ଅନୁସନ୍ଧାନ କରୁଥିବା ବର୍ଗ

ମହାନଗର

ବିନ୍ଦୁସାଗର ସଫେଇ କଲା ମୁରବି ମହାମଞ୍ଚ

ଭୁବନେଶ୍ୱର: ବିଶ୍ୱ ଐତିହ୍ୟ ସପ୍ତାହର ଶେଷ ଦିବସରେ ଆଜି ଏକାମ୍ର କ୍ଷେତ୍ରରେ ମୁରବି ମହାମଞ୍ଚ ପକ୍ଷରୁ ପରିବେଶ ଓ ଜଳ ସୁରକ୍ଷା ଅଭିଯାନ ଆରମ୍ଭ ହୋଇଛି। ମୁରବି ମହାମଞ୍ଚ ଓ ସାହାଯ୍ୟ ଅନୁଷ୍ଠାନ ପକ୍ଷରୁ ଲୋକଙ୍କୁ ସଚେତନ କରିବା କାର୍ଯ୍ୟ ଆରମ୍ଭ ହୋଇଛି। ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରା…
ଅଧିକ ଖବର ଦେଖନ୍ତୁ...

ଭ୍ରାମ୍ୟମାଣ ପାନୀୟ ଜଳ ସେବା କେନ୍ଦ୍ରର ଶୁଭାରମ୍ଭ

ଭୁବନେଶ୍ବର: ଓସେଡୋ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଏକ ଭ୍ରାମ୍ୟମାଣ ପାନୀୟ ଜଳ ଯୋଗାଣ ସେବା କେନ୍ଦ୍ରର ଶୁଭାରମ୍ଭ କରାଯାଇଛି। ଭୁବନେଶ୍ବର ବୈକୁଣ୍ଠସରଣୀସ୍ଥିତ ଏକାମ୍ର ସତ୍ୟସେବାଶ୍ରମ ପରିସରରେ ବାବାଜୀ ବାଳକାନନ୍ଦ ଦାସ, ଭାରତ ସେବାଶ୍ରମ ସଂଘ ଭୁବନେଶ୍ବର ଶାଖାର ସନ୍ନ୍ୟାସୀ ସ୍ୱାମୀ…
ଅଧିକ ଖବର ଦେଖନ୍ତୁ...

କିଟ୍‌, କିସ୍‌ରେ ରାଜ୍ୟପାଳ ଓ ଆର୍‌ଏସ୍ଏସ୍‌ କର୍ମକର୍ତ୍ତା: ସଶକ୍ତ ରାଷ୍ଟ୍ରଗଠନର ମନ୍ତ୍ର ଦେଲେ

ଚନ୍ଦ୍ରଶେଖରପୁର: ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଓ ଆର୍‌ଏସ୍‌ଏସ୍‌ର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଇନ୍ଦ୍ରେଶ କୁମାର କିଟ୍‌ ଏବଂ କିସ୍‌ ପରିଦର୍ଶନରେ ଆସିଥିଲେ। ଏଭଳି ଶିକ୍ଷାନୁଷ୍ଠାନକୁ ଗଢ଼ିଥିବା ପ୍ରତିଷ୍ଠାତା ଓ ତାଙ୍କ ସହ ଜଡ଼ିତ ସମସ୍ତଙ୍କୁ ସେମାନେ ଧନ୍ୟବାଦ ଦେବା ସହ…
ଅଧିକ ଖବର ଦେଖନ୍ତୁ...

କଟକର ୨ ଯୁବକଙ୍କୁ ରାସ୍ତାରେ ପିଟି‌ବା ମାମଲା: ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଭୁବନେଶ୍ବର: ଗତକାଲି ସନ୍ଧ୍ୟା ୬ଟା ବେଳେ ୟୁନିଟ୍‌- ୩ ଚାର୍ଲି ହୋଟେଲ ସମ୍ମୁଖ ରାସ୍ତାରେ କଟକର ୨ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ବାଡ଼େଇବା ଘଟଣାରେ ଖାରବେଳନଗର ଥାନା ପୁଲିସ ୪ ଜଣଙ୍କୁ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ୟୁନିଟ୍‌-୩ ଅଞ୍ଚଳରେ ରହି ହୋଟେଲ ବ୍ୟବସାୟ କରୁଥିବା ଗୁଜରାଟ…
ଅଧିକ ଖବର ଦେଖନ୍ତୁ...

ଶିକ୍ଷାକୁ ଜୀବନାଭିମୁଖୀ କରିଛି ନୂତନ ଶିକ୍ଷାନୀତି

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ‘ମହାବିଦ୍ୟାଳୟ ବିକାଶ ପରିଷଦ’ ପକ୍ଷରୁ ଅଧ୍ୟକ୍ଷ ସମ୍ମିଳନୀ ଓ ନୂତନ ଶିକ୍ଷାନୀତି ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଶା ଉଚ୍ଚଶିକ୍ଷା ପରିଷଦର ସଦସ୍ୟ ପ୍ରଫେସର୍‌ ଅତନୁ ପତି ମୁଖ୍ୟବକ୍ତା ଭାବେ…
ଅଧିକ ଖବର ଦେଖନ୍ତୁ...

