ଅନୁସନ୍ଧାନ କରୁଥିବା ବର୍ଗ

ମୟୂରଭଞ୍ଜ

ଠିକ ସମୟରେ ଦରମା ପାଉ ନାହାନ୍ତି ଶିକ୍ଷକ-ଶିକ୍ଷୟିତ୍ରୀ: ବିଇଓ ଓ ଶିକ୍ଷକ ମିଶି କରୁଛନ୍ତି କିରାଣୀଙ୍କ କାର୍ଯ୍ୟ

ବେତନଟୀସଦର: ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ୨ ଜଣ କିରାଣୀ ପଦ ଖାଲି ପଡ଼ିଥିବା ଯୋଗୁଁ ଅଟକି ରହୁଛି ସବୁ ଜରୁରୀ କାମ। ସେହିଭଳି କାଗଜପତ୍ର କାମରେ ବିଳମ୍ବ ଯୋଗୁଁ ବ୍ଲକ ଅଧୀନସ୍ଥ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଠିକ ସମୟରେ ନିଜର ଦରମା…
ଅଧିକ ଖବର ଦେଖନ୍ତୁ...

ବଡ଼ସାହିରେ ଅଭିଜ୍ଞ ଓ ନବାଗତ ଲଢ଼େଇ: ସନାତନଙ୍କୁ ଟକ୍କର ଦେବେ ଅନସୂୟା

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବଡ଼ସାହି ନିର୍ବାଚନମଣ୍ଡଳୀ ବାଲେଶ୍ବର ସଂସଦୀୟ କ୍ଷେତ୍ର ଅଧୀନରେ ରହିଛି। ଏହି ଆସନରେ ଚଳିତ ନିର୍ବାଚନରେ ବିଜେପିର ଅଭିଜ୍ଞ ସନାତନ ବିଜୁଳି ଓ ବିଜେଡିର ନବାଗତ ଅନସୂୟା ପାତ୍ରଙ୍କ ମଧ୍ୟରେ ଲଢ଼େଇ ହେବାକୁ ଯାଉଛି। ଦୁଇ ଦଳ ପାଇଁ ବିଜୟ ସମ୍ମାନର ପ୍ରଶ୍ନ ହୋଇଥିବାରୁ…
ଅଧିକ ଖବର ଦେଖନ୍ତୁ...

ହୋ ଛାତ୍ର ସଂଘର ବିଧାୟକ ପ୍ରାର୍ଥୀ ଜଲେନଙ୍କୁ ସମର୍ଥନ

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବିଧାନସଭା ଆସନର ବିଜେପି ବିଧାୟକ ପ୍ରାର୍ଥୀ ଜଲେନ୍ ବାର୍ଦାଙ୍କୁ ହୋ ଛାତ୍ର ସଂଘ ତରଫରୁ ସମର୍ଥନ ଘୋଷଣା କରିଛନ୍ତି। ରାଇରଙ୍ଗପୁରସ୍ଥିତ କଲ୍ୟାଣ ମଣ୍ଡପଠାରେ ମଙ୍ଗଳବାର ବିଧାୟକ ପ୍ରାର୍ଥୀ ଜଲେନ ବାରଦାଙ୍କ ଉଦ୍ଦେଶ୍ୟରେ ସମ୍ବର୍ଦ୍ଧନା ଓ ସମର୍ଥନ…
ଅଧିକ ଖବର ଦେଖନ୍ତୁ...

ବାମନଘାଟୀ ଉପଖଣ୍ଡରେ କାଳବୈଶାଖୀର ତାଣ୍ଡବ

ରାଇରଙ୍ଗପୁର: କାଳବୈଶାଖୀର କରାଳ ରୂପ ଦେଖାଯାଇଛି ମୟୂରଭଂଜ ଜିଲ୍ଲା ବାମନଘାଟୀ ଉପଖଣ୍ଡରେ। ରାଇରଙ୍ଗପୁର ସହର ସମେତ ରାଇରଙ୍ଗପୁର, ବିଜାତଳା, ବିଶୋଇ ଓ କୁୁସୁମୀ ବ୍ଲକର ବହୁ ଲୋକଙ୍କ ଘରର ଛପର ଉଡାଇଥିବା ବେଳେ ବଡ଼ବଡ଼ ଗଛ ଓ ଇଲେକ୍ଟ୍ରି ଖୁନ୍ଟ ମଧ୍ୟ ଭାଙ୍ଗିଯାଇଛି। ଫଳରେ କିଛି ଅଂଚଳରେ ବହୁ ସମୟ…
ଅଧିକ ଖବର ଦେଖନ୍ତୁ...

ବନାଗ୍ନି ପାଇଁ ଶିମିଳିପାଳ ଛାରଖାର: ରାତିରେ ଅଧିକ ସ୍ଥାନରେ ଲାଗୁଛି ନିଆଁ

ବାରିପଦା: ଶିମିଳିପାଳକୁ ଛାରଖାର କରୁଛି ଜଙ୍ଗଲ ନିଆଁ। ପ୍ରତିବର୍ଷ ବନାଗ୍ନି ଯୋଗୁଁ ଏସିଆ ମହାଦେଶର ଏହି ସର୍ବବୃହତ ଜୈବମଣ୍ଡଳରେ ବ୍ୟାପକ କ୍ଷୟକ୍ଷତି ହେଉଛି। ଶହଶହ ବର୍ଷର ପୁରୁଣା ବୃକ୍ଷରାଜି ପୋଡ଼ି ପାଉଁଶ ହୋଇ ଯାଉଥିବା ବେଳେ ବନ୍ୟଜନ୍ତୁଙ୍କ ବାସସ୍ଥାନ ଉଜୁଡ଼ିଯାଉଛି। ଯଦିଓ ୨୦୨୧ର…
ଅଧିକ ଖବର ଦେଖନ୍ତୁ...

