ଅନୁସନ୍ଧାନ କରୁଥିବା ବର୍ଗ

ନୂଆପଡ଼ା

ରେଳଧାରଣାରୁ ଅଜଣା ଲୋକଙ୍କ ମୃତଦେହ ଠାବ

ନୂଆପଡ଼ା: ବିଶାଖାପାଟଣା - ରାୟପୁର ରେଲୱେଲାଇନ ଟ୍ରାକରୁ ଏକ ଅଜଣା ଶବ ଠାଵ ହୋଇଛି। ନୂଆପଡ଼ା ରେଳଷ୍ଟେସନରୁ ୩କିମି ଦୂରରେ ଅବସ୍ଥିତ ଭେରା ଗାଁ ନିକଟର ରେଲୱେଲାଇନ ଟ୍ରାକରେ ଅଜଣା ଶବ ପଡ଼ିରହିଥିବା ନେଇ ସ୍ଥାନୀୟ ଲୋକେ ଦେଖି ଭୟଭୀତ ହୋଇଥିଲେ। ପରେ ସେମାନେ ନୂଆପଡା ପୁଲିସକୁ ଖବର ଦେବା ପରେ …
ଅଧିକ ଖବର ଦେଖନ୍ତୁ...

ଚାଷୀମାନଙ୍କ ସମସ୍ୟା ନେଇ ବିଜେପି ପକ୍ଷରୁ ଆଜି ନୂଆପଡ଼ା ଜିଲ୍ଲା ବନ୍ଦ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାର ଚାଷୀ ସମସ୍ୟା ତଥା ଧାନକିଣା ଦୁର୍ନୀତିର ସିବିଆଇ ତଦନ୍ତ ଦାବିରେ ଶୁକ୍ରବାର ଦିନ ନୂଆପଡ଼ା ବିଜେପି ପକ୍ଷରୁ ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଜିଲ୍ଲା ୫ଟି ବ୍ଳକ ଓ ୩ଟି ଏନଏସି ସଂପୂର୍ଣ୍ଣ ଭାବେ ବନ୍ଦ ବନ୍ଦ ପାଳନ କରାଯାଉଛି। ନୂଆପଡ଼ାରେ ବିଜେପି ରାଜ୍ୟ…
ଅଧିକ ଖବର ଦେଖନ୍ତୁ...

ବାପ-ପୁଅଙ୍କ ଉପରେ ଚଢ଼ିଗଲା ହାଇୱା, ପିକ୍‌ଅପ୍‌ ଭ୍ୟାନ୍‌ରେ ପିଟି ହୋଇ ଜୀବନ ହାରିଲେ ୨ ଯୁବକ

ସୋନପୁର/ନୂଆପଡ଼ା: ଆଜି ସନ୍ଧ୍ୟାରେ ୨ଟି ସଡ଼କ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଛକରେ ବାପପୁଅଙ୍କ ଉପରେ ଦ୍ରୁତଗାମୀ ହାଇୱା ଚଢ଼ିଯାଇଛି। ସେହିପରି ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ଅନ୍ତର୍ଗତ ଗୋତମା ଛକରେ ପିକ୍‌ଅପ୍‌ ଭ୍ୟାନ୍‌ରେ ପିଟି ହୋଇ ଦୁଇ…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲାସ୍ତରୀୟ କୃଷି ମହୋତ୍ସବ, କୃଷି ଯନ୍ତ୍ରପାତି ମେଳା: ଅଣଧାନ ଜାତୀୟ ଫସଲରେ ଚାଷୀ ଲାଭବାନ ହେବେ

ନୂଆପଡ଼ା: ସ୍ଥାନୀୟ ପୁଲିସ ପଡ଼ିଆରେ ଜିଲ୍ଲା କୃଷି ବିଭାଗ ଓ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଚାଲିଥିବା ୫ ଦିନିଆ ଜିଲ୍ଲାସ୍ତରୀୟ କୃଷି ମହୋତ୍ସବ ଓ କୃଷି ଯନ୍ତ୍ରପାତି ମେଳାର ଶୁକ୍ରବାର ଥିଲା ଚତୁର୍ଥ ଦିବସ। ମଧ୍ୟାହ୍ନରେ ଜିଲ୍ଲା ମୁଖ୍ୟକୃଷି ଅଧୁକାରୀ ହିମାଂଶୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ…
ଅଧିକ ଖବର ଦେଖନ୍ତୁ...

ଭଲ ଖବର: ‘ବିହନ ମଣିଷ’ ବାପ-ପୁଅ

ନୂଆପଡ଼ା: ଦେଶୀ ବିହନ ପ୍ରେମରେ ବାପ-ପୁଅ। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହରର ଆୟୁବେର୍ଦିକ ଡାକ୍ତର କୁବେରକାନ୍ତ ପଣ୍ତା ଓ ତାଙ୍କ ପୁଅ ସିଭିଲ ଇଞ୍ଜିନିୟର ସୁରେଶ୍ବର ପଣ୍ତା ଲୋପ ପାଉଥିବା ୧୨୬ କିସମର ଧାନ ସାଇତି ରଖି ଚର୍ଚ୍ଚାର ପରିସରକୁ ଆସିଛନ୍ତି। କେବଳ ସେତିକି ନୁହେଁ, ଏସବୁ ଧାନ ଚାଷ କରିବା…
ଅଧିକ ଖବର ଦେଖନ୍ତୁ...

