ ଆଗେଇ ଚାଲିଛି। ଆଜି ତିନି ରଥର ପୋଟଳ ଖପୁରିରେ ମହାରଣା ସେବକଙ୍କ ତତ୍ତ୍ବାବଧାନରେ ତିନି ରଥର ଭୋଇ ସେବକମାନେ କଳସ, ଓଲଟ ଶୁଆ, ଅଳାଁ ଆଦି ସଂଯୋଗ କରିଛନ୍ତି। କଳସରେ କଳସ କଣ୍ଟା ଓ ଓଲଟ ଶୁଆରେ ସାଢ଼େ ୪ ଫୁଟିଆ ନାରାଜ କଣ୍ଟା…
ଅଧିକ ଖବର ଦେଖନ୍ତୁ...

ନବଯୌବନ ଦର୍ଶନ: ତିନି ଥାକିଆ ସୁରକ୍ଷା ବଳୟରେ ରହିବ ଶ୍ରୀମନ୍ଦିର

ପୁରୀ : ଆସନ୍ତା ୧୯ ତାରିଖ ଦିନ ମହାପ୍ରଭୁ ନବଯୌବନରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ଏଥିପାଇଁ ଶ୍ରୀମନ୍ଦିରକୁ ତିନିଥାକିଆ ସୁରକ୍ଷା ବଳୟ ମଧ୍ୟରେ ରଖାଯିବ ବୋଲି ପୁରୀ ଏସ୍‌ପି ଡା. କେ ବିଶାଳ ସିଂହ କହିଛନ୍ତି। ସେହିପରି ପୁରୀକୁ ଆସୁଥିବା ବହିରାଗତ ଶ୍ରଦ୍ଧାଳୁମାନଙ୍କୁ ନିୟନ୍ତ୍ରଣ କରିବା…
ଅଧିକ ଖବର ଦେଖନ୍ତୁ...

ରଥଯାତ୍ରା ପାଇଁ ଜିଲ୍ଲା ପ୍ରଶାସନର ମକ୍‌ଡ୍ରିଲ୍‌

ପୁରୀ : ଆଉ ୪ ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଲକ୍ଷାଧିକ ସଂଖ୍ୟାରେ ଭକ୍ତ ରଥଯାତ୍ରାରେ ଶ୍ରୀବିଗ୍ରହଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଠୁଳ ହେବେ। ଏହା ପୂର୍ବରୁ ରଥଯାତ୍ରା ଉପଲକ୍ଷେ ଏକ ମକ୍‌ଡ୍ରିଲ୍‌ ଟାଉନ୍‌ ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରା ନୀତିକାନ୍ତିଠାରୁ ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଘଣାଲାଗି ନୀତି

ପୁରୀ : ଶ୍ରୀମନ୍ଦିରରେ ଶୁକ୍ରବାର ଦିନ ମହାପ୍ରଭୁଙ୍କ ଘଣାଲାଗି ନୀତି ଅନୁଷ୍ଠିତ ହୋଇଯାଇଛି। ଅଣସରକାଳୀନ ଏହି ସେବା ଉପଲକ୍ଷେ ଶୁକ୍ରବାର ଦିନ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଯାଇଛି। ମା’ ଲକ୍ଷ୍ମୀଙ୍କ ମନ୍ଦିରରେ ନିର୍ମାଣ ହୋଇଥିବା ବାସୁଙ୍ଗାପାଟ ଆଜି ଶ୍ରୀଜିଉଙ୍କ ଅଙ୍ଗରେ ଲାଗି…
ଅଧିକ ଖବର ଦେଖନ୍ତୁ...

