ଅନୁସନ୍ଧାନ କରୁଥିବା ବର୍ଗ

ରାଜ୍ୟ

୧୯୦୨ରେ ବି ହୋଇଥିଲା ଯୋଡ଼ାଶିଶୁଙ୍କ ଅସ୍ତ୍ରୋପଚାର

ଭୁବନେଶ୍ୱର : ଓଡ଼ିଶାର ଯୋଡ଼ାମୁଣ୍ଡ ଶିଶୁ ଜଗାବଳିଆଙ୍କ ଚିକିତ୍ସା ଖବର ଏବେ ସବୁ ଖବରକାଗଜର ମୁଖ୍ୟ ଶିରୋନାମା। ୪୦ ଜଣ ଡାକ୍ତରଙ୍କ ଅକ୍ଳାନ୍ତ ଉଦ୍ୟମ ଏବଂ ଚିକିତ୍ସା ବିଜ୍ଞାନର କରିସ୍ମା ଦେଖିବାକୁ କୋଟିକୋଟି ଜନତା ଚାହିଁ ରହିଛନ୍ତି। କେଉଁଠି ଯୋଡ଼ାମୁଣ୍ଡର ସଫଳ ଚିକିତ୍ସା ପାଇଁ ସମୂହ…
ଅଧିକ ଖବର ଦେଖନ୍ତୁ...

ବଢ଼ିବନି ବିଦ୍ୟୁତ୍‌ ଦର

ଭୁବନେଶ୍ୱର : ବିଦ୍ୟୁତ ଦର ବୃଦ୍ଧି ନେଇ ଓଏଚ୍‌ପିସି, ଓପିଜିିସିର ଆବେଦନକୁ ଶେଷରେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ଖାରଜ କରିଦେଇଛନ୍ତି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗ୍ରୀଡ୍‌କୋ ଓ ଓପିଟିସିଏଲ୍‌ର ଦର ବୃଦ୍ଧି ଆବେଦନ ଉପରେ ମଧ୍ୟ କମିସନ ପ୍ରତିକୂଳ ଆଭିମୁଖ୍ୟ ଗ୍ରହଣ…
ଅଧିକ ଖବର ଦେଖନ୍ତୁ...

ପହିଲାରୁ ଧାନ କିଣା

ଭୁବନେଶ୍ୱର : ଆସନ୍ତା ନଭେମ୍ବର ପହିଲାରୁ ଖରିଫ୍‌ ଋତୁ ପାଇଁ ଧାନ କିଣା ଆରମ୍ଭ ହେବ। ୨୦୧୮ ଏପ୍ରିଲ ଯାଏ ଚାଲିବାକୁ ଥିବା ଏହି ପ୍ରକ୍ରିୟା ଆରମ୍ଭ ହେବ ବରଗଡ଼ ଜିଲ୍ଲାରୁ। ପ୍ରଥମେ ସେଠାରୁ ହିଁ ଧାନ କିଣାଯିବ ଓ ପରେ ୭ ତାରିଖରେ କଳାହାଣ୍ଡିରୁ ଧାନ ଉଠିବ। ଖରିଫ୍‌ ଧାନ କିଣା ସ୍ଥିତି…
ଅଧିକ ଖବର ଦେଖନ୍ତୁ...

ନାଗାବଳୀରେ ଭାସିଗଲେ ୨ ଯୁବତୀ

ରାୟଗଡ଼ା : ଫଟୋ ଉଠାଇବା କାଳ ହେଲା। ନାଗାବଳୀ ନଦୀର ଏକ ପଥର ଉପରେ ଠିଆ ହୋଇ ଜଣେ ଯୁବତୀ ଫଟୋ ଉଠାଉଥିବା ବେଳେ ଗୋଡ଼ ଖସିଗଲା। ତାଙ୍କୁ ଉଦ୍ଧାର କରିବା ପାଇଁ ଯାଉ ଆଉ ଜଣେ ମଧ୍ୟ ନଦୀ ସ୍ରୋତରେ ଭାସିଗଲେ। ଏଭଳି ହାତ ଧରାଧରି ହୋଇ ୨ଜଣ ଆନ୍ଧ୍ର ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଲା। ମୃତ ମହିଳାଦ୍ୱୟ ହେଲେ…
ଅଧିକ ଖବର ଦେଖନ୍ତୁ...

ବରଗଡ଼ରେ ପୁଣି ଚାଷୀ ଆତ୍ମହତ୍ୟା

ବରଗଡ଼/ଗାଇସିଲାଟ୍‌ : ବରଗଡ଼ ଜିଲ୍ଲାର ମରୁଡ଼ି ପ୍ରପୀଡ଼ିତ ଗାଇସିଲାଟ୍‌ ବ୍ଳକ୍‌ରେ ପୁଣି ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ହେଲେ ମଲମଣ୍ଡା ଗ୍ରାମର ଇନ୍ଦ୍ର ବରିହା (୩୨)। ବୁଧବାର ରାତି ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ମୃତ୍ୟୁ ଘଟିଛି।…
ଅଧିକ ଖବର ଦେଖନ୍ତୁ...

