Advertisment
Latest Posts
Advertisment
ରାଜ୍ୟ
୩ବର୍ଷ ହେବ ସରୁନି ମିଶସ ଶକ୍ତି ହଲ୍ର ନିର୍ମାଣ
ମହିଳା ସ୍ବୟଂ ସହାୟକ ଦଳକୁ ସଶକ୍ତ କରିବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରି ବିଭିନ୍ନ ଧନ୍ଦାମୂଳକ ତାଲିମ ଦେବା ସହ ତାହାକୁ କାର୍ଯ୍ୟକାରୀ କରିବା ପାଇଁ ଅନୁସଙ୍ଗିକ ଭିତ୍ତିଭୂମି ଯୋଗାଇ ଆସୁଛନ୍ତି।
ଜିଲ୍ଲା
ଲୁଟି ନେଲେ ୧୦୫ ଭରି ସୁନା ଅଳଙ୍କାର
ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ସାମରାଇପୁର ଆରଡ଼ିଛକ କେନାଲ ରୋଡ଼ଠାରେ ବଡ ଧରଣର ଚୋରି ହୋଇଛି। ଦୁଇଟି ଭଡ଼ା ଘରୁ ଚୋରି ହୋଇଥିବା ସୂଚନା ମିଳିଛି। ଗୋଟିଏ ଘରୁ ୮୦ ଭରି ଅନ୍ୟ ଏକ ଘରୁ ୨୫ ଭରି ସୁନା ଲୁଟ ହୋଇଛି....
ଖେଳ
ବିଶ୍ବ ମୁକୁଟ ଦ୍ବାରରେ ଦକ୍ଷିଣ ଆଫ୍ରିକା: ମାର୍କରାମଙ୍କ ପରାକ୍ରମୀ ଶତକ ଦେଲା ବଡ଼ ସୁଯୋଗ
ଅଢ଼େଇ ଦଶନ୍ଧି ଧରି ଆଇସିସି ଟ୍ରଫି ଜିତି ନଥିବା ଦକ୍ଷିଣ ଆଫ୍ରିକା ଏବେ ଏହାର ନିକଟତର ହୋଇଛି। ଐତିହାସିକ ଲର୍ଡସ ପଡ଼ିଆରେ ଚାଲିଥିବା ଆଇସିସି ବିଶ୍ବ ଟେଷ୍ଟ୍ ଚାମ୍ପିୟନସିପ୍ ଫାଇନାଲ୍ରେ ବିଜୟ ଦ୍ବାରରେ ପହଞ୍ଚିଯାଇଛି ଏହି ଦଳ। ପ୍ରଥମ ପାଳିରେ ୭୪ ରନ୍ ପଛୁଆ ରହିବା.....
ରାଜନୀତି
ସରକାର ବଦଳିଛି, ବ୍ୟବସ୍ଥାରେ ପରିବର୍ତ୍ତନ ହୋଇନି: କଂଗ୍ରେସ
ରାଜ୍ୟରେ ବିଜେପି ସରକାର ଗୋଟିଏ ବର୍ଷ ପୂରଣ କରିଛି। ମାତ୍ର ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ ହୋଇନାହିଁ। ଶାସନକୁ ଆସିବା ପୂର୍ବରୁ ପ୍ରତିଶ୍ରୁତିରେ ପୋତି ପକାଇଥିଲେ। ପ୍ରତିଶ୍ରୁତି ନାଁରେ ପ୍ରତାରଣାର ପ୍ରତିଛବି ରାଜ୍ୟ ଶାସନରେ ପ୍ରତିଫଳିତ ହୋଇଛି।
ଅପରାଧ
ପତ୍ନୀଙ୍କ ଦ୍ବାରା ନିର୍ଯାତିତ ହୋଇ ହାତକଡ଼ି ପିନ୍ଧି କରୁଛନ୍ତି ଚା’ ବେପାର
ପତ୍ନୀଙ୍କ ଦ୍ବାରା ପାଉଥିବା ନିର୍ଯାତନାର ପ୍ରତିବାଦରେ ରାଜସ୍ଥାନର କୃଷ୍ଣ କୁମାର ଧାକଡ ଏକ ନିଆରା କୌଶଳ ଆପଣେଇଥିବା ଦେଖିବାକୁ ମିଳିଛି। ରାଜସ୍ଥାନର କୃଷ୍ଣ କୁମାର ଧାକଡ ତାଙ୍କ ଶ୍ୱଶୁର ଘର ଲୋକଙ୍କ ସମ୍ମୁଖରେ ଏକ ଅନନ୍ୟ ଚା ଦୋକାନ ଖୋଲିଛନ୍ତି। ଷ୍ଟଲର ନାମ ମଧ୍ୟ ବେଶ୍ ଆଖିଦୃଶିଆ ରଖିଛନ୍ତି ସେ।