ଅନୁସନ୍ଧାନ କରୁଥିବା ବର୍ଗ

ରାଜ୍ୟ

ଘରୋଇ ବସ୍‌ ଭଡ଼ା ବଢ଼ିଲା

ଭୁବନେଶ୍ୱର: ରାଜ୍ୟ ଭିତରେ ଚାଲୁଥିବା ସାଧାରଣ ବସ୍‌, ଏକ୍ସପ୍ରେସ, ଡିଲକ୍ସ ଓ ଡିଲକ୍ସ ଏସି ବସ୍‌ର ଭଡା ବଢିଛି । ଏହି ବର୍ଦ୍ଧିତ ବସ ଭଡା ନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ବସ୍‌ ବଢ଼ିଲା ପରେ ସାଧାରଣ ବସ୍‌ କିଲୋମିଟର ପ୍ରତି ୬୪ ପଇସା, ଏକ୍ସପ୍ରେସ୍‌…
ଅଧିକ ଖବର ଦେଖନ୍ତୁ...

୨କୋଟି ଠକି ନେଇଥିବା ଅଭିଯୋଗରେ ଖଣି ସଂସ୍ଥା ମାଲିକ ଗିରଫ

ଭୁବନେଶ୍ୱର: ବିଶାଖାପାଟ୍ଟନମର ଜନୈକ ଖଣି ମାଲିକ ଖଣିଜ ପଦାର୍ଥ ଯୋଗାଇ ଦେବାକୁ କହି ସ୍ୱସ୍ତିକ ଅଗ୍ରୋ ପ୍ରଡକ୍ଟସ୍‌ ପ୍ରାଇଭେଟ ଲିମିଟେଡ ଠାରୁ ୨କୋଟି ଟଙ୍କା ଠକି ନେଇଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଧାରା ୪୨୦/୪୬୭/୪୭୧/୩୪ ଅନୁଯାୟୀ ମାମଲା ରୁଜୁ ହୋଇଛି।…
ଅଧିକ ଖବର ଦେଖନ୍ତୁ...

ଚାଷଜମିରେ ନିଆଁ ଲଗାଇ ଦେଲେ ଚାଷୀ : ନିମ୍ନମାନର କୀଟନାଶକ ଯୋଗାଣ ଯୋଗୁଁ ବାରମ୍ବାର ନଷ୍ଟ ହେଉଛି ଫସଲ 

ବରଗଡ଼ : ବରଗଡ ଜିଲ୍ଲାର କଳାପାଣି ପଞ୍ଚାୟତରେ ଦେଖବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଦଶରୁ ପନ୍ଦର ଜଣ ଚାଷୀ ଏକର ଏକର ଜମିରେ ଚାଷୀ ନିଆଁ ଲଗାଇଦେଇଛନ୍ତି । ପୋକ ଲାଗି ଫସଲ ନଷ୍ଟ ହୋଇଯିବାରୁ ହତାଶ ହୋଇ ଏଭଳି ପଦକ୍ଷେପ  ନେଇଛନ୍ତି  ଚାଷୀ। ପୋକ ଲାଗି ଫସଲ ନଷ୍ଟ ସମସ୍ୟାକୁ ନେଇ ଅକ୍ଟୋବର ୪…
ଅଧିକ ଖବର ଦେଖନ୍ତୁ...

ଦୟାନଦୀ ପାଣି ବ୍ୟବହାର ଉପଯୋଗୀ ନୁହେଁ: ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର: ଦୂଷିତ ହେଉଛି ଦୟା ନଦୀ ପାଣି। ଦୟାନଦୀ ପାଣି ଚାଷ କି ପିଇବା ପାଇଁ ବ୍ୟବହାର ଯୋଗ୍ୟ ନୁହେଁ ବୋଲି କହିଛନ୍ତି ରାଜସ୍ୱମନ୍ତ୍ରୀ ମହେଶ୍ୱର ମହାନ୍ତି। ଭୁବନେଶ୍ୱରର ସବୁ ନାଳ ପାଣି ଗାଙ୍ଗୁଆ ନାଳରେ ପଡେ। ଏଠାକାର ପାଣି ଦୟାନଦୀରେ ମିଶୁଥିବାରୁ ନଦୀ ପାଣି ପ୍ରଦୂଷିତ ହୋଇଛି। ଏ ନେଇ…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ ବିଜେପି ବିଧାୟକଙ୍କୁ ହାଇକୋର୍ଟଙ୍କ ସର୍ତ୍ତମୂଳକ ଜାମିନ

ଭୁବନେଶ୍ୱର: ପୂର୍ବତନ ବିଧାୟକ ହିତେଶ ବଗର୍ତ୍ତିଙ୍କୁ ହାଇକୋର୍ଟ ଆଜି ନବଦିଗନ୍ତ ଚିଟ୍‌ ଫଣ୍ଡ ଠକେଇ ମାମଲାରେ ସର୍ତ୍ତମୂଳଳ ଜାମିନ ପ୍ରଦାନ କରିଛନ୍ତି। ୨ ଲକ୍ଷ ଟଙ୍କା ବ୍ୟାଙ୍କ ଜମା ବଦଳରେ ହାଇକୋର୍ଟ ଶ୍ରୀ ବଗର୍ତ୍ତୀଙ୍କୁ ଏହି ଜାମିନ ଦେଇଛନ୍ତି । ନବଦିଗନ୍ତ ଚିଟଫଣ୍ଡ ମାମଲାରେ ୨୦୧୪…
ଅଧିକ ଖବର ଦେଖନ୍ତୁ...

