ଅନୁସନ୍ଧାନ କରୁଥିବା ବର୍ଗ

ମହାନଗର

ବଙ୍କିମ ଚନ୍ଦ୍ର ନାୟକଙ୍କୁ ଏକାମ୍ର ନାଗରିକ ସମ୍ମାନ

ଭୁବନେଶ୍ବର: ଶିଶୁ ସାହିତ୍ୟିକ ତଥା ବରିଷ୍ଠ ସାମ୍ବାଦିକ ବଙ୍କିମ ଚନ୍ଦ୍ର ନାୟକଙ୍କୁ ଏକାମ୍ର ନାଗରିକ ସମ୍ମାନରେ ସମ୍ମାନିତ କରାଯାଇଛି। ଏକାମ୍ର ବରିଷ୍ଠ ନାଗରିକ ସଂଘର ବାର୍ଷିକ ସମାରୋହରେ ଏହି ସମ୍ମାନ ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ଏମ୍‌ସର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶୋକ…
ଅଧିକ ଖବର ଦେଖନ୍ତୁ...

କ୍ୟାପିଟାଲ କ୍ରାଇମ: ବୋଲେରୋରୁ ଚୋରି ଅଭିଯୁକ୍ତ ଗିରଫ

ବାଲିପାଟଣା: ଏକ ବୋଲେରୋରୁ ମ୍ୟୁଜିକ୍‌ ସିଷ୍ଟମ୍‌ ଓ ୫ ହଜାର ଟଙ୍କା ଚୋରି କରିବା ଅଭିଯୋଗରେ ବାଲିପାଟଣା ଥାନା ପୁଲିସ ବେଙ୍ଗବତି ବସ୍ତିର ସଦାମ୍‌ ଖାଁ(୨୩)କୁ ଗିରଫ କରିଛି। ତା’ଠାରୁ ଚୋରି ମ୍ୟୁଜିକ୍‌ ସିଷ୍ଟମ ଜବତ କରାଯାଇଛି। ସୂଚନାନୁଯାୟୀ ୨୬ ତାରିଖ ରାତିରେ ସ୍ଥାନୀୟ ମହୁଖଣ୍ଡାର…
ଅଧିକ ଖବର ଦେଖନ୍ତୁ...

ପେସାଦାର ଲୁଟେରା ସନ୍ତୋଷ ଗିରଫ

ଜଟଣୀ: ଟ୍ରେନ୍‌ ଯାତ୍ରୀଙ୍କଠାରୁ ଲୁଟ୍ କରୁଥିବା ଜଣେ ପେସାଦାର ଲୁଟେରାକୁ କାବୁ କରିଛି ଖୋର୍ଦ୍ଧାରୋଡ୍ ରେଳବାଇ ପୁଲିସ। ଗିରଫ ଅଭିଯୁକ୍ତ ହେଲା ଜଟଣୀ ଲୋକୋ କଲୋନିର ସନ୍ତୋଷ କୁମାର ସିଂ (୩୭)। ତା’ ନିକଟରୁ ଭ୍ୟାନିଟ୍ ବ୍ୟାଗ୍, ଗୋଟିଏ ସୁନା ମଙ୍ଗଳସୂତ୍ର, ମୋବାଇଲ ଫୋନ୍ ଓ ନଗଦ ୭ହଜାର ୫ଶହ…
ଅଧିକ ଖବର ଦେଖନ୍ତୁ...

ରାଣୀ ଲକ୍ଷ୍ମୀଦେବୀଙ୍କ ପ୍ରିୟ ଗାଁ ‘ସୁଖେଇପଲ୍ଲୀ’ରୁ ‘ଲକ୍ଷ୍ମୀସାଗର’

ଗଙ୍ଗବଂଶର ମହାପ୍ରତାପୀ ରାଜା ଅନନ୍ତ ବର୍ମନ ଚୋଡ଼ଗଙ୍ଗ‌ଦେବ ନିଜର ୩ ରାଣୀଙ୍କ ନାମରେ ୩ଟି ପ୍ରମୁଖ ପୋଖରୀ ଖୋଳାଇଥିଲେ। ରାଣୀ କୌଶଲ୍ୟାଙ୍କ ନାମରେ ‘କୌଶଲ୍ୟା ଗାଙ୍ଗ’, ରାଣୀ ଶ୍ୟାମଳୀଙ୍କ ନାମରେ ‘ଶ୍ୟାମଳୀ ଗାଙ୍ଗ’ ଓ ରାଣୀ ଲକ୍ଷ୍ମୀ‌ଦେବୀଙ୍କ ନାମରେ ‘ଲକ୍ଷ୍ମୀସାଗର’। ‘ଗାଙ୍ଗ’ ଓ ‘ସାଗର’…
ଅଧିକ ଖବର ଦେଖନ୍ତୁ...

ଆଜି କର୍ପୋରେସନ ବୈଠକ: ଉଗ୍ରରୂପ ନେଲା ଅଧିକାରୀ-ଜନପ୍ରତିନିଧି ବିବାଦ

ଭୁବନେଶ୍ୱର( ବିବୁଧ ମହାନ୍ତି ): ବିଏମ୍‌ସିରେ ଅଧିକାରୀ-ଲୋକପ୍ରତିନିଧି ବିବାଦ ଉଗ୍ର ରୂପ ନେଇଛି। ଲୋକ ପ୍ରତିନିଧିଙ୍କୁ ସମ୍ମାନ ଦେବାକୁ ସମସ୍ତ ଅଧିକାରୀମାନଙ୍କ ଦୁଇଦିନ ତଳେ କମିସନର ଚିଠି ଲେଖି ଅନୁରୋଧ କରିଥିଲେ ମଧ୍ୟ ତାହାର କିଛି ଫାଇଦା ହୋଇ ନାହିଁ। ଅଧିକାରୀଙ୍କୁ ସମ୍ପୃକ୍ତ ପଦରୁ…
ଅଧିକ ଖବର ଦେଖନ୍ତୁ...

ଆଜି ‘ବିଶ୍ବ ନୃତ୍ୟ ଦିବସ’: ଲୋକନୃତ୍ୟ ନେଇ ଏତେ କୋଳାହଳ, କିନ୍ତୁ ପ୍ରୋତ୍ସାହନ କାହିଁ?

ଭୁବନେଶ୍ବର: ଗୋଟିପୁଅ ହେଉ ଅବା ଛଉ, ଡାଲ୍‌ଖାଇ ବା ପାଇକ ଆଖଡ଼ା...। ଏସବୁ ଲୋକନୃତ୍ୟକୁ ନେଇ ଆମେ ଗର୍ବରେ ଫାଟିପଡ଼ୁ। ଆମର ପ୍ରତି ଜିଲ୍ଲାରେ ଏମିତି ପରମ୍ପରା ଓ ଲୋକକଳାକୁ ଦେଖାଇ ଆମ ସାଂସ୍କୃତିକ ବିବିଧତା ସମ୍ପର୍କରେ ଭାଷଣବାଜି କରୁ। ଦେ‌ଶ ବିଦେଶରେ ଗୋଟିପୁଅ ଓ ଛଉର ପରିବେଷଣ ହେଲେ ଆମ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ବର ଡାଏରି: କର୍ପୋରେଟର୍‌ଙ୍କୁ ଅଧିକାରୀ ମାନିବେ କାହିଁକି?

