ଅନୁସନ୍ଧାନ କରୁଥିବା ବର୍ଗ

ମହାନଗର

ଦୁଇଦିନିଆ ଲୋକ ମହୋତ୍ସବ ଉଦ୍‌ଘାଟିତ

ଭୁବନେଶ୍ବର: ‘କଳାଞ୍ଜଳି ଆର୍ଟିଷ୍ଟ ଟ୍ରଷ୍ଟ୍‌’ ପକ୍ଷରୁ ଦୁଇଦିନିଆ ‘ଲୋକ ମହୋତ୍ସବ’ ଆଜି ସନ୍ଧ୍ୟା‌ରେ ଉତ୍କଳ ମଣ୍ଡପରେ ଉଦ୍‌ଘାଟିତ ହୋଇଯାଇଛି। ସମୃଦ୍ଧ କଳାରେ ପରିପୂର୍ଣ୍ଣ ଉତ୍କଳ ଭୂମିରେ ଲୋକକଳାର ବିକାଶ ନିମନ୍ତେ ଅନୁଷ୍ଠାନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିଲା। ଏଥି‌ରେ ଓଡ଼ିଶାର…
ଅଧିକ ଖବର ଦେଖନ୍ତୁ...

ଗର୍ଭବତୀ ମହିଳାଙ୍କ ପାଇଁ ଛୁଟି ଅବଧି ବଢ଼ାଯାଉ

ଭୁବନେଶ୍ୱର: କାର୍ଯ୍ୟକ୍ଷେତ୍ରରେ ବୃତ୍ତିଗତ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେବା ଏକ ସାଧାରଣ କଥା। କିନ୍ତୁ ଏ ବିଷୟରେ ଅଧିକ ଆଲୋଚନା କରାଯାଉନାହିଁ। ନିଯୁକ୍ତିଦାତାମାନେ ଏକଥା ବୁଝିବା ଉଚିତ ଯେ କର୍ମକ୍ଷେତ୍ରରେ ଦେଖାଯାଉଥିବା ବିଭିନ୍ନ ବିପଦ ସଂପର୍କରେ କର୍ମଚାରୀଙ୍କୁ ସଚେତନ କରାଯାଇପାରିଲେ,…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ବରକୁ ଜେଏଚ୍‌ବିଡିପିଏଲ୍‌ ସହ ଯୋଡ଼ିଲା ଗେଲ୍‌

ଭୁବନେଶ୍ବର: ଭୁବନେଶ୍ବର ସହରକୁ ପ୍ରାକୃତିକ ଗ୍ୟାସ ଯୋଗାଣ କ୍ଷେତ୍ରରେ ଗ୍ୟାସ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ (ଗେଲ୍‌) ଆଜି ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ସଂପାଦନ ହୋଇଛି। ଜଗଦୀଶପୁର-ହଳଦିଆ ଏବଂ ବୋକାରୋ ଧାମରା ପାଇପଲାଇନ୍‌ (ଜେଏଚ୍‌ବିଡିପିଏଲ‌୍) ପ୍ରକଳ୍ପ ସହିତ ଭୁବନେଶ୍ବର ସହରର…
ଅଧିକ ଖବର ଦେଖନ୍ତୁ...

ଭିଡିଓ ଭାଇରାଲ୍‌ ଧମକ ଦେଇ ମହିଳାଙ୍କୁ ବ୍ଲାକମେଲ୍‌, ସଂପର୍କୀୟ ଭାଇ ଗିରଫ

ଭୁବନେଶ୍ବର: ଅନ୍ତରଙ୍ଗ ଭିଡିଓ ଭାଇରାଲ କରିବାକୁ ଧମକ ଦେଇ ଜଣେ ଯୁବତୀଙ୍କୁ ବ୍ଲାକମେଲ୍‌ କରି ଆସୁଥିବା ସଂପର୍କୀୟ ଭାଇକୁ ମହିଳା ଥାନା ପୁଲିସ୍‌ ଗିରଫ କରିଛି। ସେ ହେଲା, ତମାଣ୍ ଡୋ କଳିଙ୍ଗ ବିହାର ଅଞ୍ଚଳର ବେଣୁଧର ବେହେରା(୩୧)। ତେବେ ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ ଅନନ୍ତ ପ୍ରସାଦ ସେଠୀକୁ…
ଅଧିକ ଖବର ଦେଖନ୍ତୁ...

ଟ୍ରେନ୍‌ରୁ ନବଜାତକ ଉଦ୍ଧାର

ଜଟଣୀ: ଖୋର୍ଦ୍ଧାରୋଡ୍‌ ରେଳ ଷ୍ଟେସନ୍‌ର ୧ ନମ୍ବର ପ୍ଲାଟଫର୍ମ‌ରେ ଲାଗିଥିବା ସତ୍ୟସାଇ ପ୍ରଶାନ୍ତି ନୀଳୟମ୍‌ ଏକ୍ସପ୍ରେସ୍‌ରୁ ଆଜି ସକାଳେ ଏକ ନବଜାତ ଶିଶୁପୁତ୍ରକୁ ଆରପିଏଫ୍ ପୁଲିସ ଉଦ୍ଧାର କରିଛି। ତିରୁପତିରୁ ହାୱଡା ଯାଉଥିବା ଏହି ଟ୍ରେନ୍‌ର ଜେନେରାଲ ବଗି ଟଏଲେଟ୍ ଡୋର୍‌ ପାଖରେ ଶିଶୁଟି…
ଅଧିକ ଖବର ଦେଖନ୍ତୁ...

