Advertisment
Latest Posts
Advertisment
ରାଜ୍ୟ
ମେୟର ସୁଲୋଚନା ଦାସଙ୍କ ନାଆଁରେ ରାଜଧାନୀର ସବୁ ଥାନାରେ ଏତଲା ଦେବ ଆଞ୍ଚଳିକ ସୁରକ୍ଷା ମଞ୍ଚ
ଭୁବନେଶ୍ବର ମେୟର ସୁଲୋଚନା ଦାସଙ୍କ ବାଂଲାଦେଶୀ ମନ୍ତବ୍ୟକୁ ନେଇ ଆଞ୍ଚଳିକ ସୁରକ୍ଷା ମଞ୍ଚ ତୀବ୍ର ବିରୋଧ କରିଛି। ଏନେଇ ରାଜଧାନୀର ସବୁ ଥାନାରେ ତାଙ୍କ ନାଆଁରେ ଏତଲା ଦିଆଯିବ। ଏନେଇ ଆଞ୍ଚଳିକ ସୁରକ୍ଷା ମଞ୍ଚ ସଭାପତି ଜଗନ୍ନାଥ ପ୍ରଧାନ ସୂଚନା ଦେଇଛନ୍ତି।
ଜିଲ୍ଲା
ବାରିପଦା ବଜାରରେ ଅଗ୍ନିକାଣ୍ଡ: ୨ ଦୋକାନ ଜଳିଗଲା
ବାରିପଦା ବଜାରରେ ଘଟିଥିବା ଅଗ୍ନିକାଣ୍ଡରେ ଦୁଇଟି ଦୋକାନ ଜଳିଯାଇଛି। ସେଥିମଧ୍ୟରୁ ଗୋଟିଏ ବୈଦ୍ୟୁତିକ ସାମଗ୍ରୀ ଦୋକାନ ଏବଂ ଅନ୍ୟଟି କପଡ଼ା ଦୋକାନ ରହିଛି। ବିଳମ୍ବିତ ରାତିରେ ଦୋକାନଗୁଡ଼ିକ ବନ୍ଦ ଥିବା ସମୟରେ ନିଆଁ ଲାଗିଥିବା କୁହାଯାଉଛି....
ଖେଳ
ରାଜନୀତି
ନୂଆ ମୋଡ଼ ନେଉଛି ଏନ୍ସିପି ନେତାଙ୍କ ବୋହୂ ମୃତ୍ୟୁ ମାମଲା: ଚକିତ କଲା ବ୍ୟବଚ୍ଛେଦ ରିପୋର୍ଟ
ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି) ନେତା ରାଜେନ୍ଦ୍ର ତୁକାରାମ ହାଗାୱାନେଙ୍କ ୨୪ ବର୍ଷୀୟା ବୋହୂ ତାଙ୍କ ଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ତେବେ ଏହା ଏକ ଆତ୍ମହତ୍ୟା ମାମଲା କି ହତ୍ୟା; ତାହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି।
ଅପରାଧ
ଟ୍ରେଡିଂରେ କୋଟିପତି ହେବାର ସ୍ବପ୍ନ: ଭୋପାଳରୁ ଦୁଇ ସାଇବର୍ ଠକ ଗିରଫ, ଭୁବନେଶ୍ବର ବାସିନ୍ଦାଙ୍କଠାରୁ ଲୁଟିଥିଲେ ଦେଢ଼ କୋଟି
ଟ୍ରେଡିଂରେ ନିବେଶ କରି କୋଟିପତି ହେବାର ସ୍ବପ୍ନ ଦେଖିଥିବା ଭୁବନେଶ୍ବରର ଜଣେ ବ୍ୟକ୍ତି ଫସିଯାଇଛନ୍ତି। ସାଇବର୍ ଠକ ତାଙ୍କ ନିକଟରୁ ନିବେଶ ନାଁରେ ଦେଢ଼ କୋଟି ଟଙ୍କା ଲୁଟିନେଇଛନ୍ତି। ଏହି ଘଟଣାରେ କ୍ରାଇମବ୍ରାଞ୍ଚ ଟିମ୍ ଭୋପାଳ ଜାହାଙ୍ଗିରବାଦର ତୟବ ଖାଁ (୨୩) ଓ ଫିରୋଜ ଖାଁ (୩୬)ଙ୍କୁ ଗିରଫ କରିଛି।
ମନୋରଞ୍ଜନ
ଶେଷ ନିଦ୍ରାରେ ବଲିଉଡ ଅଭିନେତା ମୁକୁଲ ଦେବ: ୫୪ ବର୍ଷ ବୟସରେ ପରଲୋକ
ବଲିଉଡ ଅଭିନେତା ମୁକୁଲ ଦେବଙ୍କ ପରଲୋକ । ୫୪ ବର୍ଷ ବୟସରେ ମୁକୁଲଙ୍କ ଦେହାନ୍ତ । ଗତରାତିରେ ତାଙ୍କର ମୃତ୍ୟୁ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ।