ଅନୁସନ୍ଧାନ କରୁଥିବା ବର୍ଗ

ଦେଶ- ବିଦେଶ

ଗୁଜରାଟରେ ଲାଗୁ ହେବ ସମାନ ନାଗରିକ ସଂହିତା ! ରାଜ୍ୟ ସରକାର ଗଠନ କଲେ କମିଟି

ଗାନ୍ଧୀନଗର : ଆଗକୁ  ବିଧାନସଭା ନିର୍ବାଚନ ଥିବାବେଳେ ରାଜ୍ୟରେ ସମାନ ନାଗରିକ ସଂହିତା ବା ୟୁନିଫର୍ମ ସିଭିଲ କୋଡ୍ (ୟୁସିସି) କାର୍ଯ୍ୟକାରୀ କରିବା ପାଇଁ ବିଜେପି ନେତୃତ୍ୱାଧୀନ ଗୁଜରାଟ ସରକାର ଶନିବାରଦିନ ଏକ କମିଟି ଗଠନ କରିଛନ୍ତି । ପୂର୍ବରୁ ଉତ୍ତରାଖଣ୍ଡ ଏବଂ ହିମାଚଳ ପ୍ରଦେଶ ଏହି ସଂହିତା…
ଅଧିକ ଖବର ଦେଖନ୍ତୁ...

ଯୁଦ୍ଧରେ ଲଢ଼ିବାକୁ ଏବେ ପୂର୍ବ ପ୍ରେମିକମାନଙ୍କ ଠିକଣା ଜଣାଇଦେଉଛନ୍ତି ଧୋକାର ଶିକାର ପ୍ରେମିକା

ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଏକ ନିଆରା ଟ୍ରେଣ୍ଡ ଦେଖିବାକୁ ମିଳିଛି | ମିଳିଥିବା ସୂଚନା ମୁତାବକ ଯେଉଁ ମହିଳାମାନେ ସେମାନଙ୍କ ସ୍ୱାମୀ ବା ପ୍ରେମିକଙ୍କଠାରୁ ପ୍ରତାରଣା ପାଇଛନ୍ତି ସେମାନେ ଏବେ ସେମାନଙ୍କ ସ୍ୱାମୀ/ପ୍ରେମିକଙ୍କ ଫୋନ ନମ୍ବର ସହ ଠିକଣା…
ଅଧିକ ଖବର ଦେଖନ୍ତୁ...

ସାମ୍ବାଦିକଙ୍କୁ ମିଠାବାକ୍ସରେ ଟଙ୍କା ବାଣ୍ଟି ବିବାଦରେ କର୍ଣ୍ଣାଟକ ସିଏମଓ, କଂଗ୍ରେସ କହିଲା ଖାଲିଟାରେ…

ନୂଆଦିଲ୍ଲୀ: କର୍ଣ୍ଣାଟକରେ ଶାସକ ବିଜେପି ସରକାରଙ୍କ  ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜଣେ ଅଧିକାରୀଙ୍କ ଦ୍ୱାରା ଦୀପାବଳିରେ କିଛି ସାମ୍ବାଦିକଙ୍କୁ ମିଠାବାକ୍ସରେ ଏକ ଲକ୍ଷରୁ ଅଢ଼େଇ ଲକ୍ଷ ପର୍ଯ୍ୟନ୍ତ ନଗଦ ଟଙ୍କା ଦିଆଯାଇଥିବା ଅଭିଯୋଗ ହୋଇଛି । କଂଗ୍ରେସ ଏହାକୁ 'ମିଠାବକ୍ସ ଲାଞ୍ଚ' ନାମରେ…
ଅଧିକ ଖବର ଦେଖନ୍ତୁ...

ଦୁଇଟି ବୋମା ବିସ୍ଫୋରଣରେ ଥରିଲା ମୋଗାଦିସୁ

ମୋଗାଦିସୁ : ଆଫ୍ରିକୀୟ ଦେଶ ସୋମାଲିଆର ରାଜଧାନୀ ମୋଗାଦିସୁ ଶନିବାରଦିନ ଦୁଇଟି ବୋମା ବିସ୍ଫୋରଣରେ ଥରିଉଠିଛି । ଏଥିରେ ଡଜନରୁ ଅଧିକ ଲୋକ ମୃତ୍ୟୁବରଣ କରିଥିବା କୁହାଯାଉଛି । ସହରରେ ଥିବା କେ-୫ ଜଙ୍କସନସ୍ଥିତ ସୋମାଲିଆର ଶିକ୍ଷା ମନ୍ତ୍ରାଳୟ ନିକଟରେ ଲଗାତାର ଦୁଇଟି ବୋମା ବିସ୍ଫୋରଣ…
ଅଧିକ ଖବର ଦେଖନ୍ତୁ...

ଛଟ୍‌ ପୂଜାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମର୍ଥକ ଓ ବିଧାୟକଙ୍କ ସମର୍ଥକଙ୍କ ମଧ୍ୟରେ ମାରପିଟ

ରାଞ୍ଚି: ଛଠ ପୂଜାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମର୍ଥକ ଓ ବିଧାୟକଙ୍କ ସମର୍ଥକଙ୍କ ମଧ୍ୟରେ ମାରପିଟ ଭଳି ଘଟଣା ଘଟିଛି | ଝାଡ଼ଖଣ୍ଡର ଜାମସେଦପୁରରେ ଛଠ ପୂଜା ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ବର୍ତ୍ତମାନର ବିଧାୟକ ସରୁଜୁ ରାୟଙ୍କ ସମର୍ଥକ ଏବଂ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ଫିଲିପାଇନ୍ସରେ ନାଲଗି ବାତ୍ୟାର ତାଣ୍ଡବ, ୪୫ ମୃତ