ବାଲିପାଟଣା ଆଇଆଇସିଙ୍କ ବିରୋଧରେ ମହିଳା ଥାନାରେ ଅଭିଯୋଗ

ବାଲିପାଟଣା: ପାରିବାରିକ ବିବାଦକୁ ନେଇ ବାଲିପାଟଣା ଥାନାର ଦ୍ବାରସ୍ଥ ହୋଇଥିବା ଜଣେ ମହିଳାଙ୍କୁ ଥାନା ଅଧିକାରୀ ଓମ୍‌ ପ୍ରକାଶ ମହାନ୍ତି ଖରାପ ବ୍ୟବହାର କରିଛନ୍ତି ବୋଲି କ୍ୟାପିଟାଲ ମହିଳା ଥାନାରେ ଅଭିଯୋଗ ହୋଇଛି। ବନମାଳୀପୁର ଆନନ୍ଦପୁର ଅଞ୍ଚଳର ଏହି ମହିଳା ଲକ୍ଷ୍ମୀପ୍ରିୟା ନାଥ…
ଅଧିକ ଖବର ଦେଖନ୍ତୁ...

କପିଳେଶ୍ବର ମନ୍ଦିରକୁ ଜାତୀୟ ମହତ୍ତ୍ବ ସ୍ମାରକୀ ମାନ୍ୟତା

ନୂଆଦିଲ୍ଲୀ: ପୁରୁଣ‌ା ଭୁବନେଶ୍ବର କପିଳେଶ୍ବରସ୍ଥିତ କପିଳେଶ୍ବର ମନ୍ଦିରକୁ କେନ୍ଦ୍ର ସରକାର ଜାତୀୟ ମହତ୍ତ୍ବ ସ୍ମାରକୀ ଘୋଷଣା କରିବେ। ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସ୍ମାରକୀ ଘୋଷଣାକୁ ନେଇ ଯଦି କାହାର କିଛି ଆପତ୍ତି ବା ପରାମର୍ଶ ଥାଏ, ଦୁଇ ମାସ…
ଅଧିକ ଖବର ଦେଖନ୍ତୁ...

ମଣ୍ଡଳ ରେଳ ପ୍ରଶାସନ ଓ ରେଳ ଶ୍ରମିକ କଂଗ୍ରେସର ବୈଠକ

ଜଟଣୀ: ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳ ସଭାଗୃହରେ ମଣ୍ଡଳ ରେଳ ପ୍ରଶାସନ ଓ ରେଳ ଶ୍ରମିକ କଂଗ୍ରେସ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ରେଳ ମଣ୍ଡଳ ସହ ପ୍ରବନ୍ଧକ କଲ୍ୟାଣ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥିଭାବେ ମଣ୍ଡଳ ପ୍ରବନ୍ଧକ ରିଙ୍କେଶ ରୟ, ପୂର୍ବତଟ ରେଳପଥ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ବରରେ ତୃଣମୂଳସ୍ତରୀୟ ଫୁଟ୍‌ବଲ ଶିବିର ଉଦ୍‌ଘାଟିତ

ଭୁବନେଶ୍ବର: ତୃଣମୂଳସ୍ତରରେ ଫୁଟ୍‌ବଲ୍‌କୁ ପ୍ରୋତ୍ସାହନ ଦେବା ଏବଂ ଏହାର ଅଭିବୃଦ୍ଧି ନିମନ୍ତେ ସର୍ବଭାରତୀୟ ଫୁଟ୍‌ବଲ ସଂଘ ପକ୍ଷରୁ ଜାରି ଭିଜନ-୨୦୨୪କୁ କାର୍ଯ୍ୟକାରୀ କରିବା ଲକ୍ଷ୍ୟରେ ଓଡ଼ିଶା ଫୁଟ୍‌ବଲ ସଂଘ (ଫାଓ) ରାଜ୍ୟର ବିଭିନ୍ନ ସ୍ଥାନରେ ୮ରୁ ୧୨ ବର୍ଷ ବୟସ ବର୍ଗର ବାଳକ ବାଳିକାଙ୍କୁ…
ଅଧିକ ଖବର ଦେଖନ୍ତୁ...

ଛତିଶାପାଟ ନିଯୋଗର ଗାଁ ‘କପିଳେଶ୍ବର’

ଦକ୍ଷିଣରେ ଇଷ୍ଟଦେବ ପ୍ରଭୁ କପିଳେଶ୍ବର, ଉତ୍ତରରେ ଦୁଲ୍ଲାଦେବୀ, ପୂର୍ବରେ ଜାଗେଶ୍ବରୀ ଓ ପଶ୍ଚିମରେ ଶ୍ରୀ ଗଣେଶ। ଚାରି ଦିଗରୁ ଦେବଦେବୀମାନେ ଗାଁକୁ ସୁରକ୍ଷା ଦେଇ ଆସୁଥିବା ଏଭଳି ଏକ ଐତିହ୍ୟ ତଥା ରାଜଧାନୀର ଅନ୍ୟତମ ସର୍ବପୁରାତନ ଗାଁ କପିଳେଶ୍ବର। ଏକାମ୍ର କ୍ଷେତ୍ର‌‌ରେ ଥିବା ଏହି ଗାଁଟି…
ଅଧିକ ଖବର ଦେଖନ୍ତୁ...