ଜି-୨୦ ସମ୍ମିଳନୀ ପାଇଁ କମିସନରେଟ୍‌ ପୁଲିସର କଡ଼ା ସୁରକ୍ଷା: ଦାୟିତ୍ବରେ ୧୬୦ ଅଧିକାରୀ, ୨୨ ପ୍ଲାଟୁନ୍‌ ପୁଲିସ୍‌

ଭୁବନେଶ୍ବର: ଆସନ୍ତାକାଲି ଅର୍ଥାତ ବୁଧବାର ଠାରୁ ଅନୁଷ୍ଠିତ ହେବ ଜି-୨୦ ସମ୍ମିଳନୀ। ବିଭିନ୍ନ ଦେଶର ପ୍ରତିନିଧି ଦଳ ରାଜଧାନୀରେ ପହଞ୍ଚି ସାରିଛନ୍ତି। ଏହି ସମ୍ମିଳନୀ ବୁଧବାର ଆଇଏମ୍‌ଏମ୍‌ଟିରେ ହେବାକୁ ଥିବା ବେଳେ ୨୭ ଓ ୨୮ ତାରିଖରେ ମେ’ ଫେୟାରରେ ଅନୁଷ୍ଠିତ ହେବ। ଏଥିପାଇଁ କମିସନରେଟ ପୁଲିସ…
ଅଧିକ ଖବର ଦେଖନ୍ତୁ...

ବରିଷ୍ଠ ନାଗରିକଙ୍କୁ ଡିଜିଟାଲ୍ ପ୍ରଶିକ୍ଷଣ

ଭୁବନେଶ୍ବର: ବର୍ତ୍ତମାନ ସମାଜରେ ଅଧିକାଂଶ ବରିଷ୍ଠ ନାଗରିକ ଡିଜିଟାଲ ଜ୍ଞାନକୌଶଳ ବିଷୟରେ ଅନଭିଜ୍ଞ। ଏହାଦ୍ବାରା ଅନେକ ଠକାମିର ଶିକାର ହେଉଛନ୍ତି। ଘରେ ବସି ଯେଉଁ କାମ ଅନାୟାସରେ ମୋବାଇଲ୍ ଦ୍ୱାରା ସମ୍ପାଦିତ ହୋଇପାରନ୍ତା, ବୟସ୍କ ବ୍ୟକ୍ତିମାନଙ୍କୁ ସେଥିପାଇଁ ବିଭିନ୍ନ ଦପ୍ତରରେ ଧାଡ଼ି…
ଅଧିକ ଖବର ଦେଖନ୍ତୁ...

ଆପୋଲୋ ହସ୍ପିଟାଲ୍‌ରେ ଅଗ୍ନିଶମ ପକ୍ଷରୁ ମକ୍‌-ଡ୍ରିଲ୍‌

ଭୁବନେଶ୍ୱର: ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଓ ଅଗ୍ନିଶମ ବିଭାଗ ପକ୍ଷରୁ ଆପୋଲୋ ହସ୍ପିଟାଲ ପରିସରରେ ଏକ ମକ୍‌-ଡ୍ରିଲ୍‌ ଅନୁଷ୍ଠିତ ହୋଇଯାଇଛି। ହସ୍ପିଟାଲରେ ନିଆଁ ଲାଗିଲେ କିପରି ନିୟନ୍ତ୍ରଣ କରାଯାଇପାରିବ, ସେ ସଂପର୍କରେ…
ଅଧିକ ଖବର ଦେଖନ୍ତୁ...

କୃପାନେତ୍ର ପକ୍ଷରୁ ସାହିତ୍ୟ ସଭା ଓ ଜୟଦେବ ଜୟନ୍ତୀ

ବାଲିପାଟଣା: ତ୍ରୟୋମାସିକ ଶିଶୁ କିଶୋର ପତ୍ରିକା ‘କୃପାନେତ୍ର’ ପକ୍ଷରୁ ଭକ୍ତକବି ଶ୍ରୀ ଜୟଦେବଙ୍କ ଜୟନ୍ତୀ ଅବସରରେ ଏକ ସାହିତ୍ୟ ସଭା ଓ କବିତା ପଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। କେନ୍ଦୁବିଲ୍ବସ୍ଥିତ ଶ୍ରୀଜୟଦେବଙ୍କ ପର୍ଯ୍ୟଟନପୀଠରେ ଏକ ନିରାଡ଼ମ୍ବର ଉତ୍ସବରେ‌‌‌ ପ୍ରେରଣା ଇଣ୍ଟରନ୍ୟାସନାଲ୍…
ଅଧିକ ଖବର ଦେଖନ୍ତୁ...

ଜି-୨୦ ସମ୍ମିଳନୀ ଲାଗି ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯିବ: ପୁଲିସ କମିଶନର

ଭୁବନେଶ୍ବର: ଜି-୨୦ ସମ୍ମିଳନୀ ନେଇ ସୁରକ୍ଷା ବ୍ୟବସ୍ଥା ସଂପର୍କରେ ଆଜି ଏକ ବି‌ଶେଷ ବୈଠକ ଅନୁଷ୍ଠିତ ହୋଇଥିଲା। ଏନେଇ ପୁଲିସ କମିଶନର ସୌମେନ୍ଦ୍ର ପିୟଦର୍ଶୀ ସୂଚନା ଦେଇ କହିଛନ୍ତି, ଜି-୨୦ ସମ୍ମିଳନୀ ପାଇଁ ନିରାପତ୍ତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦିଗ। ଯେଉଁ ସବୁ ପ୍ରୋଟୋକଲ ରହିଛି, ଜି-୨୦…
ଅଧିକ ଖବର ଦେଖନ୍ତୁ...