ନଭେମ୍ବର ପହିଲାରୁ ୫୬ ଟ୍ରେନ୍‌ର ନୂଆ ସମୟସାରଣୀ

ଚନ୍ଦ୍ରଶେଖରପୁର : ନଭେମ୍ବର ପହିଲାରୁ ଲାଗୁ ହେବ ନୂତନ ଟ୍ରେନ୍‌ ସମୟ ସାରଣୀ। ପୂର୍ବତଟ ରେଳପଥ ଦେଇ ଯାତ୍ରା କରୁଥିବା ୩୭ଟି ଏକ୍ସପ୍ରେସ୍‌, ୧୯ଟି ପାସେଞ୍ଜର୍‌ ଟ୍ରେନ୍‌ ସମେତ ୫୬ଟି ଟ୍ରେନ୍‌ର ସମୟ ବଦଳିବ। ୨୪ଟି ଟ୍ରେନ୍‌ର ସମୟ ବଦଳିବା ସହିତ ୩୬ଟି ଟ୍ରେନ୍‌କୁ ଉନ୍ନତିକରଣ କରାଯାଇଛି।…
ଅଧିକ ଖବର ଦେଖନ୍ତୁ...

ବସ୍‌ ଯାତ୍ରୀଙ୍କ ଉପରେ ଜୁଲମ୍‌

ଭୁବନେଶ୍ୱର: ବସ୍‌ ଯାତ୍ରୀଙ୍କ ଉପରେ ଭଡ଼ା ବୋଝ ଲଦି ଦେଇଛନ୍ତି ସରକାର। ଏଣିକି ସାଧାରଣ ବସ୍‌ରେ ଚଢ଼ିକି ଓହ୍ଲାଇଲେ ବି ୫ଟଙ୍କା ଭଡ଼ା ଦେବାକୁ ହେବ। ଯଦି ଡିଲକ୍ସ କି ଡିଲକ୍ସ ଏସି ବସ୍‌ରେ ଚଢ଼ିକି ଓହ୍ଲାଇବ ତେବେ ୧୩ଟଙ୍କା ଗଣିବ। ଆଉ ଯେତେ କିଲୋମିଟର ଯିବ ସେହି ଅନୁଯାୟୀ ଅଧିକ ଭଡ଼ା ଦେବ। ବାଣିଜ୍ୟ…
ଅଧିକ ଖବର ଦେଖନ୍ତୁ...

ଛେଳି ନ ଘଉଡ଼ିବାରୁ ପ୍ରଧାନ ଶିକ୍ଷକ ନିଲମ୍ବିତ

କେନ୍ଦୁଝର : ଗଛମୂଳେ ମଧ୍ୟାହ୍ନ ଭୋଜନ ଛାତ୍ରଛାତ୍ରୀ ଖାଉଥିବା ବେଳେ ପ୍ରଧାନଶିକ୍ଷକଙ୍କ ଦାୟିତ୍ୱହୀନତା ପାଇଁ ଛେଳି କୁକୁର ପଶିଯିବା କାରଣରୁ ସଦର ବ୍ଲକ ବଣୁଆ ସ୍ଥିତ ଯୋଗେଶ୍ୱର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନସ କୁମାର ମିଶ୍ରଙ୍କୁ ଜିଲ୍ଲାପାଳ ଏନ୍‌. ତିରୁମାଲା…
ଅଧିକ ଖବର ଦେଖନ୍ତୁ...

ପ୍ରବାସୀ ଓଡ଼ିଆ ରାଜେନ୍ଦ୍ର ନାରାୟଣ ଦାସଙ୍କୁ ଜର୍ମାନ ବିଶ୍ୱବିଦ୍ୟାଳୟର ‘ଗୋଲ୍‌ଡେନ୍‌ ଡିଗ୍ରି’

ଭୁବନେଶ୍ୱର: ଦୀର୍ଘ ୫୬ ବର୍ଷରୁ ଊର୍ଧ୍ୱକାଳ ଧରି ପ୍ରବାସରେ ରହିଆସୁଥିବା ଓଡ଼ିଆ ଇଞ୍ଜିନିୟର ଡ. ରାଜେନ୍ଦ୍ର ନାରାୟଣ ଦାସଙ୍କୁ ଜର୍ମାନୀର ବିଖ୍ୟାତ କ୍ଲାଉସ୍ଥାଲ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ଗୋଲ୍‌ଡେନ୍‌ ଡିଗ୍ରି’ ପ୍ରଦାନ କରାଯାଇଛି। ଗତ ଅକ୍ଟୋବର ୨୬ ତାରିଖ ଦିନ ବିଶ୍ୱବିଦ୍ୟାଳୟ ପରିସରରେ…
ଅଧିକ ଖବର ଦେଖନ୍ତୁ...

୫ ଦିନରେ ୩ କୋଟି ଟଙ୍କାର ଗୁପ୍ତ ଟେଣ୍ଡର୍‌

ଯାଜପୁର: ଯାଜପୁର ଗ୍ରାମ୍ୟ ଉନ୍ନୟନ(ଆରଡ଼ି) ଡିଭିଜନ୍‌-୧ର ପି-୧(ଗୁପ୍ତ ଟେଣ୍ଡର) କେଳେଙ୍କାରୀ ଘଟଣାର ଭିଜିଲାନ୍ସ ତଦନ୍ତ ଆରମ୍ଭ ହୋଇଛି। ଗୋଟିଏ ପଟେ ତଦନ୍ତ ହେଉଥିବାବେଳେ ଅନ୍ୟପଟେ ଏହି ଦୁର୍ନୀତିର ପର୍ଦ୍ଦାଫାସ ହେବାରେ ଲାଗିଛି। ଏବେ ମିଳିଥିବା ତଥ୍ୟ ଅନୁସାରେ ୫ ଦିନ ମଧ୍ୟରେ ୩.୨୨ କୋଟି…
ଅଧିକ ଖବର ଦେଖନ୍ତୁ...