ଅନୁସନ୍ଧାନ କରୁଥିବା ବର୍ଗ

ମହାନଗର

ଆଇଜି ପାର୍କ: ଉପର ସୁନ୍ଦର, ଭିତର ପୋଡ଼ାଅଙ୍ଗାର

ଭୁବନେଶ୍ୱର: ସମ୍ପ୍ରତି ରାଜଧାନୀବାସୀଙ୍କ ପାଇଁ ପାର୍କ ଏକ ନିହାତି ଆବଶ୍ୟକ ହୋଇପଡ଼ିଛି। ରାଜଧାନୀରେ କଂକ୍ରିଟ୍‌ ଜଙ୍ଗଲ ଏମିତି ଦ୍ରୁତବେଗରେ ମାଡ଼ିଚାଲିଛି ଯେ ବୟସ୍କମାନେ ସକାଳେ ସଂଜେ ଟିକିଏ ଚଲାବୁଲା କରିବା ପାଇଁ ଓ ଛୋଟ ପିଲାଙ୍କ ଖେଳିବା ପାଇଁ ଆଉ ଖୋଲା ସ୍ଥାନ ନାହିଁ। ତେଣୁ ଏବେ ପାର୍କ…
ଅଧିକ ଖବର ଦେଖନ୍ତୁ...

ପୌର ନିଗମର ସୌନ୍ଦର୍ଯ୍ୟୀକରଣ ଯୋଜନା, ତାଳଦଣ୍ଡା କେନାଲ୍‌ପାର୍ଶ୍ବରେ ଖର୍ଚ୍ଚ ହେବ ୪୨ କୋଟି

କଟକ: ପୌର ନିଗମ ପକ୍ଷରୁ ୪୨ କୋଟି ଟଙ୍କାରେ ତାଳଦଣ୍ଡା କେନାଲର ଉଭୟପାର୍ଶ୍ବ ଅଞ୍ଚଳର ବିକାଶ କରାଯିବ। ତାଳଦଣ୍ଡା କେନାଲ ସଂପ୍ରସାରଣ କାମ ଚାଲୁଥିବା ବେଳେ ଏହାର ପାର୍ଶ୍ବବର୍ତ୍ତୀ ସ୍ଥାନର ସୌନ୍ଦର୍ଯ୍ୟକରଣ କାମ ନିଗମ ପକ୍ଷରୁ କରାଯିବ। ଏଥିରେ କେନାଲ୍‌ ଉଭୟପାର୍ଶ୍ବ ରାସ୍ତାକଡ଼ରେ ଥିବା…
ଅଧିକ ଖବର ଦେଖନ୍ତୁ...

ରାସ୍ତା ନିର୍ମାଣରେ ବାଧକ ବିଦ୍ୟୁତ୍‌ ଖୁଣ୍ଟ

ଭୁବନେଶ୍ବର: ରାସ୍ତା ନିର୍ମାଣରେ ବାଧକ ସାଜୁଛି ବିଦ୍ୟୁତ୍‌ ଖୁଣ୍ଟ। ଖୁଣ୍ଟ ସ୍ଥାନାନ୍ତର ପାଇଁ ହେବାକୁ ଥିବା ଖର୍ଚ୍ଚ ପୂର୍ତ୍ତ ବିଭାଗ ପକ୍ଷରୁ ଆଗୁଆ ପଇଠ କରାଗଲେ ବି ଟିପିସିଓଡିଏଲ୍‌ ପକ୍ଷରୁ ତତ୍ପରତା ପ୍ରକାଶ ପାଉନି। ଟଙ୍କପାଣି-ରବି ଟକିଜ୍‌ ରାସ୍ତା, କଟକ ରୋଡ୍‌ର ବଡ଼ଗଡ଼ ଛକଠାରୁ ଜଗନ୍ନାଥ…
ଅଧିକ ଖବର ଦେଖନ୍ତୁ...

