ଅନୁସନ୍ଧାନ କରୁଥିବା ବର୍ଗ

ନୂଆପଡ଼ା

ନୂଆପଡ଼ାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ: ଜିଲ୍ଲାରେ ୧୫୭ ଡାକ୍ତର ପଦବୀ ଖାଲି

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ସ୍ବାସ୍ଥ୍ୟସେବା ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି। ଜିଲ୍ଲାରେ ୫ଟି ବ୍ଳକ ଓ ୩ ଟି ଏନଏସିରେ ପାଇଁ ୨୪୯ ଜଣ ଡାକ୍ତର ଆବଶ୍ୟକ ରହିଥିବା ବେଳେ ମାତ୍ର ୯୨ ଜଣ ଡାକ୍ତର ଅଛନ୍ତି। ଏବେ ୧୫୭ଟି ଡାକ୍ତର ପଦବୀ ଖାଲି ରହିଛି। ଏଭଳି ସ୍ଥିତିରେ ରୋଗୀମାନେ ବହୁ…
ଅଧିକ ଖବର ଦେଖନ୍ତୁ...

ପ୍ରେମିକ ଘରୁ ଝୁଲନ୍ତା ଅବସ୍ଥାରେ ନାବାଳିକା ପ୍ରେମିକାର ମୃତଦେହ ଉଦ୍ଧାର

ନୂଆପଡ଼ା: ପ୍ରେମିକ ଘରୁ ଝୁଲନ୍ତା ଅବସ୍ଥାରେ ନାବାଳିକା ପ୍ରେମିକାର ମୃତଦେହ ଉଦ୍ଧାର। ନୂଆପଡ଼ା ଜିଲ୍ଲା ବେଲଟୁକୁରି ଥାନା ବିଶୋରା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଘଟଣାସ୍ଥଳରେ ପହଞ୍ଚି ପ୍ରେମିକ ନବୀନ ମାଝୀକୁ ପଚରା ଉଚରା କରୁଛି ବେଲଟୁକୁରି ପୁଲିସ। ମୃତକ ବିଶୋରା ଗ୍ରାମର ଯୁକ୍ତ ୨…
ଅଧିକ ଖବର ଦେଖନ୍ତୁ...

ଜମି ବିକ୍ରି ନିଷ୍ପତ୍ତିକୁ ପ୍ରତ୍ୟାହାର ପାଇଁ ଏକଜୁଟ ହେଲେ ୪ ଜିଲ୍ଲାର ଆଦିବାସୀ: ଡିସେମ୍ବର ୫ରେ ଜିଲ୍ଲାପାଳ ଅଫିସ…

ନୂଆପଡ଼ା: ରାଜ୍ୟ ସରକାର କ୍ୟାବିନେଟରେ ଆଦିବାସୀଙ୍କ ଜମି ଏବେ ଅଣଆଦିବାସୀଙ୍କୁ ବିକ୍ରି କରାଯାଇ ପାରିବ ବୋଲି ନିଆଯାଇଥିବା ନିଷ୍ପତ୍ତି ଉପରେ ରାଜ୍ୟରେ ଆଦିବାସୀମାନଙ୍କ ମଧ୍ୟରେ ଧୀରେଧୀରେ ଅସନ୍ତୋଷ ବଢ଼ିବାରେ ଲାଗିଛି।  ନୂଆପଡ଼ା ଜିଲ୍ଲା ଗୋଡ଼ଫୁଲା ପଞ୍ଚାୟତ ଜିଏନଏମ ତାଲିକ କେନ୍ଦ୍ର ପରିସରରେ…
ଅଧିକ ଖବର ଦେଖନ୍ତୁ...

ଚାରିମାସ ହେଲା ମିଳିନି ଖାଉଟି ସାମଗ୍ରୀ: ବ୍ଲକ୍‌ ଅଫିସ୍‌ ଘେରିଲେ ହିତାଧିକାରୀ

ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ୍‌ ବଡ଼ଦୋହେଲ ପଞ୍ଚାୟତର ପଖାନସର ଗ୍ରାମର ଶତାଧିକ ଗରିବ ହିତାଧିକାରୀଙ୍କୁ ଚାରି ମାସ ହେଲା ଖାଉଟି ସାମଗ୍ରୀ ମିଳିନାହିଁ। ଫଳରେ ଦଳିତ ଅଧିକାର ମଞ୍ଚ ରାଜ୍ୟ ସଭାପତି କମଳ ଚରଣ ତାଣ୍ଡିଙ୍କ ନେତୃତ୍ୱରେ ସୋମବାର ଶତାଧିକ ଗ୍ରାମବାସୀ ଖଡ଼ିଆଳ ବ୍ଲକ୍‌…
ଅଧିକ ଖବର ଦେଖନ୍ତୁ...

ଟ୍ରକ୍ ଧକ୍କାରେ ସାଇକେଲ ଆରୋହୀ ମୃତ

କୋମନା: ନୂଆପଡ଼ା ଜିଲ୍ଲା କୋମନା ଥାନା ଭେଳାସ୍ଥିତ ବିଜୁ ଏକ୍ସପ୍ରେସ୍‌ ୱେରେ ସୋମବାର ପୁଣି ଏକ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ୍‌ ଧକ୍କାରେ ସାଇକେଲ ଆରୋହୀ ଧର୍ମୁ ଆଡ଼ବଙ୍ଗ (୬୧ବର୍ଷ)ଙ୍କ ମୃତ୍ୟୁ ଘଟିଛି। କୋମନା ଥାନା ସନବାହାଲି ଗାଁର ଧର୍ମୁ କୌଣସି କାମରେ ସାଇକଲ ଯୋଗେ ଭେଳା ଗ୍ରାମକୁ…
ଅଧିକ ଖବର ଦେଖନ୍ତୁ...

