ଅନୁସନ୍ଧାନ କରୁଥିବା ବର୍ଗ

ନୂଆପଡ଼ା

ବନବାସୀ ଭୟଭୀତ, ଜୀବନଜୀବିକା ପ୍ରଭାବିତ: ୩ ପଞ୍ଚାୟତର ୨୦ ଗ୍ରାମରେ ବାଘ ଆତଙ୍କ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍‌ ୩ଟି ପଞ୍ଚାୟତର ୨୦ ଟି ଗ୍ରାମରେ ଚଳିତ ବର୍ଷ ଆରମ୍ଭରୁ ବାଘ  ଆତଙ୍କ ଲାଗି ରହିଛି। ଆତଙ୍କ ମଧ୍ୟରେ ରହିଛନ୍ତି ଲୋକେ। ଉକ୍ତ ଜଙ୍ଗଲ ତଳି ଅଞ୍ଚଳର ଲୋକ ଘରୁ ବାହାରୁ ନାହନ୍ତି। ଫଳରେ ସେମାନଙ୍କ ଜୀବନଜୀବିକା ପ୍ରଭାବିତ ହୋଇପଡ଼ିଛି। ନୂଆପଡ଼ା ସଦର ବ୍ଲକ୍‌ …
ଅଧିକ ଖବର ଦେଖନ୍ତୁ...

ନୂଆପଡ଼ାରେ ଆଉ ଏକ ବାଘର ପାଦଚିହ୍ନ, ଲୋକେ ଆତଙ୍କିତ

ନୂଆପଡ଼ା: ଯନ୍ତା ଭିତରେ ରହିଛି ବାଘ। ଏଣେ ବାଘକୁ ଖୋଜୁଛି ବାଘୁଣୀ। ଏଭଳି ଘଟଣା ଏବେ ଏବେ ନୂଆପଡ଼ା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। ଧରମବନ୍ଧା ଥାନା ଭଇଁସାଦରା ଅଞ୍ଚଳରେ ଲୋକେ ଏକ ବାଘର ପାଦଚିହ୍ନ ଆଜି ସକାଳେ ଦେଖିଛନ୍ତି। ଏହାକୁ ନେଇ ଅଞ୍ଚଳବାସୀଙ୍କ ଭିତରେ କୋକୁଆ ଭୟ ଖେଳିଯାଇଛି।…
ଅଧିକ ଖବର ଦେଖନ୍ତୁ...

ଯନ୍ତାରେ ବାଘ, ଗାଁରେ ବୁଲୁଛି ବାଘୁଣୀ: ଆତଙ୍କିତ ଗ୍ରାମବାସୀ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା କୋଦୋପାଲି ଗାଁରୁ ଶନିବାର ରାତିରେ ଧରାପଡ଼ିଥିବା ମଣିଷଖିଆ ବାଘ (କଲରାପତରିଆ) ଏବେ ବନ ବିଭାଗ ଅଫିସ ପରିସରରେ ଯନ୍ତା ଭିତରେ ରହିଛି। ଅନ୍ୟପକ୍ଷରେ ଗାଁ ଚାରିପଟେ ଏକ ବାଘୁଣୀ (କଲରାପତରିଆ) ପଇଁତରା ମାରୁଛି। ଧରାପଡ଼ିଥିବା ବାଘଟି ଅଣ୍ଡିରା ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ଯନ୍ତା ଭିତରେ ବାଘ, ଗାଁ ଚାରିପଟେ ବାଘୁଣୀ; ଗାଁରେ ରାମେଶ୍ରୀଙ୍କ ଶେଷକୃତ୍ୟ ସମ୍ପନ୍ନ, ଆତଙ୍କିତ ଗ୍ରାମବାସୀ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା କୋଦୋପାଲି ଗାଁରୁ ଶନିବାର ରାତିରେ ଧରାପଡ଼ିଥିବା ମଣିଷଖିଆ ବାଘ ଏବେ ବନ ବିଭାଗ ଅଫିସ ପରିସରରେ ଯନ୍ତା ଭିତରେ ରହିଛି। ଅନ୍ୟପକ୍ଷରେ ଗାଁ ଚାରିପଟେ ଏକ ବାଘୁଣୀ ପଇଁତରା ମାରୁଛି। ଧରାପଡ଼ିଥିବା ବାଘଟି ଅଣ୍ଡିରା ହୋଇଥିବା ବେଳେ ଗାଁ ଚାରିପଟେ ଘୂରି…
ଅଧିକ ଖବର ଦେଖନ୍ତୁ...

ନୂଆପଡ଼ାରେ ଆଉ ଏକ ବାଘ: କୋଦୋପାଲି ଗ୍ରାମରେ ବନ ବିଭାଗ କର୍ମଚାରୀ

ନୂଆପଡ଼ା: ଗତକାଲି ରାତିରେ ଯନ୍ତାରେ ଏକ ମଣିଷଖିଆ ବାଘ (କଲରାପତିରିଆ) ପଡ଼ିଥିବା ବେଳେ ଆଜି ଏକ ବାଘ ପୁଣି ଆତଙ୍କ ଖେଳାଇଥିବାର ଖବର ଖବର ମିଳିଛି। ଧରମବନ୍ଧା ଥାନା କୋଦୋପାଲି ଗ୍ରାମ ନିକଟରେ ସେହି ବାଘଟି ବୁଲୁଥିବାର ଦେଖିବାକୁ ପାଇଥିଲେ ଗ୍ରାମବାସୀ। ଏହାପରେ ସେମାନେ ବନ ବିଭାଗକୁ ଖବର…
ଅଧିକ ଖବର ଦେଖନ୍ତୁ...

