ଭୁବନେଶ୍ୱର: ୧୯୯୪ ବ୍ୟାଚ୍ ଆଇପିଏସ୍ ଅଧିକାରୀ ସଂଜୀବ ପଣ୍ଡାଙ୍କୁ ଅତିରିକ୍ତ ଡିଜି ଭାବରେ ପଦୋନ୍ନତି ମିଳିଛି। ବର୍ତ୍ତମାନ ସଂଜୀବ ପଣ୍ଡା ରାଜ୍ୟ ପରିବହନ କମିସନର ପଦରେ ଅଛନ୍ତି। ବରିଷ୍ଠ ଅଧିକାରୀଙ୍କ ପଦୋନ୍ନତି ନେଇ ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ପୂର୍ବବର୍ତ୍ତୀ ଖବର
ପ୍ରଥମ ଭିଡିଓ ଚିତ୍ର ପ୍ରେରଣ କଲା ଭାରତର ମିଲିଟାରୀ ଉପଗ୍ରହ ଜିସ୍ୟାଟ-୭ଏ