ସ୍ୱତନ୍ତ୍ର କୋଶଳ ରାଜ୍ୟ ଦାବିରେ ମହାବନ୍ଦ ପାଳନ: ସମ୍ବଲପୁର ବ୍ୟତୀତ ଅନ୍ୟ ୧୦ ଜିଲ୍ଲାରେ ପ୍ରଭାବ ପରିଲକ୍ଷିତ

ବଲାଙ୍ଗୀର: ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ଆଜି ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। କୋଶଳ ରାଜ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ସମ୍ବଲପୁର ବ୍ୟତୀତ ପଶ୍ଚିମ ଓଡ଼ିଶାର ଅନ୍ୟ ସବୁ ଜିଲ୍ଲାରେ ଏହାର ପ୍ରଭାବ ପରିଲକ୍ଷିତ ହୋଇଛି। ଆଜି ସକାଳୁ…
ଅଧିକ ଖବର ଦେଖନ୍ତୁ...

ପ୍ୟାକ୍ସ ଗଠନରୁ ବାଦ୍‌ : ପ୍ରତିବାଦରେ ରାସ୍ତାରୋକ

ସିନାପାଲି: ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍‌ ଗଣ୍ତାବାହାଲି ନିକଟ ଅହିଲାଟ ନାଲା ବ୍ରିଜ୍‌ରେ ମଖାପଦର ଓ ସିଙ୍ଗଝର ପଞ୍ଚାୟତବାସୀ ପ୍ୟାକ୍ସ ଗଠନରୁ ବାଦ୍‌ ପଡ଼ିଥିବା ପ୍ରତିବାଦରେ ଖଡ଼ିଆଳ- ସିନାପାଲି ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ପ୍ରକାଶ ଯେ ଜିଲ୍ଲା ପ୍ରଶାସନ ବାରମ୍ବାର ଆବେଦନ ସତ୍ତ୍ୱେ…
ଅଧିକ ଖବର ଦେଖନ୍ତୁ...

ମୋ’ ଜଙ୍ଗଲ ଜମି କମିଟି ଗଠନରୁ ବଞ୍ଚିତ ଅଣରାଜସ୍ବ ଗ୍ରାମ: ବନବାସୀ ଅସନ୍ତୁଷ୍ଟ

ସିନାପାଲି: ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅଞ୍ଚଳରେ ପାରମ୍ପରିକ ବନବାସୀମାନେ ରହୁଥିବା ଗ୍ରାମ ଗୁଡ଼ିକ ସରକାରଙ୍କ ବିଜ୍ଞପ୍ତି ଅନୁସାରେ ମୋ ଜଙ୍ଗଲ ଜମି କମିଟି ଗଠନରେ ତାଲିକାଭୁକ୍ତ ହୋଇ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ସଂପୃକ୍ତ ଗ୍ରାମ ଗୁଡ଼ିକରେ କମିଟି ଗଠନ କରାଯିବା ପାଇଁ ସିନାପାଲି…
ଅଧିକ ଖବର ଦେଖନ୍ତୁ...

ଡିଜିଟାଲ ସଂଯୋଗ ସହ ଜଗନ୍ନାଥ ସଂସ୍କୃତିର ସମନ୍ୱୟକୁ ସୁଦୃଢ଼ କରିଛି ଆମ ଓଡ଼ିଶା ନବୀନ ଓଡ଼ିଶା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସବୁ ପଞ୍ଚାୟତରେ ପହଞ୍ଚିଲା ‘ଆମ ଓଡ଼ିଶା ନବୀନ ଓଡ଼ିଶା। ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଅକ୍ଟୋବର ୧୦ରୁ ଆରମ୍ଭ ହୋଇ ନଭେମ୍ବର ୧୦ରେ, ଏକ ମାସ ସମୟସୀମା ମଧ୍ୟରେ ମାତ୍ର ୧୩ ଦିନର କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ହୋଇଛି ଏହି…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର ଚିଡ଼ିଆଖାନାକୁ ଆସିଲା, ସଂଗରୋଧରେ ଏବେ କଲରାପତରିଆ

ସମ୍ବଲପୁର: ରକ୍ତମୁଖା କଲରାପତରିଆ ବାଘ ସମ୍ବଲପୁର ଚିଡ଼ିଆଖାନାକୁ ଆସିଛି। ମଙ୍ଗଳବାର ବିଳମ୍ବିତ ରାତିରେ ପୁଲିସ ସୁରକ୍ଷା ମଧ୍ୟରେ ଏକ ପିକ୍‌ଅପ୍ ଭ୍ୟାନ୍‌ରେ କଲରାପତରିଆ ବାଘ ସମ୍ବଲପୁରରେ ପହଂଚିବା ପରେ ଉଦ୍ଧାର କେନ୍ଦ୍ର(ରେସ୍‌କ୍ୟୁ ସେଣ୍ଟର)ରେ ଏକ ସ୍ବତନ୍ତ୍ର ଖୁଆଡ଼ରେ ସଂଗରୋଧରେ ରଖାଯାଇଛି।…
ଅଧିକ ଖବର ଦେଖନ୍ତୁ...