ବଙ୍କିମ ଚନ୍ଦ୍ର ନାୟକଙ୍କୁ ଏକାମ୍ର ନାଗରିକ ସମ୍ମାନ

ଭୁବନେଶ୍ବର: ଶିଶୁ ସାହିତ୍ୟିକ ତଥା ବରିଷ୍ଠ ସାମ୍ବାଦିକ ବଙ୍କିମ ଚନ୍ଦ୍ର ନାୟକଙ୍କୁ ଏକାମ୍ର ନାଗରିକ ସମ୍ମାନରେ ସମ୍ମାନିତ କରାଯାଇଛି।

ଏକାମ୍ର ବରିଷ୍ଠ ନାଗରିକ ସଂଘର ବାର୍ଷିକ ସମାରୋହରେ ଏହି ସମ୍ମାନ ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ଏମ୍‌ସର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶୋକ ମହାପାତ୍ର, ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ବରିଷ୍ଠ ପ୍ରଶାସକ ହୃଷୀକେଶ ତ୍ରିପାଠୀ, ସମାଜସେବୀ ରାଜେନ୍ଦ୍ର ସମର୍ଥା, ସଂଘର ସଂପାଦକ ଧୀରେନ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର