ଅନୁସନ୍ଧାନ କରୁଥିବା ବର୍ଗ

ମହାନଗର

ମିଳୁନି ଜମିପଟ୍ଟା, ବ୍ୟାପକ ଜବରଦଖଲ

ଖଣ୍ଡଗିରି: ବିଏମ୍‌ସିର ୨୪ ନମ୍ବର ୱାର୍ଡ ଏକ ଜନବହୁଳ ଅଞ୍ଚଳ। ଚାରି ଚାରିଟି ସ୍ଥାୟୀ କଲୋନି ସାଙ୍ଗକୁ ଦୁଇଟି ବଡ଼ବଡ଼ ବସ୍ତି ଏହି ୱାର୍ଡରେ ରହିଛି। ସ୍ବାଭାବିକ ଭାବେ ବସ୍ତିରେ ଅନେକ ଛୋଟବଡ଼ ସମସ୍ୟା ରହିବା କଥା, ରହିଛି। କିନ୍ତୁ ଏଠାରେ ସ୍ଥାୟୀ କଲୋନିରେ ରହିଛି ଜମି ପଟ୍ଟା ସମସ୍ୟା।…
ଅଧିକ ଖବର ଦେଖନ୍ତୁ...

ଆଜିଠୁ ଆରମ୍ଭ ହେଲା ଏସଇବିସି ସର୍ଭେ: ବିଜେପିର ଅଭିଯୋଗ ଉପରେ ସ୍ପଷ୍ଟୀକରଣ ରଖିଲେ ମନ୍ତ୍ରୀ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ଏସଇବିସି ସର୍ଭେ। ସାରା ରାଜ୍ୟର ଏହି ସର୍ଭେ ଚାଲିଛି। ଏନେଇ ଭୁବନେଶ୍ୱର ମେୟର ସୁଲୋଚନା ଦାସ ସୂଚନା ଦେଇ କହିଛନ୍ତି, ଭୁବନେଶ୍ୱରର ୭୦ ସ୍କୁଲର ୧୦୧ଟି ସେଣ୍ଟର୍ ରେ ହେଉଛି ସର୍ଭେ। ଭୋଟର ଆଇ କାର୍ଡ, ପାସପୋର୍ଟ, ପ୍ୟାନ କାର୍ଡ, ଆଧାର କାର୍ଡ ମଧ୍ୟରୁ ଯେ…
ଅଧିକ ଖବର ଦେଖନ୍ତୁ...

ରାଜଧାନୀରେ ଚାଞ୍ଚଲ୍ୟ: ବାଥରୁମରୁ ମିଳିଲା ମହିଳାଙ୍କ ଗଳିତ ଶବ

ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ। ବାଥରୁମରୁ ମିଳିଲା ଜଣେ ମହିଳାଙ୍କ ଗଳିତ ଶବ। ଭରତପୁର ଥାନା ଅନ୍ତର୍ଗତ ପଣ୍ଡା କୁଦିଆ ବସ୍ତିରୁ ଏହି ମୃତଦେହ ଉଦ୍ଧାର ହୋଇଛି। ବିଳମ୍ବିତ ରାତିରେ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପୁଲିସ ପଠାଇଥିବା ଜଣାଯାଇଛି। ମୃତ ମହିଳାଙ୍କ ନାଁ ମିନତି…
ଅଧିକ ଖବର ଦେଖନ୍ତୁ...

ଖୋଳାଖୋଳିର ଗାଁ ପଟିଆ, ଡମଣା

ଚନ୍ଦ୍ରଶେଖରପୁର: ବିଏମ୍‌ସିର ୩ ନମ୍ବର ୱାର୍ଡରେ ଥିବା ପଟିଆଗଡ଼ ଓ ଡମଣା ଗାଁକୁ ଏବେ ସହରୀ ସଭ୍ୟତା ପ୍ରବେଶ କରିଛି। ଲୋକଙ୍କ ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ ଆସିଛି। ଦିନେ ଗାଁ ପରିବେଶ ଥିବା ଏହି ୱାର୍ଡରେ ଏବେ ମାଳମାଳ ଆପାର୍ଟମେଣ୍ଟ। ଯୁଆଡ଼େ ଚାହିଁଲେ କେବଳ କୋଠା। ଏବେ ଆଉ ଗାଁ…
ଅଧିକ ଖବର ଦେଖନ୍ତୁ...

ବରପୁତ୍ରଙ୍କୁ ସମ୍ମାନ ଏମିତି! ଅଳିଆଗଦାରେ ମଳିନ ପ୍ରତିମୂର୍ତ୍ତି

ଭୁବନେଶ୍ୱର: ରାଜଧାନୀର ପ୍ରାୟ ସବୁ ପ୍ରମୁଖ ଛକରେ ରହିଛି ଉତ୍କଳର ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି। କିନ୍ତୁ କିଛି ହାତଗଣତି ଛକକୁ ବାଦ୍‌ ଦେଲେ ବହୁ ଛକରେ ମହାମନୀଷୀମାନଙ୍କ ପ୍ରତିମୂର୍ତ୍ତିଗୁଡ଼ିକ ବେଶ୍ ଅଲୋଡ଼ା ଅବସ୍ଥାରେ ଅଛନ୍ତି। ଅଳିଆଗଦାରେ ମଳିନ ପ୍ରତିମୂର୍ତ୍ତି ସବୁ ନିର୍ବିକାର ଭାବେ…
ଅଧିକ ଖବର ଦେଖନ୍ତୁ...

ବିକାଶ: କିଛି ହୋଇଛି, ଅନେକ ବାକି ଅଛି

ଜଟଣୀ: ଜଟଣୀ ପୌରପାଳିକାର ୨୩ନଂ ୱାର୍ଡ ଏକ ପ୍ରମୁଖ ଅଞ୍ଚଳ ଭାବେ ଜଣାଶୁଣା। ଏହି ୱାର୍ଡ ଅଧୀନରେ କୁଦିଆରୀ, ରଣସିଂହସାହି, ନୀଳମାଧବ ସାହି, ମହତାବ ନଗର-୧, ମହତାବ ନଗର-୨, ସୁନ୍ଦରାସାହି, ହରିଜନ ସାହି, ପଥରଚକଡ଼ା ସାହି ଆଦି ଅଞ୍ଚଳ ରହିଛି। କିନ୍ତୁ ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ଏହି ୱାର୍ଡରେ…
ଅଧିକ ଖବର ଦେଖନ୍ତୁ...

ଫୋନ୍‌-ଇନ୍‌-ପ୍ଲିଜ୍‌: ସାମାଜିକ ଗଣମାଧ୍ୟମ ସ୍ବଚ୍ଛ ଓ ନିରପେକ୍ଷ ହେଉ

ସାଂପ୍ରତିକ ସମାଜରେ ସାମାଜିକ ଗଣମାଧ୍ୟମ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମର ଗୁରୁତ୍ବ କମିନଥିଲେ ମଧ୍ୟ ଲୋକମାନେ ଅଧିକ ସାମାଜିକ ଗଣମାଧ୍ୟମ ଉପରେ ନିର୍ଭର କରୁଛନ୍ତି। ମାତ୍ର ଏହାର ଅପବ୍ୟବହାର ହେଉଥିବା ଅନେକ ନଜିର ରହିଛି। ସାମାଜିକ ଗଣମାଧ୍ୟମ ଧୁଆ ମୂଳା…
ଅଧିକ ଖବର ଦେଖନ୍ତୁ...

ବିନ୍ଦୁସାଗର କୂଳ‌ରେ ଜମୁଛି ଭିଡ଼ : ଚନ୍ଦନ ଯାତ୍ରା ସାଙ୍ଗକୁ ମ୍ୟୁଜିକାଲ ଫାଉଣ୍ଟେନ୍‌ର ମଜା

ପୁରୁଣା ଭୁବନେଶ୍ୱର: ମା’ ପାର୍ବତୀ ଓ ଅନ୍ୟ ଦେବଦେବୀଙ୍କ ସହ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଆଡ଼ମ୍ବରପୂର୍ଣ୍ଣ ଶୋଭାଯାତ୍ରା ଏବଂ ଚାପଖେଳର ମନୋରମ ଦୃଶ୍ୟ, ପ୍ରତି ଅପରାହ୍‌ଣରେ ବହୁ ଭକ୍ତଙ୍କୁ ବିନ୍ଦୁସାଗର କୂଳକୁ ଟାଣି ଆଣୁଛି। ଦେବ‌ଦେବୀଙ୍କ ଚାପଖେଳ ସାଙ୍ଗକୁ ମ୍ୟୁଜିକାଲ୍‌ ଫାଉଣ୍ଟେନ୍‌ ଓ…
ଅଧିକ ଖବର ଦେଖନ୍ତୁ...

କଳାମଣ୍ଡଳ ନିର୍ମାଣ ଶେଷ ପର୍ଯ୍ୟାୟରେ, ଜୁଲାଇ ସୁଦ୍ଧା ଖୋଲିବାକୁ ଯୋଜନା

ଭୁବନେଶ୍ବର : ବହୁ ପ୍ରତୀକ୍ଷିତ କଳାମଣ୍ଡଳର ନିର୍ମାଣ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଉତ୍କଳ ଦିବସ ଅର୍ଥାତ ଏପ୍ରିଲ ୧ ତାରିଖକୁ କଳାମଣ୍ଡଳ ଉଦ୍‌ଘାଟନ ହେବ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତାରିଖ ଧାର୍ଯ୍ୟ କରିଥିଲେ ସୁଦ୍ଧା ତାହା ହୋଇପାରିଲା ନାହିଁ। ଏଣୁ…
ଅଧିକ ଖବର ଦେଖନ୍ତୁ...

ପୁଲିସ୍‌ ପଞ୍ଝାରେ ଅନ୍ତଃରାଜ୍ୟ ବାଇକ୍‌ ଲୁଟେରା ଗ୍ୟାଙ୍ଗ୍‌

ଭୁବନେଶ୍ବର: କ୍ୟାପିଟାଲ ଥାନା ପୁଲିସ ଆଜି ଏକ ଅନ୍ତଃରାଜ୍ୟ ବାଇକ୍‌ ଚୋର ଗ୍ୟାଙ୍ଗ୍‌କୁ ଠାବ କରିଛି। ଗ୍ୟାଙ୍ଗ୍‌ର ୪ ଲୁଟେରାଙ୍କୁ ଗିରଫ କରିଛି। ସେମାନେ ହେଲେ, ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ୍‌ ସାମନ୍ତରାପୁର ଅଞ୍ଚଳର ଏସ୍‌. ସୁକାନ୍ତ ରେଡ୍ଡୀ(୩୭), ପଶ୍ଚିମବଙ୍ଗର ସୌମିତ୍ର ଦାସ(୩୮), ଗୁନଧର…
ଅଧିକ ଖବର ଦେଖନ୍ତୁ...