ଅନୁସନ୍ଧାନ କରୁଥିବା ବର୍ଗ

ମହାନଗର

‘ପାରିବାରିକ ଏକତାର ମୂଳଦୁଆ ଓଡ଼ିଶାରୁ ପଡ଼ିଛି’

ଭୁବନେଶ୍ବର: ‘ଉତ୍କଳ ବିଶ୍ବବିଦ୍ୟାଳୟ’ ଓ ‘ଇନଷ୍ଟିଚ୍ୟୁଟ୍‌ ଅଫ ମିଡିଆ ଷ୍ଟଡିଜ୍‌’ ପକ୍ଷରୁ ଆୟୋଜିତ ଦୁଇ ଦିନିଆ ଜାତୀୟ ସଂହତି ଓ ସଂସ୍କୃତି ଉତ୍ସବ ତଥା ‘ଉତ୍ସବ ଓଡ଼ିଶା’ ଆଜି ଉଦ୍‌ଯାପିତ ହୋଇଯାଇଛି। ବିଶ୍ବବିଦ୍ୟାଳୟର ଏମ୍‌କେସିଜି ଅଡିଟୋରିୟମ୍‌ରେ ଆୟୋଜିତ ଏହି ଉତ୍ସବରେ ଗୁଜରାଟର ପୂର୍ବତନ…
ଅଧିକ ଖବର ଦେଖନ୍ତୁ...

ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କଲେ ପ୍ରବୀଣ ତୋଗାଡ଼ିଆ

ପୁରୁଣା ଭୁବନେଶ୍ୱର: ଓଡ଼ିଶାଗସ୍ତ ଅବସରରେ ବିଶ୍ବ ହିନ୍ଦୁ ପରିଷଦର ବରିଷ୍ଠ ନେତା ପ୍ରବୀଣ ଭାଇ ତୋଗାଡ଼ିଆ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିଛନ୍ତି। ମନ୍ଦିରରେ ପହଞ୍ଚି ସେ ପ୍ରଥମେ ଶ୍ରୀଗଣେଶଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ଏହାପରେ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିଥିଲେ। ଏହି…
ଅଧିକ ଖବର ଦେଖନ୍ତୁ...

‘ୟଙ୍ଗ୍‌ ଆଣ୍ଡ୍‌ ଫିଟ୍‌ @ ୬୦’ ଲୋକାର୍ପିତ

ଭୁବନେଶ୍ବର: ମଣିଷ ପୃଥିବୀକୁ ଆସିଥିବାର କାରଣ ବୁଝିପାରେ ନାହିଁ ବୋଲି ସେ କେବେ ଶାନ୍ତି ପାଇପାରେ ନାହିଁ। ନିଜ ଭିତରେ ଓ ପାଖରେ ଥିବା ଲୋକଙ୍କ ଗୁରୁତ୍ବ ବୁଝି ନପାରି, ପାଖରେ ନଥିବା ବସ୍ତୁକୁ ନେଇ ଅଧିକ ଚିନ୍ତା କରେ। ଏହା ତାକୁ ଅଶାନ୍ତି ଭିତରକୁ ଟାଣି ନିଏ। ଫଳରେ ସେ ସୁସ୍ଥ ରହିବାରୁ…
ଅଧିକ ଖବର ଦେଖନ୍ତୁ...

ଜେଇଇ ମେନ୍‌-୨ ପରୀକ୍ଷା ଫଳ: ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ୧୮ ବିଦ୍ୟାର୍ଥୀ ୯୯ ପର୍ସେଣ୍ଟାଇଲ୍ ଉପରେ

ଚନ୍ଦ୍ରଶେଖରପୁର: ଆଇଆଇଟି ସମେତ ଦେଶର ବିଭିନ୍ନ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ଲାଗି ଅନୁଷ୍ଠିତ ହୋଇଥିବା ଜେଇଇ ମେନ୍-୨ ଫଳ ପ୍ରକାଶ ପାଇଛି। ଏଥିରେ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ଛାତ୍ର ସଂକେତ ଦାଶ ୯୯.୯୧ ପର୍ସେଣ୍ଟାଇଲ୍ ରଖି ସ୍କୁଲ ଟପର୍‌ ହୋଇଛନ୍ତି। ସଂକେତ ପଦାର୍ଥ ବିଜ୍ଞାନରେ…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧାରୋଡ୍‌ରେ ଶେଷ ହେଲା ରେଳ ନିଯୁକ୍ତି ପତ୍ର ବଣ୍ଟନ ମେଳା

ଜଟଣୀ: ୨୪ ତାରିଖରୁ ଖୋର୍ଦ୍ଧାରୋଡ୍ ରେଳମଣ୍ଡଳର କଲ୍ୟାଣ ମଣ୍ଡପରେ ଚାଲିଥିବା ରେଳ ନିଯୁକ୍ତି ମେଳା ଗତ ସଂଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି। ଟିକେଟ୍‌ ନିରୀକ୍ଷକ, ବୁକିଂ କିରାଣୀ, ଅଫିସ୍ କିରାଣୀ, ଟ୍ରାକ୍ ମେଣ୍ଟେନର୍, କ୍ୟାରେଜ୍, ସିଗ୍‌ନାଲ, ଇଲେକ୍ଟ୍ରିକାଲ ଲୋକୋ ସେଡ୍‌, ଟୋକନ୍‌ ପୋର୍ଟର୍‌…
ଅଧିକ ଖବର ଦେଖନ୍ତୁ...

ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ ୩ ହାଉସିଂ ପ୍ରକଳ୍ପ

ଭୁବନେଶ୍ବର: ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଚଳିତବର୍ଷ ୩ଟି ହାଉସିଂ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବ। କଳିଙ୍ଗନଗର (କେ-୯ବି)ରେ ଦୟା ଏନ୍‌କ୍ଲେଭ, କଳିଙ୍ଗନଗର (କେ-୯ଏ)ର ଖାରବେଳ କମ୍ପ୍ଲେକ୍ସ ଏବଂ ସୁବୁଦ୍ଧପୁରର ଏକାମ୍ର ରେସିଡେନ୍ସିକୁ କାର୍ଯ୍ୟକ୍ଷମ କରାଯିବ। ଦୟା ଏନକ୍ଲେଭ…
ଅଧିକ ଖବର ଦେଖନ୍ତୁ...

ଖବରକାଗଜର ବିଭିନ୍ନ ସମସ୍ୟା ସଂପର୍କିତ ଆଲୋଚନାଚକ୍ର

ଭୁବନେଶ୍ବର: ସ୍ଥାନୀୟ ପ୍ରେସ୍‌ କ୍ଲବ୍‌ ପରିସରରେ ଆଜି ସମସ୍ତ ଖବରକାଗଜର ଅଧିକାରୀ ଏବଂ ବିତରକ ସଂଘଗୁଡ଼ିକର କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଏକ ଗୁରୁତ୍ବପୂର୍ଣ୍ଣ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ଖବରକାଗଜ ପ୍ରତି ଅଧିକରୁ ଅଧିକ ଗ୍ରାହକଙ୍କୁ ଆକୃଷ୍ଟ କରିବା, ଗ୍ରାହକଙ୍କ ପାଖରେ କିପରି…
ଅଧିକ ଖବର ଦେଖନ୍ତୁ...

ଶାନ୍ତି ଓ ଏକତା ବଜାୟ ରଖିବାରେ ପର୍ଯ୍ୟଟନର ଭୂମିକା ଗୁରୁତ୍ବପୂର୍ଣ୍ଣ

ଭୁବନେଶ୍ୱର: ଭାରତୀୟ ଲୋକ ପ୍ରଶାସନ ସଂସ୍ଥା, ଓଡ଼ିଶା ଶାଖା ଆନୁକୂଲ୍ୟରେ ‘ଶାନ୍ତି ଓ ଜାତୀୟ ଏକତା ପାଇଁ ପର୍ଯ୍ୟଟନ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ସଂସ୍ଥାର ଅଧ୍ୟକ୍ଷ ଅରୁଣ ରଥ କାର୍ଯ୍ୟକ୍ରମରେ ପୌରୋହିତ୍ୟ କରି ରାଷ୍ଟ୍ରରେ ଶାନ୍ତି ଓ ଏକତା ବଜାୟ ରଖିବା ଦିଗରେ ପର୍ଯ୍ୟଟନର…
ଅଧିକ ଖବର ଦେଖନ୍ତୁ...

ବଙ୍କିମ ଚନ୍ଦ୍ର ନାୟକଙ୍କୁ ଏକାମ୍ର ନାଗରିକ ସମ୍ମାନ

ଭୁବନେଶ୍ବର: ଶିଶୁ ସାହିତ୍ୟିକ ତଥା ବରିଷ୍ଠ ସାମ୍ବାଦିକ ବଙ୍କିମ ଚନ୍ଦ୍ର ନାୟକଙ୍କୁ ଏକାମ୍ର ନାଗରିକ ସମ୍ମାନରେ ସମ୍ମାନିତ କରାଯାଇଛି। ଏକାମ୍ର ବରିଷ୍ଠ ନାଗରିକ ସଂଘର ବାର୍ଷିକ ସମାରୋହରେ ଏହି ସମ୍ମାନ ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ଏମ୍‌ସର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶୋକ…
ଅଧିକ ଖବର ଦେଖନ୍ତୁ...

କ୍ୟାପିଟାଲ କ୍ରାଇମ: ବୋଲେରୋରୁ ଚୋରି ଅଭିଯୁକ୍ତ ଗିରଫ

ବାଲିପାଟଣା: ଏକ ବୋଲେରୋରୁ ମ୍ୟୁଜିକ୍‌ ସିଷ୍ଟମ୍‌ ଓ ୫ ହଜାର ଟଙ୍କା ଚୋରି କରିବା ଅଭିଯୋଗରେ ବାଲିପାଟଣା ଥାନା ପୁଲିସ ବେଙ୍ଗବତି ବସ୍ତିର ସଦାମ୍‌ ଖାଁ(୨୩)କୁ ଗିରଫ କରିଛି। ତା’ଠାରୁ ଚୋରି ମ୍ୟୁଜିକ୍‌ ସିଷ୍ଟମ ଜବତ କରାଯାଇଛି। ସୂଚନାନୁଯାୟୀ ୨୬ ତାରିଖ ରାତିରେ ସ୍ଥାନୀୟ ମହୁଖଣ୍ଡାର…
ଅଧିକ ଖବର ଦେଖନ୍ତୁ...