ଅନୁସନ୍ଧାନ କରୁଥିବା ବର୍ଗ

ମହାନଗର

‘କୋର୍ଟସ୍‌ ଆଣ୍ଡ ହଙ୍ଗର’ ଲୋକାର୍ପିତ

ଭୁବନେଶ୍ୱର: ପ୍ରକୃତି କେବେ ଅନାହାର ସୃଷ୍ଟି କରେ ନାହିଁ। ଅନାହାର ସଂପୂର୍ଣ୍ଣ ଭାବେ ମନୁଷ୍ୟକୃତ। ଗୋଟିଏ ବର୍ଗର ଲୋକେ ଆବଶ୍ୟକତାଠାରୁ ଅଧିକ ପରିମାଣର ଖାଦ୍ୟ ପଦାର୍ଥ ସାଇତି ରଖିବା ଦ୍ବାରା ସମାଜରେ ଏ ବିଷମ ପରିସ୍ଥିତି ସୃଷ୍ଟି ହୋଇଥାଏ। ରାଜ୍ୟ ଯେତେ ବିକଶିତ ହେଲେ ମଧ୍ୟ କେବିକେ ଅଞ୍ଚଳରୁ…
ଅଧିକ ଖବର ଦେଖନ୍ତୁ...

‘ସାର୍‌ ଓଡ଼ିଆ’ ତରଫରୁ ମିଟ୍‌ଅପ୍‌-୨୦୨୩

ଭୁବନେଶ୍ବର: ଭୁବନେଶ୍ବରରେ ‘ସାର୍‌ ଓଡ଼ିଆ’ ତରଫରୁ ମିଟ୍‌-ଅପ୍‌ ୨୦୨୩ ଆୟୋଜିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୁବ ବୈଜ୍ଞାନିକ ଦୁର୍ଲଭ କୁମାର, ସାର୍‌ ଓଡ଼ିଆର ଅଧ୍ୟକ୍ଷ ସୁଜିତ୍‌ କୁମାର ବାରିକ, ସମ୍ମାନିତ ଅତିଥି ଭାବେ ସୁଶାନ୍ତ ପରିଡ଼ା, ସତ୍ୟାନନ୍ଦ ଦଳାଇ, ମନୋରଞ୍ଜନ ମିଶ୍ର,…
ଅଧିକ ଖବର ଦେଖନ୍ତୁ...

ଶ୍ୱେତ ସଂକେତର ସମାବର୍ତ୍ତନ ସମାରୋହ

ଭୁବନେଶ୍ୱର: ଶ୍ୱେତ ସଂକେତର ୩୫ତମ ସମାବର୍ତ୍ତନ ସମାରୋହ ବୁଦ୍ଧ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଷ୍ଟ୍ରୀୟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ତିରୁପତିର ପ୍ରାକ୍ତନ କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ ସତ୍‌ ସଂକଳ୍ପ, ରସିକତା ଓ ଭାବାବେଗ ବିନା…
ଅଧିକ ଖବର ଦେଖନ୍ତୁ...

ସିନେକ୍ରିଟିକ୍‌ର ‘ସୀତା ବିବାହ ଦିବସ’: ମୌଳିକ କଥାବସ୍ତୁକୁ ନେଇ ପ୍ରସ୍ତୁତ ହେଉ ଓଡ଼ିଆ ଚଳଚ୍ଚିତ୍ର

ଭୁବନେଶ୍ୱର: ମୌଳିକ କଥାବସ୍ତୁ ଉପରେ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରାଗଲେ, ତାହାର ଦୀର୍ଘସ୍ଥାୟୀ ପ୍ରଭାବ ଅନୁଭୂତ ହେବା ସହ ଦର୍ଶକମାନଙ୍କ ଦ୍ୱାରା ବିଶେଷ ଭାବେ ଆଦୃତ ହୋଇପାରିବ। ଏ ଦିଗରେ ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ଓ ନିର୍ଦ୍ଦେଶକମାନେ ଆଗଭର ହୁଅନ୍ତୁ ବୋଲି ‘ସୀତା ବିବାହ ଦିବସ’…
ଅଧିକ ଖବର ଦେଖନ୍ତୁ...

ଜଟଣୀ ଲୟର୍ସ ଆସୋସିଏସନର ମଧୁ ଜୟନ୍ତୀ

ଜଟଣୀ: ଜଟଣୀ ଲୟର୍ସ ଆସୋସିଏସନ୍ ପକ୍ଷରୁ ନିଜସ୍ୱ କାର୍ଯ୍ୟାଳୟଠାରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ସଂଘର ସଭାପତି କାହ୍ନୁଚରଣ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜୀବୀ କୈଳାସ ଚନ୍ଦ୍ର ଶର୍ମା, ମୁଖ୍ୟବକ୍ତା ଭାବେ…
ଅଧିକ ଖବର ଦେଖନ୍ତୁ...

ବିଭିନ୍ନ ସ୍ଥାନରେ ମଧୁବାବୁଙ୍କ ଜୟନ୍ତୀ: ମଧୁବାବୁଙ୍କ ଜୀବନ ଦର୍ଶନ ସହିତ ଓକିଲ ଦିବସର ତାତ୍ପର୍ଯ୍ୟ ରହିଛି

ଜଟଣୀ: ଜଟଣୀ ଓକିଲ ସଂଘ ପକ୍ଷରୁ କୋର୍ଟ ପରିସରରେ ସଭାପତି ନିରଞ୍ଜନ ପଣ୍ଡାଙ୍କ ସଭାପତିତ୍ବରେ ମଧୁ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ ଓଡ଼ିଶା ଲୋକାୟୁକ୍ତର ବିଚାରପତି ବିଜୟ କୁମାର ନାୟକ ମୁଖ୍ୟ ଅତିଥି, ଐତିହାସିକ ତଥା ଲେଖକ ସତ୍ୟବାଦୀ ବଳିଆରସିଂ ମୁଖ୍ୟବକ୍ତା ଏବଂ ଅବସରପ୍ରାପ୍ତ ଜିଲ୍ଲାଜଜ୍‌…
ଅଧିକ ଖବର ଦେଖନ୍ତୁ...

ମଧୁବାବୁ ଥିଲେ ଓଡ଼ିଆ ଜାତିର ଅସ୍ମିତା

ଜଟଣୀ: ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଭୂମିକା ଅତୁଳନୀୟ। ସେ ଓଡ଼ିଆ ଜାତିର ଅସ୍ମିତା। ତାଙ୍କୁ ଭାରତରତ୍ନ ଦିଆଯିବା ସହ ଜଟଣୀ କୋର୍ଟ ପରିସରରେ ତାଙ୍କର ଏକ ପ୍ରତିମୂର୍ତ୍ତି ସ୍ଥାପନ କରାଯାଉ। ଉତ୍କଳ ଗୌରବଙ୍କ ଜୟନ୍ତୀ ଅବସରରେ ‘ସମ୍ବାଦ-ଆମ ଓଡ଼ିଶା’…
ଅଧିକ ଖବର ଦେଖନ୍ତୁ...

‘ପାରିବାରିକ ଏକତାର ମୂଳଦୁଆ ଓଡ଼ିଶାରୁ ପଡ଼ିଛି’

ଭୁବନେଶ୍ବର: ‘ଉତ୍କଳ ବିଶ୍ବବିଦ୍ୟାଳୟ’ ଓ ‘ଇନଷ୍ଟିଚ୍ୟୁଟ୍‌ ଅଫ ମିଡିଆ ଷ୍ଟଡିଜ୍‌’ ପକ୍ଷରୁ ଆୟୋଜିତ ଦୁଇ ଦିନିଆ ଜାତୀୟ ସଂହତି ଓ ସଂସ୍କୃତି ଉତ୍ସବ ତଥା ‘ଉତ୍ସବ ଓଡ଼ିଶା’ ଆଜି ଉଦ୍‌ଯାପିତ ହୋଇଯାଇଛି। ବିଶ୍ବବିଦ୍ୟାଳୟର ଏମ୍‌କେସିଜି ଅଡିଟୋରିୟମ୍‌ରେ ଆୟୋଜିତ ଏହି ଉତ୍ସବରେ ଗୁଜରାଟର ପୂର୍ବତନ…
ଅଧିକ ଖବର ଦେଖନ୍ତୁ...

ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କଲେ ପ୍ରବୀଣ ତୋଗାଡ଼ିଆ

ପୁରୁଣା ଭୁବନେଶ୍ୱର: ଓଡ଼ିଶାଗସ୍ତ ଅବସରରେ ବିଶ୍ବ ହିନ୍ଦୁ ପରିଷଦର ବରିଷ୍ଠ ନେତା ପ୍ରବୀଣ ଭାଇ ତୋଗାଡ଼ିଆ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିଛନ୍ତି। ମନ୍ଦିରରେ ପହଞ୍ଚି ସେ ପ୍ରଥମେ ଶ୍ରୀଗଣେଶଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ଏହାପରେ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିଥିଲେ। ଏହି…
ଅଧିକ ଖବର ଦେଖନ୍ତୁ...

‘ୟଙ୍ଗ୍‌ ଆଣ୍ଡ୍‌ ଫିଟ୍‌ @ ୬୦’ ଲୋକାର୍ପିତ

ଭୁବନେଶ୍ବର: ମଣିଷ ପୃଥିବୀକୁ ଆସିଥିବାର କାରଣ ବୁଝିପାରେ ନାହିଁ ବୋଲି ସେ କେବେ ଶାନ୍ତି ପାଇପାରେ ନାହିଁ। ନିଜ ଭିତରେ ଓ ପାଖରେ ଥିବା ଲୋକଙ୍କ ଗୁରୁତ୍ବ ବୁଝି ନପାରି, ପାଖରେ ନଥିବା ବସ୍ତୁକୁ ନେଇ ଅଧିକ ଚିନ୍ତା କରେ। ଏହା ତାକୁ ଅଶାନ୍ତି ଭିତରକୁ ଟାଣି ନିଏ। ଫଳରେ ସେ ସୁସ୍ଥ ରହିବାରୁ…
ଅଧିକ ଖବର ଦେଖନ୍ତୁ...