ଶୌଚ ହେବା ଲାଗି ବାହାରକୁ ଯାଇଥିଲେ ମହିଳା: ଖାଇଦେଲା ବାଘ

ନୂଆପଡ଼ା: ମହିଳାଙ୍କୁ ଖାଇଲା ବାଘ। ମୃତା ହେଲେ ରାମେଶ୍ରୀ ମାଝୀ(୪୫)। ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍ ଧରମବନ୍ଧା ଥାନା ସୁନାବେଡ଼ା ଅଭୟାରଣ୍ୟ ସିରିଆରିବାହାର ଗ୍ରାମରେ ଘଟିଛି ଏଭଳି ହୃଦୟବିଦାରକ ଘଟଣା। ଗତକାଲି ସେ ଶୌଚ ହେବା ଲାଗି ଘର ବାହାରକୁ ଯାଇଥିଲେ। ହେଲେ ଆଉ ଘରକୁ ଫେରିନଥିଲେ। ଘରଲୋକେ…
ଅଧିକ ଖବର ଦେଖନ୍ତୁ...

ଟ୍ରକ୍ ବାଇକ ମୁହାମୁହିଁ ଧକ୍କା: ଜଣେ ମୃତ, ଜଣେ ଗୁରୁତର

କୋମନା: ନୂଆପଡ଼ା ଜିଲ୍ଲା କୋମନା ଥାନା ତରବୋଡ଼ ଫାଣ୍ଡି ଅଧୀନ ଜାତୀୟ ରାଜପଥ ନଂ ୩୫୩ର ବାଞ୍ଜିବାହାଲ ଛକରେ ଏକ ଟ୍ରକ୍ ଓ ବାଇକ ମଧ୍ୟରେ ମୁହାମୁହିଁ ଧକ୍କା ହୋଇଥିଲା। ଏଥିରେ ଖରିଆର୍‌ ଥାନା ଖଇରପଦର ଗାଁର ମୋତିଲାଲ ଦୁରିଆ (୧୯) ଘଟଣାସ୍ଥଳରେ ମୃତ୍ୟୁ ​ଘଟିଥିଲା। ତେବେ ସେହି ଗାଁର ଜଗଦୀଶ ବାଗ…
ଅଧିକ ଖବର ଦେଖନ୍ତୁ...

ମାତିଛି ମଣିଷଖିଆ ବାଘ: ଭୟରେ ସ୍କୁଲ ଓ ଅଙ୍ଗନବାଡ଼ିକୁ ଛାଡୁନାହନ୍ତି ଅଭିଭାବକ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍‌ ଧରମବନ୍ଧା ଥାନା ସୁନାବେଡ଼ା ଅଭୟାରଣ୍ୟ ଗୋଧସପଡ଼ାରେ ସୋମବାର ସଂଧ୍ୟାରେ ଗାଁରେ ଖେଳୁଥିବା ବେଳେ ଜଣେ ୬ ବର୍ଷର ବାଳକଙ୍କୁ ବାଘ ଟାଣି ନେଇ ମାରିବା ପରେ ଗାଁରେ ଭୟର ବାତାବରଣ ଲାଗି ରହିଛି। ବାଳକକୁ ବାଘ ମାରିବା ଘଟଣାର ୨୪ ଘଣ୍ଟା ବିତି ଯାଇଥିଲେ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ମାଟିଆପଦରକୁ ସମ୍ପୂର୍ଣ୍ଣ ବୁଡ଼ି ଗ୍ରାମ ଘୋଷଣା ଦାବି: ଜିଲ୍ଲାପାଳ ଅଫିସ୍‌ ଆଗରେ ଗଣଧାରଣା

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଲୋୟର ଇନ୍ଦ୍ର ପ୍ରକଳ୍ପରେ କ୍ଷତିଗ୍ରସ୍ତ ହୋଇଥିବା ମାଟିଆପଦରକୁ ସମ୍ପୂର୍ଣ୍ଣ ବୁଡ଼ି ଗ୍ରାମ ଘୋଷଣା ଦାବି ନେଇ ବୁଧବାର ଗ୍ରାମବାସୀ ଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ଗଣଧାରଣାରେ ବସିଛନ୍ତି। ଗତ ୧୮ ତାରିଖରେ ଗ୍ରାମବାସୀ ଏହି ମର୍ମରେ ଜିଲ୍ଲାପାଳଙ୍କୁ ଦାବିପତ୍ର…
ଅଧିକ ଖବର ଦେଖନ୍ତୁ...

ବଜ୍ରକାପ୍ତା ଚାଲାଣ ପାଇଁ ଗ୍ରାହକଙ୍କ ଅପେକ୍ଷାରେ ଥିଲେ ଚାଲାଣକାରୀ, ମାଡ଼ି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ବର/ନୂଆପଡ଼ା: ଦୁର୍ଲଭ ବନ୍ୟ ପ୍ରାଣୀ ‘ବଜ୍ରକାପ୍ତା’କୁ ବିକିପାରିଲେନି। ଚାଳାଣ କରିବା ପୂର୍ବରୁ ବନ ବିଭାଗର ସହଯୋଗରେ ଏସ୍‌ଟିଏଫ୍‌ ଚଢ଼ଉ କରି ଏହାକୁ ଉଦ୍ଧାର କରିଛି। ନୂଆପଡ଼ା ଜିଲ୍ଲା ଖରିଆର ବନଖଣ୍ଡ ଅଧିନ ବାଙ୍କାପୁର ଛକରୁ ମଙ୍ଗଳବାର ପୂର୍ବାହ୍‌ଣରେ ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର…
ଅଧିକ ଖବର ଦେଖନ୍ତୁ...