ଅନୁସନ୍ଧାନ କରୁଥିବା ବର୍ଗ

ଦେଶ- ବିଦେଶ

ସ୍ମାର୍ଟଫୋନ କିଣିବାକୁ  ନିଜ ରକ୍ତ ବିକ୍ରି କରିବାକୁ ପହଞ୍ଚିଗଲା ନାବା​ଳିକା

କୋଲକାତା : ସ୍ମାର୍ଟଫୋନ ପାଇଁ ଆଜିର ଯୁବପିଢି ଏକରକମ ପାଗଳପ୍ରାୟ ହୋଇଗଲେଣି । ଗୋଟିଏ ସ୍ମାର୍ଟଫୋନ କିଣିବାକୁ ପାଖରେ ଅର୍ଥ ନଥିବାରୁ ପଶ୍ଚିମବଙ୍ଗର ଜଣେ ନାବାଳିକା ଏପରି ଏକ ପଦକ୍ଷେପ ନେଲା ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଅର୍ଥ ଯୋଗାଡ଼ ପାଇଁ ଉକ୍ତ ନାବାଳିକା ନିଜ ଜିଲ୍ଲାର…
ଅଧିକ ଖବର ଦେଖନ୍ତୁ...

ଏସିଆ କପ୍ ପାକିସ୍ତାନରେ ନ ହେଲେ ୨୦୨୩ ବିଶ୍ବକପରୁ ଓହରିଯିବୁ : ପିସିବିର ଧମକ

ଇସ୍ଲାମାବାଦ : “ଭାରତ ଯଦି ଏସିଆ କପ ଖେଳିବାକୁ ପାକିସ୍ତାନ ଆସିବ ନାହିଁ ପାକିସ୍ତାନ ମଧ୍ୟ ୨୦୨୩ରେ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ବକପ୍ ଖେଳିବାକୁ ଯିବ ନାହିଁ” ଏପରି ଧମକ ଦେଇଛି ପାକିସ୍ତାନ କ୍ରିକେଟ ବୋର୍ଡ । ପାକିସ୍ତାନ କ୍ରିକେଟ୍ ବୋର୍ଡର ଅଧ୍ୟକ୍ଷ ରମିଜ୍ ରାଜା କହିଛନ୍ତି ଯେ,…
ଅଧିକ ଖବର ଦେଖନ୍ତୁ...

ଏତେ ଥର ଗୁଜରାଟ ଆସୁଛ ଯଦି ଏଠାରେ ପିଏମଓର ଏକ ଅସ୍ଥାୟୀ କାର୍ଯ୍ୟାଳୟ ଖୋଲିଦିଅ: ଅଶୋକ ଗେହଲଟ

ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟା‌ର୍ଗେଟ କଲେ ବରିଷ୍ଠ କଂଗ୍ରେସ ନେତା ତଥା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍। ପ୍ରଧାନମନ୍ତ୍ରୀଙ୍କ ବାରମ୍ବାର ରାଜ୍ୟ ଗସ୍ତକୁ ଦୃଷ୍ଟିରେ ରଖି ରାଜ୍ୟରେ ପିଏମଓ (ପ୍ରଧାନମନ୍ତ୍ରୀଙ୍କ…
ଅଧିକ ଖବର ଦେଖନ୍ତୁ...