‘ମିଛ କହୁଛୁ, ସବୁ ମାନିଯା’

ଜୟପୁର : କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାର ୧୭ଦିନ ପରେ ବି ସମସ୍ତଙ୍କୁ ଅନ୍ଧାରରେ ରଖିଛି ପୁଲିସ। ଅଭିଯୁକ୍ତ କିଏ? ଦୁଷ୍କର୍ମ ପରେ ସେମାନେ ଗଲେ କୁଆଡେ? ଏହି ପ୍ରଶ୍ନ ଗୁଡିକର ଉତ୍ତର ଏପର୍ଯ୍ୟନ୍ତ ଖୋଜି ପାରିନାହିଁ। କିନ୍ତୁ ପୀଡ଼ିତାଙ୍କ ଉପରେ ଚାପ ପକାଇ ଚାଲିଛି। କେତେବେଳେ ମହିଳା କନେଷ୍ଟବଳ ତ…
ଅଧିକ ଖବର ଦେଖନ୍ତୁ...

ତିନି ସପ୍ତାହ ମଧ୍ୟରେ ଉତ୍ତର ରଖିବାକୁ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦେଶ

କଟକ : ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଖାଉଟି ସୁରକ୍ଷା ପରିଷଦ ଗଠନ ସଂପର୍କିତ ନିର୍ଦ୍ଦେଶ କାର୍ଯ୍ୟକାରୀ ପାଇଁ କ’ଣ ପଦକ୍ଷେପ ଗ୍ରହଣ କରାଯାଇଛି ସେ ନେଇ ୩ ସପ୍ତାହ ଭିତରେ ଅବଗତ କରିବା ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ଉପଭୋକ୍ତା ସଂଘ ପକ୍ଷରୁ ରୁଜୁ ଅଦାଲତ…
ଅଧିକ ଖବର ଦେଖନ୍ତୁ...

ନୂଆପଡ଼ା ଓ ରାୟଗଡ଼ା ହେବ ଅପପୁଷ୍ଟିମୁକ୍ତ!

ଭୁବନେଶ୍ୱର : ରାଜ୍ୟର ନୂଆପଡ଼ା ଓ ରାୟଗଡ଼ା ଜିଲ୍ଲାକୁ ଅପପୁଷ୍ଟିମୁକ୍ତ ଜିଲ୍ଲାରେ ପରିଣତ କରାଯିବ। ଆସନ୍ତା ୫ବର୍ଷ ମଧ୍ୟରେ ଏହି ଦୁଇ ଜିଲ୍ଲାର ସମସ୍ତ ବ୍ଲକ୍‌ରେ ଆଉ କୌଣସି ଅପପୁଷ୍ଟିର ଶିକାର ଶିଶୁ ରହିବେ ନାହିଁ। ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ।…
ଅଧିକ ଖବର ଦେଖନ୍ତୁ...

ମା’ ସମଲେଶ୍ୱରୀ ପୀଠରେ ହେବ ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ୍‌ ସୋ’

ଭୁବନେଶ୍ୱର : ବିଜେପୁର ଉପନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟ ସରକାର ପଶ୍ଚିମ ଓଡ଼ିଶା ପାଇଁ ଗୋଟିଏ ପରେ ଗୋଟିଏ ନୂଆ ଯୋଜନା ଘୋଷଣା କରିବାରେ ଲାଗିଛନ୍ତି। ବିଜେପୁରରେ ରାଜ୍ୟର ପ୍ରଥମ ଭୂତଳ ଉଠାଜଳସେଚନ ପ୍ରକଳ୍ପ ନେଇ ଘୋଷଣା କରିବାର ସପ୍ତାହକ ପରେ ସମ୍ବଲପୁରର ପ୍ରସିଦ୍ଧ ମା’ ସମଲେଶ୍ୱରୀଙ୍କ…
ଅଧିକ ଖବର ଦେଖନ୍ତୁ...

ଆସନ୍ତା ବର୍ଷ ଖୋଲିବ ବାଲେଶ୍ୱର ଓ ବଲାଙ୍ଗୀର ମେଡିକାଲ କଲେଜ

ଭୁବନେଶ୍ୱର : ୨୦୧୮-୧୯ ଶିକ୍ଷା ବର୍ଷରେ ବାଲେଶ୍ୱର ଓ ବଲାଙ୍ଗୀରରେ ନୂତନ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବ। ଏଥିପାଇଁ ସମସ୍ତ ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷ କରିବା ସହ ମେଡିକାଲ୍‌ କାଉନସିଲ୍‌ ଅଫ୍‌ ଇଣ୍ଡିଆର ନିୟାମକ ଅନୁସାରେ ଏହି କଲେଜଗୁଡ଼ିକରେ ଆବଶ୍ୟକୀୟ ବ୍ୟବସ୍ଥା କରିବାକୁ ମୁଖ୍ୟ…
ଅଧିକ ଖବର ଦେଖନ୍ତୁ...