ଅନୁସନ୍ଧାନ କରୁଥିବା ବର୍ଗ

ବିଧାନସଭା

ଭଞ୍ଜନଗରରେ ନିର୍ବାଚନୀ ହିଂସା: ବୁଥ୍ ରିଗିଂ ଅଭିଯୋଗ

ଭଞ୍ଜନଗର:ଭଞ୍ଜନଗରର ତୁରୁମୁ ପଞ୍ଚାୟତର ବେରୁଆବାଡି ଗାଁର ୪୭୮ ନମ୍ବର ବୁଥ୍‌ରେ ନିର୍ବାଚନୀ ହିଂସା ଘଟିଛି। ବୁଥ୍‌ରେ ବିଜେଡି କର୍ମୀଙ୍କ ଗୁଣ୍ଡାରାଜ ଦେଖିବାକୁ ମିଳିଛି । ବିଜେପି କର୍ମୀଙ୍କୁ ବିଜେଡି ସମର୍ଥକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ବିଜେଡ଼ିକର୍ମୀମାନେ ବୁଥ୍ ରିଗିଂ କରିବାକୁ…
ଅଧିକ ଖବର ଦେଖନ୍ତୁ...

ଇଭିଏମ୍ ମେସିନ୍‌କୁ ମାଳ ପିନ୍ଧାଇଲେ ସ୍ବାଧୀନ ପ୍ରାର୍ଥୀ

ମୁମ୍ବାଇ: ମହାରାଷ୍ଟ୍ରରେ ଭୋଟ୍ ଦେବା ବିଷୟରେ ଲୋକଙ୍କ ମଧ୍ୟରେ କି ପ୍ରକାର ଉତ୍ସାହ ଅଛି? ଏହାର ଏକ ଜୀବନ୍ତ ଉଦାହରଣ ସୋମବାର ଦେ‌ଖିବାକୁ ମିଳିଛି। ନାଶିକର ଏକ ମତଦାନ ବୁଥରେ ଭୋଟ୍ ଦେବାକୁ ଆସିଥିବା ଜଣେ ସ୍ବାଧୀନ ପ୍ରାର୍ଥୀ ଇଭିଏମ୍ ମେସିନ୍ ମାଳ ପିନ୍ଧାଇ ଅଭିବାଦନ ଜଣାଇଥିଲେ। ତାଙ୍କ ଖୁସି…
ଅଧିକ ଖବର ଦେଖନ୍ତୁ...

ଦେଶରେ ପୂର୍ବାହ୍ନ ୧୧ଟା ସୁଦ୍ଧା ୨୩.୬୬ ପ୍ରତିଶତ ମତଦାନ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ସୋମବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ୮ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୪୯ ଲୋକସଭା ଆସନରେ ମତଦାନ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଜାରି ରହିଛି। ବିଭିନ୍ନ ମତଦାନ କେନ୍ଦ୍ରରେ ଭୋଟରମାନେ ଲାଇନରେ ରହି ଶାନ୍ତି ଶୃଙ୍ଖଳାର…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ମତଦାନ: ପୂର୍ବାହ୍ନ ୧୧ଟା ସୁଦ୍ଧା ୨୧.୦୭ ପ୍ରତିଶତ ଭୋଟିଙ୍ଗ, ଝାରସୁଗୁଡାରେ ସର୍ବାଧିକ, ବଲାଙ୍ଗୀରରେ ସର୍ବନିମ୍ନ

ଭୁବନେଶ୍ବର: ସୋମବାର ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି। ଏଥିପାଇଁ ଭୋଟରମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ, ପୂର୍ବାହ୍ନ ୧୧ଟା ସୁଦ୍ଧା ରାଜ୍ୟରେ ୨୧.୦୭ ପ୍ରତିଶତ ହୋଇଛି। ସେଥିମଧ୍ୟରୁ ଝାରସୁଗୁଡାରେ ସର୍ବାଧିକ…
ଅଧିକ ଖବର ଦେଖନ୍ତୁ...

ମତଦାନ କେନ୍ଦ୍ରରେ ଅସହ୍ୟ ତାତି: ପୋଲିଂ ଅଧିକାରୀ ଗୁରୁତର

ରାଉରକେଲା : ମତଦାନ ଚାଲିଥିବା ବେଳେ ଅସହ୍ୟ ତାତିରେ ମୁଣ୍ଡ ବୁଲାଇବାରୁ ଜଣେ ପୋଲିଂ ଅଧିକାରୀ ମୁହଁମାଡି ତଳେ ପଡି ଯାଇଥିଲେ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ପୋଲିଂ ଏଜେଣ୍ଟଙ ତାଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ରାଉରକେଲା ସରକାରୀ ଡାକ୍ତଖାନାରେ ଭର୍ତି…
ଅଧିକ ଖବର ଦେଖନ୍ତୁ...

