ଅନୁସନ୍ଧାନ କରୁଥିବା ବର୍ଗ

ନୂଆପଡ଼ା

ଆଣ୍ଟି ପୋଚିଂ ସ୍କ୍ବାଡ୍‌ର ଚଢ଼ଉ: ବାଘଛାଲ ଜବତ, ୩ ଗିରଫ

ନୂଆପଡ଼ା: ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଗରିଆବନ୍ଧ ଜିଲ୍ଲା ବିରିଘାଟ ଗାଁରୁ ଛତିଶଗଡ଼ ଆଣ୍ଟି ପୋଚିଂ ସ୍କ୍ବାଡ୍‌ ଚଢ଼ଉ କରି ବାଘଛାଲ ଜବତ କରିବା ସହ ଏଥିରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ନୂଆପଡ଼ା ଜିଲ୍ଲାର ସୁନାବେଡ଼ା ଅଭୟାରଣ୍ୟକୁ ଲାଗି ରହିଛି ଉଦନ୍ତୀ ସୀତାନଦୀ ଅଭୟାରଣ୍ୟ। ଗୁରୁବାର…
ଅଧିକ ଖବର ଦେଖନ୍ତୁ...

ଦାଦନ ଦୁଃଖ: ରାଜ୍ୟ ବାହାରକୁ ଗଲେଣି ଦାଦନଙ୍କ ୧୦ ହଜାର ଶିଶୁ

ନୂଆପଡ଼ା: ରାଜ୍ୟ ବାହାରକୁ ଦାଦନ ଖଟି ଯାଉଥିବା ଶ୍ରମିକଙ୍କ ସନ୍ତାନମାନଙ୍କ ପାଇଁ ପ୍ରତିବର୍ଷ ଋତୁକାଳୀନ ଆବାସିକ କେନ୍ଦ୍ର ଖୋଲା ଯାଇଥାଏ। ମାତ୍ର ଏଥର ପ୍ରସ୍ତାବିତ ୬୨ଟି କେନ୍ଦ୍ରରୁ ନୂଆପଡ଼ା ଜିଲ୍ଲାରେ ଏ ଯାଏଁ ମାତ୍ର ତିନିଟି କେନ୍ଦ୍ର ଖୋଲାଯାଇଛି। ଫଳରେ ଦଶ ହଜାରରୁ ଅଧିକ ବାଳକ, ବାଳିକା…
ଅଧିକ ଖବର ଦେଖନ୍ତୁ...

ନୂଆପଡ଼ା ଜିଲ୍ଲାରେ ଧାନକିଣା ଆରମ୍ଭରୁ ଅବ୍ୟବସ୍ଥା: ୨ ଦିନ ହେବ ଧାନକିଣା ବନ୍ଦ, ଟୋକନ ପାଇଥିବା ଚାଷୀଙ୍କ ମଧ୍ୟରେ…

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ଚଳିତ ବର୍ଷ ଖରିଫ ଧାନ ସଂଗ୍ରହ ୨୪ ତାରିଖ ଠାରୁ ଆରମ୍ଭ ହୋଇଛି। ହେଲେ ଜିଲ୍ଲାରେ ମଣ୍ଡି ଆରମ୍ଭରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅବ୍ୟବସ୍ଥା ହୋଇଥିବା ଦେଖିବାକୁ ମିଳିଛି। ଜିଲ୍ଲାରେ ଧାନ କିଣା ପାଇଁ ମିଲର୍ସମାନଙ୍କ ସହ ଚୁକ୍ତି ହୋଇନଥିବାରୁ ଜିଲ୍ଲାରେ ୨ ଦିନ ହେବ…
ଅଧିକ ଖବର ଦେଖନ୍ତୁ...

ଖରିଆରରୋଡ ରେଲଓ୍ବେ ଷ୍ଟେସନରେ ସମ୍ବଲପୁର ଡିଆରଏମ୍, ନୂଆପଡ଼ା ଷ୍ଟେସନରେ ସମତା ଏକ୍ସପ୍ରେସ ରହଣି ଦାବି

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖରିଆରରୋଡ ରେଲଓ୍ବେ ଷ୍ଟେସନରେ ସମ୍ବଲପୁର ଡିଆରଏମ ପହ‌ଞ୍ଚି ଅମୃତ ଭାରତ ଯୋଜନାରେ ନିର୍ମାଣ କାମ ପାଇଁ କ୍ଷେତ୍ର ପରିଦର୍ଶନ କରିଛନ୍ତି। ଷ୍ଟେସନର ନବକଳେବର ପାଇଁ ଅ‌ଞ୍ଚଳବାସୀଙ୍କ ସହ ଆଲୋଚନା କରିଛନ୍ତି। ଆଜି ସମ୍ବଲପୁର ରେଲଓ୍ବେ ଡିଆରଏମ ବିନିତ କୁମାର…
ଅଧିକ ଖବର ଦେଖନ୍ତୁ...

ପ୍ଲାଷ୍ଟିକ୍‌ ବ୍ୟବହାର ବନ୍ଦ ପାଇଁ ଅଭିନବ ଉପାୟ: ବିନା ଦେୟରେ ସେବା ଦେଉଛି ‘ବର୍ତ୍ତନ ବ୍ୟାଙ୍କ’

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍‌ ଭାଲେଶ୍ବର ପଞ୍ଚାୟତ ସରପଞ୍ଚ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ପ୍ଲାଷ୍ଟିକ ବ୍ୟବହାରକୁ ବନ୍ଦ କରିବା ପାଇଁ ଅଭିନବ ଉପାୟ କରିଛନ୍ତି। ଏଥିପାଇଁ ସରପଞ୍ଚ ସରୋଜ ଦେବୀ ଅଗ୍ରୱାଲଙ୍କ ଉଦ୍ୟମରେ ନୂଆପଡ଼ାର କୁରୁମୁଣ୍ଡା ଗାଁରେ ଆରମ୍ଭ ହୋଇଛି…
ଅଧିକ ଖବର ଦେଖନ୍ତୁ...

ତେଲେଙ୍ଗାନାରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ୩ ଦିନ ପରେ ଘରକୁ ଫେରିଲା ମୃତଦେହ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ପୁଣି ଦାଦନ ଶ୍ରମିକଙ୍କ ଦୁଖ ଦେଖିବାକୁ ମିଲିଛି। ପେଟ ପାଇଁ ରାଜ୍ୟ ବାହାରକୁ ଯାଇ ବର୍ତ୍ତମାନ ଶ୍ରମିକଙ୍କ ମୃତଦେହ ଆଜି ନିଜ ଘରକୁ ଫେରିଥିବା ବେଲେ ପରିବାର ଲୋକ ଭାଙ୍ଗିପଡ଼ିଛନ୍ତି। ଏପରି ଏକ ଦାଦନ ଶ୍ରମିକଙ୍କ ଦୁଃଖ ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ବୋଡ଼େନ…
ଅଧିକ ଖବର ଦେଖନ୍ତୁ...

ନୂଆପଡ଼ାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ: ଜିଲ୍ଲାରେ ୧୫୭ ଡାକ୍ତର ପଦବୀ ଖାଲି

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ସ୍ବାସ୍ଥ୍ୟସେବା ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି। ଜିଲ୍ଲାରେ ୫ଟି ବ୍ଳକ ଓ ୩ ଟି ଏନଏସିରେ ପାଇଁ ୨୪୯ ଜଣ ଡାକ୍ତର ଆବଶ୍ୟକ ରହିଥିବା ବେଳେ ମାତ୍ର ୯୨ ଜଣ ଡାକ୍ତର ଅଛନ୍ତି। ଏବେ ୧୫୭ଟି ଡାକ୍ତର ପଦବୀ ଖାଲି ରହିଛି। ଏଭଳି ସ୍ଥିତିରେ ରୋଗୀମାନେ ବହୁ…
ଅଧିକ ଖବର ଦେଖନ୍ତୁ...

