ଅନୁସନ୍ଧାନ କରୁଥିବା ବର୍ଗ

ବିଶେଷ

ଶିକ୍ଷୟିତ୍ରୀଙ୍କୁ ସ୍କୁଲ୍‌ ଛାଡ଼ି ଯିବାର ଦେଖି ଭାବପ୍ରବଣ ହେଲେ ଛାତ୍ରଛାତ୍ରୀ, କାନ୍ଦି କାନ୍ଦି ଓଗାଳିଲେ ବାଟ

ମଥୁରା: ଉତ୍ତରପ୍ରଦେଶର ମଥୁରା ଜିଲ୍ଲାରୁ ଏକ ନିଆରା ଭିଡିଓ ସାମ୍ନାକୁ ଆସିଛି। ଏଠାରେ ଥିବା ଏକ ସରକାରୀ ସ୍କୁଲ୍‌ର ଜଣେ ମହିଳା ଶିକ୍ଷକ ନିଲମ୍ବିତ ‌ହୋଇ ବିଦାୟ ନେଉଥିବା ବେଳେ ବିଦ୍ୟାଳୟ ପରିସରରେ ଦେଖିବାକୁ ମିଳିଥିଲା ଭାବପ୍ରବଣ ଦୃଶ୍ୟ। ନିଜ ପ୍ରିୟ ଶିକ୍ଷୟିତ୍ରୀ ସ୍କୁଲ୍‌ ଛାଡ଼ି…
ଅଧିକ ଖବର ଦେଖନ୍ତୁ...

ସବୁବେଳେ ପୁଅର ଫଟୋ, ରିଲ୍ସ ପୋଷ୍ଟ୍‌ କରୁଥିବା ଧୱନ ଏବେ ନିଜେ ଭିଡିଓ କଲ୍‌ରେ ଦେଖୁଛନ୍ତି, ସମବେଦନା ଜଣାଇଲେ…

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର ଖେଳାଳି ଶିଖର ଧୱନଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଭାଇରାଲ୍‌ ହୋଇଥିବା ଫଟୋରେ ଶିଖର ଧୱନ ତାଙ୍କ ପୁଅ ସହିତ ଭିଡିଓ କଲ୍‌ ମାଧ୍ୟମରେ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଛି। ଏହି ଫଟୋକୁ ଜଣେ ଏକ୍ସ ବ୍ୟବହାରକାରୀ ତାଙ୍କ…
ଅଧିକ ଖବର ଦେଖନ୍ତୁ...

ସାଥିରେ ପାଠ ପଢ଼ି ଝିଅକୁ ନିଟ୍ ପାଇଁ ପ୍ରସ୍ତୁତ କରାଉଥିଲେ ବାପା, ଦୁହିଁଙ୍କୁ ମିଳିଲା ସଫଳତା

ପ୍ରୟାଗରାଜ୍: ମାତାପିତାମାନେ ନିଜ ପିଲାମାନଙ୍କୁ ସଫଳ କରିବା ପାଇଁ ଯଥା ସମ୍ଭବ ଚେଷ୍ଟା କରନ୍ତି। ସଙ୍ଗମ ସହରର ପ୍ରୟାଗରାଜରେ ରହୁଥିବା ଜଣେ ବାପା ମଧ୍ୟ ନିଜ ଝିଅକୁ ସଫଳ କରିବା ପାଇଁ ଚେଷ୍ଟା କରିଥିଲେ। ହେଲେ ତାଙ୍କର ସଫଳ କରିବାର ବାଟ ଭିନ୍ନ ଥିଲା। ଝିଅକୁ ମେଡିକାଲ ପ୍ରବେଶିକା ପରୀକ୍ଷା…
ଅଧିକ ଖବର ଦେଖନ୍ତୁ...

