ଅନୁସନ୍ଧାନ କରୁଥିବା ବର୍ଗ

ନୂଆପଡ଼ା

ବିଲରେ ଭିଜିଲା ଚାଷୀଙ୍କ ଧାନ, ଗଜା ହେବା ଆଶଙ୍କା

ନୂଆପଡା: ଅଦିନିଦିଆ ବର୍ଷାରେ ନୂଆପଡ଼ା ଜିଲ୍ଲାରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି। ବିଲ ଓ ଖଳାରେ ଥିବା ଧାନ ଗଜା ହେବାରେ ଲାଗିଲାଣି। ବାହାଲ ଜମିଗୁଡ଼ିକରେ ଏବେ ବି ପାଣି ଭରିରହିଛି। ଧାନ ଗଛ କ୍ଷେତରେ ଥିବା ପାଣିରେ ବୁଡ଼ି ରହିଛି। ଆଉ ଧାନ ଅମଳ ହେବା ଆଶା ନଥିବାରୁ ଋଣ ଶୁଝିବା ଚିନ୍ତାରେ…
ଅଧିକ ଖବର ଦେଖନ୍ତୁ...

ଟ୍ରେନ୍ ଧକ୍କାରେ ଇଲେକ୍ଟ୍ରିକାଲ ସିଗ୍‌ନାଲ ମେଣ୍ଟେନର ମୃତ

ନୂଆପଡ଼ା: ଏକ ଅଭାବନୀୟ ଘଟଣାକ୍ରମରେ ଲଖନା ରେଳ ଷ୍ଟେସନରେ ଟ୍ରେନ୍‌ ଧକ୍କାରେ ବିଭାଗୀୟ ଇଲେକ୍ଟ୍ରିକାଲ ସିଗ୍‌ନାଲ ମେଣ୍ଟେନର ଅନୁପ ରାୟ (୨୮)ଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ନୂଆପଡ଼ା ରେଳ ଷ୍ଟେସନର ସିଗନାଲ୍‌ରେ ଯାନ୍ତ୍ରିକ ତ୍ରୁଟି ଥିଲା। ମରାମତି ପାଇଁ ଲଖନା ରେଳ ଷ୍ଟେସନରୁ ଅନୁପ ଏକ…
ଅଧିକ ଖବର ଦେଖନ୍ତୁ...

ମୋବାଇଲ ଚାର୍ଜ ବେଳେ ଅଘଟଣ; ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ

ନୂଆପଡ଼ା: କୋମନା ବ୍ଲକ୍‌ ସିହିନାମୁଣ୍ଡା ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୋବାଇଲ ଚାର୍ଜ ବେଳେ ଏହି ଅଘଟଣ ହୋଇଛି। ସୂଚନା ଅନୁସାରେ, କୋମନା ଥାନା କରଙ୍ଗାଭଟା ଗ୍ରାମର ମୁକେଶ କଟା (୨୦) ସିହିନାମୁଣ୍ଡା ଗ୍ରାମର ଜଣେ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ତାଙ୍କ…
ଅଧିକ ଖବର ଦେଖନ୍ତୁ...

ଟ୍ରେନଲାଇନରେ କଟି ସିଗନାଲ ଯନ୍ତ୍ରୀଙ୍କ ମୃତ୍ୟୁ

ନୂଆପଡ଼ା: ନୂଆପଡ଼ା ରେଳଷ୍ଟସନର ରେଳ ସିଗନାଲ୍ ଯାନ୍ତ୍ରିକ ତ୍ରୁଟି ଥିବା ଯୋଗୁଁ ସିଗନାଲ୍ ମରାମତି ପାଇଁ ଲଖନା ରେଳ ଷ୍ଟେସନରୁ ଅନୁପ ରଏ (୨୮) (ସିଗନାଲ ଯନ୍ତ୍ରୀ) ରଙ୍ଗବତୀ ଟ୍ରେନ ଯୋଗେ ନୂଆପଡ଼ା ରେଳ ଷ୍ଟେସନ ରାତ୍ରି ୧୦ଟା ବେଳେ ପହଞ୍ଚିଥିଲେ। ସିଗନାଲ ମରାମତି କାମ ସାରି ବିଲମ୍ବିତ ରାତ୍ରିରେ…
ଅଧିକ ଖବର ଦେଖନ୍ତୁ...

ଝୁଲନ୍ତା ଅବସ୍ଥାରେ ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ଥାନା ଛତା ଗାଁର ମୋହରୀ ଫେର୍ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି କୋମନା ପୁଲିସ। ମୃତ ଯୁବକ  ଉକ୍ତ ଗାଁର ଲଳିତ ମାଝୀ (୩୬) ବୋଲି ଜଣାପଡ଼ିଛି। ଗତ ୪ ଦିନ ତଳେ ମୃତ ଯୁବକ ଘରୁ ବାହାରି ଆଉ ଘରକୁ ଫେରିନଥିଲେ। ପରିବାର ଲୋକେ…
ଅଧିକ ଖବର ଦେଖନ୍ତୁ...