ମେଟ୍ରୋ ଟ୍ରେନ୍‌ ପାଇଁ ପ୍ରସ୍ତୁତି: ଡିପିଆର୍‌ ପ୍ରସ୍ତୁତ କରିବ ଡିଏମ୍‌ଆର୍‌ସି

ଭୁବନେଶ୍ୱର: କଟକ-ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ ପାଇଁ ପ୍ରସ୍ତୁତି ଜୋରସୋର୍‌ରେ ଆରମ୍ଭ ହୋଇଛି। ଆଜି ବିଡିଏରେ ବସିଥିବା ସହର ସମନ୍ବୟ କମିଟି (ସିସିସି)ର ପ୍ରଥମ ବୈଠକରେ ଏହି ପ୍ରକଳ୍ପର ରୂପରେଖ ପ୍ରସ୍ତୁତ କରାଯାଇଛି। ସମସ୍ତ ବିଭାଗ ସହ ସମନ୍ବୟ ରକ୍ଷା କରାଯାଇ କିଭଳି ଏହି ପ୍ରକଳ୍ପକୁ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ବର ରେଳଷ୍ଟେସନର ସୁରକ୍ଷା ବ୍ୟବସ୍ଥା ଏମିତି! କାମ କରୁନି ଅଧାରୁ ଅଧିକ ସିସିଟିଭି

ଭୁବନେଶ୍ବର: ଭୁବନେଶ୍ବର ରେଳଷ୍ଟେସନ୍‌ ସୁରକ୍ଷିତ କି? ସିସିଟିଭି, ମେଟାଲ୍‌ ଡିଟେକ୍ଟର ସବୁ ଠିକରେ କାମ କରୁଛି ତ? କୋଣାର୍କ ଏକ୍ସପ୍ରେସ୍‌ରୁ ବିପୁଳ ବୋମା ଓ ଧାନବାଦ୍‌ ଏକ୍ସପ୍ରେସ୍‌ରୁ ମହିଳାଙ୍କ ଶବ ଜବତ ହେବା ଭଳି ଦୁଇ ଦୁଇଟି ଅଘଟଣ ପରେ ବର୍ତ୍ତମାନ ରେଳଯାତ୍ରୀଙ୍କ ମନରେ ଏଭଳି ପ୍ରଶ୍ନ…
ଅଧିକ ଖବର ଦେଖନ୍ତୁ...

ଦୁଇ ଛାତ୍ରଙ୍କ ଆତ୍ମହତ୍ୟା ମାମଲା: ସାମ୍ନାକୁ ଆସିଲା ଇନ୍‌ଷ୍ଟା ପୋଷ୍ଟ, ସୁଇସାଇଡ୍‌ ନୋଟ୍‌

ଭୁବନେଶ୍ବର: ସମ୍ପ୍ରତି ରାଜଧାନୀରେ ଛାତ୍ର ଆତ୍ମହତ୍ୟା ଉଦ୍‌ବେଗଜନକ ଭାବେ ବଢ଼ୁଛି। ଗତ ସପ୍ତାହରେ ଚନ୍ଦକା ଥାନା ଗୋଠପାଟଣାସ୍ଥିତ ଏକ ଘରୋଇ କଲେଜ କ୍ୟାମ୍ପସରେ ଜଣେ ବିଏସ୍‌ସି ଛାତ୍ରୀ ଆତ୍ମହତ୍ୟା କରିଥିବା ବେଳେ ଗତକାଲି ରାଜଧାନୀରେ ପୁଣି ଦୁଇ ଜଣ ଛାତ୍ର ଆତ୍ମହତ୍ୟା କରିଛନ୍ତି। ଜଣେ ଆଇନ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟସ୍ତରୀୟ ରାଜୀବ ଗାନ୍ଧୀ ପ୍ରତିଭା ପୁରସ୍କାର ପାଇଁ ଦରଖାସ୍ତ ଆହ୍ବାନ

ଭୁବନେଶ୍ୱର: ରାଜୀବ ଗାନ୍ଧି ଛାତ୍ର ଫୋରମ ପକ୍ଷରୁ ରାଜୀବ ଗାନ୍ଧିଙ୍କ ୩୨ତମ ବଳିଦାନ ଦିବସ ଉପଲକ୍ଷେ ରାଜ୍ୟସ୍ତରୀୟ ‘ରାଜୀବ ଗାନ୍ଧି ପ୍ରତିଭା ପୁରସ୍କାର-୨୦୨୩’ ଅନୁଷ୍ଠିତ ହେବ। ଏଥିପାଇଁ ଅନୁଷ୍ଠାନ ପକ୍ଷରୁ ବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ରାଜ୍ୟସ୍ତରୀୟ,…
ଅଧିକ ଖବର ଦେଖନ୍ତୁ...