ନ୍ୟାୟାଳୟରେ ବ୍ରହ୍ମଗିରିର ବର୍ତ୍ତନ ପ୍ରଥା: ଦେୱାନୀ ମକଦ୍ଦମାରେ ଓଡ଼ିଶା ମାନବାଧିକାର କମିଶନଙ୍କ ହସ୍ତକ୍ଷେପ ନିଷ୍ପତ୍ତି

ପୁରୀ: ଜିଲ୍ଲା ବିଚାରପତି, ପୁରୀଙ୍କ ଅଦାଲତରେ ବିଚାରାଧୀନ ଏକ ଦେୱାନୀ ମକଦ୍ଦମାରେ ଓଡିଶା ମାନବାଧିକାର କମିଶନଙ୍କ ପକ୍ଷରୁ ମାନବାଧିକାର ସୁରକ୍ଷା ପାଇଁ ଦିଆଯାଇଥିବା ପୂର୍ବ ନିର୍ଦ୍ଦେଶର ଯଥାର୍ଥତା ପ୍ରତିପାଦନ କରିବାକୁ ଓକିଲ ନିଯୁକ୍ତି କରିବା ନିମିତ୍ତ କମିଶନଙ୍କ ଅଧ୍ୟକ୍ଷ ନ୍ୟାୟମୂର୍ତ୍ତୀ…
ଅଧିକ ଖବର ଦେଖନ୍ତୁ...

ନୟାଗଡ଼ର ପୂର୍ବତନ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର ନାୟକଙ୍କ ଘରେ ପଶିଲା ଭିଜିଲାନ୍ସ

ଭୁବନେଶ୍ୱର:  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୟାଗଡ଼ର ପୂର୍ବତନ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର ନାୟକଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢଉ ହେଉଛି। ପୂର୍ବରୁ ରାଜ୍ୟ ସରକାର ତାଙ୍କୁ ନିଲମ୍ବିତ କରିଛନ୍ତି। ସକାଳୁ ସକାଳୁ ଓଡ଼ିଶା ଭିଜିଲାନ୍‌ସ ଟିମ୍‌ ୫ଟି ସ୍ଥାନରେ ଚଢଉ…
ଅଧିକ ଖବର ଦେଖନ୍ତୁ...

ରଥଯାତ୍ରାରେ ମଠର ସେବାନୀତି

ପୁରୀ : ରଥଯାତ୍ରାରେ ବିଭିନ୍ନ ନୀତିକାନ୍ତିରେ ମଠମାନଙ୍କର ଭୂମିକା ରହିଛି। ରାଘବ ଦାସ ମଠ ପକ୍ଷରୁ ଅଧିକାଂଶ ନୀତିକାନ୍ତି ସମ୍ପାଦିତ ହେବାର ପରମ୍ପରା ରହିଛି। ଭାସ୍କର ମିଶ୍ରଙ୍କ ରଚିତ ଶ୍ରୀଗୁଣ୍ଡିଚା ଯାତ୍ରା ପୁସ୍ତକ ମୁତାବକ, ରାଘବଦାସ ମଠ ପକ୍ଷରୁ ଅଣସର ପିଣ୍ଡି ନିମନ୍ତେ ଏକ କାଠର…
ଅଧିକ ଖବର ଦେଖନ୍ତୁ...

ଇତିହାସ ପୃଷ୍ଠା​ରେ: ୧୮୦୯ ଦଳାଚକଟାରେ ଟଳି ପଡ଼ିଥିଲେ ୧୫୦ ଭକ୍ତ

ପୁରୀ : ସମୟର କାଳଖଣ୍ଡରେ ରଥଯାତ୍ରା ଧୀରେଧୀରେ ବ୍ୟବସ୍ଥିତ ହୋଇଛି। ରଥ ଟାଣନ୍ତୁ ବା ନଟାଣନ୍ତୁ, କିନ୍ତୁ ରଥ ଦଉଡ଼ି ଛୁଇଁବାକୁ ପ୍ରତିଟି ଭକ୍ତ ଅପେକ୍ଷା କରିଥାଆନ୍ତି। ଲକ୍ଷଲକ୍ଷ ଭକ୍ତଙ୍କ ଭିଡ଼କୁ ଏଡ଼ାଇ ଭକ୍ତମାନେ ରଥ ଦଉଡ଼ି ଛୁଅଁନ୍ତି ଓ ଟାଣନ୍ତି ମଧ୍ୟ। ଅତୀତରେ ମଧ୍ୟ ସେଇ ଭାବ ଥିଲା,…
ଅଧିକ ଖବର ଦେଖନ୍ତୁ...