ଅନୁସନ୍ଧାନ କରୁଥିବା ବର୍ଗ

ମହାନଗର

ସ୍ୱତନ୍ତ୍ର ହସ୍ତତନ୍ତ ପ୍ରଦର୍ଶନୀ ଉଦ୍‌ଘାଟିତ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ସହଯୋଗରେ ସମ୍ବଲପୁରୀ ବସ୍ତ୍ରାଳୟ ପକ୍ଷରୁ ‘ସ୍ୱତନ୍ତ୍ର ହସ୍ତତନ୍ତ ଓ ହସ୍ତଶିଳ୍ପ ମେଳା-୨୦୨୩’ ଏକାମ୍ର ହାଟରେ ଆରମ୍ଭ ହୋଇଛି। ଏହି ମେଳା ଆସନ୍ତା ୨୧ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା…
ଅଧିକ ଖବର ଦେଖନ୍ତୁ...

‘ପରିମଳ ବ୍ୟବସ୍ଥାରେ ଉନ୍ନତି ପାଇଁ ନାଗରିକଙ୍କ ସହଯୋଗ ଲୋଡ଼ା’

ଭୁବନେଶ୍ୱର: ୱାର୍ଡ ନମ୍ବର ୬୬ରେ ଥିବା ୫ଟି କମ୍ୟୁନିଟି ସେଣ୍ଟରର ବିକାଶ କରାଯିବ। ବସ୍ତି ଓ କଲୋନି ସମସ୍ତ ସ୍ଥାନରେ ବିକାଶମୂଳକ କାର୍ଯ୍ୟ କରାଯିବ। ଖଣ୍ଡୁଆଳ ମନ୍ଦିର ନିକଟରେ ପାର୍କ କରାଯିବା ସହ ଡ୍ରେନ୍‌ ଉପରୁ ଜବରଦଖଲ ହଟିବ ବୋଲି ମେୟର ସୁଲୋଚନା ଦାସ ପ୍ରତିଶ୍ରୁତି ଦେଇଛନ୍ତି। ପରିମଳ…
ଅଧିକ ଖବର ଦେଖନ୍ତୁ...

ବାଟ ମହାବୀରଙ୍କ ବିଗ୍ରହ ପ୍ରତିଷ୍ଠା

ବାଲିପାଟଣା: ବାଲିପାଟଣା ବ୍ଲକ ପମ୍ପାଲୋ ପଞ୍ଚାୟତ ଦରଡ଼ା ଡେଙ୍ଗ ଗ୍ରାମରେ ବାଟ ମହାବୀରଙ୍କ ନୂତନ ମନ୍ଦିର ଏବଂ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ତ୍ରିଦିନାତ୍ମକ ଯଜ୍ଞ ଆୟୋଜିତ ହୋଇଥିଲା। କର୍ତ୍ତାଭାବେ କୈଳାସ ଚନ୍ଦ୍ର ମହାରଣା ଏବଂ ପ୍ରତିମା ମହାରଣା କାର୍ଯ୍ୟ…
ଅଧିକ ଖବର ଦେଖନ୍ତୁ...

ବଡ଼ଗଡ଼ରେ ରାଜଧାନୀ ପ୍ରତିଷ୍ଠା ଦିବସ

ଭୁବନେଶ୍ବର: ରାଜଧାନୀର ପ୍ରଥମ ପ୍ରତିଷ୍ଠା ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ ବସିଥିଲା ବଡ଼ଗଡ଼ ଗ୍ରାମ ଦେବତା ଶ୍ରୀ ଶ୍ରୀ ପତିତପାବନ ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ। ସେହି ସମୟରେ ବଡ଼ଗଡ଼ ତଥା ଆଖପାଖ ଅଞ୍ଚଳର କିଛି ମୁରବି ଶ୍ରେଣୀୟ ବ୍ୟକ୍ତି ହରେକୃଷ୍ଣ ମହତାବ ଓ ସତ୍ୟପ୍ରିୟ ମହାନ୍ତି…
ଅଧିକ ଖବର ଦେଖନ୍ତୁ...

ରୋଟାରି ଜିଲ୍ଲା ଗଭର୍ଣ୍ଣରଙ୍କ ଜଟଣୀ କ୍ଲବ ପରିଦର୍ଶନ

ଜଟଣୀ: ରୋଟାରି ଜିଲ୍ଲା ଗଭର୍ଣ୍ଣର ପ୍ରଭୁଦତ୍ତ ସୁବୁଦ୍ଧି ଓ ସହଧର୍ମିଣୀ ମଞ୍ଜୁଷା ସୁବୁଦ୍ଧି ଜଟଣୀ କ୍ଲବ ପରିଦର୍ଶନ କରିଥିଲେ। ଏହି ଅବସରରେ ଜଟଣୀ କ୍ଲବ ପରିସରରେ ଏକ ସଭା ଆୟୋଜିତ ହୋଇଥିଲା। ରୋଟାରିଆନ୍ ପଦାରବିନ୍ଦ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସଂପାଦକ ପ୍ରସାଦ ଜଗଦେବ…
ଅଧିକ ଖବର ଦେଖନ୍ତୁ...

