Advertisment
Latest Posts
Advertisment
ରାଜ୍ୟ
ରଥଯାତ୍ରା: ଶ୍ରୀକ୍ଷେତ୍ର ସୁରକ୍ଷାରେ ମୁତୟନ ହେବେ ୧୦ ହଜାର ପୁଲିସ ଫୋର୍ସ
ଦୁଇ ଦିନ ପରେ ପୁରୀ ରଥଯାତ୍ରା। ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥଗୁଡ଼ିକର ନିର୍ମାଣ କାମ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ସେବାୟତମାନେ ଦିନରାତି ଏକ କରି ରଥ ନିର୍ମାଣ କାମରେ ନିୟୋଜିତ ଅଛନ୍ତି।
ଜିଲ୍ଲା
କୋଟସମ ଲାଇରେ ବିକ୍ର ନହୋଇ ଧାନ ମଣ୍ଡିରେ ପଡି ଗଜା ହେଲା: ଜିଲ୍ଲପାଳଙ୍କ ନିକଟରେ ଅଭିଯୋଗ
କୋଟସମ ଲାଇମଣ୍ଡିରେ ଚାଷୀ ଧାନ ବିକ୍ରି କରି ନ ପାରି ହଇରାଣ ହଟହଟା ହେଉଥିବାରୁ ଶେଷରେ ଗଜା ଧାନ ବସ୍ତାକୁ ଧରି ଜିଲ୍ଲପାଳଙ୍କୁ ଗୁହାରି କରିବାକୁ ଆସି ଶୁଣାଣି ଶିବିର ଚାଷୀ ପହଞ୍ଚିଥିଲେ..
ଖେଳ
ହେଡିଙ୍ଗଲେ ଟେଷ୍ଟ : ୨ଟି ଓ୍ବିକେଟ ନେଇ ଭାରତ ପାଇଁ କ୍ଷୀଣ ଆଶାର ସଂଚାର କଲେ ପ୍ରସିଦ୍ଧ
ହେଡିଙ୍ଗଲେ ଟେଷ୍ଟରେ ଭାରତ ପାଇଁ ଏକ କ୍ଷୀଣ ଆଶାର ସଂଚାର ହୋଇଛି । ବର୍ଷା ପରେ ଖେଳର ମୋଡ଼ କିଛିଟା ବଦଳିଛି । ଇଂଲାଣ୍ଡ ଲଗାତାର ୨ଟି ଓ୍ବିକେଟ ହରାଇଛି ।
ରାଜନୀତି
ଫଡନବୀସଙ୍କ ସରକାର ହାଇ-ଟେକ୍ ହେଲା: ମନ୍ତ୍ରୀମାନଙ୍କୁ ମିଳିଲା ଆଇପ୍ୟାଡ୍
ଏକ ଐତିହାସିକ ପଦକ୍ଷେପ ସ୍ୱରୂପ, ମହାରାଷ୍ଟ୍ର କ୍ୟାବିନେଟ୍ ସମସ୍ତ କ୍ୟାବିନେଟ୍ ବୈଠକକୁ ସମ୍ପୂର୍ଣ୍ଣ କାଗଜବିହୀନ କରିବାକୁ ନିଷ୍ପତ୍ତି ନେଇଛି। ସମସ୍ତ ମନ୍ତ୍ରୀଙ୍କୁ ଆଇପ୍ୟାଡ୍ ଦିଆଯାଇଛି ଯାହା ଦ୍ୱାରା ସେମାନେ ପୂର୍ବ ବୈଠକର ଏଜେଣ୍ଡା, ନୋଟ୍ ଏବଂ ଡକ୍ୟୁମେଣ୍ଟଗୁଡ଼ିକୁ ଡିଜିଟାଲ ଭାବରେ ପାଇପାରିବେ...
ଅପରାଧ
କୋଟିପତି ହେବାର ଲୋଭ ଦେଖାଇ ଠକିଥିଲେ; ଗିରଫ ହେଲେ ୩ ଅଭିଯୁକ୍ତ
ସେୟାର ବଜାରରେ ନିବେଶ କରି କୋଟିପତି କରାଇବାର ଲୋଭ ଦେଖାଇ ଲୋକଙ୍କ ଠାରୁ ୭ କୋଟି ଟଙ୍କାରୁ ଊର୍ଦ୍ଧ୍ବ ଠକିବା ଅଭିଯୋଗରେ ତିନିଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ପୁଲିସ ସେମାନଙ୍କୁ ପଚରାଉଚୁରା କରୁଛି।