ଅନୁସନ୍ଧାନ କରୁଥିବା ବର୍ଗ

ମହାନଗର

ପୂର୍ବତଟ ରେଳପଥର ଭିତ୍ତିଭୂମି ସମୀକ୍ଷା

ଭୁବନେଶ୍ବର: ରେଳ ବୋର୍ଡ ସଦସ୍ୟ(ଭିତ୍ତିଭୂମି) ରୂପ ନାରାୟଣ ସୁନକର ଆଜି ପୂର୍ବତଟ ରେଳପଥର ଭିତ୍ତିଭୂମି କାର୍ଯ୍ୟ ଓ ବିକାଶ ଉପରେ ସମୀକ୍ଷା କରିଛନ୍ତି। ରେଳପଥ ମୁଖ୍ୟାଳୟଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଶ୍ରୀ ସୁନକର ଉଭୟ ପଣ୍ୟ ଓ ଯାତ୍ରୀ ପରିବହନ କ୍ଷେତ୍ରରେ ଉନ୍ନତି ଆଣିବା ଦିଗରେ…
ଅଧିକ ଖବର ଦେଖନ୍ତୁ...

ଅର୍ଚ୍ଚନା ନାଗ ମାମଲା: ଜେଲ୍‌ରେ ଜେରା କରିବ ଇଡି

ଭୁବନେଶ୍ବର: ଅର୍ଚ୍ଚନା ନାଗ ବ୍ଲାକମେଲ୍‌ ମାମଲାରେ ସମ୍ପୃକ୍ତ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଜେରା କରିବ ଇଡି। ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଅଭିଯୁକ୍ତମାନଙ୍କୁ ଜେଲ୍‌ରେ ଜେରା କରିବା ପାଇଁ ଇଡି ପକ୍ଷରୁ କୋର୍ଟରେ ଆବେଦନ କରାଯାଇଛି। ଗୋଟିଏ ପଟେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ…
ଅଧିକ ଖବର ଦେଖନ୍ତୁ...

ରାଜଭବନର ନିଷ୍ପତ୍ତିରେ ଶତାୟୁ ସଂଗ୍ରାମୀଙ୍କ କ୍ଷୋଭ

ଭୁବନେଶ୍ବର: ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ରାଜ୍ୟ ସ୍ବାଧୀନତା ସଂଗ୍ରାମୀ ସମିତିର ସଭାପତି ଓ କେନ୍ଦ୍ର ସରକାରଙ୍କ ସ୍ବାଧୀନତା ସଂଗ୍ରାମୀ କଲ୍ୟାଣ ବୋର୍ଡର ସଦସ୍ୟ ‘ଶତାୟୁ ପୁରୁଷ’ ନୀଳମଣି ସାମଲଙ୍କ ପ୍ରତି ରାଜଭବନର ବ୍ୟବହାର ଗଭୀର ଆଲୋଡ଼ନ ସୃଷ୍ଟି କରିଛି। ସଂଗ୍ରାମୀ ଶ୍ରୀ ସାମଲ ନିଜେ…
ଅଧିକ ଖବର ଦେଖନ୍ତୁ...

ବାବା ସାହେବଙ୍କ ୧୩୨ତମ ଜୟନ୍ତୀ

ଜଟଣୀ: ଜଟଣୀ ବ୍ଲକ ଅନ୍ତର୍ଗତ ତରାବୋଇଠାରେ ଜଟଣୀ ଆମ୍ବେଦକର ରାଇଟ୍ ଗ୍ରୁପ୍ ଅଫ୍ ଅର୍ଗାନାଇଜେସନ୍ ପକ୍ଷରୁ ବାବା ସାହେବ ଆମ୍ବେଦକରଙ୍କ ୧୩୨ତମ ଜୟନ୍ତୀ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅତିଥିଭାବେ ଅଭିରାମ ମଲ୍ଲିକ, ବିଜୟ ଭୋଇ, ବିଭ୍ରାନ୍ତ ମଲ୍ଲିକ, ବେବିନା ସାମଲ, ପ୍ରଭାସ କାଣ୍ଡି,…
ଅଧିକ ଖବର ଦେଖନ୍ତୁ...

ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟରେ ‘ଯୋଗୋତ୍ସବ-୨୦୨୩’

ଜଟଣୀ: ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟ, ମୋରାର୍‌ଜୀ ଦେଶାଇ ନ୍ୟାସନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଯୋଗ ଓ ଭାରତ ସରକାରଙ୍କ ଆୟୁଷ୍ ମନ୍ତ୍ରଣାଳୟ ସହଯୋଗରେ ଶ୍ରୀଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଯୋଗୋତ୍ସବ -୨୦୨୩ର ପ୍ରଥମ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ…
ଅଧିକ ଖବର ଦେଖନ୍ତୁ...

କନେଷ୍ଟବଳ ସଂଘର ନିର୍ବାଚନ: ମହମ୍ମଦ ଖୁଦୁସ୍ ସଭାପତି, ଚକ୍ରଧର ସମ୍ପାଦକ

ଭୁବନେଶ୍ବର: ଭୁବନେଶ୍ବର କମିସନରେଟ୍‌ ପୁଲିସ୍‌ କନେଷ୍ଟବଳ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମହମ୍ମଦ ଖୁଦୁସ୍ ସଭାପତି ଓ ଚକ୍ରଧର ଦାସ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ଖୁଦୁସ୍‌ ମୋଟ ୮୪୨ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ଚକ୍ରଧର ଦାସ ମୋଟ ୯୨୨ ଖଣ୍ଡ ଭୋଟ୍‌ ପାଇଥିଲେ।…
ଅଧିକ ଖବର ଦେଖନ୍ତୁ...

ଚକେଇସିହାଣୀ ଗ୍ରାମ୍ୟ କମିଟି ପକ୍ଷରୁ ପୃଥ୍ବୀବଲ୍ଲଭଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ବର: ଚକେଇସିହାଣୀ ଗ୍ରାମ୍ୟ ଉନ୍ନୟନ କମିଟି ପକ୍ଷରୁ ଗତ ପଣା ସଂକ୍ରାନ୍ତିଠାରୁ ଆରମ୍ଭ ହୋଇଥିବା ୭ ଦିନିଆ ବାଦିପାଲା ଗୁରୁବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ୭ ଦିନ ଧରି ବିଭିନ୍ନ ସ୍ଥାନରୁ ପାଲା କଳାକାରମାନେ ପାଲା ପରିବେଷଣ କରିଥିଲେ। ଉଦ୍‌ଯାପନୀ ଉତ୍ସବରେ ପୃଥ୍ବୀବଲ୍ଲଭ…
ଅଧିକ ଖବର ଦେଖନ୍ତୁ...

ନୂଆପଲ୍ଲୀ କମ୍ୟୁନିଟି କେୟାର ଆସୋସିଏସନର ନୂତନ କର୍ମକର୍ତ୍ତା

ଭୁବନେଶ୍ବର: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ନୂଆପଲ୍ଲୀ କମ୍ୟୁନିଟି କେୟାର ଆସୋସିଏସନର ନୂତନ କାର୍ଯ୍ୟକାରିଣୀ କମିଟି ଦାୟିତ୍ୱ ଗ୍ରହଣ କରିଛି। ନିର୍ବାଚନ ଅଧିକାରୀ ଶଶିଭୂଷଣ ମିଶ୍ର ନିର୍ଦ୍ୱନ୍ଦ୍ବରେ ନିର୍ବାଚିତ ହୋଇଥିବା ସଦସ୍ୟମାନଙ୍କ ନାମ ଘୋଷଣା ପରେ କାର୍ଯ୍ୟଭାର ଅଦଳବଦଳ ହୋଇଛି।…
ଅଧିକ ଖବର ଦେଖନ୍ତୁ...

କ୍ୟାପିଟାଲ କ୍ରାଇମ: ଗଣ୍ଡଗୋଳ କରି ୩ ଚିକେନ୍‌ ବେପାରୀ ଗିରଫ

ପୁରୁଣା ଭୁବନେଶ୍ବର: ସୁନ୍ଦରପଦା ହାଟରେ ନିଜ ନିଜ ଭିତରେ ଗଣ୍ଡଗୋଳ କରିବା ଅଭିଯୋଗରେ ଏୟାର୍‌ଫିଲ୍‌ଡ ଥାନା ପୁଲିସ ଦୁଇ ଚିକେନ୍‌ କାଉଣ୍ଟରର ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ସ୍ଥାନୀୟ ଆଜାଦ୍‌ନଗରର ସେକ୍‌ ଇବ୍ରାହିମ୍‌, ତା’ ଭାଇ ସେକ୍‌ ଇସ୍‌ମାଇଲ ଓ ପ୍ରତିପକ୍ଷରୁ ଅମିଦ୍‌ ଖାଁ ଓରଫ୍…
ଅଧିକ ଖବର ଦେଖନ୍ତୁ...

କେନାଲକୁ ଖସିପଡ଼ି ଯୁବକଙ୍କ ମୃତ୍ୟୁ

ବାଲିଅନ୍ତା/ବାଲିଅନ୍ତା ବଜାର: ସ୍ଥାନୀୟ ବେଣ୍ଟପୁର ପଞ୍ଚାୟତ ଅଧୀନ ଦିୱାନପାଟଣା ଗ୍ରାମର ମହେନ୍ଦ୍ର ସାହୁ(୪୫) ଓରଫ କାଳିଆ ଆଜି ଭାରସାମ୍ୟ ହରାଇ କେନାଲକୁ ଖସି ପଡ଼ିଥିଲେ। ବାଲିଅନ୍ତା ଥାନା ପୁଲିସ ସଂକଟାପନ୍ନ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା। ସେଠାରେ…
ଅଧିକ ଖବର ଦେଖନ୍ତୁ...