ମାନିଲା : ଓଡ଼ିଶାକୁ ବାତ୍ୟା ବିପଦ ଟଳିଯାଇଥିବାବେଳେ ଦକ୍ଷିଣ-ପୂର୍ବ ଏସିଆର ଏକ ଦେଶ ଫିଲିପାଇନ୍ସରେ ନାଲଗି ନାମକ ବାତ୍ୟା ଧ୍ବଂସଲୀଳା ରଚାଇଛି ।  ସ୍ଥାନୀୟ ଭାଷାରେ ଏହି ବାତ୍ୟାକୁ କୁହାଯାଉଛି ପାଏଙ୍ଗ୍ । ଏହି ସାମୁଦ୍ରିକ ବାତ୍ୟା ଯୋଗୁଁ ମୃତ୍ୟୁସଂଖ୍ୟା ୪୫କୁ ବୃଦ୍ଧିପାଇଛି । ଆହୁରି ଅନେକ…
ଅଧିକ ଖବର ଦେଖନ୍ତୁ...

‘ମୋ ବାପା ସକାଳୁ ଉଠିଲେ ଜୟ ମୋଦୀ ଜି କୁହନ୍ତି: କଙ୍ଗନା ରାନାୱତ

ଧର୍ମଶାଳା: ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେବେ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ବିଷୟରେ କିଛିଦିନ ଧରି ଚର୍ଚ୍ଚା ଚାଲିଛି ଯେ ସେ ଚଳିତ ନିର୍ବାଚନରୁ ତାଙ୍କର ରାଜନୈତିକ ଇନିଂସ ଆରମ୍ଭ କରିପାରନ୍ତି | କଙ୍ଗନା କିଛି ଦିନ ପୂର୍ବରୁ ରାଜ୍ୟର ମୁଖ୍ୟମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

୮ ପୁରୁଷଙ୍କ ୧୧ ସନ୍ତାନର ମା’ ହେଲେ ଏହି ମହିଳା, ୩୦ଟି ସନ୍ତାନ ଜନ୍ମ ଦେବାର ଇଚ୍ଛା ରଖିଛନ୍ତି !

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏମିତି ଜଣେ ମହିଳାଙ୍କ ଭିଡିଓ ଭାଇରାଲ୍ ହେଉଛି, ଯିଏ କି ଦାବି କରିଛନ୍ତି ଯେ ସେ ୮ଜଣ ପୁରୁଷଙ୍କ ଠାରୁ ୧୧ ସନ୍ତାନ ଜନ୍ମ ଦେଇଛନ୍ତି । ମହିଳା ଜଣକ ନିଜେ ଯେତେବେଳେ ଏଭଳି ବୟାନ ରଖୁଛନ୍ତି, ତେଣୁ କାହାର ଅବିଶ୍ବାସ କରିବାର ନାହିଁ। ମାତ୍ର ଲୋକମାନେ ଏହା ଶୁଣି…
ଅଧିକ ଖବର ଦେଖନ୍ତୁ...

ବର୍ଷକ ମଧ୍ୟରେ ୫୦୦ ଥର ବିମାନ କଲାଣି ଜରୁରୀ ଅବତରଣ, ପ୍ରଥମ ତାଲିକାରେ ଅଛି ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ଦିଲ୍ଲୀ ବିମାନ ବନ୍ଦରରେ ଶୁକ୍ରବାର ରାତିରେ ଏକ ବଡ଼ ବିମାନ ଦୁର୍ଘଟଣା ଟଳିଯାଇଛି। ଇଣ୍ଡିଗୋର ଦିଲ୍ଲୀ-ବେଙ୍ଗାଲୁରୁ ଫ୍ଲାଇଟ୍‌ ଇଂଜିନରେ ଶୁକ୍ରବାର ଦିନ ଉଡ଼ାଣ ଆରମ୍ଭ ସମୟରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା‌। ଦିଲ୍ଲୀ ବିମାନ ବନ୍ଦରରୁ ବିମାନଟି ଉଡ଼ାଣ ଆରମ୍ଭ କରିବା ମାତ୍ରେ…
ଅଧିକ ଖବର ଦେଖନ୍ତୁ...

ଥମୁନାହିଁ ଦୁର୍ଘଟଣା: ପୁଣି ବନ୍ଦେ ଭାରତ ଟ୍ରେନ ସହ ଧକ୍କା ହେଲା ଷଣ୍ଢ, ସମ୍ମୁଖ ଭାଗ କ୍ଷତିଗ୍ରସ୍ତ

ଅହମ୍ମଦାବାଦ: କିଛି ସପ୍ତାହର ଅନ୍ତରାଳ ପରେ ପୁଣି ବନ୍ଦେ ଭାରତ ଏକ୍ସପ୍ରେସ ଦୁର୍ଘଟଣାର ସମ୍ମୁଖୀନ ହୋଇଛି | ଏଥର ଏକ ଷଣ୍ଢ ଟ୍ରେନ ସହ ଧକ୍କା ହେବାରୁ ଟ୍ରେନର ସମ୍ମୁଖ ଭାଗ ଭାଙ୍ଗି ଯାଇଥିଲା। ଅଧିକାରୀଙ୍କ କହିବାନୁସାରେ, ଏହି ଟ୍ରେନ ଶନିବାର ଦିନ ମୁମ୍ବାଇ-ସେଣ୍ଟ୍ରାଲରୁ ଗୁଜୁରାଟର…
ଅଧିକ ଖବର ଦେଖନ୍ତୁ...