Advertisment
Latest Posts
Advertisment
ରାଜ୍ୟ
ଗଳ୍ପର ବିକାଶ ପାଇଁ ନୂଆ ପଦକ୍ଷେପ: ଯୁବ ଗାଳ୍ପିକ ସମାବେଶ ଅନୁଷ୍ଠିତ
ପ୍ରଥମ ଥର ପାଇଁ ଏକ 'ଯୁବ ଗାଳ୍ପିକ ସମାବେଶ' ଅନୁଷ୍ଠିତ ହୋଇଯାଇଛିl ଓଡିଶା ସାହିତ୍ୟ ଏକାଡ଼େମୀର ସଚିବ ଡକ୍ଟର ଚନ୍ଦ୍ରଶେଖର ହୋତାଙ୍କ ପୌରାହିତ୍ୟରେ ଆୟୋଜିତ ସମାରୋହରେ ବିଶିଷ୍ଟ ସାହିତ୍ୟିକମାନେ ଯୋଗ ଦେଇଥିଲେ।
ଜିଲ୍ଲା
ବାରିପଦା ବଜାରରେ ଅଗ୍ନିକାଣ୍ଡ: ୨ ଦୋକାନ ଜଳିଗଲା
ବାରିପଦା ବଜାରରେ ଘଟିଥିବା ଅଗ୍ନିକାଣ୍ଡରେ ଦୁଇଟି ଦୋକାନ ଜଳିଯାଇଛି। ସେଥିମଧ୍ୟରୁ ଗୋଟିଏ ବୈଦ୍ୟୁତିକ ସାମଗ୍ରୀ ଦୋକାନ ଏବଂ ଅନ୍ୟଟି କପଡ଼ା ଦୋକାନ ରହିଛି। ବିଳମ୍ବିତ ରାତିରେ ଦୋକାନଗୁଡ଼ିକ ବନ୍ଦ ଥିବା ସମୟରେ ନିଆଁ ଲାଗିଥିବା କୁହାଯାଉଛି....
ଖେଳ
ଏହି କାରଣରୁ ଜୋରରେ ରାଗିଗଲେ ପ୍ରୀତି ଜିଣ୍ଟା
ଫିଲ୍ଡର ନାୟାର ନିଜେ କହିଥିଲେ ଯେ ଏହା ଏକ ଛକା ଥିଲା କିନ୍ତୁ ତୃତୀୟ ଅମ୍ପାୟାର ଅନ୍ୟ କିଛି ପାଇଲେ। ଏହାକୁ ଛକା ଦିଆଯାଇ ନଥିଲା। ଏ ନେଇ ପ୍ରୀତି ଜୋରରେ ରାଗିଯାଇଥିଲେ ଓ ଭୋର ୩ଟାରେ ଏକ ଟ୍ୱିଟ୍ ମାଧ୍ୟମରେ ତାଙ୍କର କ୍ରୋଧ ପ୍ରକାଶ କରିଥିଲେ।
ରାଜନୀତି
୪ ରାଜ୍ୟର ୫ ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା: ଜୁନ୍ ୧୯ରେ ଭୋଟ୍
ପଞ୍ଜାବ ସମେତ ଚାରୋଟି ରାଜ୍ୟର ପାଞ୍ଚଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ଘୋଷଣା କରାଯାଇଛି। ଜୁନ୍ ୧୯ ତାରିଖରେ ମତଦାନ ହେବ ଏବଂ ଜୁନ୍ ୨୩ ତାରିଖରେ ଫଳାଫଳ ଘୋଷଣା କରାଯିବ...
ଅପରାଧ
ଗଣଦୁଷ୍କର୍ମ ପରେ ମହିଳାଙ୍କ ଗୁପ୍ତାଙ୍ଗରେ ଲୁହରଡ଼ ପୁରାଇ ଦେଇଥିଲେ ଦୁଷ୍କର୍ମକାରୀ: ଜୀବନ ଯୁଦ୍ଧରେ ହାରିଗଲେ ପୀଡ଼ିତା
ମଧ୍ୟପ୍ରଦେଶର ଖଣ୍ଡୱା ଜିଲ୍ଲାର ଗ୍ରାମାଞ୍ଚଳରେ ଦିଲ୍ଲୀର ନିର୍ଭୟା ଘଟଣା ପରି ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଆଦିବାସୀ ମହିଳା ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି
ମନୋରଞ୍ଜନ
ଅକ୍ଷୟ ମୋ ଜବାବ ପଢ଼ିବା ପରେ ସବୁ ବିବାଦର ସମାଧାନ ହେବ: ପରେଶ ରାୱଲ
କିଛି ସମୟ ପୂର୍ବରୁ ଖବର ଆସିଥିଲା ଯେ, ଅକ୍ଷୟ କୁମାର ହଠାତ୍ 'ହେରା ଫେରି ୩' ଛାଡି ପ୍ରୋଜେକ୍ଟକୁ କ୍ଷତି ପହଞ୍ଚାଇବା ପାଇଁ ପରେଶ ରାୱଲଙ୍କ ବିରୋଧରେ ୨୫କୋଟି ଟଙ୍କାର ମାମଲା ରୁଜୁ କରିଛନ୍ତି। ଏବେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ପରେଶ।