ରାଜ୍ୟ
୫୦ହଜାର ଡେଇଁଲା ମ୍ୟାଲେରିଆ: ବୈଠକରେ ମ୍ୟାଲେରିଆ ମୃତ୍ୟୁର ପୋଲ୍ ଖୋଲିଲା
ରାଜ୍ୟରେ ମ୍ୟାଲେରିଆ ସ୍ଥିତି ଅତ୍ୟନ୍ତ ସଙ୍ଗିନ। ଗତ ସେପ୍ଟେମ୍ବର ମାସ ସୁଦ୍ଧା ରାଜ୍ୟରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ୫୧,୩୯୮ରେ ପହଞ୍ଚିଗଲାଣି। ୨୦୧୯ ମସିହା ପରେ ଏହା ହେଉଛି ରାଜ୍ୟରେ ସର୍ବାଧିକ ମ୍ୟାଲେରିଆ ସଂକ୍ରମଣ।
ଜିଲ୍ଲା
ଗଡିଆରୁ ବେକରେ ଇଟାବନ୍ଧା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର
ବ୍ରହ୍ମଗିରି ଥାନା ହାରପଡା ଗାଁରେ ଗୁରୁବାର ସକାଳୁ ଜଣେ ମହିଳାଙ୍କ ମୃତଦେହ ଗଡିଆ ଭାସୁଥିବା ଦେଖିବାକୁ ମିଳିଥିଲା। ତାଙ୍କ ବେକରେ ରଶି ସହିତ ଲୁଗା ବନ୍ଧା ହୋଇଥିଲା। ରଶିର ଦୁଇ ପଟେ ଦୁଇଟି ଇଟା ବନ୍ଧା ହୋଇଥିବା ଦେଖିବାକୁ ମିଳିଛି...
ଖେଳ
ରଣଜୀ ଟ୍ରଫି: ଓଡ଼ିଶା ବୋଲରଙ୍କ ସଂଘର୍ଷ
ଆନ୍ତର୍ଜାତିକ କ୍ରିକେଟର୍ ତଥା ଆଇପିଏଲ୍ ତାରକା ଶ୍ରେୟସ ଆୟର ଚଳିତ ରଣଜୀ ଋତୁରେ ଲଗାତାର ଦୁଇଟି ଶତକ ଅର୍ଜନ କରିଛନ୍ତି। ମହାରାଷ୍ଟ୍ର ବିପକ୍ଷରେ ୧୪୨ ରନ୍ କରିଥିବା ଶ୍ରେୟସ ବୁଧବାର ଓଡ଼ିଶା ବିପକ୍ଷରେ ୧୫୨* ରନ୍ର ଅପରାଜିତ ବ୍ୟାଟିଂ କରିଛନ୍ତି।
ରାଜନୀତି
ସମ୍ବଲପୁରରେ ବିଜେପିର ମିଶ୍ରଣ ପର୍ବ: ବିଜେଡି ଛାଡ଼ିଲେ ୧୮ ସରପଞ୍ଚ-ନାଏବ ସରପଞ୍ଚ
ନିକଟରେ ନିର୍ବାଚନ ହେବାର ନାହିଁ। କିନ୍ତୁ ନେତା ଓ କର୍ମୀ ଦଳ ଛାଡୁଛନ୍ତି। ବିଜୁ ଜନତା ଦଳ ଛାଡ଼ି ଆଜି ସମ୍ବଲପୁରରେ ଆୟୋଜିତ ମିଶ୍ରଣ ପର୍ବରେ ୧୮ ଜଣ ସରପଞ୍ଚ ଓ ନାଏବ ସରପଞ୍ଚ ବିଜେପିରେ ଯୋଗ ଦେଇଛନ୍ତି। ଏହା ରେଢ଼ାଖୋଲ ଅଞ୍ଚଳରେ ବିଜେଡିକୁ ଶକ୍ତ ଧକ୍କା ବୋଲି କୁହାଯାଉଛି।
ଅପରାଧ
ରାତି ଅଧାରେ ଯୁବକଙ୍କୁ କରିଥିଲା ପ୍ରାଣାନ୍ତକ ଆକ୍ରମଣ; ଅଭିଯୁକ୍ତ ଗିରଫ
ମୟୂରଭଂଜ ଜିଲ୍ଲା ବେତନଟୀ ବ୍ଲକ ଅନ୍ତର୍ଗତ ପିଞ୍ଛାବଣିଆ ଦୋଳମେଲଣ ଦେଖି ଫେରୁଥିବା ଜନୈକ ବ୍ୟକ୍ତିଙ୍କୁ ପୁରୁଣିଆ ଉପକଣ୍ଠ ଡାଳଭଙ୍ଗା ଛକ ନିକଟରେ ପ୍ରାଣାନ୍ତକ ଆକ୍ରମଣ କରି ଫେରାର ଥିବା ଜନୈକ ପେଶାଦାର ଅପରାଧୀକୁ ଘଟଣାର ୨୦ମାସ ପରେ ଗିରଫକରି ବୈଶିଙ୍ଗା ପୁଲିସ ଗୁରୁବାର କୋର୍ଟ ଚାଲାଣ କରିଛି।
ମନୋରଞ୍ଜନ
ମା’ ଶାରଦାଙ୍କ ଏହି ଶେଷ ଇଚ୍ଛା ପୂରଣ କଲେ ପୁଅ
ପୁଅ ଅଂଶୁମାନ ମା’ ଶାରଦାଙ୍କ ଶେଷ ଇଚ୍ଛା ଜଣାଇ କହିଥିଲେ,‘ମା’ ସବୁବେଳେ ଚାହୁଁଥିଲେ ସେ ମଥାରେ ସିନ୍ଦୁର ନାଇ ବୋହୂ ଭଳି ବାପାଙ୍କ ହାତରେ ସଜାଇ ହୋଇ ଏ ଦୁନିଆରୁ ବିଦାୟ ନେବେ।