ବିଏମ୍‌ସି କମିସନର୍‌ଙ୍କ ଏକ ଚିଠି ଏବେ ଚର୍ଚ୍ଚାରେ। କେବଳ ବିଏମ୍‌ସିରେ ନୁହେଁ, ରାଜ୍ୟ ପାୱାର୍‌ କରିଡର୍‌ରେ ବି ଏହାକୁ ନେଇ ଆଲୋଚନା। ଜନପ୍ରତିନିଧିଙ୍କୁ ଯଥୋଚିତ ସମ୍ମାନ ଦେବାକୁ ବିଏମ୍‌ସିର ଅଧିକାରୀ ଓ କର୍ମଚାରୀଙ୍କୁ ତାଗିଦ୍ କରିଛନ୍ତି କମିସନର୍‌। ଜନପ୍ରତିନିଧିଙ୍କ କଥା ନ ଶୁଣିଲେ ଓ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ବର ଡାଏରି: ବିଚିତ୍ର କଳାମଣ୍ଡଳ

ସଂସ୍କୃତି ବିଭାଗ ଗୋଟେ କଳାମଣ୍ଡଳ ନିର୍ମାଣ କରୁଛି। ସୈନିକ ସ୍କୁଲ୍‌ ନିକଟରେ। ୨୦୦୩ରେ ଏହାର ଯୋଜନା ଆରମ୍ଭ ହୋଇଥିଲା। ୧୨ ବର୍ଷ ପରେ ଅର୍ଥାତ ୨୦୧୫ରେ ଶୁଭ ଦିଆଗଲା। ତାହା ପରେ ବି ୮ ବର୍ଷ ଗଲାଣି, କାମ ସରୁନି। ୨୦ ବର୍ଷ ହେଲା କଳାମଣ୍ଡଳ ନାଁ ଶୁଣି ଶୁଣି ଲୋକ ବ୍ୟସ୍ତ ହୋଇପଡ଼ିଲେଣି।…
ଅଧିକ ଖବର ଦେଖନ୍ତୁ...

ସୋଲାର୍‌ ପ୍ୟାନେଲ୍‌ ବ୍ୟବସାୟ ଆଳରେ ୨ ଲକ୍ଷ ଚଳୁ, ଫସିଗଲେ ଇଞ୍ଜିନିୟର

ଭୁବନେଶ୍ବର: ‘ମାଡାମ୍‌, ଆପଣ ଜଣେ ଇଞ୍ଜିନିୟର। କାହିଁକି ଚାକିରି ଖୋଜୁଛନ୍ତି? ସୋଲାର୍‌ ଶକ୍ତି ବ୍ୟବସାୟ କରନ୍ତୁ। ଘରେ ବସି ମାସକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ। ମାତ୍ର ଲକ୍ଷେ ଦୁଇ ଲକ୍ଷ ଟଙ୍କା ନିବେଶ କଲେ ମାସିକ ୧୧ଲକ୍ଷ ଟଙ୍କା ରୋଜଗାର କରିବେ।’ ଜଣେ ମହିଳା…
ଅଧିକ ଖବର ଦେଖନ୍ତୁ...

ବି‌ଜେବି ଛାତ୍ରଙ୍କୁ ଅଣଛାତ୍ର ଆକ୍ରମଣ ମାମଲା: ରିମାଣ୍ଡରେ ୨, ପୁଣି ୨ ଖଣ୍ଡା ଜବତ

ଭୁବନେଶ୍ବର: ଅଣଛାତ୍ରମାନେ ବିଜେବି କଲେଜ ଛାତ୍ରଙ୍କୁ ଆକ୍ରମଣ କରିବା ମାମଲାରେ ସମ୍ପୃକ୍ତ ଦୁଇ ମୁଖ୍ୟ ଅଭିଯୁକ୍ତ ବିକି ନାୟକ ଓ ଦୀପୁ ପ୍ରଧାନକୁ ବଡ଼ଗଡ଼ ଥାନା ପୁଲିସ ରିମାଣ୍ଡରେ ଆଣିଛି। ଦୁଇ ଦିନ ରିମାଣ୍ଡ ପାଇଁ ପୁଲିସ ଆବେଦନ କରିଥିଲେ ବି କୋର୍ଟ ଗୋଟିଏ ଦିନ ପାଇଁ ଅନୁମତି ଦେଇଥିଲେ। ଆଜି…
ଅଧିକ ଖବର ଦେଖନ୍ତୁ...