ପ୍ରେମିକ ଘରୁ ଝୁଲନ୍ତା ଅବସ୍ଥାରେ ନାବାଳିକା ପ୍ରେମିକାର ମୃତଦେହ ଉଦ୍ଧାର

ନୂଆପଡ଼ା: ପ୍ରେମିକ ଘରୁ ଝୁଲନ୍ତା ଅବସ୍ଥାରେ ନାବାଳିକା ପ୍ରେମିକାର ମୃତଦେହ ଉଦ୍ଧାର। ନୂଆପଡ଼ା ଜିଲ୍ଲା ବେଲଟୁକୁରି ଥାନା ବିଶୋରା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଘଟଣାସ୍ଥଳରେ ପହଞ୍ଚି ପ୍ରେମିକ ନବୀନ ମାଝୀକୁ ପଚରା ଉଚରା କରୁଛି ବେଲଟୁକୁରି ପୁଲିସ। ମୃତକ ବିଶୋରା ଗ୍ରାମର ଯୁକ୍ତ ୨…
ଅଧିକ ଖବର ଦେଖନ୍ତୁ...

ଜମି ବିକ୍ରି ନିଷ୍ପତ୍ତିକୁ ପ୍ରତ୍ୟାହାର ପାଇଁ ଏକଜୁଟ ହେଲେ ୪ ଜିଲ୍ଲାର ଆଦିବାସୀ: ଡିସେମ୍ବର ୫ରେ ଜିଲ୍ଲାପାଳ ଅଫିସ…

ନୂଆପଡ଼ା: ରାଜ୍ୟ ସରକାର କ୍ୟାବିନେଟରେ ଆଦିବାସୀଙ୍କ ଜମି ଏବେ ଅଣଆଦିବାସୀଙ୍କୁ ବିକ୍ରି କରାଯାଇ ପାରିବ ବୋଲି ନିଆଯାଇଥିବା ନିଷ୍ପତ୍ତି ଉପରେ ରାଜ୍ୟରେ ଆଦିବାସୀମାନଙ୍କ ମଧ୍ୟରେ ଧୀରେଧୀରେ ଅସନ୍ତୋଷ ବଢ଼ିବାରେ ଲାଗିଛି।  ନୂଆପଡ଼ା ଜିଲ୍ଲା ଗୋଡ଼ଫୁଲା ପଞ୍ଚାୟତ ଜିଏନଏମ ତାଲିକ କେନ୍ଦ୍ର ପରିସରରେ…
ଅଧିକ ଖବର ଦେଖନ୍ତୁ...

ଚାରିମାସ ହେଲା ମିଳିନି ଖାଉଟି ସାମଗ୍ରୀ: ବ୍ଲକ୍‌ ଅଫିସ୍‌ ଘେରିଲେ ହିତାଧିକାରୀ

ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ୍‌ ବଡ଼ଦୋହେଲ ପଞ୍ଚାୟତର ପଖାନସର ଗ୍ରାମର ଶତାଧିକ ଗରିବ ହିତାଧିକାରୀଙ୍କୁ ଚାରି ମାସ ହେଲା ଖାଉଟି ସାମଗ୍ରୀ ମିଳିନାହିଁ। ଫଳରେ ଦଳିତ ଅଧିକାର ମଞ୍ଚ ରାଜ୍ୟ ସଭାପତି କମଳ ଚରଣ ତାଣ୍ଡିଙ୍କ ନେତୃତ୍ୱରେ ସୋମବାର ଶତାଧିକ ଗ୍ରାମବାସୀ ଖଡ଼ିଆଳ ବ୍ଲକ୍‌…
ଅଧିକ ଖବର ଦେଖନ୍ତୁ...