‘ଭଲ ନା‌ଟକ ଲୋକେ ଟଙ୍କା ଦେଇ ଦେଖିବେ’

ଭୁବନେଶ୍ବର: ‘ଶବ୍ଦରଙ୍ଗ’ ପକ୍ଷରୁ ମେ’୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ରବୀନ୍ଦ୍ର ମଣ୍ଡପରେ ‘ଶବ୍ଦରଙ୍ଗ ନାଟ୍ୟତ୍ସୋବ-୨୦୨୩’ ଆୟୋଜିତ ହେବ। ଏହି ପରିପ୍ରେକ୍ଷୀରେ ଆଜି ଅନୁଷ୍ଠାନ ପକ୍ଷରୁ ଗୀତଗୋବିନ୍ଦ ସଦନରେ ଏହାର ଲୋଗୋ ଓ ପୋଷ୍ଟର ଉନ୍ମୋଚିତ ହୋଇଛି। କାର୍ଯ୍ୟକ୍ରମ‌ରେ ବିଶିଷ୍ଟ ଚଳଚ୍ଚିତ୍ର…
ଅଧିକ ଖବର ଦେଖନ୍ତୁ...

ରାସ୍ତା ଉପରେ ଠେଙ୍ଗା ପାହାର, ଜୀବନ ବିକଳ‌ରେ ଦୌଡ଼ିଲେ ଦୁଇ ଯୁବକ

ଭୁବନେଶ୍ବର: ସମୟ ସଂଧ୍ୟା ପ୍ରାୟ ୬ଟା ହେବ। ଖାରବେଳନଗରସ୍ଥିତ ହୋଟେଲ ଚାର୍ଲି ସମ୍ମୁଖରେ ବୁଲେଟ୍‌ ରଖି ଦୁଇ ଯୁବକ ଓହ୍ଲାଇ ପଡ଼ିଲେ। ପାଖରେ ଥିବା ମନ୍ଦିର ଆଡ଼କୁ ଚାହିଁ ବଡ଼ ପାଟିରେ ଗାଳିଗୁଲଜ ଆରମ୍ଭ କରିଦେଲେ। କିଛି ସମୟ ପରେ ମନ୍ଦିର ଆଡ଼ୁ ୩ ଯୁବକ ହାତରେ ଠେଙ୍ଗା ଧରି ଦଉଡ଼ି ଆସିଲେ। ମାର୍…
ଅଧିକ ଖବର ଦେଖନ୍ତୁ...

ବିଏମ୍‌ସିର ଜଳାଶୟ ପୁନଃନବୀକରଣ ଯୋଜନା: ସାମିଲ ହେବେ ୩୯ ସ୍ୱୟଂ ସହାୟକ ଗୋଷ୍ଠୀ

ଭୁବନେଶ୍ୱର: ଭୁବନେଶ୍ବରର ବିଭିନ୍ନ ଜଳାଶୟମାନଙ୍କୁ ବିଏମ୍‌ସି ପୁନଃ ନବୀକରଣ କରିବାକୁ ଯାଉଛି। ବିଶେଷକରି ଲକ୍ଷ୍ମୀସାଗର ଫିସରି ଟ୍ୟାଙ୍କ୍‌ ଓ ନବୀନ ନିବାସ ପଛରେ ଥିବା ସ୍ପ୍ରିଙ୍ଗ୍‌ ଟ୍ୟାଙ୍କ୍‌କୁ ପ୍ରାଥମିକତା ଭିତ୍ତିରେ ନୂଆ ରୂପ ଦେବାକୁ ଯୋଜନା ହୋଇଛି। ‘ଆମ ପୋଖରୀ’ ଯୋଜନାରେ ନବୀକରଣ…
ଅଧିକ ଖବର ଦେଖନ୍ତୁ...