Advertisment
Latest Posts
Advertisment
ରାଜ୍ୟ
ବନ କର୍ମଚାରୀଙ୍କୁ ପିଟିଲେ ଉତ୍ତ୍ୟକ୍ତ ଲୋକେ: ୪ ଜଣଙ୍କୁ କଚାଡ଼ି ମାରିଲା ଦନ୍ତା
କେନ୍ଦୁଝର ଜିଲ୍ଲାର ପୃଥକ ସ୍ଥାନରେ ଆଜି ଦନ୍ତାହାତୀ ଆକ୍ରମଣରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ଯୋଡ଼ା ବ୍ଲକ୍ ଗୁଆଲି ପଞ୍ଚାୟତରେ ହାତୀ ଆକ୍ରମଣରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କାଳିମାଟିରେ ଜଣେ ଯୁବକ ଏବଂ ହରିଚନ୍ଦନପୁର....
ଜିଲ୍ଲା
ଲୁଟି ନେଲେ ୧୦୫ ଭରି ସୁନା ଅଳଙ୍କାର
ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ସାମରାଇପୁର ଆରଡ଼ିଛକ କେନାଲ ରୋଡ଼ଠାରେ ବଡ ଧରଣର ଚୋରି ହୋଇଛି। ଦୁଇଟି ଭଡ଼ା ଘରୁ ଚୋରି ହୋଇଥିବା ସୂଚନା ମିଳିଛି। ଗୋଟିଏ ଘରୁ ୮୦ ଭରି ଅନ୍ୟ ଏକ ଘରୁ ୨୫ ଭରି ସୁନା ଲୁଟ ହୋଇଛି....
ଖେଳ
ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ : ଇତିହାସଠାରୁ ଆଉ ୬୯ ରନ ଦୂରରେ ଦକ୍ଷିଣ ଆଫ୍ରିକା
ଲଣ୍ଡନର ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଖେଳାଯାଉଥିବା ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ମ୍ୟାଚ ରୋଚକ ମୋଡ଼ରେ ପହଞ୍ଚିଛି । ୨୮୨ ରନର ପିଛା କରୁଥିବା ଦକ୍ଷିଣ ଆଫ୍ରିକା ୩ୟ ଦିନ ଖେଳ ଶେଷ ସୁଦ୍ଧା ୨ ଓ୍ବିକେଟ ହରାଇ ୨୧୩ ରନ କରିଛି ।
ରାଜନୀତି
ସରକାର ବଦଳିଛି, ବ୍ୟବସ୍ଥାରେ ପରିବର୍ତ୍ତନ ହୋଇନି: କଂଗ୍ରେସ
ରାଜ୍ୟରେ ବିଜେପି ସରକାର ଗୋଟିଏ ବର୍ଷ ପୂରଣ କରିଛି। ମାତ୍ର ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ ହୋଇନାହିଁ। ଶାସନକୁ ଆସିବା ପୂର୍ବରୁ ପ୍ରତିଶ୍ରୁତିରେ ପୋତି ପକାଇଥିଲେ। ପ୍ରତିଶ୍ରୁତି ନାଁରେ ପ୍ରତାରଣାର ପ୍ରତିଛବି ରାଜ୍ୟ ଶାସନରେ ପ୍ରତିଫଳିତ ହୋଇଛି।
ଅପରାଧ
ଇନ୍ଫ୍ଲୁଏନସରଙ୍କ ହତ୍ୟା ଘଟଣା: 'ପ୍ରମୋଶନାଲ ସୁଟ୍' ପାଇଁ ଡାକି ଗଳା ଚିପିଥିଲେ ହତ୍ୟାକାରୀ
ଦେଶ- ବିଦେଶ | Latest | ଅପରାଧ
ମନୋରଞ୍ଜନ
ସଞ୍ଜୟଙ୍କ ମୃତ୍ୟୁ ଖବର ପାଇବା ପରେ କରିସ୍ମାଙ୍କ ଘରୁ କାନ୍ଦିକାନ୍ଦି ବାହାରିଲେ କରିନା!
କରିସ୍ମାଙ୍କୁ ଭେଟି କରିନା ଘରୁ ବାହାରକୁ ଆସିବା ସମୟରେ ତାଙ୍କ ମୁହଁରେ ଦୁଃଖ ଏବଂ ଆଖିରେ ଲୁହ ଭରି ରହିଥିବା ଦେଖିବାକୁ ମିଳିଥିଲା। ଏମିତି କି ଗାଡ଼ିରେ ବସିବା ପରେ କରିନା ତାଙ୍କ ଲୁହକୁ ପୋଛିଥିଲେ।