Latest Posts
ରାଜ୍ୟ
କେନ୍ଦ୍ରାପଡ଼ାରେ ‘ଶିଳ୍ପ’ର ପଶ୍ଚାତ୍ଗତି: ୨୪ ବର୍ଷରେ ହେଲାନି ଗୋଟିଏ ବି ଶିଳ୍ପ
୨୦୨୩, ଫେବ୍ରୁଆରି ୩ ତାରିଖରେ ବିଜେଡି ସରକାରର ତତ୍କାଳୀନ ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ କେନ୍ଦ୍ରାପଡ଼ା ଗସ୍ତରେ ଆସି ବର୍ଷ ଶେଷ ସୁଦ୍ଧା ଜିଲ୍ଲାକୁ ଶିଳ୍ପ ଆସିବ ବୋଲି ଘୋଷଣା କରିବା ସହିତ ୧୭ଟି ଶିଳ୍ପ ପ୍ରସ୍ତାବ ସରକାରଙ୍କ ପାଖେ ବିଚାରାଧୀନ ଥିବା କହିଥିଲେ।
ଜିଲ୍ଲା
ବାର୍ହା ଆକ୍ରମଣରେ ୩ ଆହତ, ଜଣେ ଗୁରୁତର
ବ୍ରହ୍ମଗିରି ଥାନା ଡାହାଣୀଗଡିଆ ଗାଁରେ ଗୁରୁବାର ୨ଟି ବାର୍ହା ହଠାତ୍ ଗାଁ ଭିତରେ ପଶି ୪ ଜଣକୁ ଆକ୍ରମଣ କରିଛନ୍ତି। ଆକ୍ରମଣରେ ଜଣେ ଗୁରତର ହୋଇ ପୁରୀ ସଦର ଡାକ୍ତର ଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି...
ଖେଳ
ଅକ୍ଟୋବର ସରିନି,ଏବେଠୁ ଜଳକଷ୍ଟ: ଶୁଖିଯାଉଛି ଚିରସ୍ରୋତା ମହାନଦୀ
ଅକ୍ଟୋବର ସରିନି। କିନ୍ତୁ ଏବେଠୁ ଆରମ୍ଭ ହୋଇଗଲାଣି ଜଳକଷ୍ଟ। ଓଡ଼ିଶାରେ ଖରିଫ ଧାନଚାଷ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ପାଣି ଅଭାବରୁ ଚାଷ ଉଜୁଡ଼ିଯିବାକୁ ବସିଲାଣି।
ରାଜନୀତି
ନବୀନ ପଟ୍ଟନାୟକ ଯଦି ସବୁ ଅଞ୍ଚଳ ବୁଲିଥାନ୍ତେ, ନିର୍ବାଚନ ଫଳ ଭଲ ହୋଇଥାନ୍ତା।: ନୃସିଂହ ସାହୁ
ନବୀନ ପଟ୍ଟନାୟକ ନ ବୁଲି ଅନ୍ୟ କେହି ପ୍ରଚାର କଲେ କେମିତି ହେବ। ଏଭଳି କହି ଅସନ୍ତୋଷ ପ୍ରକାଶ କରିଛନ୍ତି ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ନୃସିଂହ ସାହୁ।
ଅପରାଧ
ବଲ୍ ଆଣିବା ହେଲା କାଳ: କେନାଲ୍ରେ ବୁଡ଼ିଗଲେ ୩ ଶିଶୁ
କିଛିଦିନ ତଳେ ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ୍ର ସୁବର୍ଣ୍ଣରେଖା କେନାଲରେ ବୁଡ଼ି ଜଣେ ଶିଶୁଙ୍କ ଜୀବନ ଯିବା ଘଟଣା ମନରୁ ଲିଭି ନଥିବା ବେଳେ ଆଜି ସେହି କେନାଲରେ ବୁଡ଼ି ଆଉ ୩ ଶିଶୁଙ୍କ ଜୀବନ ଯାଇଛି।
ମନୋରଞ୍ଜନ
ରିୟାଲିଟି ସୋ’ ଜିତିଥିବା ଡ୍ୟାନ୍ସ ଟ୍ରୁପଙ୍କ ପୁରସ୍କାର ରାଶି ହଡ଼ପ କରିଛନ୍ତି ରେମୋ !
ମହାରାଷ୍ଟ୍ରର ଥାନାରେ ଲୋକପ୍ରିୟ କୋରିଓଗ୍ରାଫର ରେମୋ ଡି’ସୁଜା ଏବଂ ତାଙ୍କ ପତ୍ନୀ ଲିଜେଲ ଡି’ସୁଜାଙ୍କ ବିରୋଧରେ ଏକ ଏତଲା ରୁଜୁ ହୋଇଛି।ସେ ଏକ ଡ୍ୟାନ୍ସ ଟ୍ରୁପଠାରୁ ୧୧.୯୬ କୋଟି ଟଙ୍କା ଠକିନେଇଥିବାର ଅଭିଯୋଗ ହୋଇଛି।