ରୁଷକୁ ଆହୁରି ଅଧିକ ଡ୍ରୋନ ଓ କ୍ଷେପଣାସ୍ତ୍ର ଯୋଗାଇବ ଇରାନ

ତେହେରାନ : ୟୁକ୍ରେନ ବିରୋଧୀ ଯୁଦ୍ଧରେ ବ୍ୟବହାର ପାଇଁ ରୁଷକୁ ଆଉ କେତେକ ଡ୍ରୋନ ଓ କ୍ଷେପଣାସ୍ତ୍ର ପ୍ରଦାନ ପାଇଁ ଇରାନ ରାଜି ହୋଇଛି । ଇରାନର ଏହି ନିଷ୍ପତ୍ତି ଆମେରିକା ଓ ଅନ୍ୟ ପାଶ୍ଚାତ୍ୟ ଦେଶମାନଙ୍କୁ ଆହୁରି ଅସନ୍ତୁଷ୍ଟ କରିବାର ସମ୍ଭାବନା ରହିଛି । ଏସବୁ ଅସ୍ତ୍ରଶସ୍ତ୍ର ପ୍ରଦାନ…
ଅଧିକ ଖବର ଦେଖନ୍ତୁ...

ସହଯାତ୍ରୀଙ୍କୁ ଦୁର୍ବ୍ୟବହାର କରୁଥିବାରୁ ଯୁବକଙ୍କୁ ଚଳନ୍ତା ଟ୍ରେନରୁ ଠେଲିଦେଲେ ଯାତ୍ରୀ

କୋଲାକାତା: କମେଣ୍ଟ ମରାକୁ ନେଇ ମୁହାଁମୁହିଁ ହେଲେ ଦୁଇ ଯାତ୍ରୀ। ପରେ ବଚସା ଆରମ୍ଭ ହେବା ସହ ଜଣେ ଯୁବକ ଅନ୍ୟକୁ ଚଳନ୍ତା ଟ୍ରେନରୁ ଠେଲି ଦେଲେ। କିଛି ଏଭଳି ଘଟଣା ଘଟୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଶନିବାର ରାତିରେ ବୀରଭମ୍ ଜିଲ୍ଲାର ତାରାପୀଠ ରୋଡ୍ ଏବଂ…
ଅଧିକ ଖବର ଦେଖନ୍ତୁ...

ସ୍ତନ, ଫୁସ୍‌ଫୁସ୍‌ ଓ ମୁଖ କର୍କଟ ଏବେ ନିଃଶ୍ବାସରୁ ହୋଇପାରିବ ନିରୂପଣ; ଆଇଆଇଟି ଉଦ୍ଭାବନ କଲା ନୂଆ ଯନ୍ତ୍ର

ନୂଆଦିଲ୍ଲୀ: କର୍କଟ ରୋଗର ଶୀଘ୍ର ଚିହ୍ନଟ କରିବା ଓ ଗୁରୁତ୍ୱକୁ ବୁଝି ଏହାର ପ୍ରଭାବଶାଳୀ ଚିକିତ୍ସା ପାଇଁ ଆଇଆଇଟି ରୁରକିର ପ୍ରଫେସରମାନଙ୍କର ଏକ ଦଳ ଗୋଟିଏ ସରଳ ଓ ସହଜ ଉପାୟ ବାହାର କରିଛନ୍ତି। ସେମାନେ ନିଶ୍ୱାସ-ଆଧାରିତ କର୍କଟ ଚିହ୍ନଟକାରୀ ଫୁଙ୍କିବା ଯନ୍ତ୍ର ବିକଶିତ କରିଛନ୍ତି ଯାହା…
ଅଧିକ ଖବର ଦେଖନ୍ତୁ...

ବିରଳ ଘଟଣା : ସି ଜିନପିଙ୍ଗଙ୍କୁ ଚୀନରେ ବିରୋଧ

ବେଜିଂ : ଶାସକଙ୍କ ବିରୋଧରେ ଲୋକମାନଙ୍କ ବିରୋଧ,  ବିକ୍ଷୋଭ ପ୍ରଦର୍ଶନ ଗଣତାନ୍ତ୍ରିକ ଦେଶରେ ଏକ ସାଧାରଣ କଥା । କାରଣ ଏହା ଲୋକମାନଙ୍କ ଗଣତାନ୍ତ୍ରିକ ଅଧିକାର ।  କିନ୍ତୁ ଚୀନ ପରି ଏକଛତ୍ରବାଦୀ ଦେଶରେ ଏହା ଏକ ବିରଳ ଘଟଣା । ଏପରି ବିରଳ ଘଟଣା ଏବେ ଚୀନରେ ଘଟିବାରେ ଲାଗିଛି । ଚୀନର…
ଅଧିକ ଖବର ଦେଖନ୍ତୁ...

ପାଗ ଖରାପ ଅଛି, ଆମକୁ ଫେରିବାକୁ ହେବ…; ଏହାଥିଲା ପାଇଲଟଙ୍କ ଶେଷ କଥା, ଚାହୁଁଚାହୁଁ ନିଆଁ ପିଣ୍ଡୁଳାରେ ପରିଣତ…

ହରିଦ୍ୱାର: ପାଗ ଖରାପ ଅଛି, ଆମକୁ ଫେରିବାକୁ ହେବ; ଏହାଥିଲା ଉତ୍ତରାଖଣ୍ଡର କେଦାରନାଥରେ ଦୁର୍ଘଟଣାଗ୍ରସ୍ତ ‌ହୋଇଥିବା ହେଲିକପ୍ଟରର ପାଇଲଟଙ୍କ ଶେଷ କଥା। ଉତ୍ତରାଖଣ୍ଡର କେଦାରନାଥରେ ଆଜି ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣା କେଦାରନାଥଠାରୁ ୨କିଲୋମିଟର ଦୂରରେ ଥିବା…
ଅଧିକ ଖବର ଦେଖନ୍ତୁ...

ଅନ୍ତିମ ସଂସ୍କାର ପୂର୍ବରୁ ବୈଶାଲୀଙ୍କ ଏହି ଶେଷ ଇଚ୍ଛା ପୂରଣ କ‌ଲେ ପରିବାର

ମୁମ୍ବାଇ: ଅନ୍ତମ ସଂସ୍କାର ପୂର୍ବରୁ ବୈଶାଲୀଙ୍କ ଏହି ଶେଷ ଇଚ୍ଛା ପୁରଣ କ‌ଲେ ପରିବାର। ଅକ୍ଟେବାର ୧୬ରେ ଜଣାଶୁଣା ଟେଲି ଅଭିନେତ୍ରୀ ବୈଶାଲୀ ଟକ୍କର ନିଜ ଘରେ ଆତ୍ମହତ୍ୟା କରିଥିଲେ। ଅଭିନେତ୍ରୀ ଇନ୍ଦୋରରେ ନିଜ ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ତାଙ୍କର ଏଭଳି ପଦକ୍ଷେପ ପାଇଁ ସେ…
ଅଧିକ ଖବର ଦେଖନ୍ତୁ...

‘ଆର୍ୟନ୍‌ ଖାନ୍‌ ମାମଲାରେ ଅନେକ ଅନିୟମିତତା ଅଛି’: ଏନସିବି ଆଭ୍ୟନ୍ତରୀଣ ରିପୋର୍ଟ

ମୁମ୍ବାଇ: ବଲିଉଡ ଅଭିନେତା ଶାହରୁଖ ଖାନ୍‌ଙ୍କ ପୁଅ ଆର୍ୟନ ଖାନଙ୍କ ସହ ଜଡିତ ଡ୍ରଗ୍‌ସ-ଅନ୍‌-କ୍ରୁଜ୍‌ ମାମଲାର ଅନୁସନ୍ଧାନରେ ଅନେକ ଅନିୟମିତତା ହୋଇଥିଲା ବୋଲି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ଏକ ଆଭ୍ୟନ୍ତରୀଣ ରିପୋର୍ଟରୁ ଜଣାପଡିଛି। ଏ ପ୍ରସଙ୍ଗରେ ଏଜେନ୍‌ସିର ସାତରୁ ଆଠ ଜଣ…
ଅଧିକ ଖବର ଦେଖନ୍ତୁ...