ମୃତ ମାଲିକଙ୍କୁ ଭୁଲି ନପାରି ଫେରାଇ ନେବା ଆଶାରେ ଦିନରାତି ହସ୍ପିଟାଲ୍‌ ଆଗରେ ଡେରା ପକାଇଥିଲା କୁକୁର

ନୂଆଦିଲ୍ଳୀ: ଯଦି ‘ହାଚିକୋ’ ଚଳଚ୍ଚିତ୍ର ଆପଣଙ୍କୁ କନ୍ଦାଇଛି, ତେବେ ଏହି କାହାଣୀ ଆପଣଙ୍କ ହୃଦୟକୁ ନିଶ୍ଚୟ ଛୁଇଁବ। ମାଲିକ ପ୍ରତି ଥିବା ଜଣେ କୁକୁରର ପ୍ରେମ ଆପଣଙ୍କୁ ଭାବବିହ୍ବଳ କରିବ ନିଶ୍ଚୟ। କାହାଣୀଟି ହେଉଛି ଫିଲିପାଇନ୍ସରେ ରହୁଥିବା ମୋର୍ଗାନ ନାମକ ଜଣେ କୁକୁରର। ସେ ନିଜ ମାଲିକର…
ଅଧିକ ଖବର ଦେଖନ୍ତୁ...

ବଜାଜ୍‌ ଡୋମିନାର୍‌-୪୦୦ ବାଇକ୍‌କୁ ସୁଜୁକି ହାୟିବୁସା କରିଦେଲେ ରାସ୍ତାକଡ଼ ମିସ୍ତ୍ରୀ

ନୂଆଦିଲ୍ଲୀ: ଜଣେ ରାସ୍ତାକଡ଼ ମିସ୍ତ୍ରୀ ଗୋଟାଏ ବଜାଜ୍‌ ଡୋମିନାର୍‌-୪୦୦ ମୋଟର୍‌ସାଇକେଲ୍‌କୁ ସୁଜୁକି ହାୟିବୁସା ‘ସ୍ପୋର୍ଟସ୍‌ବାଇକ୍‌’ରେ ପରିଣତ କରି ସାମାଜିକ ଗଣମାଧ୍ୟମରେ ପ୍ରଶଂସାର ପାତ୍ର ହୋଇଛନ୍ତି। ‘ଇନ୍‌ଷ୍ଟାଗ୍ରାମ୍‌’ରେ ଇଝାର୍‌ ଅଶ୍‌ରଫ୍‌ ନାମରେ ସୁପରିଚିତ ଏହି ମିସ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ମୃତ୍ୟୁ ପୂର୍ବାନୁମାନ କରୁଥିବା ବିରାଡ଼ି!

ପୋଷା ଜୀବମାନେ ସାଧାରଣତଃ ନିଜ ମାଲିକଙ୍କୁ ଅତୁଳନୀୟ ଆରାମ ପ୍ରଦାନ କରିବାର କ୍ଷମତା ପାଇଁ ଜଣାଶୁଣା। ସେମାନଙ୍କ ଠାରେ ବିଶେଷ ଧରଣର ଇନ୍ଦ୍ରିୟ ଥିବା ମଧ୍ୟ କୁହାଯାଏ, ଯାହା ସେମାନଙ୍କୁ କେତେକ ପୂର୍ବାନୁମାନ କରିବାରେ ସାହାଯ୍ୟ କରିଥାଏ। ‘ଓସ୍କାର’ ନାମକ ଏକ ବିରାଡ଼ି ଏପରି ଏକ ପୋଷା ଜୀବ ଯାହା…
ଅଧିକ ଖବର ଦେଖନ୍ତୁ...

ଆଜି ବିଶ୍ବ ରଜଃନିବୃତ୍ତି ଦିବସ : ସଚେତନତା ସୃଷ୍ଟି ପାଇଁ ପ୍ରୟାସ

ଜଣେ ମହିଳାଙ୍କ ଠାରେ ୧୨ ମାସ ଧରି ଋତୁସ୍ରାବ ବନ୍ଦ ରହିବା, ହର୍ମୋନ୍‌ଜନିତ ପରିବର୍ତ୍ତନ, ଆବେଗ ଓ ନିଦ୍ରାରେ ବିଶୃଙ୍ଖଳା ଦେଖାଦେବା ଆଦି ହେଉଛି ରଜଃନିବୃତ୍ତିର ଆଦ୍ୟ ସଂକେତ। ୪୦ରୁ ୫୮ ବର୍ଷ ବୟସରେ ମହିଳାଙ୍କର ରଜଃନିବୃତ୍ତି ହୋଇଥାଏ। ଜଳବାୟୁଗତ ପରିବେଶ ଉପରେ ନିର୍ଭର କରି ଏହି ବୟସ ସୀମା…
ଅଧିକ ଖବର ଦେଖନ୍ତୁ...

