Advertisment
Latest Posts
Advertisment
ରାଜ୍ୟ
ବାଲି ଚୋରାଚାଲାଣ ବେଳେ ଅଘଟଣ: ଟ୍ରାକ୍ଟର ଓଲଟି ଚାଲିଗଲା ଚାଳକଙ୍କ ଜୀବନ
ପିପିଲି ଥାନା ଜଗନ୍ନାଥପୁର ଡଗରା ସାହିର ଟ୍ରାକ୍ଟର ଚାଳକ ରାହୁଲ ବିଶ୍ୱାଳ(୨୦)ଙ୍କର ମୃତ୍ୟୁ ଘଟିଛି । ପୁଲିସର ସୂଚନା ଅନୁସାରେ ଜଗନ୍ନାଥପୁର ନିକଟ ଭାର୍ଗବୀ ନଦୀର ବେଆଇନ ବାଲିଘାଟରୁ ସୋମବାର ବିଳମ୍ବିତ ରାତିରେ ବାଲି ଚୋରାଚାଲାଣ ବେଳେ ଏହି ଅଘଟଣ ଘଟିଛି ।
ଜିଲ୍ଲା
କୋଟସମ ଲାଇରେ ବିକ୍ର ନହୋଇ ଧାନ ମଣ୍ଡିରେ ପଡି ଗଜା ହେଲା: ଜିଲ୍ଲପାଳଙ୍କ ନିକଟରେ ଅଭିଯୋଗ
କୋଟସମ ଲାଇମଣ୍ଡିରେ ଚାଷୀ ଧାନ ବିକ୍ରି କରି ନ ପାରି ହଇରାଣ ହଟହଟା ହେଉଥିବାରୁ ଶେଷରେ ଗଜା ଧାନ ବସ୍ତାକୁ ଧରି ଜିଲ୍ଲପାଳଙ୍କୁ ଗୁହାରି କରିବାକୁ ଆସି ଶୁଣାଣି ଶିବିର ଚାଷୀ ପହଞ୍ଚିଥିଲେ..
ଖେଳ
ରାଜନୀତି
ସୋସିଆଲ୍ ମିଡିଆରେ ଝଡ଼: ବିଜେଡି ଛାଡ଼ିବେ କି ଦୀପାଳି, ବିଶାଳ?
ଦିବଙ୍ଗତ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଘର ଓ କମ୍ପାନି ସମେତ ବିଭିନ୍ନ ସ୍ଥାନରେ ଗତ ୫ ଦିନ ହେଲା ଆୟକର ଚଢ଼ଉ ଜାରି ରହିଛି। ତେବେ ଏହା ପ୍ରଥମ ଘଟଣା ନୁହେଁ, ଗତ ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ବର୍ତ୍ତମାନ ସୁଦ୍ଧା ୩ ଥର ଆୟକର ବିଭାଗ....
ଅପରାଧ
ନିଟ୍ ପରୀକ୍ଷାରେ ଝିଅ ଖରାପ ପ୍ରଦର୍ଶନ କରିବାରୁ ବାଡ଼େଇ ବାଡ଼େଇ ଜୀବନ ନେଲେ ବାପା
ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ପରୀକ୍ଷାରେ ଖରାପ କରିବାରୁ ନିଜ ଜନ୍ମ କଲା ଝିଅକୁ ହତ୍ୟା।କରିଛନ୍ତି ନିଷ୍ଠୁର ବାପା। ଏହି ଘଟଣା ଏବେ ଚାରିଆଡ଼େ ଚର୍ଚ୍ଚା ପାଲଟିଛି।