ବିଜେପି ହେବ ପରାଜିତ, ଦେଶରେ ବହୁଛି ପରିବର୍ତ୍ତନର ଝଡ଼: ପଞ୍ଚମ ପର୍ଯ୍ୟାୟ ମତଦାନ ମଧ୍ୟରେ ରାହୁଲଙ୍କ ଦାବି…

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ୬ ରାଜ୍ୟ ତଥା ୨ କେନ୍ଦ୍ରଶାସିତ ଅଞ୍ଚଳର ୪୯ଟି ଲୋକସଭା ଆସନରେ ମତଦାନ ଜାରି ରହିଛି। ଏହି ସମୟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କହିଛନ୍ତି ଯେ ଗଣତନ୍ତ୍ର ଏବଂ ସମ୍ବିଧାନକୁ ବଞ୍ଚାଇବା ପାଇଁ ଲୋକମାନେ ଠିଆ ହୋଇଛନ୍ତି। ସାରା ଦେଶରେ ବଡ…
ଅଧିକ ଖବର ଦେଖନ୍ତୁ...

ଲାଇନରେ ଛିଡା ହୋଇ ଭୋଟ ଦେଲେ ସାଂସଦ ପ୍ରାର୍ଥୀ ଜୁଏଲ ଓରାମ

ରାଉରକେଲା :ସୁନ୍ଦରଗଡ ଜିଲ୍ଲା ବଣାଇଁ ନିର୍ବାଚନ ମଣ୍ଡଳୀର ଲହୁଣୀପଡ଼ା ବ୍ଲକ କଲେଇପୋଷ ପଞ୍ଚାୟତ କେନ୍ଦୁଡିହ ଗ୍ରାମରେ ସାଂସଦ ପ୍ରାର୍ଥୀ ଜୁଏଲ ଓରାମ ନି ପରିବାର ସଦସ୍ୟଙ୍କ ସହିତ ମତଦାନ କରିଛନ୍ତି। ସକାଳୁ ସକାଳୁ ଗାଧୁଆ ପାଧୁଆ ସାରି ପରିବାର ସହ ଆଦିବାସୀ ପରମ୍ପରାରେ ନିଜ ଘରେ…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମବଙ୍ଗରେ ବିଜେପି-ଟିଏମସି ନେତା ମୁହାଁମୁହିଁ

କୋଲକାତା: ପଶ୍ଚିମବଙ୍ଗର ଉତ୍ତର ୨୪ ପରଗଣାର ବାରକପୁର ଲୋକସଭା ଆସନର ବିଜେପି ପ୍ରାର୍ଥୀ ଅର୍ଜୁନ ସିଂ ଏବଂ ଟିଏମସି କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ମହିଳା ଭୋଟରଙ୍କୁ ଅଟକାଯାଉଛି ବୋଲି ଅର୍ଜୁନ ସିଂ ଅଭିଯୋଗ କରିଛନ୍ତି। ଦୁଇ ବିରୋଧୀ ନେତାଙ୍କ ମଧ୍ୟରେ ସଂଘର୍ଷ ହେଉଥିଲେ ମଧ୍ୟ ପୁଲିସ…
ଅଧିକ ଖବର ଦେଖନ୍ତୁ...

ଇଭିଏମ୍ ଅଚଳ: ଭୋଟରଙ୍କ ହଙ୍ଗାମା ମହିଳା ପ୍ରିଜାଇଡିଂ ଅଫିସର ଚେତା ହରାଇଲେ, ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି

ସୁନ୍ଦରଗଡ଼ : ଓଡ଼ିଶାର ୫ ଲୋକସଭା ଆସନ ୩୫ଟି ବିଧାନସଭା ଆସନରେ ସୋମବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ବିଭିନ୍ନ ସ୍ଥାନରେ ଇଭିଏମରେ ତ୍ରୁଟି ଦେଖାଯିବା ଯୋଗୁ ମତଦାନରେ ବିଳମ୍ବ ହୋଇଛି। ଏହିକ୍ରମରେ ସୁନ୍ଦରଗଡ଼ ପୌରାଞ୍ଚଳରେ ୨୧୧ନମ୍ବର ବୁଥରେ ଇଭିଏମରେ ତ୍ରୁଟି ପରିଲକ୍ଷିତ ହୋଇଥିଲା। ଫଳରେ…
ଅଧିକ ଖବର ଦେଖନ୍ତୁ...

ଏମସିଏଲ ବିସ୍ଥାପିତ ୫ ଗାଁରେ ଭୋଟ୍ ବର୍ଜନ

ସୁନ୍ଦରଗଡ଼: ପୂର୍ବ ନିଷ୍ପତ୍ତି ଅନୁସାରେ ଏମସିଏଲ ବସୁନ୍ଧରା ଓ ମହାଲକ୍ଷ୍ମୀ କୋଇଲା ଖଣି ବିସ୍ଥାପିତ ୫ଟି ଗାଁ ଝୁପୁରୁଙ୍ଗା, କିରିପସିରା ଓ ତୁମୁଲିଆର ଭୋଟର ଭୋଟ୍ ବର୍ଜନ କରିଛନ୍ତି। ମତ ଗ୍ରହଣ ପାଇଁ ବୁଥ୍‌ରେ ପୋଲିଂ କର୍ମଚାରୀ ପ୍ରସ୍ତୁତ ହୋଇ ଅପେକ୍ଷା କରିଥିଲେ। କିନ୍ତୁ ପୂର୍ବାହ୍ନ ୧୧ଟା…
ଅଧିକ ଖବର ଦେଖନ୍ତୁ...