Advertisment
Latest Posts
Advertisment
ରାଜ୍ୟ
ଗରିବ, ମହିଳା, କୃଷକ ଓ ଯୁବକଙ୍କୁ ଅଧିକ ଗୁରୁତ୍ବ ଦେଇଛି ଆମ ସରକାର: ମୁଖ୍ୟମନ୍ତ୍ରୀ
କଟକ ତଳ ବାଲିଯାତ୍ରା ପଡ଼ିଆରେ ଆୟୋଜିତ ହୋଇଛି ନାରୀ ଶକ୍ତିର ସମାବେଶ। ଏଥିରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଗରିବ, ମହିଳା, କୃଷକ ଓ ଯୁବକଙ୍କୁ ଅଧିକ ଗୁରୁତ୍ବ ଦେଇଛି ଆମ ସରକାର।
ଜିଲ୍ଲା
ଲୁଟି ନେଲେ ୧୦୫ ଭରି ସୁନା ଅଳଙ୍କାର
ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ସାମରାଇପୁର ଆରଡ଼ିଛକ କେନାଲ ରୋଡ଼ଠାରେ ବଡ ଧରଣର ଚୋରି ହୋଇଛି। ଦୁଇଟି ଭଡ଼ା ଘରୁ ଚୋରି ହୋଇଥିବା ସୂଚନା ମିଳିଛି। ଗୋଟିଏ ଘରୁ ୮୦ ଭରି ଅନ୍ୟ ଏକ ଘରୁ ୨୫ ଭରି ସୁନା ଲୁଟ ହୋଇଛି....
ଖେଳ
କରୁଣଙ୍କୁ ପ୍ରଶଂସା: ଅର୍ଶଦୀପ, ସୁଦର୍ଶନଙ୍କୁ ସ୍ବାଗତ
ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଏବଂ ନୂଆ ଅଧିନାୟକ ଶୁବମନ୍ ଗିଲ୍ ଇଂଲଣ୍ଡ ଗସ୍ତ ଲାଗି ଖାସ୍ ଡାକରା ପାଇଥିବା କରୁଣ ନାୟର, ଅର୍ଶଦୀପ ସିଂହ ଓ ସାଇ ସୁଦର୍ଶନଙ୍କୁ ଦଳକୁ ସ୍ବାଗତ କରିଛନ୍ତି।
ରାଜନୀତି
ସରକାର ବଦଳିଛି, ବ୍ୟବସ୍ଥାରେ ପରିବର୍ତ୍ତନ ହୋଇନି: କଂଗ୍ରେସ
ରାଜ୍ୟରେ ବିଜେପି ସରକାର ଗୋଟିଏ ବର୍ଷ ପୂରଣ କରିଛି। ମାତ୍ର ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ ହୋଇନାହିଁ। ଶାସନକୁ ଆସିବା ପୂର୍ବରୁ ପ୍ରତିଶ୍ରୁତିରେ ପୋତି ପକାଇଥିଲେ। ପ୍ରତିଶ୍ରୁତି ନାଁରେ ପ୍ରତାରଣାର ପ୍ରତିଛବି ରାଜ୍ୟ ଶାସନରେ ପ୍ରତିଫଳିତ ହୋଇଛି।
ଅପରାଧ
ଖଣ୍ଡାରେ ହାଣି ହାତ ଛିଣ୍ଡାଇଦେଲେ: ମାଉଜର୍ ଦେଖାଇ ଖସିଗଲେ, ଜେଲ୍ ଫେରନ୍ତା ଦୁର୍ବୃତ୍ତର ପ୍ରତିଶୋଧ
ଆଜି ରାତି ପ୍ରାୟ ୮ଟା ବେଳେ ଖଣ୍ଡଗିରି ଥାନା ରଘୁନାଥନଗରରେ ଏକ ଲୋମଟାଙ୍କୁରା ଘଟଣା ସମସ୍ତଙ୍କୁ ହତଚକିତ କରିଛି।। ଦୁଇଜଣ ଦୁର୍ବୃତ୍ତ ଜଣେ ବ୍ୟକ୍ତିଙ୍କୁ ଖଣ୍ଡାରେ ହାଣି ତାଙ୍କର ଗୋଟିଏ ହାତ ଛିଣ୍ଡାଇ ଦେଇଛନ୍ତି। ଜନଗହଳିପୂର୍ଣ୍ଣ ବସ୍ତି ଭିତରେ ଏଭଳି କାଣ୍ଡ ଭିଆଇବା ପରେ ସେମାନେ....
ମନୋରଞ୍ଜନ
ବିମାନ ଦୁର୍ଘଟଣାକୁ ନେଇ ଶୋକପ୍ରକାଶ କରିବା ପରେ ଚାଲିଗଲା ଜୀବନ
ପରଲୋକରେ ବଲିଉଡ୍ ଅଭିନେତ୍ରୀ କରିସ୍ମା କପୁରଙ୍କ ପୂର୍ବତନ ସ୍ୱାମୀ ସଞ୍ଜୟ କପୁର। ବ୍ରିଟେନରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ହୃଦଘାତ ପାଇଁ ୫୩ ବର୍ଷୀୟ ଏହି ବ୍ୟବସାୟୀଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି।