ଅନୁସନ୍ଧାନ କରୁଥିବା ବର୍ଗ

ମହାନଗର

କଲେଜ କ୍ୟାମ୍ପସକୁ ଅଣଛାତ୍ରଙ୍କ ପ୍ରବେଶରେ ଲାଗିବ ରୋକ, ବିଜେବି କଲେଜରେ ପୋଷ୍ଟର ଲଗାଇଲେ କର୍ତ୍ତୃପକ୍ଷ

ଭୁବନେଶ୍ବର: ରାଜ୍ୟର ଅନ୍ୟତମ ପ୍ରତିଷ୍ଠିତ କଲେଜ ‘ବକ୍ସି ଜଗବନ୍ଧୁ ବିନାୟକ ସ୍ବୟଂଶାସିତ ମହାବିଦ୍ୟାଳୟ’ରେ ଅଣଛାତ୍ରଙ୍କ ପ୍ରବେଶ ଓ ଆକ୍ରମଣ ନେଇ କର୍ତ୍ତୃପକ୍ଷ କଠୋର ହୋଇଛନ୍ତି। କ୍ୟାମ୍ପସକୁ ଅଣଛାତ୍ରଙ୍କ ପ୍ରବେଶରେ ରୋକ ଲଗାଇଛନ୍ତି। ଏନେଇ କର୍ତ୍ତୃପକ୍ଷ ବିଜେବି କଲେଜରେ ପୋଷ୍ଟର…
ଅଧିକ ଖବର ଦେଖନ୍ତୁ...

ତାଳଦଣ୍ତା କେନାଲରେ ଆବର୍ଜନା ଫିଙ୍ଗିଥିଲେ, ମଦ ଦୋକାନକୁ ଜରିମାନା, ଫାଷ୍ଟଫୁଡ୍‌ ଦୋକାନ ସିଲ୍‌

କଟକ: କଟକ ସହରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ପ୍ରଶାସନ ପକ୍ଷରୁ ତାଳଦଣ୍ତା କେନାଲର ରୂପାନ୍ତରଣ ଉପରେ ଗୁରୁତ୍ବ ଦିଆଯାଉଛି। ଏହାକୁ ଅପରିଷ୍କାର ନ କରିବା ପାଇଁ ସାମାଜିକ ଗଣମାଧ୍ୟମ ଜରିଆରେ ମଧ୍ୟ ସାଧାରଣ ଲୋକଙ୍କୁ ପରାମର୍ଶ ଦିଆଯାଉଛି। ମାତ୍ର ଏହାକୁ ବହୁ ଲୋକ ମାନୁ ନଥିବା ଦେଖିବାକୁ…
ଅଧିକ ଖବର ଦେଖନ୍ତୁ...

ନାଳ ଉଭୟପାର୍ଶ୍ବରେ ଗଦାଯାଉଛି କୁଢ଼ କୁଢ଼ ଆବର୍ଜନା

କଟକ: ପେଟାନାଳର ପୁନରୁଦ୍ଧାର ବଦଳରେ ଏବେ ଏ‌ହା ସହରର ଆବର୍ଜନାରେ ପୋତା ଯାଉଛି। ସରକାରୀ ସ୍ତରରେ ପେଟାନାଳର ପୁନରୁଦ୍ଧାର ପାଇଁ ବାରମ୍ବାର ଯୋଜନା ହେଉଛି। ଏପରିକି ଏହାର ବିକାଶ ପାଇଁ ଏକାଧିକ ଥର ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗକୁ ଲିଖିତ ଭାବେ ଜଣାଯାଉଛି ଓ ପ୍ରକଳ୍ପ ପାଇଁ ଟଙ୍କା ସ୍ଥିର…
ଅଧିକ ଖବର ଦେଖନ୍ତୁ...