ମୟୂରଭଞ୍ଜରେ ନବୀନ ବନାମ ମୋଦୀ ଲଢ଼େଇ: ପ୍ରମୁଖ ଦଳର ପ୍ରାର୍ଥୀଙ୍କୁ ଘାରୁଛି ଭୋଟ ବିଭାଜନ ଚିନ୍ତା

ବାରିପଦା: ଜୁନ୍‌ ୧ରେ ମୟୂରଭଞ୍ଜ ଲୋକସଭା ଓ ୮ଟି ବିଧାନସଭା ପାଇଁ ନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ ଆସନ୍ତାକାଲି ୭ ତାରିଖରୁ ପ୍ରାର୍ଥିପତ୍ର ଦାଖଲ ଆରମ୍ଭ ହେବ। ଏହା ପୂର୍ବରୁ ସବୁ ଦଳର ପ୍ରାର୍ଥୀ ପ୍ରଚାରରେ ଜୋରସୋରରେ ଲାଗି ପଡ଼ିଛନ୍ତି। ଦଳୀୟ କର୍ମୀଙ୍କୁ ଧରି ସକାଳୁ ରାତି ୧୦ଟା ଯାଏ…
ଅଧିକ ଖବର ଦେଖନ୍ତୁ...

ବିଜେପି ସମେତ ଅନ୍ୟ ଦଳର ଶତାଧିକ କର୍ମୀ ବିଜେଡ଼ିରେ ଯୋଗଦେଲେ

ରାଇରଙ୍ଗପୁର: ରାଇରଙ୍ଗପୁର ପୌରପରିଷଦର ନିଶାମଣି ଲୋଜ୍ ପାର୍ଶରେ ବିଜେଡ଼ିରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଏବଂ ୫-ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନଙ୍କ ସୁଦକ୍ଷ…
ଅଧିକ ଖବର ଦେଖନ୍ତୁ...

ରାଇରଙ୍ଗପୁର ଆଇଟିଆଇ ପରିସରରେ ବଜ୍ରପାତରେ ଜଣେ ମୃତ

ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ୍ ଥାନା ଅନ୍ତର୍ଗତ ରାଇରଙ୍ଗପୁର ଆଇଟିଆଇ ପରିସରରେ ବଜ୍ରପାତରେ ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ରାଇରଙ୍ଗପୁର ଆଇଟିଆଇରେ ଜାମଦା ଥାନା ଅନ୍ତର୍ଗତ ଟେଣ୍ଡରା ଗ୍ରାମର ଡବର ତିରୀଆ (୬୦) ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ।…
ଅଧିକ ଖବର ଦେଖନ୍ତୁ...

କାଳବୈଶାଖୀରେ ଉପଖଣ୍ଡ ଚିକିତ୍ସାଳୟର ଉଡ଼ିଲା ଛାତର ଟିଣ-ଆଜବେଷ୍ଟ, ଅଳ୍ପକେ ବର୍ତ୍ତିଲେ ରୋଗୀ ଓ ତାଙ୍କ ସମ୍ପର୍କୀୟ

ରାଇରଙ୍ଗପୁର: ଉତ୍ତମ ଚିକିସ୍ଥା ଯୋଗାଇବା ସହ ଚିକିତ୍ସାଳୟର ସୋନ୍ଦର୍ଯ୍ୟକରଣ ନିମନ୍ତେ ସମସ୍ତ ମେଡିକାଲକୁ ୫ଟି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ସେଗୁଡ଼ିକର ରୁପାନ୍ତିକରଣ କରାଯାଇଛି। ବିଭିନ୍ନ ଠିକା ସଂସ୍ଥା ଦ୍ୱାରା ଏହି ନିର୍ମାଣ କାର୍ଯ୍ୟ ଦାୟିତ୍ଵସମ୍ପନ୍ନ କରାଯାଇଥିବାବେଳେ ଠିକା ସଂସ୍ଥା…
ଅଧିକ ଖବର ଦେଖନ୍ତୁ...

ଜେଏମ୍ଏମ୍ ର ବିଧାନସଭା ପ୍ରାର୍ଥୀଙ୍କୁ ପରିବର୍ତ୍ତନ ପାଇଁ ଦାବି

ରାଇରଙ୍ଗପୁର: ମୟୂରଭଞ ଜିଲ୍ଲା ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ପ୍ରାୟ ସମସ୍ତ ରାଜନୈତିକ ଦଳର ପ୍ରାର୍ଥୀ ଘୋଷଣା ହୋଇ ସାରିଛି। ତେବେ ଦୁଇଦିନ ପୂର୍ବରୁ ଘୋଷଣା ହୋଇଥିବା ବେଳେ ଯେଉଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି, ତାଙ୍କୁ ନେଇ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ସମସ୍ତ ବ୍ଲକର…
ଅଧିକ ଖବର ଦେଖନ୍ତୁ...