Latest Posts
ରାଜ୍ୟ
ଭରତପୁର ଥାନା ଘଟଣା: ୪ ପୁଲିସ କର୍ମଚାରୀଙ୍କୁ ମିଳିଲାନି ଅନ୍ତରୀଣ ସୁରକ୍ଷା
ଭରତପୁର ଥାନା ଘଟଣାରେ ନିଲମ୍ବିତ ପୁଲିସ ସବ୍ଇନ୍ସପେକ୍ଟର ବୈଶାଳିନୀ ପଣ୍ଡା, ଏଏସ୍ଆଇ ସାଗରିକା ରଥ ଓ ସଲୀଳାମୟୀ ସାହୁ, କନଷ୍ଟେବଳ ବଳରାମ ହାଁସଦାଙ୍କ ଅଡ଼ୁଆ ବଢ଼ିଛି। ଜଷ୍ଟିସ୍ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠରେ ଏହି ଚାରି ପୁଲିସ....
ଜିଲ୍ଲା
ବାର୍ହା ଆକ୍ରମଣରେ ୩ ଆହତ, ଜଣେ ଗୁରୁତର
ବ୍ରହ୍ମଗିରି ଥାନା ଡାହାଣୀଗଡିଆ ଗାଁରେ ଗୁରୁବାର ୨ଟି ବାର୍ହା ହଠାତ୍ ଗାଁ ଭିତରେ ପଶି ୪ ଜଣକୁ ଆକ୍ରମଣ କରିଛନ୍ତି। ଆକ୍ରମଣରେ ଜଣେ ଗୁରତର ହୋଇ ପୁରୀ ସଦର ଡାକ୍ତର ଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି...
ଖେଳ
ଦ୍ବିତୀୟ ପାଳିରେ ଲଢ଼ିଲା ଭାରତ: ୯୦୦୦ ରନ୍ କ୍ଲବ୍ରେ କୋହଲି
ନ୍ୟୁଜିଲାଣ୍ଡ୍ ବିପକ୍ଷ ପ୍ରଥମ ଟେଷ୍ଟ୍ର ପ୍ରଥମ ପାଳିରେ ମାତ୍ର ୪୬ ରନ୍ କରିଥିବା ଭାରତୀୟ ଦଳ ୩୫୬ ରନ୍ ପଛୁଆ ରହିଥିଲା। ତଥାପି ରୋହିତ ଶର୍ମାଙ୍କ ଦଳ ଦ୍ବିତୀୟ ପାଳିରେ ଭଲ ଲଢ଼ିଛି।
ରାଜନୀତି
ମହାରାଷ୍ଟ୍ର ରାଜନୀତି: ୨୬୦ ଆସନରେ ବୁଝାମଣା କଲା ଏମ୍ଭିଏ
ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ମାସକ ପୂର୍ବରୁ ବିରୋଧୀ ମେଣ୍ଟ ଏମ୍ଭିଏ (ମହା ବିକାଶ ଅଘାଡ଼ି)ରେ ବିଭେଦ ଦେଖାଦେଇଛି। ତୀବ୍ର ମତଭେଦ ଭିତରେ ଏମ୍ଭିଏ ମେଣ୍ଟରେ କଂଗ୍ରେସ, ୟୁବିଟି ଶିବସେନା ଏବଂ ଶରଦ ପାୱାରଙ୍କ ଏନ୍ସିପି ମଧ୍ୟରେ ୨୮୮ ବିଧାନସଭା ଆସନରୁ ୨୬୦ ଆସନରେ ବୁଝାମଣା ଶେଷ ହୋଇଛି।
ଅପରାଧ
ଝାରପଡ଼ା ଜେଲ୍ରେ ପୁଣି କଏଦୀଙ୍କ ମୃତ୍ୟୁ: କ୍ୟାପିଟାଲ୍ ହସ୍ପିଟାଲ୍ରେ ଉତ୍ତେଜନା
ଝାରପଡ଼ା ସ୍ବତନ୍ତ୍ର କାରାଗାରରେ ପୁଣି ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ଗତ ୯ବର୍ଷ ଭିତରେ ୧୧ କଏଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜିର ଘଟଣାକୁ ନେଇ ପୁଣି ବିବାଦ ଭିତରକୁ ଆସିଛି ଏହି ଜେଲ୍।
ମନୋରଞ୍ଜନ
ଓଡ଼ିଆ ସିନେମାରେ ପୁଣି ସୌମ୍ୟା
ଏବେ ଓଲିଉଡ୍କୁ ପୁଣି ଜଣେ ଅଣଓଡ଼ିଆ ନାୟିକା ଫେରୁଥିବା ଜଣାଯାଇଛି। ୨୦୨୩ ରଜବଜାରରେ ମୁକ୍ତିଲାଭ କରିଥିବା ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ଓଡ଼ିଆ ଫିଲ୍ମ ‘ଲଭ ଇନ୍ ଲଣ୍ଡନ’ରେ ଅନୁଭବ ମହାନ୍ତିଙ୍କ ବିପକ୍ଷରେ ସେ ନାୟିକା ଭୂମିକାରେ ନଜର ଆସିଥିଲେ।