ଚକୋଟିଆ ଭୁଞ୍ଜିଆଙ୍କୁ ଷ୍ଟ୍ରବେରି ଦେଇଛି ପରିଚୟ: ବର୍ଷକରେ ୬୦ ଲକ୍ଷ ରୋଜଗାର

ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍‌ ସୁନାବେଡ଼ା ଅଭୟାରଣ୍ୟରେ ବସବାସ କରୁଥିବା ଆଦିମ ଜନଜାତି ଚକୋଟିଆ ଭୁଞ୍ଜିଆ ସଂପ୍ରଦାୟ ସୁନାବେଡ଼ା ଅଭୟାରଣ୍ୟରେ ​ଷ୍ଟ୍ରବେରି ଚାଷ କରି ବର୍ତ୍ତମାନ ରାଜ୍ୟ ତଥା ରାଜ୍ୟ ବାହାରେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ପ୍ରଥମ କରି ୨୦୨୨-୨୩ ବର୍ଷରେ…
ଅଧିକ ଖବର ଦେଖନ୍ତୁ...

ସିଏସ୍‌ପି ପ୍ଲସ ବ୍ୟାଙ୍କ ସ୍ଥାପନ ଦାବି: ଜିଲ୍ଲାପାଳ ଅଫିସ୍‌ ଘେରିଲେ ପଞ୍ଚାୟତବାସୀ

ନୂଆପଡ଼ା: ନୂଆପଡ଼ା ବ୍ଲକ ଭୈଷାତାଲ ପାୟତ ମୁଖ୍ୟାଳୟରେ ସିଏସ୍‌ପି ପ୍ଲସ୍‌ ସ୍ଥାପନ ଓ ନୂତନ ପଞ୍ଚାୟତ ଅଫିସ୍‌ କୋଠାଗୃହ ନିର୍ମାଣ ଦାବି ଜୋର ଧରିଛି। ବୁଧବାର ପଞ୍ଚରୟତର ଶତାଧିକି ଲୋକେ ଜିଲ୍ଲାପାଳ ଅଫିସ୍‌ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସରକାର ଗ୍ରାମାଞ୍ଚ‌ଳର ଲୋକଙ୍କୁ…
ଅଧିକ ଖବର ଦେଖନ୍ତୁ...

ନୂଆପଡ଼ାରେ ଆତଙ୍କ ସୃଷ୍ଟି କରିଥିଲା ଭାଲୁ, ପିଜୁଳି ଖାଇବାକୁ ଯାଇ କୂଅରେ ପଡ଼ି ଜୀବନ ହରାଇଲା

ନୂଆପଡ଼ା: କିଛି ଦିନ ପୂର୍ବରୁ ନୂଆପଡ଼ା ସହରରେ ଆତଙ୍କ ସୃଷ୍ଟି କରିଥିବା ଜଙ୍ଗଲୀ ଭାଲୁର ମୃତଦେହ ଆଜି ଉଦ୍ଧାର କରାଯାଇଛି। ପିଜୁଳି ଖାଇବାକୁ ଯାଇ ଭାଲୁ କୂଅରେ ପଡ଼ି ପ୍ରାଣ ହରାଇଥିବା କୁହାଯାଉଛି। ସୂଚନା ଅନୁସାରେ ନୂଆପଡ଼ା ବନଖଣ୍ଡ ଅଧୀନ ମହାଭଟାସ୍ଥିତ ମୋହନ ରଣାଙ୍କ ଜମିରେ ଏକ ପିଜୁଳି ଗଛ…
ଅଧିକ ଖବର ଦେଖନ୍ତୁ...

ଅତିରିକ୍ତ ଜିଲ୍ଲା ଜଜ୍ କୋର୍ଟ ସ୍ଥାପନ ଦାବି: ୧୨ ଘଣ୍ଟିଆ ଖଡ଼ିଆଳ ବନ୍ଦ, ଜନଜୀବନ ପ୍ରଭାବିତ

ଖଡ଼ିଆଳ: ନୂଆପଡ଼ା ଜିଲ୍ଲାର ଖଡିଆଳଠାରେ ଅତିରିକ୍ତ ଜିଲ୍ଲା ଜଜ୍ କୋର୍ଟ ସ୍ଥାପନ ଦାବିରେ ମିଳିତ ନାଗରିକ ମଞ୍ଚ ପକ୍ଷରୁ ବୁଧବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖଡ଼ିଆଳ, ବୋଡ଼େନ ଓ ସିନାପାଲି ବ୍ଲକକୁ ବନ୍ଦ ଡାକରା ଦିଆଯାଇଛି। ଆଜି ବନ୍ଦ ଫଳରେ ଜନଜୀବନ ପ୍ରଭାବିତ ହୋଇଛି। ଏହି ତିନି…
ଅଧିକ ଖବର ଦେଖନ୍ତୁ...

ବୌଦ୍ଧ ଓ ନୂଆପଡ଼ାରେ ମଦ ବେପାରୀ ଧୀରଜ ତାତି: କୁଶପୁତ୍ତଳିକା ଦାହ ଓ ବିକ୍ଷୋଭ ପ୍ରଦର୍ଶନ କଲା ବିଜେପି

ବୌଦ୍ଧ: ଝାଡ଼ଖଣ୍ଡର କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ ପାରିବାରିକ ମଦ ସାମ୍ରାଜ୍ୟ ଉପରେ ଆୟକର ବିଭାଗ ଚଢ଼ଉ କରିଛି। ରାଜ୍ୟର ବିଭିନ୍ନ ଜିଲ୍ଲା ସହ ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ୍‌ ତିତିରିକଟା ମୌଜାରେ ଥିବା ବୌଦ୍ଧ ଡିଷ୍ଟିଲାରି (ବିଡିପିଏଲ)ରେ ତିନିଦିନ ଧରି ଚଢ଼ଉ ହୋଇଛି। ତେବେ…
ଅଧିକ ଖବର ଦେଖନ୍ତୁ...