Advertisment
Latest Posts
Advertisment
ଜିଲ୍ଲା
ଗ୍ରାମ୍ୟ ବ୍ୟାଙ୍କ ଡକାୟତି ଘଟଣା: ୪ ଗିରଫ, ୩ ବନ୍ଧୁକ ଜବତ
ଓଡ଼ିଶା ଝାରସୁଗୁଡା ସୀମାନ୍ତ ଲଖନପୁର ବ୍ଲକ ରେଙ୍ଗାଲି ଥାନା ଅନ୍ତର୍ଗତ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଡକାୟତି ଘଟଣାରେ ପୁଲିସକୁ ସଫଳତା ମିଳିଛି। ଘଟଣାର ପ୍ରାୟ ୧୫ ଦିନ ପରେ ପୁଲିସ ଏହି ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି.....
Gallery
ଆମ ଓଡ଼ିଶା ସମ୍ବାଦ ସାହିତ୍ୟଘର ପକ୍ଷରୁ ରକ୍ଷାବନ୍ଧନ
ପବିତ୍ର ରକ୍ଷାବନ୍ଧନ ଅବସରରେ ଆଜି ପୂରା ଦେଶ ସମେତ ଓଡ଼ିଶାର ଗାଁରୁ ସହର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଭାଇମାନଙ୍କୁ ଭଉଣୀମାନେ ରାଖୀ ବାନ୍ଧିଛନ୍ତି। ଏହି କ୍ରମରେ ‘ଆମ ଓଡ଼ିଶା ସମ୍ବାଦ ସାହିତ୍ୟଘର’ ପକ୍ଷରୁ ମଧ୍ୟ ରକ୍ଷାବନ୍ଧନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।
ବାଣିଜ୍ୟ
୧୫ ଦିନରେ ସମାଧାନ ହେବ ମୃତବ୍ୟକ୍ତିଙ୍କ ବ୍ୟାଙ୍କ ଖାତା ସଂପର୍କିତ ଦାବି, ରିଜର୍ଭ ବ୍ୟାଙ୍କର ନୂଆ ନିୟମ
ମୃତ ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟ ଏବଂ ଲକର ସହିତ ଜଡିତ ଦାବିଗୁଡ଼ିକୁ ୧୫ ଦିନ ମଧ୍ୟରେ ସମାଧାନ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏକ ସ୍ୱତନ୍ତ୍ର ପଦକ୍ଷେପ ନେଇଛି। ଏଥିପାଇଁ ଏକ ଚିଠା ସର୍କୁଲାର ଜାରି କରାଯାଇଛି ।
ଅପରାଧ
୧୨ ବର୍ଷର ସାନଭାଇକୁ ଛୁରି ଭୁସି ହତ୍ୟାକଲା ୧୭ ବର୍ଷୀୟ କିଶୋର
ଜଣେ ୧୭ ବର୍ଷର ନାବାଳକ ନିଜ ୧୨ ବର୍ଷୀୟ ସାନଭାଇକୁ ଛୁରି ଭୁସି ହତ୍ୟା କରିବା ଘଟଣା ଟିଟିଲାଗଡ଼ରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଉଭୟ ହତ୍ୟାକାରୀ ଓ ମୃତକ ଦୁଇଜଣ ଯାକ ନାବାଳକ ଥିବାରୁ ଘଟଣାକୁ ଗୁରୁତ୍ବର ସହ ନେଇଛି ପୁଲିସ।
ମନୋରଞ୍ଜନ
ସିନ୍ରେ ସୀମା ପାର କରିବାକୁ ମନା କଲେ ନାୟିକା: ସୁପରଷ୍ଟାର ରାଗି ହିରୋଇନ ବଦଳାଇବାକୁ କହିଥିଲେ
ଜଣେ ଅଭିନେତ୍ରୀ ସମ୍ପ୍ରତି ବଡ଼ ଦକ୍ଷିଣ ଭାରତୀୟ ଅଭିନେତାଙ୍କ ବିରୁଦ୍ଧରେ ଅସଦାଚରଣର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ଯଦିଓ ସେ ଆଜି ଜଣେ ବଡ଼ ନାୟିକା ହୋଇପାରିଛନ୍ତି, କିନ୍ତୁ ତାଙ୍କ ପ୍ରାରମ୍ଭିକ କ୍ୟାରିଅରରେ ତାଙ୍କୁ ବହୁତ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିଥିଲା...
ପୁନଶ୍ଚ ପୃଥିବୀ
ପଟାଙ୍ଗିରେ ପରିବେଶ ପଞ୍ଚାୟତ: ଜଙ୍ଗଲ ସୃଷ୍ଟି, ଜୈବିକ ଚାଷକୁ ଗୁରୁତ୍ବ
କୋରାପୁଟ ଜିଲ୍ଲାରେ ସୁନ୍ଦର ଓ ମନୋରମ ପରିବେଶ ରହିଥିଲା। କିନ୍ତୁ ବିକାଶକୁ ପ୍ରାଧାନ୍ୟ ଦେଇ ଆମେ ପରିବେଶକୁ ବିନାଶ କରିଛୁ। ପରିବେଶ ପ୍ରଦୂଷଣ ସାମାଜିକ ବ୍ୟବସ୍ଥାରେ ପ୍ରତିବନ୍ଧକ ସାଜୁଛି।