ଏଟିଏମ୍‌ରୁ ୧୪.୮ ଲକ୍ଷ ଲୁଟ୍‌

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ମିସନ ଛକଠାରେ ଥିବା ଏସ୍‌ବିଆଇ ଏଟିଏମ୍‌କୁ କାଟି ଦୁର୍ବୃତ୍ତମାନେ ୧୪ ଲକ୍ଷ ୮୦ ହଜାର ୫ଶହ ଟଙ୍କା ଲୁଟି ନେଇଛନ୍ତି। ଖଡ଼ିଆଳ ଏସ୍‌ବିଆଇର ଶାଖା ପରିଚାଳକଙ୍କ ଏତଲା ଆଧାରରେ ପୁଲିସ ଘଟଣାର ତଦନ୍ତ କରୁଛି। ରବିବାର ରାତିରେ ଖଡ଼ିଆଳ ଥାନା ମିସନ…
ଅଧିକ ଖବର ଦେଖନ୍ତୁ...

ଏଟିଏମ୍‌ରୁ ୧୪. ୮୦ ଲକ୍ଷ ଲୁଟ୍‌

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ମିସନଛକଠାରେ ଥିବା ଏସ୍‌ବିଆଇ ଏଟିଏମ୍‌କୁ କାଟି ଦୁର୍ବୃତ୍ତମାନେ ୧୪ ଲକ୍ଷ ୮୦ ହଜାର ୫ଶହ ଟଙ୍କା ଲୁଟି ନେଇଛନ୍ତି। ଖଡ଼ିଆଳ ଏସ୍‌ବିଆଇର ଶାଖା ପରିଚାଳକଙ୍କ ଏତଲା ଆଧାରରେ ପୁଲିସ ଘଟଣାର ତଦନ୍ତ କରୁଛି। ରବିବାର ରାତିରେ ଖଡ଼ିଆଳ ଥାନା…
ଅଧିକ ଖବର ଦେଖନ୍ତୁ...

ପିଏଲଜିଏ ସପ୍ତାହରେ ଓଡ଼ିଶା- ଛତିଶଗଡ଼ ସୀମାନ୍ତରେ ମାଓବାଦୀ ସକ୍ରିୟ: କ୍ୟାଡରଙ୍କ ଗୁପ୍ତ ବୈଠକ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାର ଲାଲକରିଡର ସୁନାବେଡ଼ା ଅଭୟାରଣ୍ୟରେ ମାଓବାଦୀମାନଙ୍କ କିଛି ଦିନ ନିରବତା ପରେ ଅଭୟାରଣ୍ୟ ମାଓବାଦୀଙ୍କ ଗତିବିଧି ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି। ଗତକାଲି ମାଓବାଦୀମାନେ ନୂଆପଡ଼ା ବ୍ଳକ ସାରାବଙ୍ଗ ଠାରେ ବ୍ୟାନର ଲଗାଇ ପିଏଲଜିଏ ସପ୍ତାହ ପାଳନ କରିବାକୁ ଆହ୍ବାନ…
ଅଧିକ ଖବର ଦେଖନ୍ତୁ...

ଟ୍ରକ୍‌ ଧକ୍କାରେ ଦମ୍ପତି ମୃତ

କୋମନା: ନୂଆପଡ଼ା ଜିଲ୍ଲା କୋମନା ଥାନା ମାନିଗୁଡ଼ା ଗାଁ ନିକଟରେ ଜାତୀୟ ରାଜପଥ ୩୫୩ ରେ ଟ୍ରକ୍ ଧକ୍କାରେ ଏକ ଦମ୍ପତିଙ୍କ ମୃତ୍ୟୁ ହେଇଛି। ସୂଚନା ଅନୁସାରେ, ନୂଆପଡ଼ା ଜିଲ୍ଲା ଖାରିଆରୋଡ୍‌ ଅଏଁଲାଯୁବା ଗାଁର ଜୟରାମ ମାଝୀ (୫୬ବର୍ଷ) ଓ ତାଙ୍କର ସ୍ତ୍ରୀ ଘୁନମତୀ ମାଝୀ (୫୦ବର୍ଷ) ରବିବାର ଏକ…
ଅଧିକ ଖବର ଦେଖନ୍ତୁ...

ଆନ୍ତଃ ବିଶ୍ବବିଦ୍ୟାଳୟ କବାଡ଼ି ପ୍ରତଯୋଗିତା ଅନୁଷ୍ଠିତ; ଚାମ୍ପିୟନ ହେଲୋ ନେସନାଲ କଲେଜ

ନୂଆପଡ଼ା: କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟର ଶୁକ୍ରବାର ଦିନ ନେସନାଲ କଲେଜଠାରେ ଆନ୍ତଃ ବିଶ୍ୱବିଦ୍ୟାଳୟ ସ୍ତରୀୟ କବାଡି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ବାଳକ ବିଭାଗରେ ୧୩ ଟି ଓ ବାଳିକା ବିଭାଗରେ ୪ଟି ଦଳ ଭାଗ ନେଇଥିଲେ। ବାଳକ ବିଭାଗରେ ନୂଆପଡ଼ା ମହାମାୟା…
ଅଧିକ ଖବର ଦେଖନ୍ତୁ...