ପଞ୍ଚମବେଦ ପକ୍ଷରୁ ନାଟ୍ୟଧାରା: ରୋମାଞ୍ଚ ଭରିଲା ‘ଚାଖି ଖୁଣ୍ଟିଆ’

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ଏବଂ ଓଡ଼ିଶା ନାଟ୍ୟସଂଘର ମିଳିତ ଆନୁକୂଲ୍ୟରେ ବୁଧବାର ସ୍ଥାନୀୟ ଭଞ୍ଜକଳା ମଣ୍ଡପଠାରେ ନାଟ୍ୟଧାରର ତୃତୀୟ ସୋ’ରେ ନାଟକ ‘ଚାଖି ଖୁଣ୍ଟିଆ’ ଦର୍ଶକଙ୍କ ଭିତରେ ରୋମାଞ୍ଚ ଭରି ଦେଇଥିଲା। ପଞ୍ଚମବେଦ…
ଅଧିକ ଖବର ଦେଖନ୍ତୁ...

ସାଇ ଇଣ୍ଟରନ୍ୟାସନାଲ ସ୍କୁଲରେ ଇ-ସମର୍ ଫିଏଷ୍ଟା

ଚନ୍ଦ୍ରଶେଖରପୁର: ସାଇ ଇଣ୍ଟରନ୍ୟାସନାଲ୍‌ ସ୍କୁଲ୍ ପକ୍ଷରୁ ଇ-ସମର ଫିଏଷ୍ଟା ଆୟୋଜନ କରାଯାଇଛି। ଗ୍ରୀଷ୍ମ ଅବକାଶରେ ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ଦୈନଦିନ ଶିକ୍ଷାରୁ ମୁକ୍ତ କରି ନୂତନ ବିଷୟବସ୍ତୁ ବିଷୟରେ ଜଣେଇବା ଲାଗି ଆଜିଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଆସନ୍ତା ୧୩ ତାରିଖ…
ଅଧିକ ଖବର ଦେଖନ୍ତୁ...

ଅବସରପ୍ରାପ୍ତ ରାଜସ୍ବ ଉପନିର୍ଦ୍ଦେଶକ ଧରିତ୍ରୀ ମହାନ୍ତିଙ୍କ ପରଲୋକ

କଟକ: ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗର ଅବସରପ୍ରାପ୍ତ ଉପନିର୍ଦ୍ଦେଶକ ସୁଶ୍ରୀ ଧରିତ୍ରୀ ମହାନ୍ତି(୬୯)ଙ୍କର ଭୁବନେଶ୍ବର ନୀଳାଦ୍ରିବିହାର ବାସଭବନରେ ପରଲୋକ ଘଟିଛି। ସୁଶ୍ରୀ ମହାନ୍ତି ଅବିବାହିତ ଥିଲେ। ଶେଷ ସମୟରେ ତାଙ୍କ ନିକଟରେ ଭାଇ ଭାରତୀୟ ସେନାର ଅବସରପ୍ରାପ୍ତ ଲେଫଟନାଣ୍ଟ ଜେନେରାଲ୍‌…
ଅଧିକ ଖବର ଦେଖନ୍ତୁ...

ଆଜିଠାରୁ ଆରମ୍ଭ ହେଉଛି ବ୍ୟାଙ୍କକ୍‌ ଓ ସିଙ୍ଗାପୁରକୁ ସିଧା ଉଡ଼ାଣ ପାଇଁ ଅଗ୍ରୀମ ଟିକେଟ୍‌ ବୁକିଂ: ଯିବାଆସିବା ଟିକେଟ୍‌…

ଭୁବନେଶ୍ବର: କରୋନା ପାଇଁ ୨ ବର୍ଷ ଧରି ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ରହିଥିବା ଜୁନ ୩ରୁ ବ୍ୟାଙ୍କକ୍‌ ଓ ସିଙ୍ଗାପୁରକୁ ଭୁବନେଶ୍ବର ବିମାନବନ୍ଦରରୁ ବିମାନ ଉଡ଼ିବ ବୋଲି ସୂଚନା ରହିଛି। ବ୍ୟାଙ୍କକ୍‌ ଓ ସିଙ୍ଗାପୁରକୁ ସିଧା ଉଡ଼ାଣ ପାଇଁ ଅଗ୍ରୀମ ଟିକେଟ୍‌ ବୁକିଂ ସେବାକୁ ମୁଖ୍ୟମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ଜିରୋ କାଜୁଆଲିଟି ଉପରେ ଗୁରୁତ୍ବ ଦିଆଯିବ: ‌ସାମ୍ଭାବ୍ୟ ବାତ୍ୟାକୁ ନେଇ କହିଲେ ମେୟର ସୁଲୋଚନା ଦାସ

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟାକୁ ନେଇ ଭୁବନେଶ୍ବର ମହାନଗରର ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ ଆଜି ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ। ଏହି ବୈଠକରେ ଯୋଗ ଦେବେ ବିଦ୍ୟୁତ ବିଭାଗ, ଅଗ୍ନିଶମ ବିଭାଗ, ଜଳଯୋଗାଣ ବିଭାଗ ସମେତ ବିଏମ୍ସିର ଉଚ୍ଚ ପଦାଧିକାରୀ। ସମ୍ଭାବ୍ୟ ବାତ୍ୟାକୁ ନେଇ ମହାନଗର…
ଅଧିକ ଖବର ଦେଖନ୍ତୁ...