ଓଏମ୍‌ପି ଛକରେ ଗଣ୍ଡ‌େଗାଳ, ଯାତ୍ରୀଙ୍କୁ ମୋ ବସ୍‌ କର୍ମଚାରୀଙ୍କ ସଂଘବଦ୍ଧ ଆକ୍ରମଣ

କଟକ: ଆଜି ସଂଧ୍ୟାରେ ଓଏମ୍‌ପି ଛକ ଠାରେ ମୋ ବସ୍‌ କର୍ମଚାରୀମାନେ ସଂଘବଦ୍ଧ ଭାବେ ଜଣେ ଯାତ୍ରୀଙ୍କୁ ଆକ୍ରମଣ କରିଥିବା ଦେଖାଯାଇଛି। ଯାତ୍ରୀଜଣକ ମଧ୍ୟ ଏକୁଟିଆ କିଛି ସମୟ ପାଇଁ ସେମାନଙ୍କ ସହ ଲଢ଼ିଥିଲେ। ଆକ୍ରମଣର କାରଣ ଜଣାପଡ଼ି ନଥିଲେ ବି ପ୍ରାୟ ୫ ମିନିଟ୍‌ ଧରି ​ବସ୍‌ଷ୍ଟପ୍‌ରେ ଗଣ୍ଡଗୋଳ…
ଅଧିକ ଖବର ଦେଖନ୍ତୁ...

ଜନପ୍ରତିନିଧିଙ୍କୁ ସମ୍ମାନ ଦିଅ, କମିସନର୍‌ଙ୍କ ଚିଠିକୁ ନେଇ ଆଲୋଡ଼ନ

ଭୁବନେଶ୍ୱର: ସରକାରଙ୍କ ଅଂଶ ହିସାବରେ ବିଏମ୍‌ସି ଜନସାଧାରଣଙ୍କୁ ମୌଳିକ ସେବା ଯୋଗାଇ ଦେବା ପାଇଁ ଯଥା ସମ୍ଭବ ଉଦ୍ୟମ କରୁଛି। ଜନପ୍ରତିନିଧିମାନେ ବିଏମ୍‌ସି ଓ ଜନସାଧାରଣଙ୍କ ମଧ୍ୟରେ ସେତୁ ଭଳି କାମ କରୁଛନ୍ତି। ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ଲୋକପ୍ରତିନିଧିଙ୍କ ଭୂମିକା…
ଅଧିକ ଖବର ଦେଖନ୍ତୁ...

ଆକର୍ଷଣ ହରାଉଛି ଜୟଦେବ ବାଟିକା: ଟିକେଟ୍‌ ଦରବୃଦ୍ଧି, ବିଚିତ୍ର ନିୟମରେ ପର୍ଯ୍ୟଟକ ହତାଶ

ଖଣ୍ଡଗିରି: ବନ ଉନ୍ନୟନ ନିଗମର ବିଚିତ୍ର ନିୟମ ଓ ରାତି ଟିକେଟ୍‌ ଦରବୃଦ୍ଧି ପାଇଁ ଜୟଦେବ ବାଟିକା ଆଉ ଆଗ ଭଳି ପର୍ଯ୍ୟଟକଙ୍କୁ ଆକର୍ଷଣ କରିପାରୁନାହିଁ। ବର୍ଦ୍ଧିତ ଦରରେ ରାତି ଟିକେଟ୍‌ କିଣି ଥରେ ବାଟିକାକୁ ଯାଉଥିବା ପର୍ଯ୍ୟଟକ ସେଭଳି କିଛି ମନୋରମ ପରିବେଶର ମଜା ନପାଇ ଆଉ ଥରେ ଯିବାକୁ ମୁହଁ…
ଅଧିକ ଖବର ଦେଖନ୍ତୁ...

ସରୁନି ରାସ୍ତା, ପାନୀୟ ଜଳ, ସଫେଇ ସମସ୍ୟା

ଭୁବନେଶ୍ୱର: ବିଏମ୍‌ସିର ଵାର୍ଡ ନମ୍ୱର ୨୮ ରାଜଧାନୀର ଅନ୍ୟତମ ପ୍ରମୁଖ ଅଞ୍ଚଳ। ମାତ୍ର ଦୁଇ ତିନିଟି ବସ୍ତିକୁ ବାଦ୍‌ ଦେଲେ ଅନ୍ୟ ସବୁ ଅଞ୍ଚଳ ସରକାରୀ କଲୋନି ବା ଘରୋଇ ଆବାସିକ ସ୍ଥଳ। ବହୁ ବଡ଼ବଡ଼ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ, ପାର୍କ ଏହି ୱାର୍ଡରେ ରହିଛି। ସହରର ବହୁ ପ୍ରମୁଖ…
ଅଧିକ ଖବର ଦେଖନ୍ତୁ...

ନାକରେ କନ୍ଦାଉଛି ଡ୍ରେନ୍ ସମସ୍ୟା

ଜଟଣୀ: ରେଳବାଇ ଅଧୀନରେ ଥିବା ୭ଟି ୱାର୍ଡ ମଧ୍ୟରୁ ଜଟଣୀ ପୌରପାଳିକାର ୧୯ ନମ୍ବର ୱାର୍ଡଟି ଅନ୍ୟତମ। ଏହି ୱାର୍ଡରେ ବିଶେଷ ରେଳବାଇର କର୍ମଚାରୀ ତଥା ଅଧିକାଂଶ ତେଲୁଗୁ ସମ୍ପ୍ରଦାୟର ଲୋକେ ବସବାସ କରନ୍ତି। ୱାର୍ଡ ମଧ୍ୟରେ ମା’ ଭଗବତୀ କଲୋନି, ଧୋବାତୁଠ, ମାଣିଆଛକ, ରେଳବାଇ କଲୋନି ଭଳି ଅଞ୍ଚଳ…
ଅଧିକ ଖବର ଦେଖନ୍ତୁ...

ସ୍ମାର୍ଟ ଜନପଥରେ ଅଭିଶପ୍ତ ସ୍ମାର୍ଟ କିଓସ୍କ

ଭୁବନେଶ୍ବର: ସ୍ମାର୍ଟ ଜନପଥ ସାରା ରାଜ୍ୟ ପାଇଁ ଏକ ଉଦାହରଣ। ଏହି ଜନପଥ ପ୍ରସ୍ତୁତିରେ ସ୍ମାର୍ଟ ସିଟି ଲିମିଟେଡ୍‌ କେବଳ ପ୍ରଶଂସା ସାଉଁଟିନି, ବରଂ ପ୍ରତ୍ୟେକ ପୌରାଞ୍ଚଳରେ ଏଭଳି ଗୋଟିଏ ଗୋଟିଏ ରାସ୍ତା କରିବାକୁ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଇଞ୍ଜିନିୟରମାନଙ୍କୁ…
ଅଧିକ ଖବର ଦେଖନ୍ତୁ...

ବିଡ଼ାନାସୀରେ ନୃଶଂସ କାଣ୍ଡ, କୁକୁର ଭୁକିବାରୁ ପିଜି ଛାତ୍ରଙ୍କୁ ଛୁରାମାଡ଼

କଟକ: କୁକୁର ଭୁକିବାରୁ ଯୁବକମାନେ କୁକୁରର ମାଲିକଙ୍କୁ ଛୁରି ଧରି ଆକ୍ରମଣ କରିଛନ୍ତି। ଛୁରି ମାଡ଼ରେ ମାଲିକଙ୍କ ବେକ କଟିଯାଇଛି। ସେ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। କୁକୁରକୁ ବି ଯୁବକମାନେ ଆକ୍ରମଣ କରିଛନ୍ତି। ଏଭଳି ନୃଶଂସ କାଣ୍ଡ ବିଡାନାସୀ ଅଞ୍ଚଳରେ…
ଅଧିକ ଖବର ଦେଖନ୍ତୁ...