ବିଶ୍ବର ବୃହତ୍ତମ ଚଳନ୍ତି ମେସିନ୍: ସମାନ୍ତରାଳ ଆଇଫେଲ ଟାୱାର

ଜର୍ମାନୀର ବ୍ରାଣ୍ଡେନବର୍ଗ ଅନ୍ତର୍ଗତ ଡ୍ରେସଡେନ୍‌ରେ ଥିବା ଇସ୍ପାତ ନିର୍ମିତ ଏକ ବୋଝ ବହନକାରୀ ସେତୁ ବା କନଭେୟର ବ୍ରିଜ୍‌ ହେଉଛି ବିଶ୍ବର ବୃହତ୍ତମ ତଥା ଦୀର୍ଘତମ ଚଳନ୍ତି ମେସିନ୍। ଏହାର ଏପରି ବିଶାଳ କଳେବର ତଥା ସାଦୃଶ୍ୟ ପାଇଁ ଏହାକୁ ‘ସମାନ୍ତରାଳ ଆଇଫେଲ ଟାଵାର’ କୁହାଯାଏ। ଏହା ହେଉଛି…
ଅଧିକ ଖବର ଦେଖନ୍ତୁ...

ପବନରୁ ବୋତଲ ନିର୍ମାଣ କରିବ କୋକାକୋଲା

କଳକାରଖାନା ଓ ଗାଡ଼ିମୋଟରରୁ ବାୟୁମଣ୍ଡଳକୁ ନିର୍ଗମନ ହେଉଥିବା ବିଷାକ୍ତ ଅଙ୍ଗାରକାମ୍ଳ ବାଷ୍ପକୁ ହ୍ରାସ କରିବା ଲାଗି ମୃଦୁ ପାନୀୟ କମ୍ପାନି କୋକାକୋଲା ପକ୍ଷରୁ ଏକ ଅଭିନବ ଉଦ୍ୟମ ଆରମ୍ଭ ହୋଇଛି। ବାୟୁମଣ୍ଡଳରୁ ବର୍ଜ୍ୟ ଅଙ୍ଗାରକାମ୍ଳ ବାଷ୍ପର ପୁନଃପ୍ରକ୍ରିୟାକରଣ କରି ସେଥିରୁ ପାନୀୟ ବୋତଲର…
ଅଧିକ ଖବର ଦେଖନ୍ତୁ...

ଚନ୍ଦ୍ରପୃଷ୍ଠକୁ ଅଧିକ ବାସଯୋଗ୍ୟ କରିବା ପାଇଁ ରାସ୍ତା ଓ ଲ୍ୟାଣ୍ଡିଂ ପ୍ୟାଡ୍ ତିଆରି କରିବାର ଯୋଜନା କରୁଛନ୍ତି…

ନୂଆଦିଲ୍ଳୀ: ଚନ୍ଦ୍ରପୃଷ୍ଠକୁ ଅଧିକ ବାସଯୋଗ୍ୟ କରିବା ପାଇଁ ବୈଜ୍ଞାନିକମାନେ ଗ‌ବେଷଣା କରିବା ବନ୍ଦ କରୁନାହାନ୍ତି। ୟୁରୋପୀୟ ସ୍ପେସ୍ ଏଜେନ୍ସି (ଇଏସ୍‌ଏ)ର ବୈଜ୍ଞାନିକମାନେ ନିକଟରେ ଏକ ନୂତନ ଯୋଜନା କରିଛନ୍ତି। ଚନ୍ଦ୍ରରେ ସଡ଼କ ଯୋଗ୍ୟ ପୃଷ୍ଠଭୂମି ସୃଷ୍ଟି କରିବା ପାଇଁ ବୈଜ୍ଞାନିକମାନେ…
ଅଧିକ ଖବର ଦେଖନ୍ତୁ...